Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପେଟ୍ରୋଲ ଡିଜେଲର ନୂତନ ଦର ଜାରି, କେତେ ବଢିଲା ପ୍ରମୁଖ ସହରରେ ପେଟ୍ରୋଲ ରେଟ୍ ?

ନୂଆଦିଲ୍ଲୀ: ଜାରି ହେଲା ପେଟ୍ରୋଲ ଡିଜେଲର ନୂତନ ଦର। ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ତେବେ ସପ୍ତାହର ପ୍ରଥମ ଦିନରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ। ଆଜି ବି ପେଟ୍ରୋଲ ଡିଜେଲର ଦର ସ୍ଥିର ରହିଛି। ଗତ…

କୋରିଆନ ବ୍ୟକ୍ତିଙ୍କଠାରୁ ବିନା ରସିଦରେ ଜରିମାନା ଆଦାୟ; ଭିଡିଓ ଭାଇରାଲ ପରେ ଟ୍ରାଫିକ ପୋଲିସ ନିଲମ୍ବିତ

ନୂଆଦିଲ୍ଲୀ:ଦିଲ୍ଲୀ ପୋଲିସ ଭ୍ରଷ୍ଟାଚାର ପ୍ରତି ଜିରୋ ଟଲରାନ୍ସ ନୀତିକୁ ପ୍ରତିପାଦନ କରିବାକୁ ଯାଇ ଜଣେ ଟ୍ରାଫିକ ପୁଲିସକର୍ମୀଙ୍କୁ ନିଲମ୍ବିତ କରିଛନ୍ତି । ଅଭିଯୋଗ ହୋଇଛି ଯେ, ଟ୍ରାଫିକ ପୋଲିସ ଜଣେ କୋରିଆନ ନାଗରିକଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଅସୁଲ କରିଥିଲେ । ଖାଲି ଜରିମାନା ଅସୁଲ…

ବିରୋଧ ପ୍ରତିଶୋଧରେ ବଦଳିଯିବା ଗଣତନ୍ତ୍ର ପାଇଁ ଅଭିଶାପ-ଉପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦିଲ୍ଲୀର ବିଜ୍ଞାନ ଭବନରେ ଜାମିଆ ମିଲିଆ ଇସଲାମିଆର   ଦୀକ୍ଷାନ୍ତ ସମାରୋହରେ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ ଯୋଗଦେଇ ଲୋକତନ୍ତ୍ର ମନ୍ଦିରରେ ବ୍ୟବଧାନକୁ ହତିଆର ଭାବେ ବ୍ୟବହାର କରାଯିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବ୍ୟବଧାନ ଏବଂ ଅଶାନ୍ତି ଗଣତାନ୍ତ୍ରିକ…

ବୈଜ୍ଞାନିକଙ୍କ ଚେତାବନୀ: ପରଗ୍ରହୀ ପଛରେ ପଡି ବିପଦକୁ ଡାକନି

ନୂଆଦିଲ୍ଲୀ: ପରଗ୍ରହୀ ବିଷୟରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ ନେଇ ସାରା ବିଶ୍ୱର ବୈଜ୍ଞାନିକମାନେ ଗବେଷଣା କରିବାରେ ଲାଗିଛି । ଆମେରିକାର ଏକ ଗୁପ୍ତ ଏଜେନ୍ସି ୟୁଏଫଓ ଓ ପରଗ୍ରହୀ ସମ୍ବନ୍ଧିତ ତଥ୍ୟ ସଂଗ୍ରହ କରୁଛନ୍ତି । ତେବେ ଏହି ରିସର୍ଚ୍ଚ ସେଂଟରର କେତେକ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ,…

ପୂର୍ବତନ ମାଓ ସଂଗଠନର ଚେତାବନୀ; ବିମାନ ଯୋଗେ ସ୍ଥାନାନ୍ତର ହେବେ ମୈତେଇ ଜାତିର ଲୋକେ

ଇମ୍ଫାଲ: ମଣିପୁର ହିଂସା ଯୋଗୁଁ ହଜାର ହଜାର ଲୋକ ପଡୋଶୀ ରାଜ୍ୟ ମିଜୋରାମକୁ ବିସ୍ଥାପିତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନିଜ ରାଜ୍ୟକୁ ଫେରିଯିବାକୁ ପୂର୍ବତନ ମାଓ ସଂଗଠନ ପକ୍ଷରୁ ଚେତାବନୀ ମିଳିବା ପରେ ସ୍ଥାନାନ୍ତର କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ବିମାନ ଯୋଗେ ମିଜୋରାମରୁ…

ରହସ୍ୟମୟ ଗୋଲକୋଣ୍ଡା ଦୁର୍ଗ: ଏମିତି ଥିଲା ନିର୍ମାଣଶୈଳୀ, ଜାଣନ୍ତୁ ପୂରା କାହାଣୀ…

ହାଇଦ୍ରାବାଦ: ପ୍ରାଚୀନ କାଳରୁ ଭାରତକୁ ଦୁର୍ଗ ଏବଂ ସ୍ମାରକୀ ଦେଶ ଭାବରେ ଜଣାଯାଇଥାଏ । କାରଣ ଆମ ଦେଶରେ ବ୍ରିଟିଶମାନଙ୍କ ପୂର୍ବରୁ ବିଭିନ୍ନ ଅଞ୍ଚଳରେ ଅନେକ ରାଜା ଶାସନ କରୁଥିଲେ । ଆଉ ଏହି ସମୟ ମଧ୍ୟରେ ସେମାନେ ଅନେକ ଦୁର୍ଗ ନିର୍ମାଣ କରିଥିଲେ । ଆଜି ଆମେ ଏମିତି ଏକ ଦୁର୍ଗ ବିଷୟରେ…

ରହସ୍ୟମୟ: ଏମିତି ଏକ ମନ୍ଦିର ଯେଉଁଠି ରାତିରେ ଶୁଭେ ମୂର୍ତ୍ତିମାନଙ୍କ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଦେଶ ଭାରତରେ ରହିଛି ଅନେକ ବୈଚିତ୍ରମୟ ମନ୍ଦିର । ଏହିସବୁ ମନ୍ଦିର ପଶ୍ଚାତରେ ରହିଛି କିଛି ପୌରାଣିକ ତଥା ଐତିହାସିକ ଘଟଣାବଳୀ। ପ୍ରତି ମନ୍ଦିରର ରହିଛି ଭିନ୍ନଭିନ୍ନ ମାନ୍ୟତା ତଥା ଚମତ୍କାରିତା । ଯାହା ଲୋକଙ୍କ ବିଶ୍ୱାସ ଉପରେ ପର୍ଯ୍ୟବେସିତ। ଏମିତି କିଛି ମନ୍ଦିର…

ମଣିପୁର ହିଂସା; ବନ୍ଦ ଘରେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଜିଅନ୍ତା ଜାଳି ଦେଲେ ଦଙ୍ଗାକାରୀ

ମଣିପୁର: ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରୁ ଗୋଟିଏ ପରେ ଗୋଟିଏ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସୁଛି। ବିଶେଷ କରି ବୁଧବାର ୨ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଫୋକସ ଏବେ ମଣିପୁର…

ଗୀତା କହିବାକୁ ନେଇ ବିବାଦ ଘେରରେ ଫିଲ୍ମ ‘ଓପେନହାଇମର’: ଦର୍ଶକ କହିଲେ-‘ଏହା ହିନ୍ଦୁ ଧର୍ମର ଅସମ୍ମାନ’

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ହଲିଉଡ଼ ଚଳଚ୍ଚିତ୍ର ଓପେନହାଇମର । ଦୁନିଆର ସବୁଠୁ ବଡ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲନ ଫିଲ୍ମ ‘ଓପେନହାଇମର’ ସହିତ ବକ୍ସ ଅଫିସରେ ଧମାଲ କରିଛନ୍ତି। ରିଲିଜ ହେବା ପରେ ୨୦୨୩ର ଏହା ସବୁଠୁ ବଡ଼ ଫିଲ୍ମ କୁହାଯାଉଥିବା ବେଳେ ଏହାର କ୍ରେଜ ସାରା ଭାରତରେ…

ମଣିପୁରରେ ହିଂସା ପଛର ମୁଖ୍ୟ କାରଣ ନିଶା ଓ ବେକାରୀ ସମସ୍ୟା: ଆଇରନ୍ ଲେଡି

ମଣିପୁର: ଅଶାନ୍ତ ମଣିପୁରରେ ଦୀର୍ଘ ଦିନ ଧରି ହିଂସା ନିଆଁରେ ଜଳୁଛି। ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ସ୍ଥାନେ ସ୍ଥାନେ ଅଗ୍ନିକାଣ୍ଡ ଘଟାଇଛନ୍ତି ଉଗ୍ରବାଦୀ। ବର୍ତ୍ତମାନ ମହିଳାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଏବଂ ନିର୍ବସ୍ତ୍ର କରି ବୁଲାଇବା ଭିଡିଓ…