Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହମାସ ଉପରେ ଇସ୍ରାଏଲର ବଡ ଆକ୍ରମଣ: ମୁଖ୍ୟ ଆତଙ୍କୀ ଇସ୍ମାଏଲ ହାନିଆଙ୍କ ଘର ଉପରେ ମିସାଇଲ ମାଡ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୯ ଦିନରେ ଆସିଲା ବଡ ଖବର । ମିଳିଥିବା ଖବର ଅନୁସାରେ, ଇସ୍ରାଏଲ ସେନା ହମାସର ମୁଖ୍ୟ ଇସ୍ମାଏଲ ହାନିଆଙ୍କ ଘର ଉପରେ ମିସାଇଲ ଆଟାକ କରୁଛି । ଅଲ-ଅକ୍ସା ରେଡିଓ ପକ୍ଷରୁ କୁହାଯାଇଛି, ଏକ ଇସ୍ରାଏଲି ଡ୍ରୋନ ଇସ୍ମାଇଲ ହାନିଆଙ୍କ ଗାଜା…

ଶ୍ରୀରାମଙ୍କ ପାଇଁ ୧୦୧ ହୀରା, ୧୧ କିଲୋ ସୁନାରେ ନିର୍ମିତ ମୁକୁଟ ଦେବ ଠକ ସୁକେଶ

ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖର ଏବେ ଦିଲ୍ଲୀ ଜେଲରେ ବନ୍ଦ ଅଛି । ଜେଲରେ ବନ୍ଦ ଥିବା ସୁକେଶ ଅଯୋଧ୍ୟାରେ ନିର୍ମିତ ହେଉଥିବା ଶ୍ରୀରାମ ମନ୍ଦିର ପାଇଁ ଦାନ କରିବାକୁ ଆଗ୍ରହ ପ୍ରକାଶ କରିଛି । ସୁକେଶ ୧୦୧ ହୀରା ଓ ୧୦ କିଲୋ ସୁନାରେ ନିର୍ମିତ ମୁକୁଟ ମହାପ୍ରଭୂଙ୍କୁ ଦେବା ପାଇଁ ଚାହିଁଛି ।…

ପାକିସ୍ତାନର ଏୟାରବେସରେ ଆତଙ୍କବାଦୀ ଆକ୍ରମଣ, ୩ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନରେ ବଡ଼ ଆତଙ୍କୀ ହମଲା । ଏୟାରବେସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ। ମିଆଁୱାଲିର ସମଗ୍ର ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି । ୩ ଏୟାରକ୍ରାଫ୍ଟ ନଷ୍ଟ। ଇନ୍ଧନ ଟ୍ୟାଙ୍କର ମଧ୍ୟ କ୍ଷତିଗ୍ରସ୍ତ। ସୂଚନା ଅନୁସାରେ, ସକାଳ ସମୟରେ ୫ରୁ ୬…

ଦିନକୁ କରନ୍ତି ୫ କୋଟିର ଦାନ… କିଏ ଏହି ଦାନବୀର, କ’ଣ ତାଙ୍କର ଆୟର ଉତ୍ସ?

ନୂଆଦିଲ୍ଲୀ: ଅଳ୍ପ ହେଉ କି ବହୁତ,  ଟଙ୍କା ପଇସା ତ ପ୍ରାୟ ସମସ୍ତେ ରୋଜଗାର କରିଥାନ୍ତି । କିନ୍ତୁ ରୋଜଗାର କରିଥିବା ଟଙ୍କାର ଅଧା ଅଂଶ ଦାନ କାର୍ଯ୍ୟରେ ଖର୍ଚ୍ଚ କରୁଥିବା ଲୋକଙ୍କ ସଂଖ୍ୟା କମ ନୁହେଁ, ହୁଏତ ବିରଳ ।  ଏକଥା ସତ ଯେ, ଆମ ଦେଶରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ରୋଜଗାରରୁ…

ନେପାଳ ଭୂମିକମ୍ପ: ଗଲାଣି ୧୨୯ ଜୀବନ, ବଢିପାରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଦୋହଲିଲା ନେପାଳ । ଗତକାଲି ବିଳମ୍ବିତ ରାତିରେ ଉତ୍ତର ପଶ୍ଚିମ ନେପାଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରେକର୍ଡ କରାଯାଇଛି । ଭୂକମ୍ପରେ ଏବେ ସୁଦ୍ଧା ୧୨୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଗୁରୁତର ଆହତ…

ନେପାଳରେ ୬.୪ ତୀବ୍ରତାର ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନସିଆରରେ ଅନୁଭୂତ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ନେପାଳରେ ୬.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ-ଏନସିଆର ଅଞ୍ଚଳ, ବିହାର, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସମେତ ଉତ୍ତର ଭାରତରେ ଏହାର ତୀବ୍ରତା ଅନୁଭୂତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ୧୧ଟା ୩୨ ମିନିଟରେ ଭୂପୃଷ୍ଠର ୧୦ କିଲୋମିଟର୍ ଗଭୀରରେ…

ନେପାଳରେ ୬.୪ ତୀବ୍ରତାର ସହ ଭୂକମ୍ପ, ୨୪ ଜଣଙ୍କ ମୃତ୍ୟୁ

କାଠମାଣ୍ଡୁ: ନେପାଳରେ ଶୁକ୍ରବାର ବିଳମ୍ବିତ ରାତିରେ ୬.୪ ତୀବ୍ରତାର ଭୂକମ୍ପରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଜାତୀୟ ଭୂକମ୍ପ ମାପନ କେନ୍ଦ୍ରର ଅଧିକାରୀଙ୍କ କହିବାନୁସାରେ, ଜାଜରକୋଟ ଜିଲ୍ଲାର ଲମିଦଣ୍ଡା ଅଞ୍ଚଳରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା…

ଅନ୍ ଲାଇନ୍ ବେଟିଂ ଆପ୍ ମହାଦେବଠୁ ଛତିଶଗଡ ମୁଖ୍ୟମନ୍ତ୍ରୀ ୫୦୮କୋଟି ଟଙ୍କା ପାଇଛନ୍ତି: ଇଡି

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମହାଦେବ ବେଟିଂ ଆପର ୟୁଏଇର ପ୍ରମୋଟରଙ୍କ ଠାରୁ ୫୦୮ କୋଟି ଟଙ୍କା ପାଇଥିବା ଅଭିଯୋଗର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆଣ୍ଟି ମନି ଲଣ୍ଡରିଂ ଆଇନ ଅନୁଯାୟୀ ତଦନ୍ତ କରୁଛି ଇଡି। ଇଡି ଅଧିକାରୀମାନେ ଶୁକ୍ରବାର ଦାବି…

ବିଜେପିର ହିନ୍ଦୁତ୍ୱକୁ ଛତିଶଗଡରେ କଂଗ୍ରେସ କରିଛି ହାଇଜାକ!

ଭୁବନେଶ୍ୱର: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରମୁଖ ଦଳଗୁଡିକ ଜୋରଦାର ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡ଼ରେ ପ୍ରଚାର କରିଥିବା ବେଳେ ବିଜେପିର ଅନ୍ୟ ହେଭିୱେଟ ମାନେ ମଧ୍ୟ ପ୍ରଚାର କରୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ପଣ୍ଡରିୟା…

ହାତ ଧରିଲେନି ଶର୍ମିଳା, କିନ୍ତୁ ସାଙ୍ଗରେ ରହିବେ !

ଭୁବନେଶ୍ୱର: କଂଗ୍ରେସ ସହ ନିଜ ଦଳକୁ ଲୀନ କରିବାକୁ ଉଦ୍ୟମ କଲେ। ସୋନିଆ ରାହୁଲଙ୍କ ସହ ସାକ୍ଷାତ କରି ତେଲେଙ୍ଗାନାରେ ଏକାଠି ନିର୍ବାଚନ ଲଢ଼ିବାକୁ ଆଲୋଚନା କଲେ। ବହୁ ଅପେକ୍ଷା ମଧ୍ୟ କଲେ। କିନ୍ତୁ କଂଗ୍ରେସ ପକ୍ଷରୁ କିଛି ନିଷ୍ପତ୍ତି ନିଆ ନ ଯିବାରୁ ତେଲେଙ୍ଗାନାର ସମସ୍ତ ୧୧୯ ବିଧାନସଭା…