Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଠାନ୍ ବେଶରେ ମେକ୍‌ଅପ୍ ନେଇ ଚର୍ଚ୍ଚାରେ ମହିଳା

ବଲିଉଡ଼ ବାଦ୍‌ଶାହା ଶାହରୁଖ ଖାଁଙ୍କ ଅଭିନିତ ଫିଲ୍ମ ‘ପଠାନ୍‌’ ହଲରେ ଏବେ ରାଜ କରୁଛି । ଏହା ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରି ରେକର୍ଡ଼ ଭାଙ୍ଗି ସାରିଲାଣି । ଏହି ଫିଲ୍ମରେ ଶାହାରୁଖଙ୍କ ଲୁକ୍‌କୁ ନେଇ ମଧ୍ୟ ଚାରିଆଡ଼େ ଚର୍ଚ୍ଚା । ଲମ୍ବା ଲମ୍ବା କେଶ ସାଙ୍ଗକୁ ଧାଡ଼ିକୁ ପ୍ରଶଂସକମାନେ ବେଶ୍…

୧୦ ଟଙ୍କିଆ ନୋଟ୍‌ରେ ପ୍ରେମପତ୍ର

ହେଡ଼ିଂ ପଢି ଟିକେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ଏମିତି ଏକ ପ୍ରେମପତ୍ର ସୋସିଆଲ ମିଡ଼ିଆରେ ଏବେ ବେଶ୍ ଭାଇରାଲ ହୋଇଛି । ନିଜ ବିବାହରେ ଖୁସି ନ ଥିବା ଜଣେ ପ୍ରେମିକା ନିଜ ପ୍ରେମିକଙ୍କ ପାଖକୁ ୧୦ ଟଙ୍କିଆ ନୋଟ୍‌ରେ ପ୍ରେମପତ୍ର ପଠାଇଛନ୍ତି । ବିବାହ ମଣ୍ଡପରୁ ଉଠାଇ ନେବାକୁ ନିଜର ମନକଥାକୁ…

ଭଗବାନ ବଜରଙ୍ଗ ୱାଲୀଙ୍କୁ ନୋଟିସ ପଠାଇଲା ରେଳ ବିଭାଗ

ମୁରୈନା: ମଧ୍ୟପ୍ରଦେଶ ମୁରୈନାରେ ରେଳ ବିଭାଗର ଏକ ନୋଟିସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭଗବାନ ବଜରଙ୍ଗୱାଲୀଙ୍କୁ ଅତିକ୍ରମଣ ହଟେଇବା ପାଇଁ ଏହି ନୋଟିସ ଦିଆଯାଇଛି । ୭ ଦିନ ପରେ ନ ହଟିଲେ ରେଳ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦିଆଯାଇଛି । ଗ୍ୱାଲିୟର-ଶୈୟପୁରର…

ଭାରତ ଯୋଡୋ ଯାତ୍ରା ଅଧାରୁ ବନ୍ଦ କରିଦେବାକୁ ଚାହୁଁଥିଲେ ରାହୁଲ..ଅନ୍ୟ କାହାକୁ ଦେଇଥାନ୍ତେ ଦାୟିତ୍ୱ

ଥିରୁଅନନ୍ତପୁରମ:ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ସମାପ୍ତ ହେବା ପରେ ଚାରିଆଡେ ତାଙ୍କର ପ୍ରଶଂସାର ସୁଅ ଛୁଟିଛି । ରାହୁଲ ଗାନ୍ଧିଙ୍କ ଦୃଢ ସଙ୍କଳ୍ପର ପ୍ରଶଂସା କରି କଂଗ୍ରେସ ମହାସଚିବ ବେଣୁ ଗୋପାଳ ଶନିବାର ଏକ ଗୁରୁତ୍ୱ ପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅଧାରୁ ଭାରତ ଯୋଡୋ…

ସିରିଆରେ ୫ ଦିନ ପରେ ଧ୍ୱଂସସ୍ତୁପ ତଳୁ ଉଦ୍ଧାର ହେଲେ ପୂରା ପରିବାର, ତୁର୍କୀରେ ମାଟି ତଳେ ହସୁଥିଲା ନବଜାତ ଶିଶୁ

ଇଦଲିବ: ସିରିଆ ତୁର୍କୀର ଭୟାବହ ଭୂକମ୍ପ ଦୃଶ୍ୟ ଦେଖିଲେ ଏବେ ବି ଛାତି ଥରି ଯାଉଛି । ମୃତ୍ୟୁ ସଂଖ୍ୟା ୨୮ ହାର ଟପିଥିଲେ ହେଁ ହଜାର ହଜାର ଲୋକ ଧ୍ୱଂସସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ଏ ଦୃଶ୍ୟ ଦେଖି ଉଦ୍ଧାରକାରୀଙ୍କ ଛାତି ଥରି ଯାଉଛି । ତଥାପି ସେମାନେ ଲାଗିପଡିଛନ୍ତି ଗଦା ଗଦା କଂକ୍ରିଟ…

କଣପାଇଁ ଆର୍ଜେଂଟିନା ଗଲେ ୫୦୦୦ ପ୍ରେଗନେଂଟ ମହିଳା ?

ମସ୍କୋ: ରୁଷର ୫୦୦୦ ପ୍ରେଗନେଂଟ ମହିଳା ଆର୍ଜେଂଟିନାରେ ପ୍ରବେଶ କରିଛନ୍ତି । ରୁଷିଆ ତୁଳନାରେ ଏଠାରେ ଅଧିକ ସ୍ୱତନ୍ତ୍ରତା ମିଳିଥିବାରୁ ସେମାନେ ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି । ଅଧିକାଂଶ ମହିଳା ଗର୍ଭଧାରଣର ଅନ୍ତିମ ସପ୍ତାହରେ ପଂହଚି ସାରିଛନ୍ତି । ୩୩ ମହିଳାଙ୍କୁ…

‘ଛୋଟି ବୋହୂ’ ସିରିଏଲର ନାୟିକା ରୁବିନା ଦଲୈକ ଅସୁସ୍ଥ

ନୂଆଦିଲ୍ଲୀ : ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ରୁବିନା ଦଲୈକ। ନିଜ ଲୁକ୍ସ ଆଉ ଷ୍ଟାଇଲକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି  । ବର୍ତ୍ତମାନ ତାଙ୍କ ସୁନ୍ଦର ଚେହେରା ବିଗିଡ଼ି ଯାଇଛି  । ଚର୍ଚ୍ଚାରେ ରହୁଥିବା ରୁବିନା ଅସୁସ୍ଥ ଥିବା ସୂଚନା ମିଳୁଛି  । ସେ ସୋଶିଆଲ ମିଡିଆରେ ଫଟୋ…

ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ବୃଦ୍ଧି: ଗତ ବର୍ଷ ତୁଳନାରେ ଆଦାୟ ହୋଇଛି ୨୪ ପ୍ରତିଶତରୁ ଅଧିକ ଟ୍ୟାକ୍ସ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ୨୪ ପ୍ରତିଶତ ଅଧିକ ଡାଇରେକ୍ଟ ଟ୍ୟାକ୍ସ ଆଦାୟ କରାଯାଇଛି। ଶନିବାର କେନ୍ଦ୍ର ଅର୍ଥମନ୍ତ୍ରଣାଲୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତବର୍ଷ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ ୨୪.୦୯ ପ୍ରତିଶତରୁ ଅଧିକ ଡାଇରେକ୍ଟ ଟ୍ୟାକ୍ସ ଆଦାୟ ହୋଇଥିବା ଡାଇରେକ୍ଟ…

ହ୍ୱେଲ ମାଛ ବାନ୍ତିର ମୂଲ୍ୟ  କୋଟିଏ ଟଙ୍କା, କଣ ରହିଛି ରହସ୍ୟ

ନୂଆଦିଲ୍ଲୀ: କ’ଣ ଆପଣ କେବେ ଜୀବମାନଙ୍କ ବାନ୍ତି ବିକ୍ରି ହେବାର ଦେଖିଛନ୍ତି ? ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା ? ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଜୀବ ବିଷୟରେ କହିବୁ ଯାହାର ବାନ୍ତି ନା କେବଳ ବିକ୍ରି ହୁଏ, ତାର ଦାନ ହୀରାଠୁ ବି ଅଧିକ ମୂଲ୍ୟବାନ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…

ତୁର୍କୀ-ସିରିଆ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୨୮ ହଜାର ପାର୍; ମେଡିକାଲ ସାମଗ୍ରୀ ନେଇ ପହଞ୍ଚିଲା ସପ୍ତମ IAF ବିମାନ

ଇସ୍ତାନବୁଲ: ତୁର୍କୀ ଓ ସିରିଆରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨୮ ହଜାର ପାର୍‌ କରିଛି। ଘଟଣାକୁ ୭ ଦିନ ହୋଇଥିଲେ ବି ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ବି ଲୋକଙ୍କୁ ମୃତ ଓ ଜୀବିତ ଉଦ୍ଧାର କରାଯାଉଛି। ତେଣୁ ଅଧିକରୁ ଅଧିକ ଜୀବନ ବଞ୍ଚାଇବା ଆସେ ସର୍ଚ୍ଚ ଅପରେସନ ଜାରି…