Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାରା ବିଶ୍ୱ ଦେଖିଲା ଭାରତୀୟ ବାୟୁସେନାର ପରାକ୍ରମ

ବେଙ୍ଗାଲୁର: ଆକାଶରେ ବୀରତ୍ୱ ଦେଖାଇଲା ବାୟୁସେନା । ସାରା ବିଶ୍ୱ ଦେଖୁଥିଲା ଭାରତୀୟ ବାୟୁସେନାର ପରାକ୍ରମ । ଆଖି ପିଛୁଳାକେ ଏକାଧିକ ଲଢୁଆ ବିମାନ ପଇଁତରା ମାରୁଥିଲେ । ଆଜି ବେଙ୍ଗାଲୁରରେ ଆରମ୍ଭ ହୋଇଛି ଏସିଆର ସବୁଠାର ବଡ ଏରୋ ଇଣ୍ଡିଆ-୨୦୨୩ ଶୋ  । ୟେଲାହାଙ୍କା ଏୟାର ଫୋର୍ସ ଷ୍ଟେସନରେ…

ଫ୍ଲିପକାର୍ଟ ସମେତ ୨୦ଟି ଅନଲାଇନ ଔଷଧ ବିକ୍ରି କରୁଥିବା କମ୍ପାନୀକୁ ନୋଟିସ

ନୂଆଦିଲ୍ଲୀ: ଆମାଜନ ଏବଂ ଫ୍ଲିପକାର୍ଟ ହେଲଥ ପ୍ଲସ୍ ସହିତ ୨୦ଟି ଅନଲାଇନ୍ କମ୍ପାନୀକୁ ନୋଟିସ। ବିନା ଲାଇସେନ୍ସରେ ଔଷଧ ବିକ୍ରି ଅଭିଯୋଗରେ ନୋଟିସ ଜାରି କରିଛି ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)। ଏହି ନିୟମ ଉଲ୍ଲଂଘନ ବୋଲି ଦର୍ଶାଇ ଡିସିଜିଆଇ ଏହି କମ୍ପାନୀମାନଙ୍କୁ…

ରାଜ୍ୟସଭାରେ ଜୟା ବଚ୍ଚନ କାହାକୁ ଏପରି ଅଙ୍ଗୁଳି ନିର୍ଦ୍ଦେଶ କଲେ?

ନୂଆଦିଲ୍ଲୀ: ରାଜ୍ୟସଭାରେ ଫେବୃଆରୀ ୯ ତାରିଖରେ ହୋଇଥିବା ଏକ ଘଟଣାକ୍ରମକୁ ନେଇ ଏବେ ସୋଶିଆଲ ମିଡିଆରେ ଚର୍ଚ୍ଚା। ଭାଇରାଲ ହେଉଥିବା ଭିଡିଓ ଏବଂ ଫଟୋରେ ସାଂସଦ ଜୟା ବଚ୍ଚନ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ…

ବିଗ୍ ବସ୍ ସିଜିନ୍-୧୬ର ବିଜେତା ହେଲେ ଏମସି ଷ୍ଟାନ

ନୂଆଦିଲ୍ଲୀ : ଲୋକପ୍ରିୟ ରିଆଲିଟି ସୋ' ବିଗ୍ ବସ୍ ସିଜିନ୍-୧୬ର ବିଜେତା ହେଲେ ଏମସି ଷ୍ଟାନ । ଗ୍ରାଣ୍ଡ ଫିନାଲେରେ ବାଜି ମାରି ନେଇଛନ୍ତି ଷ୍ଟାନ୍‌। ରବିବାର ରାତି ୭ଟାରେ ଆରମ୍ଭ ହୋଇଥିବା ଏହି ସିଜନ୍‌ ରାତି ୧୨ଟା ୩୧ରେ ଶୋ’ର ହୋଷ୍ଟ ସଲମାନ ଖାନ୍‌ ଷ୍ଟାନ୍‌ ଓ୍ବିନର ଏବଂ ଶିବ ଠାକ୍ରେଙ୍କୁ…

ଜଷ୍ଟିସ ନାଜିର ହେଲେ ରାଜ୍ୟପାଳ, କଂଗ୍ରେସ କହିଲା ଯିଏ ମୋଦୀ ପାଇଁ କାମ କରନ୍ତି… ରାଜ୍ୟପାଳ ହୁଅନ୍ତି

ନୂଆଦିଲ୍ଲୀ: ୨୦୧୯ରେ ଐତିହାସିକ ଅଯୋଧ୍ୟା ରାୟ ପ୍ରଦାନ କରିଥିବା ବେଞ୍ଚର ସଦସ୍ୟଙ୍କ ମଧ୍ୟରେ ଥିବା ଜଷ୍ଟିସ ଏସ ଅବଦୁଲ ନାଜିର ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୀ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଏହାପରେ ଏହାକୁ ନେଇ ରାଜନୈତିକ ବୟାନବାଜି…

ପତ୍ନୀଙ୍କ ସ୍ମୃତିରେ ହନୁମାନ ମନ୍ଦିର ନିର୍ମାଣ

ଶାହାଜହାନ ନିଜ ପତ୍ନୀ ମମତାଜଙ୍କ ସ୍ମୃତିରେ ନିର୍ମାଣ କରିଥିଲେ ତାଜମହଲ । ଏ କଥା ସମେସ୍ତ ଜାଣନ୍ତି । କେହି କେହି ନିଜ ପ୍ରିୟଜନଙ୍କ ସ୍ମୃତିରେ ମୃର୍ତ୍ତି, ସ୍ମାରକୀ ବା ପାର୍କ ତିଆରି କରିଥିବା ଦେଖିବାକୁ ମିଳେ । କିନ୍ତୁ ନିଜ ପତ୍ନୀଙ୍କ ସ୍ମୃତିରେ ଜଣେ ବ୍ୟକ୍ତି ହନୁମାନ ମନ୍ଦିର ନିର୍ମାଣ…

ଚୀନ ମହିଳା କିଣିଲେ ଜାପାନର ଦ୍ଵୀପ

ବେଜିଂ:ଚୀନ ମହିଳା କିଣିଲେ ଜାପାନୀ ଦ୍ଵୀପ। ଏମିତି ଦାବି କରିଛନ୍ତି ନିଜେ ଚୀନର ୩୪ ବଷୀୟ ମହିଳା । ମହିଳାଙ୍କର ଏପରି ଦାବି ସାମ୍ନାକୁ ଆସିବା ପରେ ଟୋକିଓ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜାପାନର ଏହି ଦ୍ଵୀପର ନାଁ ହେଉଛି ୟାନାହା । ଓକିନାବା ପ୍ରାନ୍ତର ଉତ୍ତରରେ ରହିଛି…

ଏଣିକି ସ୍ମାର୍ଟ ପାର୍କିଂ: ଅନ ଲାଇନରେ କରିବେ ବୁକିଂ, ହ୍ଵାଟ୍ସଅପରେ ଆସିବ ବିଲ

ଲକ୍ଷ୍ନୌ:ଅନ ଲାଇନରେ କରିବେ ଗାଡି ପାର୍କିଂ । ହ୍ଵାଟ୍ସଅପରେ ଆସିବ ବିଲ । ଘଣ୍ଟା ମିନିଟର ହିସାବ କରି ଗଣିବେ ଫି । ଏମିତି ଡିଜିଟାଲ ପାର୍କିଂ ଆରମ୍ଭ ହୋଇଛି ଉତ୍ତରପ୍ରଦେଶରେ । ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସମେତ ସବୁ ପ୍ରମୁଖ ସହରରେ ଏବେ ସ୍ମାର୍ଟ ପାର୍କିଂ ସିଷ୍ଟମ କାର୍ଯ୍ୟକାରୀ…

ୟୁକ୍ରେନକୁ ଚୋରାରେ ରକେଟ ସପ୍ଲାଇ କରୁଛି କି ପାକିସ୍ତାନ ?

କୀଭ:ରୁଷ-ୟୁକ୍ରେନ ଯୁଦ୍ଧରୁ ଫାଇଦା ନେବାକୁ ଚେଷ୍ଟା କରୁଛି ପାକିସ୍ତାନ । ରିପୋର୍ଟ ମୁତାବକ ପାକିସ୍ତାନ ସରକାର ଚୋରାରେ ୟୁକ୍ରେନକୁ ରକେଟ ସପ୍ଲାଇ କରୁଛି । ଜର୍ମାନୀ ଓ ପୋଲାଣ୍ଡ ରାସ୍ତା ଦେଇ ପାକିସ୍ତାନ ୧୦ ହଜାର ରକେଟ ପଠାଇଥିବା ଅନୁମାନ କରାଯାଉଛି । ରୁଷ ପକ୍ଷରୁ ଏ ନେଇ କୌଣସି ବୟାନ…

ଭାଲେଣ୍ଟାଇନ୍ ଡ଼େ ପୂର୍ବରୁ ଗୋଲାପ ଆମଦାନୀ ବନ୍ଦ

ଭାଲେଣ୍ଟାଇନ୍ସ ଡ଼େ ପାଳନ ପାଇଁ ଏବେକାର ଯୁବପିଢୀଙ୍କ ଭିତରେ ଭରପୂର ଉତ୍ସାହ । ସେଥିପାଇଁ ପ୍ରେମୀଯୁଗଳମାନେ କେତେ କ’ଣ ଯୋଜନା କରିଛନ୍ତି । ତେବେ ନେପାଳରେ ରହୁଥିବା ପ୍ରେମୀଯୁଗଳଙ୍କ ପାଇଁ ଖଟକା ଖବର । ଭାଲେଣ୍ଟାଇନ୍ସ ଡ଼େକୁ ଆଖିରେ ରଖି ନେପାଳ ସରକାର ଭାରତ ଓ ଚୀନ୍‌ରୁ ଗୋଲାପ ଆମଦାନୀକୁ…