Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ଜାତୀୟ ପ୍ରସାରଣ ଦିବସ: ଜାଣନ୍ତୁ କଣ ଅଛି ଏବର୍ଷର ଥିମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୁଲାଇ ୨୩ କୁ ଭାରତରେ ଜାତୀୟ ପ୍ରସାରଣ ଦିବସ ବାର୍ଷିକ ଉତ୍ସବ ଭାବେ ପାଳନ କରାଯାଇଥାଏ । ଏହି ଦିନଟି ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକମାନଙ୍କ ଜୀବନରେ ରେଡିଓର ପ୍ରଭାବ ବିଷୟରେ ମନେ ପକାଇବା । ଭାରତରେ ରେଡିଓ ପ୍ରସାରଣ ୮୭ ବର୍ଷରୁ ଅଧିକ ସମୟ ହୋଇଛି।…

ପୋଖରୀକୁ ଖସିଗଲା ବସ୍: ୧୭ ଯାତ୍ରୀ ମୃତ, ୩୫ ଆହତ

ଢ଼ାକା: ଦକ୍ଷିଣ-ପଶ୍ଚିମ ବାଙ୍ଗଲାଦେଶର ଝାଲାକାଠି ଛତ୍ରକୋଣ୍ଡା ନିକଟରେ ଭୟଙ୍କର ବସ୍ ଦୁର୍ଘଟଣା। ପୋଖରୀକୁ ଖସିଗଲା ବସ୍। ଦୁର୍ଘଟଣାରେ ୩ ଶିଶୁ ସମେତ ୧୭ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।…

ପେରୁ ମରୁଭୂମିରେ ରହସ୍ୟମୟ ଚିତ୍ରର ଉନ୍ମୋଚନ ଏବେ ବି ହୋଇ ପାରୁନି

ନୂଆଦିଲ୍ଲୀ: ଅଗଣିତ ରହସ୍ୟରେ ଭରପୂର ହୋଇ ରହିଛି ଆମ ପୃଥିବୀ । ବୈଜ୍ଞାନିକମାନେ ଗୋଟିଏ ରହସ୍ୟ ଉନ୍ମୋଚନ କରୁଥିବା ବେଳେ ସେମାନଙ୍କ ସମ୍ମୁଖରେ ଆଉ ଏକ ରହସ୍ୟ ପଂହଚୁଛି । ଏ ଭଳି ଏକ ଘଟଣା ପେରୁରେ ଦେଖିବାକୁ ମିିଳିଛି । ଏଠାକାର ମରୁଭୂମିରେ ୨୦୦୦ ବର୍ଷ ଧରି ରହିଥିବା ଏକ ରହସ୍ୟକୁ…

‘ରାଜସ୍ଥାନ ରାଜନୀତି’, କଂଗ୍ରେସକୁ ଜିତାଇବେ ଆଦିବାସୀ !

ଭୁବନେଶ୍ୱର: ଆସନ୍ନ ନିର୍ବାଚନରେ ଆଦିବାସୀଙ୍କ ଉପରେ ସବୁ ଦଳର ପ୍ରମୁଖ ଫୋକସ ରହିଛି। ମଧ୍ୟପ୍ରଦେଶଠୁ ଆରମ୍ଭ କରି ଛତିଶଗଡ଼ ଓ ରାଜସ୍ଥାନ। ସବୁଠି ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଆଦିବାସୀ। ଏହାକୁ ଆଖି ଆଗରେ ରଖି କଂଗ୍ରେସ ଓ ବିଜେପି ଆଦିବାସୀଙ୍କ ଉପରେ ଫୋକସ କରୁଛନ୍ତି।…

ତେଲେଙ୍ଗାନା ଟକ୍କର, ମୋଦି ରାହୁଲ ଲଢେଇରେ ଫସିଯିବେ କେସିଆର!

ଭୁବନେଶ୍ୱର: ଦିନକୁ ଦିନ ଜମୁଛି ତେଲେଙ୍ଗାନା ରାଜନୀତି। ବିଧାନସଭା ନିର୍ବାଚନ ଆଉ ମାତ୍ର ଅଳ୍ପ ଦିନ ବାକି ଥିବାବେଳେ ଶାସକ ବିଆରଏସ ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ଶୀର୍ଷ ସ୍ତରରେ ପହଂଚିଲାଣି। ଉଭୟ ଦଳର ନେତା ପରସ୍ପର ବିରୋଧରେ କଡା ଟିପ୍ପଣୀ ଦେବା ସହ ରାସ୍ତାକୁ ଓଲ୍ହାଇଛନ୍ତି। କଂଗ୍ରେସର…

ମଣିପୁର ହିଂସା: ୨ ମହିଳାଙ୍କୁ ବଳାତ୍କାର, ହତ୍ୟା ଅଭିଯୋଗ ନେଇ ପୁଣି ଏକ ଏଫଆଇଆର

ଇମ୍ଫାଲ: ଦୁଇ ମଣିପୁରୀ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇବା ଏବଂ ଜଣଙ୍କୁ ଗଣ ଦୁଃଷ୍କର୍ମ କରାଇବା ଘଟଣା ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ କ୍ଷୋଭ ଏବଂ ଅସନ୍ତୋଷର ନିଆଁ ଜଳୁଥିବେବେଳେ ପୁଣି ଆଉ ଏକ ଘଟଣା…

ମଣିପୁର ପରେ ପଶ୍ଚିମବଙ୍ଗରେ ଭାଇରାଲ ହେଲା ହୃଦୟଥରା ଭିଡିଓ: ଦୁଇ ମହିଳାଙ୍କୁ ନିବସ୍ତ୍ର କରି ପିଟିଲେ

କୋଲକାତା: ମଣିପୁର ପରେ ଏବେ ପଶ୍ଚିମବଙ୍ଗରୁ ଆସିଲା ଲଜ୍ଜାଜନକ ଘଟଣା । ପଶ୍ଚିମବଙ୍ଗରେ ଦୁଇ ଜଣ ମହିଳାଙ୍କୁ ନିବସ୍ତ୍ର କରି ନିସ୍ତୁକ ପିଟିଛନ୍ତି ଦୁବୃର୍ତ୍ତ । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାର ଭିଡିଓକୁ  ବିଜେପି ମିଡିଆ ସେଲ ପକ୍ଷରୁ ଭାଇରାଲ କରାଯାଇଛି…

‘ଆଖି ସାମ୍ନାରେ ମୋର ପତି ଓ ପୁଅଙ୍କୁ ମାରିଦେଲେ, ଝିଅକୁ ନେଇଗଲେ…ମଣିପୁର ହିଂସାର ହୃଦୟଥରା ଅନୁଭୂତି ବଖାଣିଲେ…

ଇମ୍ଫାଲ:ଜଳୁଛି ମଣିପୁର । ହିଂସା ଥମିବାର ନାଁ ଧରୁନି । ବିଶେଷକରି ୩ ଜଣ ମହିଳାଙ୍କୁ ନିବସ୍ତ୍ର କରି ସଡକରେ ଚଲାଇବା ଏବଂ ଜଣେ ମହିଳାଙ୍କୁ ଗଣ ବଳାତ୍କାର କରିବା ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା  ସାରା ଦେଶକୁ ଦୋହଲାଇ ଦେଇଛି । ସବୁଠି ଏହାର କଡା ନିନ୍ଦା କରାଯାଉଛି।  ସଡକରୁ ଆରମ୍ଭ କରି…

୫୪ ବର୍ଷ ପରେ ଠିକଣାରେ ପହଞ୍ଚିଲା ଚିଠି

ନୂଆଦିଲ୍ଲୀ: ହଜିଗଲାଣି ଚିଠିର ଠିକଣା । ଅନେକ ଡାକଘରେ ତାଲ ପଡିଗଲାଣି । ଅଳସ ସଞ୍ଜବେଳେ ଆଜିକାଲି କେହି  ଆଉ ଡାକବାଲାକୁ   ଅପେକ୍ଷା କରୁନାହାନ୍ତି । ଭିଡିଓ କଲିଂ, ଚାଟିଂ, ମେଲିଂ ଭିତରେ ସମ୍ପର୍କ ଯେତିକି ପାଖେଇ ଆସୁଛି ମାନସିକ ଭାବେ ସେତିକି ଦୂରେଇ ଯାଉଛି । ଏମିତି ଏକ ସମୟରେ ଆସି…

୭ ଜନମ ପାଇଁ ସାଥି ନୁହେଁ: ମାତ୍ର ୨୪ ଘଣ୍ଟା ପାଇଁ ହୁଏ ବାହାଘର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁନିଆରେ ବିଭିନ୍ନ ପ୍ରକାରର ସଂସ୍କୃତି ରହିଛି । ଜୀବନ ଏବଂ ବିବାହ ସମ୍ବନ୍ଧରେ ଯେକୌଣସି ସ୍ଥାନରେ ଲୋକଙ୍କର ନିଜର ପ୍ରଥା ରହିଛି । କୌଣସି ସ୍ଥାନରେ ବିବାହ ଶୀଘ୍ର ହୋଇଥାଏ ତ କୌଣସି ସ୍ଥାନରେ ବିଳମ୍ବରେ ବିବାହ ହୁଏ । କେଉଁଠି ଝିଅ ପକ୍ଷ ଯୌତୁକ ଦିଅନ୍ତି ତ କେଉଁଠି…