Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡାକ୍ତରଖାନାରେ ଭର୍ତି ହେଲେ ବାବୁଲ ସୁପ୍ରିୟୋ

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲା । ଇସିଜିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଥିବା ବେଳେ ତାଙ୍କର ଇକୋକାର୍ଡିୟୋଗ୍ରାଫି…

ଗୋ ଆଲିଙ୍ଗନ ଦିବସ ନିଷ୍ପତ୍ତିକୁ ମମତାଙ୍କ ତାତ୍ସଲ୍ୟ; ଗାଈକୁ ଆଲିଙ୍ଗନ କଲେ ଯଦି ସିଙ୍ଗ ଭୁସି ଦେଲା…

କୋଲକାତା: ୨୦୨୪ ନିର୍ବାଚନକୁ ପାଖେଇ ଆସୁଥିବାରୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ଟିଏମ୍‌ସି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ଯାଇ ମମତା ସରକାଙ୍କୁ ଟାର୍ଗେଟ୍ କରିଥିଲେ। ମମତାଙ୍କ ସରକାର ଦୁର୍ନୀତିଗ୍ରସ୍ତ…

ଅଜବ ଗାଁ, ଅଜବ ନାଁ

ଅନେକ ସମୟରେ ନିଜ ନବଜାତକ ସନ୍ତାନର ନାମକରଣ ପାଇଁ ଚିନ୍ତାରେ ପଡ଼ିଥାନ୍ତି ପରିବାରବର୍ଗ । କାରଣ ସମୟ ବଦଳିବା ସହିତ ପିଲାଙ୍କ ନାମ ପାରମ୍ପରିକ ଧାରାରେ ନ ରଖି ଆଧୁନିକତା ସହ ଯୋଡ଼ି ରହିଥିବା ନାମ ରଖିବାକୁ ଚାହାଁନ୍ତି ଅନେକ ଦମ୍ପତ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଭାରତରେ…

ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ; ଖୁଚୁରା ମୁଦ୍ରାସ୍ଫୀତି ୬.୫୨ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ। ପୁଣି ବଢ଼ିଲା ମୁଦ୍ରାସ୍ଫୀତି। ଜାନୁଆରୀ ୨୦୨୩ରେ ଖୁଚୁରା ମୁଦ୍ରାସ୍ଫୀତି  ୬.୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଆକଳନ ଠାରୁ ବି ଅଧିକ। ଏହା ପୂର୍ବରୁ ୨୦୨୨ ଡିସେମ୍ବର ମାସରେ ମୁଦ୍ରାସ୍ଫୀତି ୫.୭୨ ପ୍ରତିଶତ ରହିଥିଲା। ସେହିପରି ୨୦୨୨…

ଘର କାନ୍ଥରେ ଝୁଲି ମାଙ୍କଡ କଲେ ହରତାଳ; ଭିଡ଼ିଓ ଭାଇରାଲ

ଜଙ୍ଗଲ ଧ୍ୱଂସ ହେବା କାରଣରୁ ଖାଦ୍ୟ ଅନ୍ୱେଷଣରେ ଅନେକ ପଶୁପକ୍ଷୀ ଗାଁ ବା ସହରମୁହାଁ ହେଉଛନ୍ତି । ଫଳରେ ଲୋକଙ୍କର ଅନେକ କ୍ଷୟକ୍ଷତି ମଧ୍ୟ କରୁଛନ୍ତି । ସେଥିମଧ୍ୟରୁ ମାଙ୍କଡ଼ଙ୍କ ଉତ୍ପାତ ନ କହିବା ଭଲ । ଏହା ଏବେ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ଏବେ ଦେଖାଦେଉଛି ଖାଦ୍ୟ ନ ପାଇବା କାରଣରୁ…

ବାଲ୍ୟ ବିବାହ ବିରୋଧରେ ଆସାମରେ ଚଢ଼ାଉ ଜାରି; ୩ ହଜାରରୁ ଅଧିକ ଗିରଫ

ଦିଶପୁର: ୧୦ ଦିନ ହେଲା ଆସାମରେ ବାଲ୍ୟ ବିବାହ ନେଇ ଗରିଫଦାରୀ ଜାରି ରହିଛି। ବର୍ତ୍ତମାନ ସୁଧା ରାଜ୍ୟରେ ୩,୦୧୫ ଜଣଙ୍କୁ ଗିରଫ କରାଗଲାଣି। ଫେବ୍ରୁଆରୀ ୩ ତାରିଖରେ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀOr ଚଢ଼ାଉ ଆଗକୁ ବି ଜାରି ରହିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।…

ପୂରଣ ହେଲା ସୁପ୍ରିମକୋର୍ଟରେ ସମସ୍ତ ବିଚାରପତି ଆସନ; ଶପଥ ନେଲେ ଦୁଇ ବିଚାରପତି

ନୂଆଦିଲ୍ଲୀ: ପୂରଣ ହେଲା ସୁପ୍ରିମକୋର୍ଟରେ ସମସ୍ତ ବିଚାରପତି ଆସନ। ସୋମବାର ସୁପ୍ରିମକୋର୍ଟରେ ଦୁଇ ବିଚାରପତି ଜଷ୍ଟିସ୍‌ ରାଜେଶ ବିନ୍ଦଲ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାର ଶପଥଗ୍ରହଣ କରିଛନ୍ତି। ଫଳରେ ସୁପ୍ରିମକୋର୍ଟରେ ଥିବା ସମସ୍ତ ୩୪ ବିଚାରପତି ଆସନ ପୂରଣ ହୋଇଛି। ସୁପ୍ରିମକୋର୍ଟରେ ପ୍ରଧାନ…

ମାତିଲେ ମାଓବାଦୀ; ଦନ୍ତେୱାଡାରେ ଇନଫର୍ମର ସନ୍ଦେହରେ ହତ୍ୟା, ବିଜାପୁରରେ ବିଛାଇଲେ ଲାଣ୍ଡମାଇନ

ମାଲକାନଗିରି : ସୀମାନ୍ତରେ ପୁଣି ମାତିଲେ ମାଓବାଦୀ । ଛତିଶଗଡରେ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଥିବାବେଳେ ଯବାନଙ୍କୁ ଟାର୍ଗେଟ କରି ଲାଣ୍ଡମାଇନ ବିଛାଇଥିଲେ । ମାଲକାନଗିରି ଛତିଶଗଡ ସିମାନ୍ତ  ଦନ୍ତେୱାଡା ଜିଲ୍ଲାରେ ଦେଖା ଦେଇଛି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣେ…

ଏଲଟିଟିଇ ପ୍ରମୁଖ ପ୍ରଭାକରନ ଜୀବିତ !

କଲମ୍ବୋ: ତାମିଲନାଡୁର ପୂର୍ବତନ କଂଗ୍ରେସ ନେତା ତଥା ୱାର୍ଲ୍ଡ କନଫେରେନ୍ସ ଅଫ ତାମିଲର ଅଧ୍ୟକ୍ଷ ପାଝା ନେଦୁମାରନ ସୋମବାର ଏଲଟିଟିଇ ପ୍ରମୁଖ ବେଲୁପିଲ୍ଲାଇ ପ୍ରଭାକରନ ଜୀବିତ ଅଛନ୍ତି ବୋଲି କହି ହଇଚଇ ସୃଷ୍ଟି କରିଛନ୍ତି । ସେ ଜୀବିତ ଓ ସୁସ୍ଥ ଅଛନ୍ତି ଏବଂ ଖୁବ ଶୀଘ୍ର ସମସ୍ତଙ୍କ ସମ୍ମୁଖକୁ…

ଏମିତି ବି ଆସେ ମୃତ୍ୟୁ, ଲିଫ୍ଟରେ ଚାପି ହୋଇ ଖଣ୍ଡ ଖଣ୍ଡ ହୋଇଗଲେ ବାଳକ

ନୂଆଦିଲ୍ଲୀ: ମୃତ୍ୟୁ କେଉଁଠି କେମିତି କେତେବଳେ ଆସୁଥାଏ, ତାହା କେହି କହିପାରିବେ ନାହିଁ। କେତେବେଳେ ଯେ କାଳ କାହାକୁ କେମିତି କୋଳେଇ ନେବ ତାହା କାହାରିକୁ ଜଣା ନଥାଏ। ଠିକ୍ ଏମିତି ଅଚାନକ ଭାବେ ମୃତ୍ୟୁ କୋଳେଇ ନେଇଛି ଜଣେ ୧୫ ବର୍ଷୀୟ ବାଳକକୁ। ଦୁର୍ଭାଗ୍ୟବଶତଃ ଗୋଡ଼ ଖସି ଯିବାରୁ ବାଳକ ଜଣକ…