Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଜନ ଥିଲା ୯୦୭, ଏତେ କମିଲା ଯେ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ସ୍ଲିମ୍ ରହିବାକୁ କିଏ ବା ପସନ୍ଦ ନ କରେ । ଖାସ୍‌କରି ବର୍ତ୍ତମାନ ସମୟରେ ସ୍ଲିମ୍ ବା ପତଳା ରହିବା ଫେଶନ ପାଲଟିଗଲାଣି । ସେଥିପାଇଁ ବୟସ ଓ ବର୍ଗ ନିର୍ବିଶେଷରେ ସମସ୍ତେ ସ୍ଲିମ ରହିବାକୁ ପସନ୍ଦ କରିଥାନ୍ତି । ଯଦି କାହାର ମେଦବହୁଳତା ଦେଖାଦିଏ ସେ ଚିନ୍ତିତ ହୋଇପଡ଼ିବା ସ୍ୱାଭାବିକ । ଅନେକ…

ଜେଜେମାଆ,ଜେଜେବାପାଙ୍କ ସ୍ମୃତିରେ ଟାଟୁ କଲେ ଯୁବକ

ଜେଜେବାପା ଓ ଜେଜେମାଆଙ୍କ ସହିତ ନାତିନାତୁଣୀଙ୍କ ସମ୍ପର୍କ ସବୁବେଳେ ଭିନ୍ନ ଓ ଅନ୍ୟ ସବୁ ସମ୍ପର୍କଠାରୁ ମିଠାମିଠା । ଯେ କୌଣସି ପରିବାରରେ ହେଉନା କାହିଁକି ବାପାମାଆଙ୍କୁ ଛାଡ଼ିଦେଲେ ପ୍ରତ୍ୟେକ ପିଲା ନିଜ ନିଜର ଜେଜେବାପା ଜେଜେମାଆଙ୍କୁ ଅନ୍ୟମାନଙ୍କଠାରୁ ସବୁଠୁ ଅଧିକ ଭଲ ପାଆନ୍ତି । ଅନେକ…

୭ ଜଣଙ୍କୁ ପ୍ରେମ ବିବାହ: ଏକାଠି ରୁହନ୍ତି ୭ ପତ୍ନୀ, ୯ ପିଲା

ଏକାଧିକ ପତ୍ନୀ ଗ୍ରହଣ କଲେ ତାହାର କ’ଣ ସାଇଡ଼ ଇଫେକ୍ଟ ଥାଏ ଏକଥା ଆମ ଭିତରୁ ଉଣା ଅଧିକେ ଜାଣିଛେ । ହିନ୍ଦି ସିନେମା ସାଜନ ଚଲେ ଶଶୁରାଲ କିମ୍ବା କିସ୍ କିସ୍ କୋ ମେ ପ୍ୟାର କରୁ ଯଦି ଆପଣ ଦେଖିଥିବେ ତାହାହେଲେ ଏକାଧିକ ପତ୍ନୀ ରଖିଲେ କ’ଣ ଅସୁବିଧା ହୁଏ ସେ କଥା ଅନୁଭବ କରିଥିବେ । କିନ୍ତୁ ଆମ…

ଗ୍ରୀନ୍ ମଟର ଫୁଙ୍କି ୪ ଥର ୱାଲ୍‌ର୍ଡ ରେକର୍ଡ଼

ଗ୍ରୀନ୍ ମଟରକୁ ଆମେ ବିଭିନ୍ନ ପ୍ରକାର ଖାଦ୍ୟରେ ବ୍ୟବହାର କରିଥାନ୍ତି । ଉଭୟ ଭେଜ ଓ ନନ୍‌ଭେଜ ଖାଦ୍ୟରେ ମଟର ବ୍ୟବହାର ଖାଦ୍ୟକୁ ଅଧିକ ସୁସ୍ୱାଦୁ କରିଥାଏ । କିନ୍ତୁ ଏହି ମଟରକୁ ପାଟିରେ ଫୁଙ୍କି ରେକର୍ଡ଼ କରିହେବ ଏ କଥା ଭାବିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଥରେ କି ଦୁଇଥର ନୁହେଁ…

ପୁଣି ଅଭିନେତା ସୋନୁ ସୁଦ୍‌ଙ୍କ ମନ୍ଦିର ନିର୍ମାଣ

ମୁମ୍ବାଇ: ହିନ୍ଦି ସିନେମାରେ ମୁଖ୍ୟତଃ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ବଲିଉଡ଼ ଅଭିନେତା ସୋନୁ ସୁଦ୍ ନିଜର କାର୍ଯ୍ୟକଳାପ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କୌଣସି ଲୋକ ଅସୁବିଧାରେ ଥିଲେ ତାଙ୍କ ପାଖରେ ପହଞ୍ôଚ ସହାୟତାର ହାତ ବଢାଇଥାନ୍ତି ସୋନୁ । ଏହି କାରଣରୁ ସୋନୁ ସୁଦ୍‌ଙ୍କ…

ଭାରତରେ ବିବିସି କାମ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟ୍ରି ସହ ଭାରତରେ ବିବିସିର କାମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହିନ୍ଦୁ ସେନାର ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଆବେଦନ ଅଗ୍ରାହ୍ୟ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଆବେଦନ ସମ୍ପୂର୍ଣ୍ଣ ଭାବେ ଭୁଲ୍ ଅଟେ ।…

ମଡ଼େଲ ସାଜିଲେ ମେୟର

ରାଜନୀତି ଏମିତି ଏକ କ୍ଷେତ୍ର ଯେଉଁଠି କି କେହି ବି କେତେବେଳେ ଏ କ୍ଷେତ୍ରକୁ ଆସିପାରିବେ । ଏଥିରେ କିଛି ବାଧକ ନାହିଁ । ଅର୍ଥାତ୍ ରାଜନୀତି ଦୁଆର ସମସ୍ତଙ୍କ ପାଇଁ ସବୁବେଳେ ଖୋଲା । ଅଭିନେତା ହୁଅନ୍ତୁ ବା ମଡେଲ ବା ଶିକ୍ଷକ, ଡ଼ାକ୍ତର, ବିଜ୍‌ନେସମ୍ୟାନ ସମସ୍ତେ ଏହି କାରଣ ପାଇଁ ରାଜନୀତିରେ…

ରୋଗ ଛଡ଼ାଇବା ପାଇଁ ଦେଢ ବର୍ଷର ଶିଶୁର ଦାନ୍ତ ଭାଙ୍ଗି କଚାଡ଼ି ଦେଲା ତାନ୍ତ୍ରିକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବୁଲନ୍ଦ ସହର ଜିଲ୍ଲାରେ ଘଟିଯାଇଛି ଚାଞ୍ଚଲ୍ୟକର ଘଟଣା । ରୋଗ ଭଲ କରିବା  ନାଁରେ ଜଣେ ତାନ୍ତ୍ରିକ ଛୋଟ ଶିଶୁର ଦାନ୍ତ ଭାଙ୍ଗି ଦେବା ସହ ତାଙ୍କୁ କଚାଡି ମାରିଦେଇଛି । ଅଭିଯୋଗ ପାଇବା ପରେ ପୋଲିସ ସଂପୃକ୍ତ ତାନ୍ତ୍ରିକକୁ ଗିରଫ କରିଛି । ଘଟଣାର ଛାନଭିନ ବି…

ବିଧାନସଭାରେ ମୁଖ୍ୟମନ୍ତ୍ରୀ ପଢିଲେ ଗତବର୍ଷର ବଜେଟ; ତାତିଲେ ବିରୋଧୀ

ଜୟପୁର:ରାଜସ୍ଥାନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ବଜେଟ ଉପସ୍ଥାପନ କରୁଥିଲେ । ବିଜେଟ ଉପସ୍ଥାପନ ସମୟରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି ।  ଏଥିଯୋଗୁ ଗୃହକୁ ଅଧଘଣ୍ଟାଏ ପାଇଁ ମୁଲତବୀ ରଖାଯାଇଥିଲା । ବିପକ୍ଷ ଅଭିଯୋଗ ଥିଲା ଯେ, ମୁଖ୍ୟମନ୍ତ୍ରୀ ପୁରୁଣା ବଜେଟ…