Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତୁର୍କିରେ ଭୂ-କମ୍ପ ଝଟକା, ଜାଣନ୍ତୁ କେତେ ରହିଛି ତୀବ୍ରତା

ଅଙ୍କାରା: ପାକିସ୍ତାନ ପରେ ତୁର୍କୀରେ ପ୍ରବଳ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପ୍ରବଳ ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇଯାଇ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ତୁର୍କୀରେ ପୂର୍ବରୁ ମଧ୍ୟ ଏକ ଭୟଙ୍କର ଭୂକମ୍ପ ଘଟିଥିଲା ​​ଯାହା ଦ୍ବାରା ବିପୁଳ ପରିମାଣର ଧ୍ୱଂସ ଘଟିଥିଲା । ଆଜିର ଏହି…

ଚଳନ୍ତା କାର୍ ରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା, କଟିଲା ୨୩ ହଜାର ଟଙ୍କାର ଚାଲାଣ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ବର୍ତ୍ତମାନ ଇନଷ୍ଟା ହଉ କି ଫେସବୁକ ରିଲ୍ ତିଆରି କରିବାର ଭୂତ ସମସ୍ତଙ୍କୁ ଘାରିଛି । ପିଲାଠୁ ବୁଢା ଯାଏଁ ସମସ୍ତେ ଏହି ରୋଗରେ ପୀଡିତ । ବିଶେଷ କରି ଯୁବପୀଢି ମାନେ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇବାକୁ ପଛଉନାହାନ୍ତି । ଏହିପରି ଭାବେ ଅନେକ ଖବର ସାମ୍ନାକୁ ଆସୁଥିବାବଳେ ଆଉ ଏକ…

ମରିବାର ଅଛି ତ ବସ୍ ସାମ୍ନାକୁ ଯାଅ, ମୋ ଦେଢ କୋଟିର କାରପାଖକୁ ନୁହେଁ..ବାଇକ ଆରୋହୀଙ୍କ ଉପରେ ବର୍ଷିଲେ ପୂର୍ବତନ…

ନୂଆଦିଲ୍ଲୀ:ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ବୋହୂ ତଥା ଏଚଡି ରେବନ୍ନାଙ୍କ ପତ୍ନୀ ଭବାନୀ ରେବନ୍ନାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ କ୍ଲିପରେ ଭବାନୀ ରେବନ୍ନା ଜଣେ ବାଇକ ଆରୋହୀଙ୍କୁ ତେଢା ଗଳାରେ କିଛି କହୁଛନ୍ତି । ତାଙ୍କ କଥାରୁ ଯାହା ଜଣାପଡୁଛି, ବାଇକ ଆରୋହୀ…

ତାଣ୍ଡବ ରଚିଲା ମିଗଜୋମ: ପାଣିରେ ବୁଡିଲା ଚେନ୍ନାଇ ବିମାନବନ୍ଦର ରନୱେ

ଚେନ୍ନାଇ: ତାଣ୍ଡବ ରଚିଲା ମିଗଜୋମ । ବିଶେଷକରି ଚେନ୍ନାଇର ଅବସ୍ଥା ବେହାଲ କରି ଦେଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ  ଆରମ୍ଭ  ହୋଇଯାଇଛି । ରାସ୍ତା ଉପରେ ପାଣିରୁ ସୁଅ । ପାଣିର ସୁଆ ଏତେ ପ୍ରଖର ହୋଇଛି ଯେ, ରାସ୍ତା ଉପରେ କାର ଭାସୁଥିବା ଦେଖିବାକୁ ମିଳିଛି ।…

ଶୀତକାଳୀନ ଅଧିବେଶ ପୂର୍ବରୁ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ ହାରିବାର କ୍ଷୋଭ ସଂସଦରେ ବାହାର କରନ୍ତୁ ନାହିଁ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ  । ଅଧିବେଶନ ଆରମ୍ଭରୁ ମିଡିଆକୁ ଏକ ସାକ୍ଷାତ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ବିଶେଷ କରି ବିରୋଧୀଙ୍କ ଉଦ୍ଦେଶ୍ୟରେ…

ମିଜୋରାମ ବିଧାନସଭା ନିର୍ବାଚନ: ଜବରଦସ୍ତ ଆଗଉଛି ଜେଡପିଏମ, ୩ ନମ୍ବରରେ କଂଗ୍ରେସ

ଆଇଜଲ:ମିଜୋରାମରେ ଚାଲିଛି ଭୋଟ ଗଣତି । ଗଣତି ଆରମ୍ଭରେ ଜୋରମ ପିପୁଲ୍ସ ପାର୍ଟି ଯଥେଷ୍ଟ ଆଗରେ ଥିବା ଦେଖିବାକୁ ମିଳୁଛି । କ୍ଷମତାରେ ଥିବା ମିଜୋ ନାଶନାଲ ଫ୍ରଣ୍ଟ ଯଥେଷ୍ଟ ପଛରେ ପଡି ଯାଇଛି । ଏଠାରେ କଂଗ୍ରେସ ତିନି ନମ୍ବରରେ ଅଛି । ଚାରି ରାଜ୍ୟର ଭୋଟ ଗଣତି ଗତକାଲି ଶେଷ…

ଆଜି ଭାରତୀୟ ନୌସେନା ଦିବସ, କାହିଁକି ପାଳନ କରାଯାଏ ଏହି ଦିବସ, ଜାଣନ୍ତୁ ଏହାର କାରଣ…

ଭୁବନେଶ୍ୱର: ଆଜି ଭାରତୀୟ ନୌସେନା ଦିବସ । ପ୍ରତିବର୍ଷ ଡିସେମ୍ବର ୪ରେ ନୌସେନା ଦିବସ ପାଳନ କରାଯାଏ। ସୈନ୍ୟବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ପାଇଁ ଏହି ବିଶେଷ ଦିନ ପାଳନ କରିଥାଏ। ୧୯୭୧ ମସିହା ଡିସେମ୍ବର ୩ରେ ପାକିସ୍ତାନୀ ସେନା ଭାରତୀୟ ବାୟୁସୀମା ଓ…

ଆଜିଠୁ ସଂସଦର ଶୀତକାଳୀନ ଅଧିବେସନ, ୨୧ଟି ପ୍ରସଙ୍ଗରେ ହେବ ଆଲୋଚନା

ଭୁବନେଶ୍ଵର: ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ । ୧୭ତମ ଲୋକସଭାର ଚତୁର୍ଦ୍ଦଶ ଅଧିବେଶନ ଭାବେ ଏହି ଅଧିବେଶନ ଆଜି ଠାରୁ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୯ ଦିନ ଧରି ଚାଲିବ। ଅଧିବେଶନରେ ୨୧ଟି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସେଥିମଧ୍ୟରୁ ୧୯ଟି ବିଧେୟକ ଓ…

କାହା ହାତରେ ରହିବ ମିଜୋରାମର ଶାସନ ଭାର, ଆରମ୍ଭ ହେଲା ଭୋଟ୍ ଗଣତି

ମିଜୋରାମ: କିଏ ମାରିବ ବାଜି । କାହା ହାତରେ ରହିବ ମିଜୋରାମର ଶାସନ ଭାର । ଆଜି ଆସିବ ମିଜୋରାମର ନିର୍ବାଚନ ଫଳାଫଳ । ଆରମ୍ଭ ହେଲା ମିଜୋରାମର ବିଧାନସଭା ନିର୍ବାଚନ ଭୋଟ୍ ଗଣତି । ପ୍ରଥମେ ହେଉଛି ପୋଷ୍ଟାଲ୍ ବାଲାଟ୍ ଭୋଟ୍ ଗଣତି । ୮.୩୦ ରୁ ହେବ ଇଭିଏମ୍ ଗଣନା । ଗତ ୭ ନଭେମ୍ବରରେ ମିଜୋରାମର…

ପରାଜୟ ସ୍ୱୀକାର କଲେ ଭୂପେଶ ବଘେଲ, ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା

ନୂଆଦିଲ୍ଲୀ: ସ୍ପଷ୍ଟ ହୋଇଯାଇଛି ୪ ରାଜ୍ୟର ନିର୍ବାଚନ ଫଳାଫଳ । ତିନୋଟି ରାଜ୍ୟରେ ବିଜେପି ବିଜୟ ପତାକା ଉଠାଇଥିବାବେଳେ କେବଳ ତେଲେଙ୍ଗାନାରେ କଂଗ୍ରେସ ପିନ୍ଧିଛି ବିଜୟ ମୁକୁଟ । ଏଠାରେ କଂଗ୍ରେସ କେସିଆରଙ୍କ ବିଆରଏସକୁ ହରାଇ କଂଗ୍ରେସ ୬୭ ଆସନରେ ଜିତିଥିବାବେଳେ ବିଆରଏସ ୩୯ ଆସନରେ ଜିତିଛି…