Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୂଆ ଲୁକରେ ବାଘ ଗଣନା କରି ବାହାରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆ ରୂପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ମୁଣ୍ଡରେ କଳା ହ୍ୟାଟ, ଖାକି ପ୍ୟାଣ୍ଟ ସହ ପ୍ରିଣ୍ଟେଡ ସାର୍ଟ, କଳା ଯୋତା ଓ ହାତରେ ଏକ ଜ୍ୟାକେଟ ଧରି ଚାଲୁଛନ୍ତି ମୋଦି । ଖୁବ ସ୍ମାର୍ଟ ଏବଂ ୟଙ୍ଗ ଲୁକିଂ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟ୍ୱିଟରରେ ଏକ ଫଟୋ ସେୟାର…

୨୦୦୪ରେ ସୋନିଆ କାହିଁକି ପ୍ରଧାନମନ୍ତ୍ରୀ ହେଲେ ନାହିଁ? ଗୁମର ଖୋଲିଲେ ଗୁଲାମ୍ ନବୀ ଆଜାଦ୍

ନୂଆଦିଲ୍ଲୀ: ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ୍ ପାର୍ଟିର ମୁଖ୍ୟ ଗୁଲାମ୍ ନବୀ ଆଜାଦ୍ ତଥା ପୂର୍ବତନ କଂଗ୍ରେସ ନେତା ପ୍ରଥମ ଥର ପାଇଁ କହିଛନ୍ତି ଯେ ସୋନିଆ ଗାନ୍ଧୀ ୨୦୦୪ରେ ପ୍ରଧାନମନ୍ତ୍ରୀ ହେବାକୁ କାହିଁକି ମନା କରିଥିଲେ ଏବଂ ମନମୋହନ ସିଂହଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ପଦ ପାଇଁ ଅଧିକ…

ନିଜ ଝିଅ ଭଳି ଦେଖାଯାଉଥିବା ଯୁବତୀଙ୍କୁ ବିବାହ କଲେ ବ୍ୟକ୍ତି : ଲୋକେ କଲେ ସମାଲୋଚନା

କଥାରେ ଅଛି, ପ୍ରେମର କିଛି ସୀମା ସରହଦ ନାହିଁ । ଏକଥା ସତ ଯେ, କାହାସହିତ କେତେବେଳେ ପ୍ରେମ ହୋଇଯିବ ତାହା ସମସ୍ତ୍‌ଙ୍କୁ ଅଜଣା । ଏମିତି କି ସାମାଜିକ ଚଳଣିରେ ଗ୍ରହଣୀତା ନ ଥିବା ଅନେକ ଦିଗକୁ ପ୍ରେମ କାରଣରୁ ଅଣଦେଖା କରିବାକୁ ପଡ଼ିଥାଏ । ଆମେ କହିବାକୁ ଚାହୁଁଥିବା କାହାଣୀରେ ପ୍ରେମୀଯୁଗଳ…

ସୁଖୋଇ ୩୦ ଏମକେଆଇ ଯୁଦ୍ଧ ବିମାନରେ ରାଷ୍ଟ୍ରପତିଙ୍କ ଐତିହାସିକ ଉଡାଣ

ଗୌହାଟି: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶନିବାର (ଏପ୍ରିଲ ୮, ୨୦୨୩) ଆସାମର ତେଜପୁର ସ୍ଥିତ ବାୟୁସେନା ଘାଟୀରୁ ସୁଖୋଇ ୩୦ ଏମ୍‍କେଆଇ ଯୁଦ୍ଧ ବିମାନରେ ଏକ ଐତିହାସିକ ଉଡାଣ କରିଥିଲେ । ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଥିବା ରାଷ୍ଟ୍ରପତି ବାୟୁସେନା ଘାଟୀକୁ ଫେରିବା…

ସିମ୍ କାର୍ଡ ଜାଲିଆତି ଉପରେ ରୋକ୍ ଲଗାଇବାକୁ ସରକାର ନେଇପାରନ୍ତି ଏପରି ପଦକ୍ଷେପ

ନୂଆଦିଲ୍ଲୀ: ବଢୁଥିବା ସିମ୍ କାର୍ଡ ଜାଲିଆତିକୁ ନଜରରେ ରଖି ଦେଶର ଟେଲିକମ ବିଭାଗ (DoT) ନୋ-ୟର-କଷ୍ଟମର (Know Your Customoer) ଭେରିଫିକେସନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି। ଏହି ପରିବର୍ତ୍ତନରେ ଗୋଟିଏ ଆଇଡି ବା ପରିଚୟ ପତ୍ରରେ ଜାରି ହୋଇଥିବା ସିମ୍ କାର୍ଡର…

କନ୍ୟାକୁ ଦେଖି ବର ପାଗଳ, ଏମିତି ନାଚିଲେ ଲୋକେ କହିଲେ ଜୋକର

ବାହାଘର ପାଇଁ ଉଭୟ ବର ଓ କନ୍ୟା ପକ୍ଷରୁ ଦେଖାଚାହାଁ ହେଲା । ଜ୍ୟୋତିଷ ଡ଼କାଇ ଲଗ୍ନ ମଧ୍ୟ ଧାର୍ଯ୍ୟ ହେଲା । ଆଉ ଶେଷକୁ ଆସିଲା ସେହି ସ୍ମରଣୀୟ ଦିନ । ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହ ରୋଷଣୀ କରି କନ୍ୟାଘରେ ପହଞ୍ôଚଲେ ବରପକ୍ଷ । ଆଉ ଏହି ସମୟରେ ଆଖି ଖୋଜୁଥିବା ଚେହେରା ଉପରେ ବରର ନଜର ଆସିଲା…

ମାଛ ଧରୁଥିବା ବେଳେ ଡ଼ଙ୍ଗାରେ ଚାଲିଗଲା ପତିଙ୍କ ଜୀବନ, ସମୁଦ୍ରରେ ୭ଦିନ ମୃତଦେହକୁ ଧରି ବୁଲିଲେ ପତ୍ନୀ

ବ୍ରାଜିଲ: କୁହାଯାଏ, ବିବାହ ହେଉଛି ପବିତ୍ର ବନ୍ଧନ । ଏହା ସାତ ଜନ୍ମର ବନ୍ଧନ । ଉଭୟ ଉଭୟଙ୍କୁ ମରିବା ପର୍ଯ୍ୟନ୍ତ ଦୁଃଖସୁଖରେ ସାଙ୍ଗ ହୋଇ ରହିବାକୁ ଶପଥ ନେଇଥାନ୍ତି । କେବଳ ଭାରତୀୟ ସଂସ୍କୃତି ନୁହେଁ, ସବୁଠି ଏହି ମାନସିକତା । ବ୍ରାଜିଲର ଏମିତି ଜଣେ ମହିଳା ଯିଏକି ସମୁଦ୍ର ମଝିରେ…

କର୍ଣ୍ଣାଟକରେ ବାଟ ପାଉନି ବିଜେପି !

ଭୁବନେଶ୍ୱର: କର୍ଣାଟକରେ ବିଜେପିକୁ ପରାଜୟର ସ୍ବାଦ ଚାଖିବାକୁ ପଡିବ କି ? ରାହୁଲଙ୍କ ଯାଦୁ କର୍ଣାଟକରେ କାର୍ଯ୍ୟ କରିବ କି ?ଏମିତି କିଛି କଳ୍ପନାଜଳ୍ନନା ନିର୍ବାଚନର ବହୁ ପୂର୍ବରୁ ପ୍ରକାଶ ପାଇଲାଣି । କର୍ଣାଟକ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଉପରେ କାର୍ୟ୍ଯାନୁଷ୍ଠାନ ଏବଂ ତାଙ୍କ ସଦସ୍ୟ…

ବିରୋଧୀଙ୍କୁ ଶବ୍ଦର ମାୟାଜାଲରେ ଛନ୍ଦିଲେ ରାହୁଲ

ଭୁବନେଶ୍ୱର: ଶବ୍ଦ ସଂଯୋଜନା ମାଧ୍ୟମରେ କଂଗ୍ରେସ ଛାଡିଥିବା ନେତାଙ୍କ ସମେତ ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ। ଟ୍ୱିଟ ମାଧ୍ୟମରେ ବଡ଼ ସୁନ୍ଦର ଢଙ୍ଗରେ ଶବ୍ଦକୁ ସଜେଇ କଂଗ୍ରେସ ଛାଡି ଯାଇଥିବା ନେତାଙ୍କ ସହ ବିଜେପିକୁ ଟାର୍ଗେଟ କରାଯାଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର। କଂଗ୍ରେସ…

କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜ୍ଜୁଙ୍କ କାରକୁ ଧକ୍କା ଦେଲା ଟ୍ରକ୍

ଶ୍ରୀନଗର: ଶନିବାର ଅପରାହ୍ଣରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜ୍ଜୁଙ୍କ କାର୍ ଜମ୍ମୁକାଶ୍ମୀରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ମାଲବାହୀ ଟ୍ରକ୍ ଧକ୍କା ଦେଇଥିବା ବେଳେ କେହି ମୃତାହତ ହୋଇ ନାହାନ୍ତି । ଦୁର୍ଘଟଣା ପରେ ତୁରନ୍ତ ସୁରକ୍ଷା କର୍ମୀ…