Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାଉଦୀ ଆରବରେ ବସିବ ୟୁକ୍ରେନ ଶାନ୍ତି କମିଟି ବୈଠକ: ଭାରତ ସମେତ ଭାଗ ନେବେ ୩୦ ଦେଶ

ଦୁବାଇ: ୟୁକ୍ରେନ-ଋଷ ମଧ୍ୟରେ ଘାମାଘୋଟ ଯୁଦ୍ଧ ଚାଲିଥିବାବେଳେ ସାଉଦୀ ଆରବ ପକ୍ଷରୁ ଅଗଷ୍ଟ ପ୍ରାରମ୍ଭରେ ଏକ ଶାନ୍ତି ବୈଠକ ବସିବ । ଏହି ବୈଠକରେ ଭାରତ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ଜଣେ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡିଛି । ଅବଶ୍ୟ ସାଉଦୀଆରବ ଏବଂ ୟୁକ୍ରେନ ପକ୍ଷରୁ ଏ ନେଇ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଅନୁପ୍ରବେଶକାରୀ ନିହତ। ଜମ୍ମୁକାଶ୍ମୀର ଆରଏସ୍‌ ପୂରା ଆର୍ଣ୍ଣିଆ ସେକ୍ଟରରେ ବିଳମ୍ବିତ ରାତିରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ରାତି ୧.୫୦ ରେ ସୀମା ସୁରକ୍ଷା ବଳ ସେହି ଅନୁପ୍ରବେଶକାରୀଙ୍କ ଉପରେ ଗୁଳିମାଡ଼ କରିଥିଲା।…

ଆଜି ଲୋକସଭାରେ ଆଗତ ହେବ ଦିଲ୍ଲୀ ଅଧ୍ୟାଦେଶ ବିଲ୍

ନୂଆଦିଲ୍ଲୀ: ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିବାଦ ଲାଗି ରହିଛି। ଦିଲ୍ଲୀରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ସଂକ୍ରାନ୍ତ ଅଧ୍ୟାଦେଶକୁ ନେଇ ଆଜି ଲୋକସଭାରେ ଏକ ବିଲ୍‌ ଆଗତ କରାଯିବ। ପୂର୍ବରୁ ମୋଦୀ କ୍ୟାବିନେଟ୍ ଏହି ବିଲ୍‌କୁ ଅନୁମୋଦନ…

ଜମ୍ମୁ-କାଶ୍ମୀରରେ ମୁତୟନ ହେଲା ତେଜସ୍ ଏମକେ-୧

ଶ୍ରୀନଗର: ଭାରତୀୟ ବାୟୁସେନା ଜମ୍ମୁ-କାଶ୍ନୀରର ଅବନ୍ତିପୋରା ବିମାନଘାଟିରେ ହାଲୁକା ଲଢୁଆ ବିମାନ ତେଜସ୍ ଏମକେ-1 ମୁତୟନ କରିଛି। ଚୀନ ଓ ପାକିସ୍ତାନର ହରକତ ଦୃଷ୍ଟିରୁ ଏହି ଅଞ୍ଚଳ ସର୍ବଦା ସମ୍ବେଦନଶୀଳ ରହିଆସିଛି। ପାକିସ୍ତାନ ସହ ସୀମାବର୍ତ୍ତୀ କେନ୍ଦ୍ରଶାସିତ ଅଞ୍ଚଳର ଉପତ୍ୟକାରେ ଉଡ଼ାଣ…

କେନ୍ଦ୍ରର ନିର୍ଦ୍ଦେଶ ପ୍ରକୃତ ବିଜୁଳି ଶକ୍ତି ବ୍ୟବହାର ଉପରେ ସବ୍‌ସିଡି ଆକାଉଣ୍ଟିଂ ଓ ଦେୟ ପୈଠ ଉପରେ ନଜର ରଖ

ନୂଆଦିଲ୍ଲୀ: ବିଦ୍ୟୁତ୍ ବିତରଣକାରୀ କମ୍ପାନୀ ବା ଡିସ୍‌କମ୍ ଗୁଡିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ କେନ୍ଦ୍ର ସରକାର କେତେକ ଅତିରିକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ଡିସ୍‌କମ୍‌ଗୁଡିକର ହିସାବପତ୍ର ରଖିବା ବ୍ୟବସ୍ଥା, ରିପୋର୍ଟିଂ, ବିଲିଂ ତଥା ରାଜ୍ୟ ସରକାର ଯୋଗାଉଥିବା…

ନିର୍ବାଚନ ପ୍ରସ୍ତୁତି: ସୋମବାର ଓଡ଼ିଶା ସାଂସଦଙ୍କୁ ଭେଟିବେ ମୋଦୀ, ଶାହ, ରାଜନାଥ, ଗଡକରୀ…

ନୂଆଦିଲ୍ଲୀ: ଦେଶର ରାଜନୈତିକ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଉଭୟ ଶାସକ ଦଳ ଏବଂ ବିରୋଧୀ ପରସ୍ପର ବିରୋଧରେ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟରେ, ଏନଡିଏ ସାଂସଦମାନଙ୍କର ୧୧ ଟି ବୈଠକ ଆସନ୍ତାକାଲି ଅର୍ଥାତ୍ ସୋମବାର ଠାରୁ ଆରମ୍ଭ…

ପାକରେ ରାଜନୈତିକ ସମାବେଶ ବେଳେ ବିସ୍ପୋରଣ, ୩୫ ମୃତ ଶତାଧିକ ଆହତ

ଇସଲାମାବାଦ: ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରଦେଶରେ ଏକ ରାଜନୈତିକ ଦଳ ବୈଠକ ଚାଲିଥିବା ବେଳେ ବିସ୍ଫୋରଣ ଘଟି ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଅଧିକ ଆହତ ହୋଇଛନ୍ତି ବୋଲି ରବିବାର 'ଡନ୍' ଖବରକାଗଜରେ ପ୍ରକାଶ ପାଇଛି। ଜାମିୟତ ଉଲେମା ଇସଲାମ-ଫଜଲ (ଜେୟୁଆଇ-ଏଫ) ଦ୍ୱାରା ଆୟୋଜିତ…

ଭାରତରେ ଏପରି ଏକ ରେଲୱେ ଷ୍ଟେସନ ଅଛି ଯାହାର ନାମ ନାହିଁ

ନୂଆଦିଲ୍ଲୀ: ଭାରତରେ ୭୩୪୯ ରେଲୱେ ଷ୍ଟେସନ ରହିଛି । ଏହା ମଧ୍ୟରେ ଏ ଭଳି ଏକ ଷ୍ଟେସନ ଅଛି ଯାହାର କୌଣସି ନାମ ନାହିଁ । ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଏହି ଷ୍ଟେସନ ରହିଛି । ବର୍ଦ୍ଧମାନଠାରୁ ୩୫ କିଲୋମିଟର ଦୂରରେ ରାୟନା ନାମକ ଗ୍ରାମରେ ଏହା ଅବସ୍ଥାପିତ । ୨୦୦୮ ଏହାର ଭାରତୀୟ ରେଳବାଇ…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, କେରଳ ପୋଲିସ କହିଲା ‘ସରି ଡଟର୍.. ଆମକୁ କ୍ଷମା କରିଦେବ’

ଥିରୁବନ୍ତପୁରମ: କେରଳରେ ଜଣେ ୫ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିବା ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ କେରଳ ପୋଲିସ ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛି। ନାବାଳିକାକୁ ବଞ୍ଚାଇ ପାରିନଥିବାରୁ ଟ୍ୱିଟରେ ସରି ଡଟର୍ କହି କ୍ଷମା…

ରହସ୍ୟମୟ ଏହି ମନ୍ଦିର: ଯେଉଁଠି ପୂଜା ପାଆନ୍ତି ମୂଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ହିନ୍ଦୁ ଶାସ୍ତ୍ରରେ ମଧ୍ୟ ମୂଷାକୁ ଭଗବାନ ଗଣେଶଙ୍କ ବାହନ ବୋଲି ବିଶ୍ୱାସ କରାଯାଇଥାଏ। କିନ୍ତୁ ଘରେ ମୂଷା ଦେଖିଲେ ଆମେ ଚିନ୍ତାରେ ପଡିଯାଉ । ପୋଷାକ ଓ ଦ୍ରବ୍ୟକୁ ନଷ୍ଟ କରୁଥିବା ଯୋଗୁ ଆମେ ଏମାନଙ୍କୁ ଘରେ ରହିବାକୁ ଦେଇ ନ ଥାଉ। ଜନ୍ତା ବିସାଇ କିମ୍ୱା ବିଷ ଦେଇ…