Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେପି ପାଇଁ ଆମ କବାଟ ବନ୍ଦ: ଆରଏଲଡି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହ ମେଂଟ ହେବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ କହିଛନ୍ତି । ଏବେ ବିଜେପି ପାଇଁ ଆମ କବାଟ ବନ୍ଦ ହୋଇଯାଇଛି । ଯେତେଦୂର ସମ୍ଭବ ଆଉ ଆମେ ଏକାଠି ହେବୁ ନାହିଁ ବୋଲି ଚୌଧୁରୀ କହିଛନ୍ତି…

ଆମେରିକା ୟୁନିଭର୍ସିଟି ସାମ୍ନାରେ ଗୁଳିକାଣ୍ଡ: ୩ ମୃତ

ୱାଶିଂଟନ: ଆମେରିକାର ମିଶିଗନଠାରେ ଘଟିଛି ଭୟଙ୍କର ଗୁଳିକାଣ୍ଡ ।ମିଶିଗନ ଷ୍ଟେଟ ୟୁନିଭର୍ସିଟିରେ ସୋମବାର ଗୁଳିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି । ଏତିରେ ୫ ଜଣ ଆହତ ହୋଇଛନ୍ତି । ଗୁଳିକାଣ୍ଡ ଘଟଣା ପରେ ସନ୍ଦିଗ୍ଧ ଯୁବକ ଦୌଡି ଦୌଡି ପଳାଇଥିବା ନଜରକୁ ଆସିଛି । ତେବେ ଗୁଳିକାଣ୍ଡ…

ହସ୍‌ପିଟାଲରେ ବିବାହ କଲେ ବରକନ୍ୟା

ହିନ୍ଦି ଫିଲ୍ମ ‘ବିବାହ’ରେ ଅଭିନେତା ସହିଦ କପୁର ଏବଂ ଅଭିନେତ୍ରୀ ଅମୃତା ରାଓ ଡାକ୍ତରଖାନାରେ ବିବାହ କରିଥିବା ସିନେପ୍ରେମୀ ନିଶ୍ଚୟ ଦେଖିଥିବେ । ଏଇଟା ରିଲ୍ ଲାଇଫର କଥା । କିନ୍ତୁ ରିଅଲ ଲାଇଫରେ ଏଭଳି ଘଟଣା ଘଟିପାରେ ତାହା ସମସ୍ତଙ୍କ କଳ୍ପନା ବାହାରେ ନିଶ୍ଚୟ । କିନ୍ତୁ କୋଚି ସିଟି କୋଟାର…

ଘର ସହ ଜଳି ଯାଉଥିଲେ ମା’-ଝିଅ: ଦେଖୁଥିଲେ ପୋଲିସ, ଅଫିସର

କାନପୁର: ସାମ୍ନାରେ ଥିଲେ ପୁରା ପୋଲିସ ଫୋର୍ସ ଆଉ ପ୍ରଶାସନିକ ଅଧିକାରୀ । ଥୁଆ ହୋଇଥିଲା ବୁଲଡୋଜର । ଝୁପୁଡି ଘର ଭିତରେ ଥିଲେ ମା’ ଆଉ ଝିଅ । ସମସ୍ତଙ୍କ ସାମ୍ନାରେ ଝୁପୁଡି ଜଳୁଥିଲା ଆଉା ତା ଭିତରେ ଜଳି ଯାଉଥିଲେ ମା-ଝିଅ । ତାଙ୍କର କରୁଣ ଚିତ୍କାର ସମସ୍ତେ ଶୁଣୁଥିଲେ, ହେଲେ କେହି ଆଗେଇ…

ବିବିସି କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ଚଢାଉ; କର୍ମଚାରୀଙ୍କ ମୋବାଇଲ ଜବତ

ନୂଆଦିଲ୍ଲୀ: ଭାରତରେ ଥିବା ବିବିସିର ଏକାଧିକ କାର୍ଯ୍ୟାଳୟ ଉପରେ ଆଜି ଆୟକର ବିଭାଗ ପକ୍ଷରୁ  ଚଢାଉ କରାଯାଇଛି । ଦିଲ୍ଲୀ ସ୍ଥିତ  ବିବିସି କାର୍ଯ୍ୟକାଳୟ ଉପରେ ଆୟକର ବିିଭାଗ ଚଢାଉ କରି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ମୋବାଇଲ ଫୋନ ଜବତ କରାଯାଇଥିବା କୁହାଯାଉଛି । ଏଥି ସହ ସେମାନଙ୍କୁ…

ଗ୍ରାଣ୍ଡ ରିସେପ୍ସନ୍‌ ପାର୍ଟି ଦେଲେ ବଲିଉଡର କ୍ୟୁଟ କପଲ୍‌ ସିଡ-କିଆରା

ନୂଆଦିଲ୍ଳୀ: ବଲିଉଡର କ୍ୟୁଟ୍‌ କପଲ୍‌ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ । ଦୁହେଁ ୭ ଫେବୃଆାରୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି  । ରାଜସ୍ଥାନର ଜୟସଲମର ସୂର୍ଯ୍ୟଗଡ଼ ପ୍ୟାଲେସରେ ରାଜକୀୟ ଠାଣିରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି । ବିବାହ ପରେ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା…

ଲିଥିୟମ ଉପରେ ଆତଙ୍କବାଦୀଙ୍କ ନଜର; ଆକ୍ରମଣ ପାଇଁ ଦେଲେ ଧମକ

ଶ୍ରୀନଗର: କିଛିଦିନ ତଳେ ଜାମ୍ମୁ କାଶ୍ମୀରରେ ଲିଥିୟମ ମିଳିବା ନେଇ ଖବର ପ୍ରକାଶ ପାଇଥିଲା। ଏହାପରେ ସାରା ଦେଶରେ ଖୁସିର ମାହୋଲ ଦେଖାଦେଇଥିଲା। ଆମ ଦେଶରୁ ଲିଥିୟମ ମିଳିଲେ ଚୀନ ଉପରେ ନିର୍ଭରଶୀଳତା କମିବ। ଦେଶରେ ଇଭି ଓ ମୋବାଇଲ୍‌ର ଶସ୍ତା ହେବ ବୋଲି କୁହାଯାଉଥିଲେ। ହେଲେ ଏହା ଉପରେ ଏବେ…

ରାତି ୧୦ ପରେ ଫୁଟିବନି ବାଣ କି ବାଜିବନି ଡିଜେ; ସରକାରୀ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: ବାହାଘର ହେଉ ବା କୌଣସି ଉତ୍ସବ ରାତି ୧୦ଟା ପରେ ଫୁଟିବନି ବାଣ କି ବାଜିବନି ଡିଜେ। ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। କାରଣ ରାଜ୍ୟରେ ସେକେଣ୍ଡାରି ବୋର୍ଡ ପରୀକ୍ଷା ରହିଛି। ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ହେବ ବୋଲି ଏଭଳି କଡ଼ା…

କୋଟିପତି କୁକୁର : ଅୟସରେ କାଟୁଛି ଦିନ

ମଣିଷ କୋଟିପତି ହେବା ଶୁଣିଥିବେ ବା ଦେଖିଥିବେ । କିନ୍ତୁ ଗୋଟେ କୁକୁର କୋଟିପତି ହେବା ଶୁଣିଛନ୍ତି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ ଯେ, ଇଟାଲିର ଗୋଟେ କୁକୁର ୬୫୫ କୋଟି ଟଙ୍କାର ମାଲିକ । ଏହାର ଅୟସ ଜୀବନକୁ ଦେଖିଲେ ଯେକୌଣସି ମଣିଷ ଇର୍ଷା କରିବ । ଏବେ ସେ ଦୁନିଆର ସବୁଠୁ…