Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିଷ୍ପତ୍ତି ବଦଳାଇଲା ବିଜେପି : ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ଆଉ କରିବନି ଟାର୍ଗେଟ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ । ବିରୋଧୀ ନିଜ ରଣକୌଶଳକୁ ନେଇ ଲାଗି ରହିଥିବାବେଳେ ଶାସକ ଦଳ ବି ମୁକାବିଲା ପାଇଁ ପ୍ରସ୍ତୁତ ହେଲେଣି । ଏକା ବିଜେପିକୁ ହରାଇବା ପାଇଁ ଏକ ହୋଇଛନ୍ତି ସବୁ ବିରୋଧୀ । ଗଢିଛନ୍ତି ନୂଆ ମେଣ୍ଟ ଇଣ୍ଡିଆ ବା ଇଣ୍ଡିଆନା…

ସରକାରଙ୍କ ବଡ଼ ଘୋଷଣା: ଆସିପାରେ ନୁଆ ଆଇନ୍, ପ୍ରେମ ବିବାହ ପାଇଁ ପରିବାରର ସହମତି ଅନିବାର୍ଯ୍ୟ

ଅହମ୍ମଦାବାଦ: ସରକାରଙ୍କ ବଡ଼ ଘୋଷଣା । ପ୍ରେମ ବିବାହ ପାଇଁ ପରିବାରର ସହମତି ଅନିବାର୍ଯ୍ୟ ନେଇ ଲାଗୁ ହୋଇପାରେ ନୁଆ ଆଇନ୍ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ପ୍ରେମ ବିବାହ ପାଇଁ ପିତାମାତାଙ୍କ ସହମତି ଅନିବାର୍ଯ୍ୟ କରିବା ଲାଗି ଆଇନ…

ଆଜାଦପୁର ପରିବା ମାର୍କେଟ ପହଞ୍ଚିଲେ, ବେପାରୀଙ୍କୁ ଭେଟି ଦରଦାମ୍ ସମ୍ପର୍କରେ ପଚାରି ବୁଝିଲେ ରାହୁଲ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ କେଉଁଠି କେତେବେଳେ ଅଚାନକ ପହଞ୍ଚିଯାଉଛନ୍ତି ଏବଂ କ’ଣ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ। କେତେବେଳେ ଚାଷୀଙ୍କ ସହ ମିଶି ଚାଷ କରୁଛନ୍ତି ତ କେତେବେଳେ ମୋଟର ଗ୍ୟାରେଜ ପହଞ୍ଚି ମେକାନିକଙ୍କ ସହ ମିଶି ବାଇକ ସଜାଡୁଛନ୍ତି। ବର୍ତ୍ତମାନ ରାହୁଲଙ୍କ ଆଉ ଏକ…

ଗ୍ରାହକଙ୍କୁ ଆଶ୍ୱସ୍ତି, କମିଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ: ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି। ଅଗଷ୍ଟ ଆରମ୍ଭରୁ ଖସିଲା ଏଲପିଜି ସିଲିଣ୍ଡର ଦାମ୍। କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ ପାଇଛି। ଏହି ପରିବର୍ତ୍ତନ ଯୋଗୁଁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧୬୮୦ ଟଙ୍କାକୁ କମିଛି।…

ଧର୍ମୀୟ ସଂଗଠନର ଶୋଭାଯାତ୍ରା ବେଳେ ହରିୟାଣାରେ ହିଂସା; ୨ ପୋଲିସ ସମେତ ୩ ମୃତ

ଚଣ୍ଡିଗଡ଼: ହରିୟାଣାରେ ହିଂସାକାଣ୍ଡ। ନୁହ ଜିଲ୍ଲାରେ ଧର୍ମୀୟ ସଂଗଠନର ଶୋଭାଯାତ୍ରା ବେଳେ ହିଂସା। ଏହି ହିଂସାକାଣ୍ଡରେ ୨ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ଜଣ ଆହତ ହୋଇଥିବା ସୂଚନା ରହିଛି। କୁହାଯାଉଛି ଧର୍ମୀୟ ଶୋଭାଯାତ୍ରାକୁ…

ହାଇୱେ ନିର୍ମାଣ ବେଳେ ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌, ୧୬ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ବଡ଼ ଧରଣର ଦୁର୍ଘଟଣା। ଥାନେ ଜିଲ୍ଲାର ସାହାପୁରରେ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌। ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ସମୃଦ୍ଧି ଏକ୍ସପ୍ରେସ ହାଇୱେ ନିର୍ମାଣ ବେଳେ ଏହି ଅଘଟଣ ଘଟିଛି।…

ଅଷ୍ଟ୍ରେଲିଆରେ ମିଳିଥିବା ରହସ୍ୟମୟ ବସ୍ତୁ ଭାରତୀୟ ରକେଟର ଆବର୍ଜନା

ସିଡନୀ: ଅଷ୍ଟ୍ରେଲିଆ ସମୂଦ୍ରକୂଳରେ ମିଳିଥିବା ରହସ୍ୟମୟ ବସ୍ତୁ ଭାରତୀୟ ରକେଟର ଆବର୍ଜନା ବୋଲି ଜଣାପଡିଛି । ତଦନ୍ତ ପରେ ଅଧିକାରୀମାନେ ଏହା ରକେଟର ଅଂଶ ବୋଲି ସ୍ପଷ୍ଟ କରିଛନ୍ତି । ଜୁଲାଇ ମଧ୍ୟଭାଗରେ ଜୁରିଅନ ବେ ନିକଟରେ ରକେଟର ଏହି ଅଂଶ ଦେଖିବାକୁ ମିଳିଥିଲା । ଉକ୍ତ ବସ୍ତୁକୁ ପୋଲିସ…

ଚାକିରି ବଦଳରେ ଜମି କାରବାର, ଲାଲୁଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ

ପାଟଣା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପରିବାର ସହ ଜଡିତ ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ମାମଲା ୨୦୦୪ରୁ ୨୦୦୯ ମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଥିବା ସମୟରେ ଯାଦବଙ୍କ ପରିବାରକୁ ଉପହାର ଦିଆଯାଇଥିବା କିମ୍ବା ବିକ୍ରି କରାଯାଇଥିବା ଜମି ବଦଳରେ…

ମଣିପୁର ଭାଇରାଲ ଭିଡିଓ ମାମଲାରେ ଗିରଫ ଚାରି ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଲା ସିବିଆଇ

ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଭିଡିଓ ଭାଇରାଲ୍ କରିବା ଘଟଣାରେ ପୁଲିସ ଗିରଫ କରିଥିବା ଚାରି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ସିବିଆଇ। ଏହି ଘଟଣାକୁ ନେଇ ଆଜି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାଙ୍କୁ କଡା ପ୍ରଶ୍ନ କରିଥିବା ବେଳେ…