Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହିନ୍ଦୁଧର୍ମର ପ୍ରଚାର ଓ ପ୍ରସାର ପାଇଁ ଆନ୍ଧ୍ରପ୍ରଦେଶରେ ନିର୍ମାଣ ହେବାକୁ ଯାଉଛି ୩୦୦୦ ମନ୍ଦିର

ନୂଆଦିଲ୍ଲୀ : ହିନ୍ଦୁଧର୍ମର ପ୍ରଚାର ଓ ପ୍ରସାର ପାଇଁ ଆନ୍ଧ୍ରପ୍ରଦେଶ ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପ୍ରତ୍ୟେକ ଜିଲ୍ଲାରେ ନିର୍ମାଣ ହେବ ମନ୍ଦିର । ଉପମୁଖ୍ୟମନ୍ତ୍ରୀ କୋଟୁ ସତ୍ୟନାରାୟଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍ ଜଗନମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶରେ ହିନ୍ଦୁ…

ମହାରାଷ୍ଟ୍ରର ନାଗପୁରରେ ଜରୁରୀ ଅବତରଣ କଲା ବାଂଲାଦେଶରୁ ମସ୍କଟ ଯାଉଥିବା ବିମାନ

ନାଗପୁର: ବାଂଲାଦେଶରୁ ମସ୍କଟ ଯାଉଥିବା ଏକ ବିମାନ ମହାରାଷ୍ଟ୍ରର ନାଗପୁର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ମିଳିଥିବା ତଥ୍ୟ ମୁତାବକ ବିମାନଟି ସଲାମ ଏୟାରର ହୋଇଥିବାବେଳେ ଏହା ବାଂଲାଦେଶର ଚିଟାଗଙ୍ଗ ବିମାନବନ୍ଦରରୁ ମସ୍କଟ ଅଭିମୁଖେ ଯାତ୍ରା କରୁଥିଲା । ତେବେ ଇଞ୍ଜିନରେ ସମସ୍ୟା ସହ…

ଜେଏନୟୁରେ ଲାଗୁ ହେଲା ନୂଆ ନିୟମ, ଧାରଣା ଦେଲେ ୨୦ ହଜାର ଫାଇନ, ହିଂସା କଲେ ରଦ୍ଦ ହେବ ଆଡ଼ମିସନ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ଜେଏନୟୁ ବା ଜବାହାରଲାଲ ନେହେରୁ ୟୁନିଭର୍ସିଟି ପକ୍ଷରୁ ଏହାର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ନିୟମ ଜାରି କରାଯାଇଛି । ବିଶେଷ କରି କ୍ୟାମ୍ପସ ପରିସରରେ ଅଧିକାଂଶ ସମୟରେ ବିଭିନ୍ନ ଛାତ୍ରଗୋଷ୍ଠୀ ପକ୍ଷରୁ ଆନ୍ଦୋଳନ ଓ ଧାରଣାକୁ ନଜରରେ…

ଓସ୍କାର ମଞ୍ଚରେ ଲାଇଭ ପରଫମାନ୍ସ ହେବ ‘ନାଟୁ ନାଟୁ’ ଗୀତ; ପଫରମାନ୍ସ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ : ଚର୍ଚ୍ଚାରେ ‘RRR’  ଫିଲ୍ମ । ଓସ୍କାର ୨୦୨୩  ଚଳଚ୍ଚିତ୍ରର ଗୀତ ‘ନାଟୁ ନାଟୁ’ ସର୍ବଶ୍ରେଷ୍ଠ ଗୀତ ଭାବେ ଓସ୍କାର ୨୦୨୩ରେ ନାମାଙ୍କିତ ହୋଇ ଭାରତକୁ ଗୌରବାନ୍ଵିତ କରିଛି।‘RRR’ ପୂର୍ବରୁ ହିଁ ସିଲଭର ସ୍କ୍ରିନ ଏବଂ ଗୋଲଡେନ୍ ଗ୍ଲୋବରେ ଭାରତର ଗୌରବ ଆଣିଥିବା ବେଳେ ଏବେ ଫିଲ୍ମକୁ…

ଏହି ଷ୍ଟେସନରେ ଆଉ ଶୁଣିବାକୁ ମିଳିବନି ‘ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ….

ନୂଆାଦିଲ୍ଲୀ : କୌଣସି ଦୂରଯାତ୍ରା ଯିବାର ଥିଲେ ଆମେ ଟ୍ରେନ ଏବଂ ବିମାନର ସାହାଯ୍ୟ ନେଇଥାଉ । ତେବେ ଟ୍ରେନରେ ଯିବା ସମୟରେ ଆପଣ ଷ୍ଟେସନରେ ନିଶ୍ଚୟ ଏହି ଶବ୍ଦଟିକୁ ପ୍ରଥମେ ଶୁଣିଥିବେ.., 'ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଗାଡ଼ି ସଂଖ୍ୟା..'ଇତ୍ୟାଦି । ଟ୍ରେନର ଗତିବିଧି ବିଷୟରେ ଅବଗତ…

ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ… ଖଡଗେ ଦେଲେ ବଡ଼ ଇସାରା

ଚେନ୍ନାଇ: କଂଗ୍ରେସ ଦୁର୍ବଳ ହୋଇଯାଇଛି...। ଅନ୍ୟପଟେ ଅଣ ବିଜେପି-ଅଣ କଂଗ୍ରେସ ଦଳ ଏକାଠି ହୋଇ ତୃତୀୟ ସାମ୍ମୁଖ୍ୟ ପାଇଁ ଅଣ୍ଟା ଭିଡିଲେଣି। ହେଲେ ବିନା କଂଗ୍ରେସରେ ବିଜେପି ଭଳି ଦଳକୁ ତୃତୀୟ ସାମ୍ମୁଖ୍ୟ ଟକ୍କର ଦେବା ବି ମୁସକିଲ। ସେପଟେ କଂଗ୍ରେସ ବିରୋଧୀ ଦଳର ନେୃତ୍ବ ନେଲେ ଟିଏମସି…

ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହୃଦଘାତର ଶିକାର ହେଲେ ଯୁବକ

ହାଇଦ୍ରାବାଦ: ଜଣେ ଯୁବକ ବିବାହରେ ନାଚିବା ବେଳେ ହୃଦଘାତ ଯୋଗୁଁ ପ୍ରାଣ ହରାଇଥିବା ଖବରକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ଆଉ ଜଣେ ଯୁବକ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଛି। ଉଭୟ ଘଟଣା ତେଲେଙ୍ଗାନାର। ଗତ ଦୁଇ ସପ୍ତାହ…

ଆଜି ଆସିବ ତିନି ରାଜ୍ୟର ନିର୍ବାଚନ ଫଳାଫଳ: ତ୍ରିପୁରା ଉପରେ ମୋଦୀ-ମମତାଙ୍କ ନଜର

ନୂଆଦିଲ୍ଲୀ: ତିନିଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଆଜି ଫଳାଫଳ ଘୋଷଣା ହେବ। ୨୦୧୮ରେ ବାମପନ୍ଥୀଙ୍କ ହାତରୁ ତ୍ରିପୁରାକୁ ଛଡ଼ାଇ ନେଇଥିଲା ବିଜେପି। ତେଣୁ ଆଜି ପୁଣିଥରେ ବାମପନ୍ଥୀ ତଳ କଂଗ୍ରେସ ସହ ମିଶି ଶାସନ ଗାଦିକୁ ଫେରିବ ନା ବିରୋଧୀ ଆସନରେ ବସିବ ତାହା…

କ୍ରିକେଟ ତାରକା ଗିଲଖ୍ରୀଷ୍ଚ ଦେଖିଲେ ସମ୍ବଲପୁରୀ ନୃତ୍ୟ, ସ୍ୱାଗତକଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରଙ୍କ ସହ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେର, ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ଏବେର ଭାଷ୍ୟକାର ଆଦାମ ଗିଲଖ୍ରୀଷ୍ଟଙ୍କୁ…

ଜିନ୍ଦଲ ଷ୍ଟେନଲେସ୍ ଓ ସିଆଇଆଇ କ୍ରମକ୍ଷୟ ପରିଚାଳନା ଉପରେ ବୁଝାମଣାପତ୍ର ସ୍ୱାକ୍ଷର

ନୂଆଦିଲ୍ଲୀ: କ୍ରମକ୍ଷୟକୁ ଦୂର କରିବା ଏବଂ କ୍ଷୟକ୍ଷତିର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟେନଲେସ୍ ଆଜି କନଫେଡ଼େରେସନ୍ ଅଫ୍ ଇଣ୍ଡିଆ (ସିଆଇଆଇ) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ନୀତି ଆୟୋଗ ଓ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ, କୁଳପତି ଡ଼ା.…