Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

 ୨୪ ଘଣ୍ଟାରେ ୨ ଥର ଭୂକମ୍ପ ଝଟକା; ଥରିଲା ସୁରଟ ଓ କଚ୍ଛ

ସୁରଟ: ତୁର୍କି ଓ ସିରିଆ ଭୂକମ୍ପ ଭୟାବହତା ମନରୁ ଲିଭିନି, ଭାରତରେ ଅନୁଭୂତ ହେଲା ଭୂକମ୍ପ ଝଟକା  । ଗୁଜରାଟରେ ୨୪ ଘଣ୍ଟା ମଧ୍ୟରେ ୨ ଥର ଭୂକମ୍ପ ଝଟକ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ଓ ୩.୭ ରହିଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲେ ହେଁ ଲୋକମାନେ…

ପାକିସ୍ତାନରେ ଦରବୃଦ୍ଧି ୪୮ ବର୍ଷର ରେକର୍ଡ ଭାଙ୍ଗିଲା; ପାଠ, ପୋଷାକ ନୁହେଁ, ଏବେ ଘାରିଛି ଖାଦ୍ୟ ଚିନ୍ତା

ଇସଲାମବାଦ: ପାକିସ୍ତାନ ଏବେ ସବୁଠାରୁ ବଡ ସମସ୍ୟା ସହ  ଲଢୁଛି । ଦେଶର ଆର୍ଥିକ ସ୍ଥିତି ଏତେ ଖରାପ ହୋଇ ଯାଇଛି ଯେ ସାଧାରଣ ଜନତା ରୋଜିରୋଟି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ଦରଦାମ ବୃଦ୍ଧି ଏବଂ ଆର୍ଥିକ ସଙ୍କଟ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ପାକିସ୍ତାନ ଏବେ ଦେବାଳିଆ ସ୍ଥିତିରେ…

ନେହରୁ ସାଙ୍ଗିଆ ରଖିବା ନେଇ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଜବାବ; ଅଜାଙ୍କ ସାଙ୍ଗିଆ କେହି ଧାରଣ କରେ କି ?

ନୂଆଦିଲ୍ଲୀ: ଗୁରୁବାର ସଂସଦରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀ-ନେହେରୁ ପରିବାରକୁ ଟାର୍ଗେଟ୍ କହିଥିଲେ କେହି ନେହରୁ ସାଙ୍ଗିଆ ରଖୁ ନାହାନ୍ତି କାହିଁକି? ମୋଦୀଙ୍କର ଏହି ପ୍ରଶ୍ନର ପଲଟା ଜବାବ ଦେଇଛି କଂଗ୍ରେସ। ମୋଦୀଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ଜଣା ନାହିଁ ବୋଲି କଂଗ୍ରେସ…

ଅଡ଼ୁଆରେ ପଡ଼ିଲେ ଚାହତ ଖାନ୍ନା, ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲେ ସୁକେଶ

ନୂଆଦିଲ୍ଲୀ : ପୁଣି ସମସ୍ୟା ଘେରରେ ଅଭିନେତ୍ରୀ ଚାହତ ଖାନ୍ନା  । ଜେଲରେ ଥିବା ମହାଠକ ସୁକେଶ ଚାହତ ଖାନ୍ନାଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି । ପୂର୍ବରୁ ୨୦୦କୋଟି ଟଙ୍କା ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଚାହତ ଖାନ୍ନା ନାଁରେ…

ଆଗକୁ ବଢିପାରେ ଚିନି ମୂଲ୍ୟ; ୱାର୍ଲ୍ଡ ଫ୍ୟୁଚର ମାର୍କେଟ୍‌ରେ ୬ ବର୍ଷ ହେଲା ଉଚ୍ଚ ସ୍ତରରେ

ନୂଆଦିଲ୍ଲୀ: ଆଗକୁ ବଢ଼ିପାରେ ଚିନି ମୂଲ୍ୟ। କାରଣ ୱାର୍ଲ୍ଡ ଫ୍ୟୁଚର ମାର୍କେଟ୍‌ରେ ଚିନି ମୂଲ୍ୟ ଗତ ୬ ବର୍ଷ ହେଲା ଉଚ୍ଚ ସ୍ତରରେ ରହିଛି। ଯଦିଓ ବିଶ୍ୱସ୍ତରରେ ଚିନି ଉତ୍ପାଦନରେ ବୃଦ୍ଧି ହେବା ସହ ଯଥେଷ୍ଟ ପରିମାଣରେ ଷ୍ଟକ୍ ରହିଛି, ତେବେ ବି ଚିନିର ମୂଲ୍ୟ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି।…

ରେଳ ଟ୍ରାକ୍ ମଝିରେ କାହିଁକି ଥାଏ V ଆକୃତି

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି । ଅନ୍ୟ ଦେଶ ତୁଳନାରେ  ଭାରତୀୟମାନେ ବେଶି ରେଳ ଉପରେ ନିର୍ଭରଶୀଳ । ହେଲେ ଭାରତୀୟ ରେଳରେ ଅନେକ ରୋଚକ କଥା ରହିଛି ଯାହା ପ୍ରାୟ ଜାଣି ନ ଥିବେ  ।  ରେଳରେ ଯିବା ବେଳେ କେତେକ ସ୍ଥାନରେ ଆପଣ V ଆକୃତିର ଟ୍ରାକ…

ଆଲାସ୍କା ଆକାଶରେ ଉଡୁଥିଲା ଅଜ୍ଞାତ ବସ୍ତୁ; ତଳକୁ ଖସାଇଲା ଆମେରିକା ଯୁଦ୍ଧ ବିମାନ

ୱାଶିଂଟନ:ଶୁକ୍ରବାର ଆଲାସ୍କାର ଉପରେ ଉଡୁଥିବା ଏକ ଅଜ୍ଞାତ ବାସ୍ତୁକୁ ଖସାଇ ଦେଇଛି ଆମେରିକା । ଆମେରିକାର ଲଢୁଆ ବିମାନ ଏହି ସନ୍ଦିଗ୍ଧ ଜିନିଷକୁ ମାରି ଖସାଇ ଦେଇଥିବା ସୂଚନା ଦେଇଛି ହ୍ୱାଇସ ହାଉସ । ହ୍ୱାଇଟ ହାଉସ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ପ୍ରବକ୍ତା ଜନ କିର୍ବିଙ୍କ କହିବା ଅନୁଯାୟୀ,…

ବ୍ରେନକୁ ଶକ୍ତିଶାଳୀ କରିବାକୁ ନିଜକୁ ନିଜେ କଂରେଟ ନେଉଛନ୍ତି ରୋଗୀ

ଭୁବନେଶ୍ୱର: କରୋନା ମହାମାରୀ ପରେ ଏଥିରେ ସଂକ୍ରମିତ ହୋଇଥିବା ଅନେକ ବ୍ୟକ୍ତିଙ୍କ ମେମୋରୀ ଲସ ହେଉଥିବା ଅଭିଯୋଗ ଆସୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଏ ନେଇ ପୂର୍ବରୁ ସତର୍କ କରାଇ ଦେଉଛନ୍ତି । ଏବେ କିନ୍ତୁ ନିଜକୁ ନିଜେ କଂରେଟ ନେଇ ମେମୋରୀ ଲସରୁ ମୁକୁଳିବା ପାଇଁ କେତେକ ବ୍ୟକ୍ତି…

‘ରାଷ୍ଟ୍ରପତି କଲର’ ପୁରସ୍କାରରେ ସମ୍ମାନିତ ହେବେ ହରିୟାଣା ପୋଲିସ

ଚଣ୍ଡିଗଡ଼ : ରାଷ୍ଟ୍ରପତି କଲର ସମ୍ମାନ ଏକ ବିରଳ ମର୍ଯ୍ୟାଦା ସମ୍ପନ୍ନ ପୁରସ୍କାର । ଦେଶ ପାଇଁ ବଳିଦାନ ଓ ବୀରତ୍ୱ ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।ତେବେ ଏହି ସମ୍ମାନ ହରିୟାଣା ପୁଲିସକୁ ମିଳିବ । ଆସନ୍ତା ଫେବୃଆରୀ୧୪ ତାରିଖରେ ହରିୟାଣା ପୁଲିସଙ୍କୁ ‘ରାଷ୍ଟ୍ରପତି କଲର’…

କୋଭିଡ୍ ପରେ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଗସ୍ତ କରିଛନ୍ତି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷା ପାଇଁ ଭାରତ ନୁହେଁ, ବିଦେଶକୁ ଅଧିକ ପସନ୍ଦ କରୁଛନ୍ତି ବିଦ୍ୟାର୍ଥୀ। କାରଣ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଦେଶ ଛାଡ଼ି ବିଦେଶକୁ ପଳାଉଛନ୍ତି। କରୋନା ପରେ ଦେଶର ଅଧିକାଂଶ ଛାତ୍ରଛାତ୍ରୀ ପାଠପଢ଼ିବା ପାଇଁ ବିଦେଶ ଗସ୍ତ କରିଥିବା କେନ୍ଦ୍ର ସରକାର ସୂଚନା…