Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଜବ ମାମଲା: ଡ଼ାକ୍ତରଙ୍କ ଅବହେଳାରୁ ଶୁଆର ମୃତ୍ୟୁ ଅଭିଯୋଗ

କାନପୁର: କାନପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଡ଼ାକ୍ତରଙ୍କ ଅବହେଳାରୁ ଗୋଟେ ଶୁଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଶୁଆର ମାଲିକ ହସପିଟାଲରେ ହୋହଲ୍ଲା କରିବା ସହ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପୋଲିସ ତତ୍ପରତା…

ଜିନ୍ସ ବଟନ୍‌ରେ କଳାକୃତିି: ଦେଖିଲେ ଯେ କେହି ହେବେ ଆଶ୍ଚର୍ଯ୍ୟ

ତୁର୍କି: ଜଣେ କଳାକାରଙ୍କ ଚିନ୍ତାଧାରା ସମସ୍ତଙ୍କଠାରୁ ଭିନ୍ନ । ବିଶେଷକରି କୌଣସି ବ୍ୟକ୍ତିଙ୍କ ସୃଜନଶୀଳତାର ପରିଧି ନିର୍ଦ୍ଧିଷ୍ଟ ସୀମା ଭିତରେ ସୀମିତ ନୁହେଁ । ହୁଏତ ଆପଣ ଅନେକ କଳାକାରଙ୍କ କଳାକୃତି ଦେଖିଥିବେ ନିଶ୍ଚୟ । କିନ୍ତୁ ଆମେ ଯେଉଁ କଳାକାରଙ୍କ କଳାକୃତି ସମ୍ପର୍କରେ କହିବାକୁ…

ବିଶ୍ୱବିଦ୍ୟାଳୟର ଅଜବ ପରୀକ୍ଷା; ଫୁଲମାର୍କ ୧୦୦ରୁ ପିଲା ରଖିଲେ ୧୧୫

ମୁମ୍ବାଇ:ପରୀକ୍ଷାରେ ଆଶା କରିଥିବା ନମ୍ବରରୁ ଅଧିକ ପାଇଲେ ସମସ୍ତଙ୍କୁ ଖୁସି ଲାଗେ । ମୁମ୍ବାଇ ବିଶ୍ୱ ବିଦ୍ୟାଳୟର କିଛି ପିଲାଙ୍କୁ ମିଳିଥିଲା ଆଶାତୀତ ନମ୍ବର ଏବେ ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଶ୍ୱବିଦ୍ୟାଳୟର ୬ ଜଣ ଛାତ୍ରଛାତ୍ରୀ ୫ମ ସେମିଷ୍ଟାର ଗଣିତ ପରୀକ୍ଷାରେ ୧୧୫ ନମ୍ବର…

ସମାଜ ସଂସ୍କାରକ ହୋଇଥିଲେ କ’ଣ କରିଥାନ୍ତେ ? ଆଖି ଓଦା କରିଦେବ ୫ମ ଶ୍ରେଣୀ ଛାତ୍ରଙ୍କ ଉତ୍ତର

ଛୋଟ ପିଲାଟିଏ  । ହେଲେ ମୁଣ୍ଡରେ ତାର କେତେ ବଡ କଥା ଚିନ୍ତା କରିପାରୁଛି ! ଖାଇବା, ଖେଳିବା ବୟସରେ ସେ କେତେ ବଡ ବଡ କଥା ଭାବି ପାରୁଛି ! ସମାଜର ଅନେକ କଳଙ୍କିତ ପ୍ରଥା ଏଇ ଛୋଟ ପିଲାଟିକୁ କେତେ ପ୍ରଭାବିତ କରିଛି ସତରେ ? ୫ମ ଶ୍ରେଣୀରେ ପଢୁଥିବା ଏହି ପିଲାଟିର ଉତ୍ତର ଦେଖିଲେ ଆପଣ ବି…

ପିଏମଓର ବରିଷ୍ଠ ଅଧିକାରୀ କହି କାଶ୍ମୀରରେ ବୁଲିଲେ, ଜେଡ ପ୍ଲସ ସୁରକ୍ଷା ପାଇଲେ, ଶେଷରେ ଧରାପଡିଲେ

ଶ୍ରୀନଗର:  ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ବୋଲି କହୁଥିଲେ । ଏହି ନାଁରେ  ବେଶ କିଛି ଦିନ ସରକାରୀ ସୁବିଧା ସୁଯୋଗ ପାଇଲେ ।  Z+ ସିକ୍ୟୁରିଟିର ବି ପାଇଲେ । ଶେଷରେ ଧରାପଡି ମାମୁ ଘରକୁ ଗଲେ ଠକ  କିରଣଭାଇ ପଟେଲ । ତେବେ ୧୦ ଦିନ ତଳୁ ପୋଲିସ ତାଙ୍କୁ ଗିରଫ…

୨ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ୫୦ ହଜାର ଟଙ୍କାର ଫିକ୍ସଡ଼ ଡିପୋଜିଟ

ଜୟପୁର: ଆମେ ଦୁଇ-ଆମର ଦୁଇ । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏହି ନାରା ଅନେକ ଥର ଶୁଣିବାକୁ ମିଳୁଥିବାବେଳେ ସରକାର ମଧ୍ୟ ଜନସଚେତନତା କରି ୨ଟି ସନ୍ତାନ ଜନ୍ମ ଉପରେ ଜୋର ଦେଉଛନ୍ତି । ଏହାରି ଭିତରେ ଏବେ ରାଜସ୍ଥାନର ମାହେଶ୍ୱରୀ ସମାଜ ପକ୍ଷରୁ ଏମିତି ଏକ ଘୋଷଣା କରାଯାଇଛି ଯାହାକୁ ଶୁଣି ଆପଣ…

ଆସାମରେ ସବୁ ମଦ୍ରାସା ବନ୍ଦ କରିଦେବୁ, କାରଣ ଲୋକେ ସ୍କୁଲ୍ ଚାହୁଁଛନ୍ତି; ହିମନ୍ତ ବିଶ୍ୱ ଶର୍ମା

ବେଙ୍ଗାଲୁରୁ: ରାଜ୍ୟରେ ସମସ୍ତ ମଦ୍ରାସା ବନ୍ଦ କରିଦେବୁ। କାରଣ ଲୋକେ ସ୍କୁଲ୍‌ରେ ପାଠ ପଢ଼ିବାକୁ ଚାହୁଁଛନ୍ତି, ମଦ୍ରାସାରେ ନୁହେଁ। ଗୁରୁବାର କର୍ଣ୍ଣାଟକ ବେଲଗାଭୀରେ ରାଲି କରି ଏଭଳି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ରାଲିରେ ସେ କଂଗ୍ରେସକୁ ନୂଆ ମୋଗଲ ବୋଲି…

ଋଷ ବିରୋଧରେ ଲଢ଼ିବେ ଏହାର ଯୁଦ୍ଧ ବିମାନ

କିଭ: ଯେଉଁ ବିମାନକୁ ନିଜେ ଋଷ ନିର୍ମାଣ କରିଥିଲା, ସେହି ବିମାନ ହିଁ ଋଷ ବିରୋଧରେ ଯୁଦ୍ଧ ଲଢ଼ିବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ । ବାସ୍ତବରେ ଋଷ ଆକ୍ରମଣର ଜବାବ ଦେବାକୁ ଏବେ ୟୁକ୍ରେନକୁ ସହାୟତାର ହାତ ବଢ଼ାଇଛି ପୋଲାଣ୍ଡ । ପୋଲାଣ୍ଡ ୟୁକ୍ରେନକୁ ମିଗ-୨୯ ଯୁଦ୍ଧ…

ଟାଟା ନାନୋକୁ ସୋଲାର କାରରେ ବଦଳାଇଦେଲେ ଏହି ବ୍ୟକ୍ତି, ମାତ୍ର ୩୦ ଟଙ୍କା ଖର୍ଚ୍ଚରେ ଯାଇପାରୁଛନ୍ତି ୧୦୦ କିଲୋମିଟର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ସରକାର ମଧ୍ୟ ବୈଦ୍ୟୁତିକ ଯାନକୁ କିଭଳି ଅଧିକରୁ ଅଧିକ ଚଳାଇହେବ ସେନେଇ ବିଭିନ୍ନ ଯୋଜନା କରୁଛନ୍ତି । ରୋଡ ଟ୍ୟାକ୍ସ ଛାଡ ସହ ସବସିଡି ଦେଇ ଲୋକଙ୍କୁ ବୈଦ୍ୟୁତିକ ଯାନ ବ୍ୟବହାର କରିବାକୁ ସରକାର ଆକର୍ଷିତ…