Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜି-୨୦ ସଂସ୍କୃତି ମନ୍ତ୍ରୀ ମାନଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବାରଣାସୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଆୟୋଜିତ ଜି - ୨୦ ସଂସ୍କୃତି ମନ୍ତ୍ରୀ ବୈଠକକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।  ପ୍ରଥମେ କାଶୀ ନାମରେ ପରିଚିତ ବାରାଣସୀ ଠାରେ ପ୍ରଧାନମନ୍ତ୍ରୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।…

ଜି-୨୦ ପାଇଁ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା: ନିୟୋଜିତ ରହିବେ ୧୦୦୦ ସ୍ପେଶାଲ୍ କମାଣ୍ଡୋ ଓ ୩୦୦ ବୁଲେଟ୍…

ନୁଆଦିଲ୍ଳୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।  ସିଆରପିଏଫର ୫୦ ସ୍ପେଶାଲ୍ ଟିମ୍  ସ୍କାନରରେ ରହିବ ଦିଲ୍ଲୀ ।ଏହି ଟିମରେ ପାଖାପାଖି ୧୦୦୦ ଅଭିଜ୍ଞ ସୈନ୍ୟଙ୍କୁ ସାମିଲ କରାଯାଇଛି । ଏହି ୧୦୦୦ ଯବାନ ପୂର୍ବରୁ ଭିଆଇପିଙ୍କ ସୁରକ୍ଷା କାମରେ…

ରେକର୍ଡ ଭାଙ୍ଗିବ ଶାହରୁଖଙ୍କ ‘ଜୱାନ’, ଦୁନିଆର ସବୁଠୁ ବଡ ଥିଏଟରରେ ହେବ ରିଲିଜ୍

ମୁମ୍ବାଇ: ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ 'ଜୱାନ' ବକ୍ସ ଅଫିସରେ ଧମାଲ ମଚାଇବାକୁ ଯାଉଛି । 'ଜୱାନ'କୁ ନେଇ ଲୋକଙ୍କ ମଧ୍ୟରେ ଏପରି ଏକ କ୍ରେଜ୍‌ ତିଆରି ହୋଇଯାଇଛି ଯେ ଫିଲ୍ମକୁ ଅପେକ୍ଷା କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ବିଦେଶରେ ମଧ୍ୟ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି ।…

ହ୍ଵାଟ୍ସଆପ୍ ଆଣିଲା ନୁଆ ଫିଚର, ଏଣିକି ଗ୍ରୁପରେ ଯୋଡିହେବା ପରେ ଦେଖିପାରିବେ ପୁରୁଣା ଚାଟ୍

ନୂଆଦିଲ୍ଲୀ: ବିଶ୍ବର ଲୋକପ୍ରିୟ ମେସେଜିଂ ଆପ୍ ହେଉଛି ହ୍ବାଟ୍ସଆପ୍ । ଏହି କମ୍ପାନୀ ନିଜ ୟୁଜର୍ସଙ୍କୁ ବାନ୍ଧି ରଖିବା ପାଇଁ ସବୁବେଳେ ନୂଆ ନୂଆ ଫିଚର ରୋଲଆଉଟ କରିଥାଏ । ଏହାରି ଭିତରେ ଖୁବଶୀଘ୍ର ଆଉ ଏକ ଫିଚର ଆଣିବାକୁ ଯାଉଛି ହ୍ଵାଟ୍ସଆପ୍ । ଏଣିକି ହ୍ଵାଟ୍ସଆପ୍ ଗ୍ରୁପରେ ଯୋଡିହେବା ପରେ…

ମୁମ୍ବାଇର ସିଦ୍ଧବିନାୟକ ମନ୍ଦିରରେ ଅଭିନେତ୍ରୀ କ୍ରିତି ସାନନ୍, ଭିଡିଓ ହେଲା ଭାଇରାଲ

ହାଇଦ୍ରାବାଦ: ମୁମ୍ବାଇର ସିଦ୍ଧବିନାୟକ ମନ୍ଦିରରେ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ କ୍ରିତି ସାନନ୍ । ନିକଟରେ ଚଳଚ୍ଚିତ୍ର 'ମିମି' ପାଇଁ କ୍ରିତି ସାନନଙ୍କୁ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପରେ କ୍ରିତି ସାନନ୍ ସର୍ବପ୍ରଥମେ ଗଣପତି ବାପ୍ପାଙ୍କୁ ଦର୍ଶନ…

ବୁଦ୍ଧିମତୀ ଝିଅ ଡଗ ଡଗ କଷି ଦେଉଛି ଅଙ୍କ; ସୁପରକମ୍ପ୍ୟୁଟର ବି ହାର ମାନିବ

ନୂଆଦିଲ୍ଲୀ: ବୁଦ୍ଧିମତୀ ଝିଅ  । ଡଗ ଡଗ କଷି ଦେଉଛି ଅଙ୍କ । ଯେମିତି ବ୍ରେନ ନୁହେଁ ତ ସୁପର କମ୍ପ୍ୟୁଟର । କାଲକୁଲେଟର ବି ଫେଲ ମାରିଯିବ ଏହି କୁନି ଝିଅ ପାଖରେ । ଛୋଟ ଝିଅର ଏହି ଅଙ୍କର ହିସାବକିତାବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଛୋଟ ଝିଅଟି ବଡ ବଡ ସଂଖ୍ୟାର ମିଶାଣ ଫେଡାଣ…

ଚୀନ ପରୀକ୍ଷା କଲା ଶକ୍ତିଶାଳୀ କଏଲ ଗନ, ଚିନ୍ତାରେ ବିଶ୍ୱ

ବେଜିଂ: ଚୀନର ନୌସେନା ବିଶ୍ୱର ସବୁଠାରୁ ଶକ୍ତିଶାଳୀ କଏଲ ଗନର ପରୀକ୍ଷଣ କରିଛି । ଏହି ଗନ ଏତେ ଶକ୍ତିଶାଳୀ ଯେ, ୩୫୪୦ କିଲୋମିଟର ପ୍ରତି ଘଂଟା ବେଗରେ ଏଥିରେ ଗୁଳି ଯାଇପାରିବ । ଏହା ଏତେ ମାତ୍ରାରେ ସଠିକ ଓ ବିନାଶକାରୀ ଅସ୍ତ୍ର ଯେ, ଏଥିରୁ ବର୍ତିବା ଏକ ପ୍ରକାର ଅସମ୍ଭବ ବୋଲି ବିବେଚନା…

ଓଜନ ଓ ପେଟର ଚର୍ବି କମାଏ କଳା ଜିରା: ଜାଣିବା କେମିତି କରିବେ ଉପଯୋଗ

ବର୍ତ୍ତମାନ ସମୟରେ ମୋଟାପଣ ବା ମେଦ ବହୁଳତା ଲୋକମାନଙ୍କ ପାଇଁ ଏକମାତ୍ର ସମସ୍ୟା ପାଲଟିଛି  ।  ମୋଟାପଣ କମାଇବା ପାଇଁ ଜିମ୍‌ ଯିବା ଠାରୁ ଆରମ୍ଭ କରି ଡାଏଟ କରିବା ପର୍ଯ୍ୟନ୍ତ ସବୁକିଛି କରୁଛନ୍ତି ଯୁବପିଢି । ହେଲେ ଆଜିକାଲିର ଯୁବପିଢି ବାହାରେ ଖାଇବାରୁ ବର୍ତ୍ତୁ ନାହାନ୍ତି । ଯୁବପିଢି…

୮୦ ବର୍ଷ ବୟସରେ ବରିଷ୍ଠ ଗୀତିକାର ଦେବ କୋହଲିଙ୍କର ଦେହାନ୍ତ, ଗାଇଛନ୍ତି ୧୦୦ରୁ ଉର୍ଦ୍ଧ୍ଵ ଗୀତ

ମୁମ୍ବାଇ: ଆଉ ନାହାନ୍ତି ଭାରତୀୟ ସିନେମାର ଜଣାଶୁଣା ଗୀତିକାର ଦେବ କୋହଲି । ଦେବ କୋହଲିଙ୍କ ମୃତ୍ୟୁରେ ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ଦେବ କୋହଲିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ସେ…