Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇଡି ଏବଂ ସିବିଆଇକୁ ରୋକିବା ପାଇଁ ତିଆରି ହେଲା ‘ଇଣ୍ଡିଆ’: ଶୁଭେନ୍ଦୁ ଅଧିକାରୀ

କୋଲକତା: ବିଜେପି ବିରୋଧରେ ଲଢେଇ ପାଇଁ କଂଗ୍ରେସ ସମେତ ୨୬ଟି ଦଳ ମିଶି ଇଣ୍ଡିଆ ଗଠନ କରିଛନ୍ତି। ଆଉ ଏହି ବିରୋଧୀ ଦଳ ଇଣ୍ଡିଆ ଉପରେ ବିଜେପି ପକ୍ଷରୁ ଲଗାତାର ଆକ୍ରମଣ କରାଯାଉଛି। ବର୍ତ୍ତମାନ ପଶ୍ଚିମବଙ୍ଗରେ ବିଜେପି ବିଧାୟକ ତଥା ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ବିରୋଧୀ ଦଳ ଇଣ୍ଡିଆକୁ…

ପୁରୁଷ ସହଯୋଗୀ ବିନା ୪ ହଜାରରୁ ଊର୍ଦ୍ଧ୍ୱ ମହିଳା କଲେ ହଜ୍ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୩ତମ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ପ୍ରସାରିତ ହେଇଯାଇଛି। ଆଜିର କାର୍ଯ୍ୟକ୍ରମରେ ମୋଦୀ ବର୍ଷା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହିତ ହଜ୍ ତୀର୍ଥ ସମ୍ପର୍କରେ ଏବଂ ଆମେରିକା ଭାରତକୁ ଶତାଧିକ…

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ସୁରକ୍ଷିତ ଉଦ୍ଧାର ହେଲେ ୧୦୦ରୁ ଉର୍ଦ୍ଧ୍ଵ ରୋଗୀ

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦ ସହରରେ ଥିବା ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୧୦୦ ରୁ ଅଧିକ ରୋଗୀ । କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା । ସକାଳ ୪.୩୦ ମିନିଟରେ ହସ୍ପିଟାଲର ବେସମେଣ୍ଟରେ ନିଆଁ ଲାଗିଥିବା ସୂଚନା ଦେଇଛି ପୋଲିସ । ସୂଚନା…

ଅଗଷ୍ଟ ପରିବର୍ତ୍ତେ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ ‘ଇଣ୍ଡିଆ’ ର ପରବର୍ତ୍ତୀ ବୈଠକ !

ନୂଆଦିଲ୍ଲୀ: ବିରୋଧୀ ଦଳ 'ଇଣ୍ଡିଆ'ର ପରବର୍ତ୍ତୀ ବୈଠକ ଅଗଷ୍ଟ ପରିବର୍ତ୍ତେ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ସୂତ୍ରରୁ ପ୍ରକାଶ ଯେ ୨୫ ଏବଂ ୨୬ ଅଗଷ୍ଟରେ ମୁମ୍ବାଇରେ ହେବାକୁ ଥିବା ଏହି ବୈଠକ ବର୍ତ୍ତମାନ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇପାରିବ। ଅଧିକାଂଶ ନେତା ଅଗଷ୍ଟରେ ବ୍ୟସ୍ତ…

ରାତି ଅଧିଆ ୟୁକ୍ରେନର ଡ୍ରୋନ୍ ଆକ୍ରମଣ: ନଷ୍ଟ ହୋଇଗଲା ଋଷର ୨ଟି କୋଠା

ମସ୍କୋ: ମସ୍କୋ ଉପରେ ହମଲା । ଅଧରାତିରେ ଡ୍ରୋନ୍ ଆଟାକ । ଋଷ ରାଜଧାନୀର ଦୁଇ ଅଫିସ ଟାଓ୍ୱାର ଉପରେ ୟୁକ୍ରେନ ଡ୍ରୋନ୍ ହମଲା କରିଥିବା ବେଳେ ଦୁଇଟି ବ୍ଲକ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । କେହି ମୃତାହତ ହୋଇ ନଥିବା ମସ୍କୋ ମେୟର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଗତ…

ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ, ଅଲ୍-ବଦ୍ର ସହ ଜଡିତ ହାଇବ୍ରିଡ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଆତଙ୍କ ଯୋଜନା ପଣ୍ଡ। ଶନିବାର ଜଣେ ହାଇବ୍ରିଡ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହେଲା କାଶ୍ମୀର ପୋଲିସ। ପୋଲିସ ସୂଚନା ମୁତାବକ ସହରର ବଟମାଲୁ ଅଞ୍ଚଳରୁ ନିଷିଦ୍ଧ ସଂଗଠନ ଅଲ-ବଦ୍ର ସହ ଜଡିତ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀ…

କଶ୍ମୀରର କୁଲଗାମରେ ଯବାନ ଅପହରଣ: କାରରୁ ମିଳିଲା ରକ୍ତ ଛିଟା

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର କୁଲଗାମରେ ଜଣେ ୨୫ ବର୍ଷିୟ ସେନା ଯବାନଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଯବାନଙ୍କ କାରରେ ରକ୍ତ ଛିଟା ଦେଖିବାକୁ ମିଳିଛି ।  ଏନେଇ ଭାରତୀୟ ସେନା ଓ ପୋଲିସ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେଶନ ଚାଲିଛି । ସୂଚନା ଅନୁସାରେ, ଲଦାଖରେ ନିଯୁକ୍ତି…

ମଣିପୁରରେ ମିଆଁମାର ଅନୁପ୍ରବେଶକାରୀଙ୍କ ବାୟୋମେଟ୍ରିକ ଯାଞ୍ଚ ଆରମ୍ଭ

ଇମ୍ଫାଲ: ମଣିପୁରରେ ପ୍ରାୟ ତିନି ମାସ ହେବ ହିଂସା ଲାଗି ରହିଛି। ଏବେ ଧିରେ ଧିରେ ସ୍ଥିତି ସୁଧାରିବାକୁ ଚେଷ୍ଟା କରାଯାଉଛି। ରାଜ୍ୟର କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଥମିବାରେ ନାଁ ଧରୁନାହିଁ। ଏହାର ସୁଯୋଗରେ ପଡୋଶୀ ମିଆଁମାର ନାଗରିକମାନେ ଏହି ହିଂସା ପ୍ରଭାବିତ ରାଜ୍ୟରେ ବେଆଇନ…

ତାଜିଆ ଶୋଭାଯାତ୍ରା ବେଳେ କରେଣ୍ଟ ଲାଗି ୪ ମୃତ, ୧୦ ଆହାତ

ରାଞ୍ଚି: ଶନିବାର ପବିତ୍ର ମହରମରେ ଘଟିଛି ବଡ଼ ଧରଣର ଅଘଟଣ। ଝାଡଖଣ୍ଡର ବୋକାରୋ ଅଞ୍ଚଳରେ ମହରମ ପାଳନ ବେଳେ ତାଜିଆ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ବେଳେ ହାଇ ଭୋଲଟେଜ୍ ତାର ଲାଗି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହାତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଏଠାରେ…

ଇସ୍ରୋର ବଡ଼ ସଫଳତା, ଛଅ ସହଯାତ୍ରୀ ଉପଗ୍ରହ ସହିତ ମହାକାଶକୁ ଗଲା PSLV-C56

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆଉ ଏକ ବଡ଼ ସଫଳତା ହାସଲ କରିଛି। ଇସ୍ରୋର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟର ସାରରୁ ଇସ୍ରୋ ଆଜି ସକାଳ 6ଟା 30ରେ 6ଟି ସହ-ଯାତ୍ରୀ ଉପଗ୍ରହ ସହିତ PSLV-C56 ଉତକ୍ଷେପଣ କରିଛି। ଏହା ହେଉଛି PSLVର 58 ତମ ବିମାନ। ଏହା ଏକ…