Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସାମରେ ଗଠନ ହେବ ୪ ନୂତନ ଜିଲ୍ଲା ଓ ୮୧ଟି ଉପଜିଲ୍ଲା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଗୌହାଟି: ଆସାମକୁ ମିଳିବ ୪ ନୂଆ ଜିଲ୍ଲା। ରାଜ୍ୟରେ ୪ ନୂତନ ଜିଲ୍ଲା ଓ ୮୧ଟି ଉପଜିଲ୍ଲା ଗଠନ ହେବା ନେଇ ଶୁକ୍ରବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳର ୧୦୦ତମ ବୈଠକରେ ଅଧ୍ୟକ୍ଷତା କରି ଗଣମାଧ୍ୟମ ସମ୍ମିଳନୀରେ ଏହି ସୂଚନା…

ନୂଆଦିଲ୍ଲୀ ଜି-୨୦ ବୈଠକରେ ଯୋଗ ଦେବେନି ରୁଷ ରାଷ୍ଟ୍ରପତି

ମସ୍କୋ: ଶୁକ୍ରବାର କ୍ରେମଲିନ ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବରରେ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଯୋଗଦେବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କୌଣସି ଯୋଜନା ନାହିଁ। ୟୁକ୍ରେନରେ ଯୁଦ୍ଧ ଅପରାଧ ଅଭିଯୋଗରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି)…

ମନ୍ତ୍ରୀଙ୍କୁ ଫେଲ ହେବା ଡର ! କହିଲେ ମୋତେ ପାସ କରେଇଦିଅ

ଭୁବନେଶ୍ୱର: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ବିଶେଷ କରି କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ତୀଵ୍ର ହେବାରେ ଲାଗିଛି। ସେପଟେ ନିର୍ବାଚନରେ ପ୍ରମୁଖ ନେତାମାନେ କିଭଳି ନିର୍ବାଚନ ଜିତିବେ ସେ ନେଇ…

ରାହୁଲଙ୍କ ଗ୍ୟାରେଣ୍ଟି, ‘ବିଜେପିକୁ ହରାଇଦେଵ କଂଗ୍ରେସ’

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ପ୍ରକାର ସର୍ଭେ ପଦାକୁ ଆସୁଛି। ଏନଡିଏ ନା ଇଣ୍ଡିଆ କିଏ ଜିତିବ ତାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ବାହାରକୁ ଆସୁଛି। ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ୨୦୨୪…

ନୌସେନାର ବଢ଼ିବ ଶକ୍ତି, ୫ଟି ଫ୍ଲିଟ୍ ସପୋର୍ଟ ଜାହାଜ ପାଇଁ ଏଚଏସଏଲ୍ ସହ ୧୯ ହଜାର କୋଟିର ଚୁକ୍ତି

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ପ୍ରୋତ୍ସାହନ। ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି (ଅଗଷ୍ଟ ୨୫, ୨୦୨୩) ଭାରତୀୟ ନୌସେନା ପାଇଁ ପାଞ୍ଚଟି ଫ୍ଲିଟ୍ ସପୋର୍ଟ ଜାହାଜ (FSS) ଅଧିଗ୍ରହଣ ପାଇଁ ବିଶାଖାପାଟନମ୍ ହିନ୍ଦୁସ୍ତାନ ସିପିୟାର୍ଡ ଲିମିଟେଡ୍ (HSL) ସହିତ ୧୯,୦୦୦…

ଜୁଆ ଖେଳର ପ୍ରତ୍ୟକ୍ଷ ଓ ପରୋକ୍ଷ ବିଜ୍ଞାପନକୁ ଅନୁମତି ନଦେବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶ

ନୂଆଦିଲ୍ଲୀ: ଆଗକୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ଲୋକେ ବେଟିଂ କରନ୍ତି। ଏହାକୁ ରୋକ ଲଗାଇବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ଆଜି ଗଣମାଧ୍ୟମ ସଂସ୍ଥା, ଅନଲାଇନ୍…

ପ୍ରଧାନମନ୍ତ୍ରୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କଲେ ଗ୍ରୀସ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରିଛନ୍ତି। ଅର୍ଡର ଅଫ୍ ଅନର ୧୯୭୫ ମସିହାରେ ସ୍ଥାପିତ ହୋଇଥିଲା। ତାରାର ସମ୍ମୁଖ ପାର୍ଶ୍ୱରେ ଦେବୀ ଏଥେନାଙ୍କ ମୁଣ୍ଡକୁ "କେବଳ…

ଜି-୨୦ ଶିଖର ସମ୍ମିଳନୀ: ତିନି ଦିନ ପାଇଁ ସଟଡାଉନ ହେବ ଦିଲ୍ଲୀ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ସଟଡାଉନ ହେବ ଦିଲ୍ଲୀ। ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏ ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଭାରତ ମଣ୍ଡପମରେଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀ ସମୟରେ ଯାତ୍ରା ପାଇଁ ମେଟ୍ରୋ ବ୍ୟବହାର କରିବାକୁ ଦିଲ୍ଲୀ ଟ୍ରାଫିକ ପୋଲିସ…

ଚନ୍ଦ୍ରପୃଷ୍ଠରେ କେମିତି ଚାଲିଲା ରୋଭର ପ୍ରଜ୍ଞାନ, ଇସ୍ରୋ ଜାରି କଲା ନୁଆ ଭିଡିଓ

ବେଙ୍ଗାଲୁରୁ: ଗୁରୁବାର ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂ କରିଥିବା ବେଳର ଭିଡିଓ ସାମ୍ନାକୁ ଆସିଥିବା ବେଳେ ଆଜି ଆଉ ଏକ ଭିଡିଓ ଜାରି କରିଛି ଇସ୍ରୋ । ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଭିଡିଓ ଜାରି କରିଛି ଇସ୍ରୋ । ବିକ୍ରମ ଲ୍ୟାଣ୍ଡରରୁ ଅଲଗା ହୋଇ ରୋଭର ଆଗକୁ ବଢୁଥିବା…

ଦିନିକିଆ ଗ୍ରୀସ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ବିଭିନ୍ନ ଦିଗକୁ ନେଇ ହେବ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରୀସ୍ ଗସ୍ତରେ ଯାଇଛନ୍ତି। ଗ୍ରୀସର ରାଜଧାନୀ ଏଥନସରେ ମୋଦୀ ଦିନିକିଆ ଗସ୍ତରେ ପହଞ୍ଚିଛନ୍ତି। ଗ୍ରୀସର ବୈଦେଶିକ ମନ୍ତ୍ରୀ ଜର୍ଜ ଗେରାପୋତ୍ରୋଟିସ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଥନସ ବିମାନବନ୍ଦରରେ ଭବ୍ୟ…