Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ୨୦୦ରୁ ଅଧିକ ରହିବ ବିମାନବନ୍ଦର

ନୂଆଦିଲ୍ଲୀ: ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୨୦୦ ରୁ ଅଧିକ ରହିବ ବିମାନବନ୍ଦର, ହେଲିପୋର୍ଟ ଏବଂ ଜଳ ବିମାନବନ୍ଦର। ସୂଚନା ଦେଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ସମୟ ମଧ୍ୟରେ ଭାରତୀୟ ବିମାନ ସେବା ୧୪୦୦ ରୁ ଅଧିକ ଅତିରିକ୍ତ ବିମାନ ଅର୍ଡର…

ଜୁନ ୯ରେ କେରଳ ଛୁଇଁପାରେ ମୌସୁମୀ, ରଜରେ ଭିଜିପାରେ ଓଡ଼ିଶା

ନୂଆଦିଲ୍ଲୀ:ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ପାଗ ଅନୁକୂଳ ରହିଛି । ଖୁବ ଶୀଘ୍ର କେରଳ ଛୁଇଁବ ମୌସୁମୀ । ଏପରି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ,  ଜୁନ ୯ ତାରିଖ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ । ରଜ ସୁଦ୍ଧା ମୌସୁମୀ…

ମୋ ଝିଅକୁ ଯୌନ ନିର୍ଯାତନା ଦେଇନଥିଲେ ବ୍ରିଜଭୂଷଣ ସିଂ: ନାବାଳିକାଙ୍କ ବାପା

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ)ର ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡ଼ନ ମାମଲାରେ ୟୁଟର୍ଣ୍ଣ ନେଲେ ଅଭିଯୋଗକାରୀ ପୀଡ଼ିତା। ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ବ୍ରିଜ ଭୂଷଣ ଶରଣ ସିଂଙ୍କ…

ବାହାନଗା ଟ୍ରେନ ଦୁର୍ଘଟଣା ପରେ ଚେତିଲା ରେଳ ବିଭାଗ, ‘ସର୍ଟକର୍ଟ’ଠୁ ଦୂରେଇ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ରେଳବାଇ ବୋର୍ଡ ମୁଖ୍ୟ ବରିଷ୍ଠ ରେଳ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରି ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରୋଟୋକଲ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ନିର୍ଦ୍ଦେଶରେ "ସର୍ଟକଟ" ନେବା ଠାରୁ ଦୂରେଇ ରହିବାର ଆବଶ୍ୟକତା ଉପରେ…

ମୁମ୍ବାଇରେ ଶ୍ରଦ୍ଧା ବାଲକର ହତ୍ୟାକାଣ୍ଡର ପୁନରାବୃତ୍ତି; ଶବକୁ କାଟି ପ୍ରେସରକୁକରରେ ରାନ୍ଧିଲେ ପ୍ରେମିକ

ମୁମ୍ବାଇ:  ମୁମ୍ବାଇରେ ଶ୍ରଦ୍ଧା ବାଲକର ହତ୍ୟାକାଣ୍ଡର ପୁନରାବୃତ୍ତି ।  ଶ୍ରଦ୍ଧାଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିବା ପରେ ଟିକି ଟିକି କାଟି ଫିଙ୍ଗିଥିଲେ । ହେଲେ ଏ ପ୍ରେମିକ ଆହୁରି ନିର୍ଦ୍ଦୟ । ଏ ନରରାକ୍ଷାସ ପ୍ରେମିକାଙ୍କୁ ତ ହତ୍ୟା କଲେ  । ହତ୍ୟା ପରେ  ଶବଠାରୁ ବି…

ବାହାନଗା ଟ୍ରେନ ଦୁର୍ଘଟଣା, ଦକ୍ଷିଣ-ପୂର୍ବ ରେଳପଥର ୧୨୫ କୋଟି ଟଙ୍କା କ୍ଷତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୧୨୫ କୋଟି ଟଙ୍କା କ୍ଷତି ହୋଇଥିବା ରିପୋର୍ଟ ଆସିଛି। ଏହି ଭୟାବହ ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ-ପୂର୍ବ ରେଳପଥର ୧୨୫ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିବା…

ଦୂରଦର୍ଶନର ଲୋକପ୍ରିୟ ନ୍ୟୁଜ ଆଙ୍କର ଗୀତାଞ୍ଜଳୀଙ୍କ ପରଲୋକ

ନୂଆଦିଲ୍ଲୀ: ଦୂରଦର୍ଶନର ଲୋକପ୍ରିୟ ନ୍ୟୁଜ ଆଙ୍କର ଗୀତାଞ୍ଜଳୀ ଆୟାରଙ୍କ ବୁଧବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ତାଙ୍କ କ୍ୟାରିୟରରେ ୪ଥର ଶ୍ରେଷ୍ଠ ଆଙ୍କର ପୁରସ୍କାର ପାଇଛନ୍ତି । ନ୍ୟୁଜ ଆଙ୍କର ବ୍ୟତୀତ ସେ ଏ ଡେଟ ୱିଥ ୟୁର ସଂଚାଳକ ମଧ୍ୟ ଥିଲେ ।…

୧୫ ଜୁନ ମଧ୍ୟରେ ଶେଷ ହେବ ଯାଂଚ, ଅନ୍ୟଥା ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବେ ରେସଲର

ନୂଆଦିଲ୍ଲୀ: ରେସଲର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏହା ପ୍ରାୟ ୬ ଘଂଟା ଧରି ଚାଲିଥିଲା । ବୈଠକ ପରେ ସାକ୍ଷୀ ମଲିକ କହିଛନ୍ତି ସରକାର ୧୫ ଜୁନ ସୁଦ୍ଧା ଯାଂଚ ଶେଷ କରିବା ପାଇଁ ସମୟ ମାଗିଛନ୍ତି । ଏହି ସମୟ ମଧ୍ୟରେ ରେସଲରମାନେ କୌଣସି…

ଗୁଳିମାଡ଼ ପରେ ମେଡିକାଲ୍ ଯାଉଥିଲେ ମାଆପୁଅ, ଆମ୍ବୁଲାନ୍ସରେ ଜୀଅନ୍ତା ଜାଳିଦେଲେ ହିଂସାକାରୀ

ଇମ୍ଫାଲ୍: ମଣିପୁରରେ ମେ ୩ରୁ ମୈତେଇ ଓ କୁକି ସମୁଦାୟ ମଧ୍ୟରେ ଲାଗି ରହିଥିବା ହିଂସା ଥମିନି । ଆଉ ଏହାରି ଭିତରେ ହିଂସା ସୃଷ୍ଟି କରିଥିବା ଲୋକେ ମାଆପୁଅ ସହ ୩ ଜଣଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି । ଗୁଳିମାଡ଼ ପରେ ଚିକିତ୍ସା ପାଇଁ ନିଆ ଯାଉଥିବା ବେଳେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ…

ମୁଖତାର ଅନ୍ସାରୀର ଶୁଟର ସଞ୍ଜୀବଙ୍କୁ କୋର୍ଟ ପରିସରରେ ଗୁଳି କରି ହତ୍ୟା

ଲକ୍ଷ୍ନୌ: ସ୍ଥାନୀୟ କୋର୍ଟ ପରିସରାର ଗ୍ୟାଙ୍ଗଷ୍ଟାର ମୁଖତାର ଅନ୍ସାରୀଙ୍କ ଡାହଣ ହାତ ତଥା ଶାର୍ପ ଶୁଟର ସଞ୍ଜୀବ ମାହେଶ୍ୱରୀ ଜୀଭାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହତ୍ୟାକାରୀ ଓକିଲଙ୍କ ବେଶରେ ଆସି ଏହି କାଣ୍ଡ ରଚିଥିଲେ । ଏଥିରେ ସିପାହୀ ଲାଲ ମହମ୍ମଦ ଏକ ଛୋଟ ପିଲା ଆହତ ହୋଇଛନ୍ତି ।…