Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖାଆନ୍ତୁ ଜାମୁ ରୋଳ , ମିଳିବ ଏହି ଫାଇଦା

ମୁମ୍ବାଇ: ଓ୍ବାଟର ଆପଲ ବା ଜାମୁ ରୋଳ ଏକ ଟ୍ରପିକାଲ ଫଳ । ଯାହା ପ୍ରାୟତଃ ଦକ୍ଷିଣ ପୂର୍ବ ଏସିଆରେ ଦେଖାଯାଏ । କେରଳ ଏବଂ ଆନ୍ଧ୍ରପ୍ରଦେଶରେ ଏହି ଫଳ ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ଜାମୁ ରୋଳ କାହିଁକି ଲାଭଦାୟକ ଅଟେ । ଗ୍ରୀଷ୍ମ ଋତୁରେ ଆମ ଶରୀରରେ ଜଳର ଅଭାବ ଦେଖାଯାଏ  ।…

ସ୍ୱାଧୀନତା ଦିବସର ଚମକ ଦେଖିବେ ୧୮୦୦ ଅତିଥି, ସେଲଫି ପଏଣ୍ଟରେ ଉଠାଇବେ ଫଟୋ

ନୂଆଦିଲ୍ଲୀ:ଆଉ ଦୁଇଦିନ ପରେ ଦେଶ ପାଳିବ  ୭୭ତମ ସ୍ୱାଧୀନତା ଦିବସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ କରିବେ ପତାକା ଉତ୍ତୋଳନ । ଏହି ଉତ୍ସବ ଦେଖିବା ପାଇଁ ଦେଶର ବିଭିନ୍ନ କ୍ଷେତ୍ରର, ବିଭିନ୍ନ ବର୍ଗର ପ୍ରାୟ…

କିଭଳି ଫୁସଫୁସକୁ ବିଭିନ୍ନ ରୋଗରୁ ଦୂରେଇ ରଖିବା: ଆସନ୍ତୁ ଜାଣିବା

ମୁମ୍ବାଇ: ଭିଟାମିନ୍-କେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ହାର୍ଟ ଏବଂ ହାଡ ପାଇଁ ବେଶ୍ ଲାଭଦାୟକ ଅଟେ । ମୁଖ୍ୟତଃ ଫୁସଫୁସ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଏହା ଶରୀରର ବିଭିନ୍ନ ସ୍ଥାନକୁ ଅମ୍ଳଜାନ ବିତରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ  । ମାତ୍ର ଖରାପ…

ସ୍ୱାଧୀନ ଭାରତର ଇତିହାସ : ଆସନ୍ତୁ ପୁଣି ଥରେ ମନେପକାଇବା ବିତି ଯାଇଥିବା ସେହି ଦିନ

ଭୁବନେଶ୍ଵର: ସ୍ୱାଧୀନତା ଦିବସ ବା ଅଗଷ୍ଟ ୧୫। ଭାରତବାସୀ ପାଳନ କରୁଛନ୍ତି ଅମୃତ ମହୋତ୍ସବ। ଏଥିପାଇଁ ସାରା ଦେଶ ସଜେଇ ହୋଇଛି । ଏହି ଦିନରେ ହିଁ ଭାରତବାସୀ ମୁକ୍ତ ହୋଇଥିଲେ ଇଂରେଜ ସରକାରଙ୍କ କବଳରୁ। ସେଥିପାଇଁ ତ ଖୁସିରେ ପାଳନ କରାଯାଏ ଏହି ଦିନଟିକୁ। ଏହି ଦିନଟିକୁ ଆମେ ସିନା ଖୁସିରେ ପାଳନ…

ନାଲିବତି ପରେ ଭିଆଇପି ଗାଡ଼ିରୁ ଏବେ ହଟିବ ସାଇରନ; ବାଜିବ ବଂଶୀ

ନୂଆଦିଲ୍ଲୀ: ଭିଆଇପି ଗାଡିରୁ ଲାଲ ବତି ହଟିବା ପରେ ଏବେ ହଟିବ ସାଇରନ । ଏ ନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଯୋଜନା ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ପୁଣେ ଗସ୍ତ ଅବସରରେ ଏପରି ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି, ସାଇରନକୁ ଭାରତୀୟ ବାଦ୍ୟଯନ୍ତ୍ରର…

Gadar 2 vs OMG 2: ଦ୍ଵୀତିୟ ଦିନରେ କିଏ କରିଛି ବେଶି ଆୟ, ଜାଣନ୍ତୁ ବକ୍ସ ଅଫିସ୍ କଲେକ୍ସନ

ମୁମ୍ବାଇ: ଗତ ଶୁକ୍ରବାରରେ ଦୁଇ ଦୁଇଟି ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ରିଲିଜ୍ ହୋଇଛି । ସନି ଦେଓଲଙ୍କ 'ଗଦର-୨' ରିଲିଜ ହୋଇଥିବା ବେଳେ ଖିଲାଡି଼ ବୟେ ଅକ୍ଷୟ କୁମାରଙ୍କ 'ଓଃ ମାଇଁ ଗଡ଼-୨ ' ରିଲିଜ୍ ହୋଇଛି । କମେଡିରେ ଭରପୁର ଥିବା ଫିଲ୍ମ ଓଏମଜି-୨ କୁ ଟକ୍କର ଦେଇଛି ଡ୍ରାମା ଓ ଆକ୍ସନରେ…

ଆସନ୍ତୁ ଜାଣିବା କିପରି ପକ୍ଷୀଙ୍କ ମସ୍ତିଷ୍କ ଜିପିଏସ ପରି କାମ କରେ

ନୂଆଦିଲ୍ଲୀ: ପକ୍ଷୀ ସହଜରେ ରାସ୍ତା ଭୁଲେନି । କୌଣସି ଯୋଗାଯୋଗ ନ ଥାଇ ମଧ୍ୟ ଦଳ ସହିତ ଏକତ୍ର ରହିଥାନ୍ତି । ଏପରିକି ଆକାଶରେ ମଧ୍ୟ ବିଚରଣ ବେଳେ ସେମାନେ ପରଷ୍ପର ସହ ଯୋଗାଯୋଗ କରିଥାନ୍ତି । ଏହା କିପରି ସମ୍ଭବ ଆସନ୍ତୁ ଜାଣିବା ? ପକ୍ଷୀଙ୍କ ମସ୍ତିଷ୍କ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ ପରି…

ପ୍ରଧାନମନ୍ତ୍ରୀ ବଦଳାଇଲେ ସୋସିଆଲ ମିଡିଆ ଆକାଉଣ୍ଟସ ଡିପି, ରଖିଲେ ତ୍ରିରଙ୍ଗା

ନୂଆଦିଲ୍ଲୀ:ବଦଳିଲା ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆକେଉଣ୍ଟସ ଡିପି । ଏବେ ପ୍ରଧାନମନ୍ତ୍ରୀଙ୍କ ଡିପିରେ ଆଉ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିବନି । ଦେଖିବାକୁ ମିଳିବ ତ୍ରିରଙ୍ଗା ପତାକା ।ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କୀ ଅମୃତ ମହୋତ୍ସବ…

ହାପି ବାର୍ଥ ଡେ ଶ୍ରୀଦେବୀ: ନିଆରା ଢଙ୍ଗରେ ଅଭିନେତ୍ରୀଙ୍କ ଜନ୍ମଦିନ ପାଳିଲା ଗୁଗଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଶ୍ରୀଦେବୀ । ସେ ଆଜି ଆମ ଗହଣରେ ନାହାଁନ୍ତି । କିନ୍ତୁ ତାଙ୍କ ଅଭିନୟକୁ ଆଜି ବି ଭୁଲି ପାରୁ ନାହାଁନ୍ତି ଲୋକେ । ଶ୍ରୀଦେବୀ ତାଙ୍କ କ୍ୟାରିୟରରେ ବଲିଉଡକୁ ଏକାଧିକ ହିଟ୍ ମୁଭି ଦେଇଛନ୍ତି। ସେ ସିନେ ଜଗତର ପ୍ରଥମ ଲେଡି ସୁପରଷ୍ଟାର ଥିଲେ । ଆଜି ତାଙ୍କ ଜନ୍ମ…