Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଣିକି ସହଜରେ ମିଳିବ ହଜିଲା ମୋବାଇଲ; ଉନ୍ମୋଚିତ ହେଲା ସଞ୍ଚାର ସାଥୀ ପୋର୍ଟାଲ

ଭୁବନେଶ୍ୱର: ମିଳିଯିବ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନ୍ । ଫୋନକୁ ଠାବ କରିହେବ, ବ୍ଲକ ମଧ୍ୟ କରିହେବ । ଯାହା ଦ୍ୱାରା ଚୋରି କରିଥିବା କିମ୍ବା ପାଇଥିବା ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବ ନାହିଁ । ମୋବାଇଲ୍ ଚୋରି ଅଭିଯୋଗ ପାଇଁ ସଂଚାର ସାଥୀ ନାମକ ପୋର୍ଟାଲ ଉନ୍ମୋଚନ…

ସିଦ୍ଧରମେୟାଙ୍କ ବିରୋଧରେ ଚାଲିଛି ୧୩ ମାମଲା, ଜାଣନ୍ତୁ ସେ କେତେ ସମ୍ପତ୍ତିର ମାଲିକ

ନୂଆଦିଲ୍ଲୀ: କର୍ଣ୍ଣାଟକରେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ସିଦ୍ଧରମେୟାଙ୍କ ନାଁରେ ମୋହର ଲାଗିଥିବା ସୂଚନା ମିଳିଛି। ତାଙ୍କର ଶପଥଗ୍ରହଣ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କୁହାଯାଉଛି। ସିଦ୍ଧରମେୟା କର୍ଣ୍ଣାଟର ପରବର୍ତ୍ତୀ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଢୁଛି ଦ୍ୱନ୍ଦ୍ୱ: ସାମ୍ନାକୁ ଆସିଲେ ତୃତୀୟ ଦାବିଦାର

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଢୁଛି ସସପେନ୍ସ । କାହାକୁ ଦେବେ ମୁଖ୍ୟମନ୍ତ୍ରୀ ପଦ ? ସିଦ୍ଧରମୈୟା ନା ଶିବକୁମାର ? ହାଇକମାଣ୍ଡ ବି ଦ୍ୱନ୍ଦ୍ୱରେ । ୪ ଦିନ ଗଲାଣି । ମୁଖ୍ୟମନ୍ତ୍ରୀ କିଏ ହେବ ନିଷ୍ପତ୍ତି ନେଇ ପାରୁନି ଦଳ । ଦିଲ୍ଲୀରେ ଡେରା ପକାଇଛନ୍ତି ଦୁଇ ଦାବିଦାର ।…

ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମେୟା, ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ !  

ନୂଆଦିଲ୍ଲୀ: କର୍ଣ୍ଣାଟକର ପୁରୁଣା ପାଠର ପୁନରାବୃତ୍ତି କରିବ କଂଗ୍ରେସ। ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମେୟା। ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ। ଏଥିସହିତ ରାଜ୍ୟ କ୍ୟାବିନେଟ୍‌ରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି। ଏନେଇ ଆଜି ନୂଆ…

ଆସାମର ଲେଡି ସିଂଘ ସବ୍-ଇନ୍ସପେକ୍ଟ ଜୁନମୋନୀ ରାଭାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ଦିଶପୁର: ଆସାମର ଲେଡି ସିଂଘମ ସବ୍‌-ଇନ୍ସପେକ୍ଟର ଜୁନମୋନୀ ରାଭାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କ କାର୍‌ ଏକ କଣ୍ଟେନର ଟ୍ରକ ସହ ଧକ୍କା ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ନାଗାଓଁ ଜିଲ୍ଲା କାଳିଆବୋର ସବ୍‌-ଡିଭିଜନ ଜାଖଳବନ୍ଧ ଥାନା ଅଧିନରେ ଆସୁଥିବା…

ଏଣିକି ସପ୍ତାହରେ ୬ଦିନ ରାଷ୍ଟ୍ରପତି ଭବନ ବୁଲି ପାରିବେ ସାଧାରଣ ଜନତା

ନୂଆଦିଲ୍ଲୀ: ଆସନ୍ତା ମାସରୁ ରାଷ୍ଟ୍ରପତି ଭବନ ସପ୍ତାହରେ ୬ଦିନ ସାଧାରଣ ଜନତାଙ୍କ ପାଇଁ ଖୋଲିବ । ପ୍ରଥର ଥର ପାଇଁ ସାଧାରଣ ଜନତାଙ୍କୁ ରାଷ୍ଟ୍ରପତି ଭବନ ସପ୍ତାହରେ ୬ ଦିନ ବୁଲି ଦେଖିବାର ସୁଯୋଗ ମିଳିବ  । ଏ ନେଇ ସୂଚନା ରାଷ୍ଟ୍ରପତି ଭବନ ଦାୟିତ୍ୱରେ ଥିବା ଅଧିକାରୀ ମଙ୍ଗଳବାର ଦେଇଛନ୍ତି…

ହିନ୍ଦ୍ ମହାସାଗାରରେ ଓଲଟି ପଡ଼ିଲା ଚୀନ ଜାହାଜ; ୩୯ ନିଖୋଜ, ସର୍ଚ୍ଚ ଅପରେସନ ଜାରୀ

ବେଜିଂ: ହିନ୍ଦ ମହାସାଗାରରେ ଓଲଟିପଡ଼ିଲା ମାଛ ମାରୁଥିବା ଚୀନ ଜାହାଜ ଲୁ ପେଙ୍ଗ ୟୁଆନ ୟୁ ୦୨୮ । ଗତକାଲି ୩ଟା ବେଳେ ଜାହାଜଟି ଓଲଟିପଡ଼ିବାରୁ ୩୯ ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ଜାରି ରହିଛି। ଜାହାଜରେ ମୋଟ ୩୯ ଜଣ ଥିବା ବେଳେ ୧୭ ଜଣ ଚୀନ ଜାହାଜ ଚାଳକ ୧୭ ଇଣ୍ଡୋନେସିଆର…

ମ୍ୟାମାଁରରେ ତାଣ୍ଡବ ରଚୁଛି ବାତ୍ୟା ‘ମୋକା’; ଗଲାଣି ୮୧ ଜୀବନ

ନୂଆଦିଲ୍ଲୀ: ବାତ୍ୟା ‘ମୋକା’ ଏବେ ମ୍ୟାମାଁରରେ ତାଣ୍ଡବ ରଚୁଛି । ମୋକା ପ୍ରଭାବରେ ସେଠାରେ ୮୧ ଜଣଙ୍କର ମୃତ୍ୟୁ ଘଟିଲାଣି । ଅନେକ ନିଖୋଜ ଅଛନ୍ତି । ସେମାନଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ହଜାର ହଜାର ଘର ମାଟିରେ ମିଶି ଯାଇଛି । ପ୍ରଥମେ ମୋକା ମ୍ୟାଁମାରର ଉପକୂଳବର୍ତ୍ତୀ …

ମୋଦୀ ବାଣ୍ଟିଲେ ନିଯୁକ୍ତି ପତ୍ର, ଓଡ଼ିଶାରୁ ପାଇଲେ ୪୭୩ ଯୋଗ୍ୟ ପ୍ରାର୍ଥୀ

ନୂୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆଭାସୀ ମାଧ୍ୟମରେ ଜାତୀୟ ରୋଜଗାର ମେଳାରେ ନିଜର ଅଭିଭାଷଣ ରଖିବା ସହ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ସେହିପରି ରାଷ୍ଟ୍ରୀୟ ରୋଜଗାର ମେଳାର ପଞ୍ଚମ…

ମିରୱାଜ୍ ଫାରୁକଙ୍କ ହତ୍ୟା ଘଟଣାର ୩୩ ବର୍ଷ ପରେ ଧରାପଡିଲେ ଦୁଇ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ନେତା ମିରୱାଇଜ ଫାରୁକଙ୍କ ହତ୍ୟା ଘଟଣାର ୩୩ ବର୍ଷ ପରେ ଧରାପଡ଼ିଲେ ଅପରାଧି। ଦୁଇ ଜଣ ହିଜବୁଲ ଆତଙ୍କବାଦୀଙ୍କୁ ଗିରଫ କଲା ଜାମ୍ମୁ-କାଶ୍ମୀର ପୁଲିସ। ୧୯୯୦ ମସିହା ମେ’ ୨୧ ତାରିଖରେ ଫାରୁକଙ୍କୁ ହତ୍ୟା କରାଯାଇଥିଲା। ଘଟଣାର ୩୩ ବର୍ଷ ପରେ ପୁଲିସ୍‌ ୨…