Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢିଲା ଦୈନିକ କୋଭିଡ୍ ସଂକ୍ରମଣ; ଶନିବାର ଗତ ୪ ମାସରେ ସର୍ବାଧିକ ସଂକ୍ରମିଚ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ଗତ ୪ ମାସରେ ସର୍ବାଧିକ। ସେହିଭଳି ଦିନକରେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ଜଣ ଲେଖାଏ ମୃତ୍ୟୁ ହୋଇଥିବା ବେଳେ କେରଳରେ ଦୁଇ ଜଣଙ୍କର ଜୀବନ ଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଲେ ରାମଚରଣ ଏବଂ ତାଙ୍କ ପିତା ଚିରଞ୍ଜିବୀ

ନୂଆଦିଲ୍ଲୀ : RRRର ନାଟୁ ନାଟୁ ଗୀତକୁ ଓସ୍କାର ସମ୍ମାନ ମିଳିବା ପରେ ସବୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ  । ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନାଟୁ-ନାଟୁ ଗୀତ ନୋମିନେଟେ ହୋଇଥିଲା । ଶେଷରେ ବାଜି ଜିତି ଓସ୍କାର ପୁରସ୍କାର ହାତେଇଛି RRRର ନାଟୁ ନାଟୁ ଗୀତ । ଓସ୍କାର ସମ୍ମାନ ମିଳିବା ନେଇ…

ପ୍ରଧାନମନ୍ତ୍ରୀ ମୋଦୀ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ହକ୍‌ଦାର ଖବର ଏକ ଗୁଜବ; ଅସ୍‌ଲେ ତୋଜେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋବେଲ୍ ଶାନ୍ତି ପୁରସ୍କାର ପାଇବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଥିଲା। ନରୱେ ନୋବେଲ୍ କମିଟିର ଡେପୁଟି ଚେୟାରମ୍ୟାନ୍ ଆସ୍‌ଲେ ତୋଜେ ମୋଦୀଙ୍କୁ ନୋବେଲ ଶାନ୍ତିପୁରସ୍କାରର ପ୍ରବଳ ଦାବିଦାର ବୋଲି କହିଥିବା ଗଣମାଧ୍ୟମରେ ଖବର ପ୍ରକାଶ…

ପୁଟିନଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି କଲେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ଷେରୁ ଅଧିକ ସମୟ ଧରି ଚାଲିଛି। ଦୁଇ ଦେଶ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ସମୟରେ, ୟୁକ୍ରେନରେ ଯୁଦ୍ଧ ଘଟାଇଥିବାରୁ ଋଷର ରାଷ୍ଟ୍ରପତି ପୁଟିନଙ୍କୁ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଗିରଫ କରିବାକୁ ୱାରେଣ୍ଟ ଜାରି କରିଛନ୍ତି।…

ବୟସ ହାର ମାନିନି : ୧୦୩ ବର୍ଷ ବୟସରେ ବି ଫିଟ୍

ସୁସ୍ଥ ରହିବାର ମନ୍ତ୍ର ହେଉଛି ନିଜର ଦୈନିକ ଜୀବନଚର୍ଯ୍ୟା ଓ ଦୈନନ୍ଦିନ ଖାଦ୍ୟ ପାନୀୟ ଭିତରେ ସନ୍ତୁଳନ ରଖିବା । ଏକଥା ସମସ୍ତେ ଜାଣିଥିଲେ ବି ବଦଳୁଥିବା ଜୀବନ ଶୈଳୀ ତଥା ରୋଜଗାରର ଆବଶ୍ୟକତା ଭିତରେ ସୁସ୍ଥ ରହିବାର ଉପାୟ ଫିକା ପଡ଼ିଯାଇଛି । କମ ବୟସରେ ବି ବିଭିନ୍ନ ପ୍ରକାର ଛୋଟବଡ଼ ରୋଗ ଆମ…

ବିଲେଇର ଫଟୋ ସୁଟ୍‌: ଅସଲି ନା ନକଲି ତାକୁ ନେଇ ଦ୍ୱନ୍ଦ୍ୱ

ସୋସିଆଲ ମିଡିଆରେ ଏମିତି ଅଜବ ଜିନିଷ ଭାଇରାଲ ହୋଇଥାଏ, ଯାହା କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ ହିଁ କରିଥାଏ । ଏବେ ସେମିତି ଦୁଇଟି ବିଲେଇର ଭିଡ଼ିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଲୋକେ ଏହା ଅସଲି ନା ନକଲି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ…

କଲେଜରେ ହୁଏ ବାହାଘର: ଜୁନିୟର ଛାତ୍ରୀଛାତ୍ର କରାନ୍ତି ସିନିୟରଙ୍କ ବିବାହ

ଲାହୋର: ସମୟ ବଦଳିବା ସହ ଲୋକଙ୍କ ମାନସିକତା ଓ ଚଳଣିରେ ଅନେକ ପରିବର୍ତ୍ତନ ଆସିଛି । ବିଶେଷକରିି ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ ପଦ୍ଧତିରେ ଅନେକ ନୂଆ ନୂଆ ଧାରା ପ୍ରୟୋଗ ଦେଖିବାକୁ ମିଳିଛି । ତେବେ ଏମିତି ଏକ ବାହାଘର କଥା କହୁଛୁ ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।…

ଭିନ୍ନ ପରମ୍ପରା: ଝିଅର ବିବାହରେ ମାମୁଁ ଘରୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ଉପହାର

ରାଜସ୍ଥାନ: ଦୁନିଆରେ ବିଭିନ୍ନ ସ୍ଥାନରେ ବିବାହ ରୀତିନୀତି ଭିନ୍ନ ଭିନ୍ନ ହୋଇଥାଏ । ସେହିପରି ରାଜସ୍ଥାନର ଏକ ପ୍ରଥା ହେଉଛି ‘ଭାତ’୍ । ଜାଟ୍ ପରିବାରରେ ଏହା ମାୟରା ନାମରେ ଜଣାଶୁଣା । ଏହି ରୀତିନୀତି ଭାଇ ଦ୍ୱାରା କରାଯାଏ । ପୁଅ କିମ୍ବା ଝିଅର ବିବାହ ସମୟରେ ସେମାନଙ୍କ ମାମୁଁ ଘରକୁ…

ରାଜସ୍ଥାନର ଗଠିତ ହେବ ୧୯ ନୂତନ ଜିଲ୍ଲା

ଜୟପୁର: ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ୧୯ଟି ନୂତନ ଜିଲ୍ଲା ଗଠନ କରିବା ପାଇଁ ଘୋଷଣା କରାଯାଇଛି । ଏହା କଂଗ୍ରେସ ସରକାରଙ୍କ ଏକ ବଡ ରଣନୀତି ଭାବେ ବିବେଚନା କରାଯାଉଛି । ରାଜସ୍ଥାନରେ ୩୧ ଜିଲ୍ଲା ଥିବାରୁ ଏବେ ଏହା ବୃଦ୍ଧି ପାଇ ୫୦ରେ ପଂହଚିବ ।…

୨୮ ବର୍ଷ ବୟସରେ ୯ଟି ସନ୍ତାନ ମାଆ ହେଲେ ମହିଳା: ୧୦ ବର୍ଷ ପର୍ଯ୍ୟନ୍ତ ଲଗାତାର ହୋଇଥିଲେ ଗର୍ଭବତୀ

ୱାଶିଂଟନ: ଜଣେ ମହିଳା ମାଆ ହେବା ଖୁସିର କଥା । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶିଶୁଟି ଜନ୍ମ ହେବା ପରେ ତାର ଲାଲନପାଳନ ଠିକ୍ ଭାବେ ହେବା ଜରୁରୀ । ଏଥିସହିତ ମହଙ୍ଗା ଯୁଗରେ ସେମାନଙ୍କ ଶିକ୍ଷା ଏବଂ ଆବଶ୍ୟକ ସାମଗ୍ରୀ ପୂରଣ କରିବା ନିହାତି କଷ୍ଟକର । ଏହି କାରଣରୁ ଆଜିର…