Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାର୍ଯ୍ୟକ୍ଷମ ହେଲା ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ଫ୍ୟୁଜନର ରିଆକ୍ଟର

ଟୋକିଓ: ଜାପାନର ନାକା ନର୍ଥରେ ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ରିଆକ୍ଟର କାର୍ଯ୍ୟକ୍ଷମ ହୋଇଛି । ବିଶ୍ୱର ସମସ୍ତ ପରମାଣୁ ଫିଜନରେ ଏହା ଚାଲିପାରିବ । ଏହି ନ୍ୟୁକ୍ଲିୟର ରିଆକ୍ଟରର ନାମ ଜେଟି-୬୦ଏସଏ ରଖାଯାଇଛି । ଅତ୍ୟାଧୂନିକ ସୁରକ୍ଷା ଶୈଳୀରେ ଏବଂ କାର୍ବନ ମୁକ୍ତ ଉର୍ଜା କିଭଳି ପ୍ରସ୍ତୁତ…

ତେଲେଙ୍ଗାନାରେ କଂଗ୍ରେସ ଶାସନ, ରେବନ୍ତ ରେଡ୍ଡୀ ହେବେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନରେ ବିପୁଳ ବିଜୟ ହାସଲ କରିଛି କଂଗ୍ରେସ। ବିଧାନସଭା ନିର୍ବାଚନ ଜନାଦେଶ ପ୍ରକାଶ ପାଇବାର ଗୋଟିଏ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ରାଜ୍ୟ କଂଗ୍ରେସ ସଭାପତି ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏନେଇ ଜାତୀୟ…

କଣ ପାଇଁ ଚିନ୍ତାରେ ଉତ୍ତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ

ପ୍ୟୋଙ୍ଗୟଙ୍ଗ: ଉତ୍ତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏବେ ବଡ ଚିନ୍ତାରେ ପଡିଛନ୍ତି । ଏହାର କାରଣ ହେଲା ଦେଶରେ ଶିଶୁ ଜନ୍ମ ହାରରେ ଦ୍ରୁତ ଅବନ୍ନତି । ମାଆମାନେ ମଧ୍ୟ ଶିଶୁ ଜନ୍ମ କରିବା ପ୍ରତି ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଏଥିପାଇଁ କିମ ଦେଶର ସମସ୍ତ ମାଆମାନଙ୍କୁ…

ଜମ୍ମୁ-କାଶ୍ମୀରରେ ଭୟାବହ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଜମ୍ମୁ-କାଶ୍ମୀର: ବାରାମୁଲାରେ ଭୟାବହା ଅଗ୍ନିକାଣ୍ଡ। ବାରାମୁଲା କାନଲିବାଗ ବାବା ରେଶି ରୋଡରେ ଥିବା ୮ଟି ଘରେ ଲାଗିଛି ନିଆଁ। ଅଗ୍ନିକାଣ୍ଡରେ ଗୋଟିଏ ଆସବାବପତ୍ର ଫ୍ୟାକ୍ଟ୍ରି ଜଳି ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷତି ଘଟିଛି । ଘର ପୋଡିଯିବା ସହ ଆସବାବପତ୍ର ଫ୍ୟାକ୍ଟ୍ରିରେ…

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ହାତ ପାର୍ଟି ହାରିବାକୁ ନେଇ ବର୍ଷିଲେ ମମତା, ଦେଲେ ୨୪ ମୁକାବିଲା ପାଇଁ ପରାମର୍ଶ

ନୂଆଦିଲ୍ଲୀ: କର୍ଣ୍ଣାଟକର ସଫଳତା ଦୋହରାଇପାରିଲାନି କଂଗ୍ରେସ। ତେଲେଙ୍ଗାନାରେ ବିଜୟୀ ହୋଇ ସାନ୍ତ୍ବନା ପାଇଥିବା ଏହି ଦଳ ଏବେ ବିରୋଧୀ ମେଣ୍ଟର ଅନ୍ୟ ସଦସ୍ୟ ଦଳ ଦ୍ବାରା ପ୍ରଶ୍ନବାଣର ସାମ୍ନା କରିଛି। ଆଉ ମେଣ୍ଟରେ କଂଗ୍ରେସ ଏକଚାଟିଆ ବ୍ୟବହାର ଦେଖାଉଥିବା ନେଇ ପରୋକ୍ଷରେ ଅନ୍ୟ ସଦସ୍ୟ…

ଇଣ୍ଡିଆ ମେଣ୍ଟରେ ବିଗୁଡୁଛି ସମୀକରଣ, କଂଗ୍ରେସ ଡାକିଥିବା ବୈଠକକୁ ଆସିବେନି ମମତା

ନୂଆଦିଲ୍ଲୀ: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଶୋଚନୀୟ ପରାଜୟ ପରେ ଇଣ୍ଡିଆ ମେଣ୍ଟର ବୈଠକ ଡାକିଥିଲା କଂଗ୍ରେସ। 6 ତାରିଖରେ ଏହି ବୈଠକ ହେବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ। କିନ୍ତୁ ଏବେ ଏହି ବୈଠକ ବାବଦରେ ଜାଣିନାହାନ୍ତି କହି ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି…

ଇଣ୍ଡୋନେସିଆରେ ଆଗ୍ନେୟ ଉଦଗୀରଣ, ୧୧ ପର୍ବତାରେହୀ ମୃତ, ଆଲର୍ଟ ଜାରି

ଜାକର୍ତ୍ତା: ଇଣ୍ଡୋନେସିଆରେ ଆଗ୍ନେୟ ଉଦଗୀରଣ ଘଟି ୧୧ ପର୍ବତାରେହୀଙ୍କ ମୃତ୍ୟୁ ହୋଇଛି । ପଶ୍ଚିମ ସୁମାତ୍ରାର ମାରପି ଆଗ୍ନେୟଗିରି ହଠାତ ଉଦଗୀରଣ ହୋଇଥିଲା । ଏଥିରେ ୧୨ଜଣ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି । ତେବେ ବିପଦକୁ ଏଡାଇବା ପାଇଁ ବର୍ତ୍ତମାନ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ସାମୟିକ…

ମଣିପୁରରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷ, ଗୁଳିବିନିମୟରେ ଗୋଟିଏ ଗାଁରେ ୧୩ ମୃତ

ଇମ୍ଫାଲ୍: ପୁଣି ଅଶାନ୍ତ ହେଲା ମଣିପୁର। ସ୍ଥିତି ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡି ଯାଇଛି। ଇଣ୍ଟରନେଟ୍‌ ସେବା ଉପରୁ ବ୍ୟାନ୍‌ ହଟିବା ପରେ ପୁଣିଥରେ ହିଂସା ଦେଖାଦେଇଛି । ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ପରସ୍ପରକୁ ଉପରକୁ ଗୁଳିମାଡ଼ କରିଛନ୍ତି ଦୁଇ ଗୋଷ୍ଠୀ। ଏଥିରେ…

ମିଜୋରାମ ନିର୍ବାଚନ: ହାରିଗଲେ ମୁଖ୍ୟମନ୍ତ୍ରୀ, ସରକାର ଗଢିବ ଜେଡପିଏମ

ଆଇଜଲ: ମିଜୋରାମରେ ବହୁମତ ସହ ସରକାର ଗଢିବ ଜେଡପିଏମ । ୨୭ ଆସନରେ ଜିତି ଶାସକ ମିଜୋ ନାଶନାଲ ଫ୍ରଣ୍ଟ ବା ଏମଏନଏଫଠାରୁ କ୍ଷମତା ଛଡେଇ ନେଇଛନ୍ତି ଲାଲଦୁହୋମା । ଆଞ୍ଚଳିକ ଦଳ ଜେଡପିଏମ ଏବଂ ଏମଏନଏଫ ମଧ୍ୟରେ ଏଠାରେ ଜୋରଦାର ଲଢେଇ ଚାଲିଥିଲା । ୪୦ ଆସନ ବିଶିଷ୍ଟ ଏହି ରାଜ୍ୟରେ ମ୍ୟାଜିକ…

ମୁଖ୍ୟମନ୍ତ୍ରୀ ରେସ: ମଧ୍ୟପ୍ରଦେଶ-ରାଜସ୍ଥାନରେ ପିଉସୀ-ପୁତୁରା ଆଗରେ

ନୂଆଦିଲ୍ଲୀ:ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ବିପୁଳ ଭୋଟରେ ବିଜୟ ଲାଭ କରିଛି । ଏହି ତିନି ରାଜ୍ୟରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା । ମୋଦିଙ୍କ ନାଁ ଏବଂ ସାମୁହିକ ନେତୃତ୍ୱକୁ ସମ୍ବଳ କରି ନିର୍ବାଚନ ଲଢିଥିଲା । ଏବେ ଫଳଫଳ…