Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉଦ୍ଧବଙ୍କୁ ଆଉ ଏକ ଝଟକା, ଶିନ୍ଦେ କ୍ୟାମ୍ପରେ ଯୋଗ ଦେଲେ ଦୀପକ ସାୱନ୍ତ

ପୁଣେ: ମହାରାଷ୍ଟ୍ର ରାଜନୀତିରେ ବୁଧବାର ଆଉ ଏକ ଡ୍ରାମା ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅତି ନିକଟତମ ବିବେଚନା କରାଯାଉଥିବା ଦୀପକ ସାୱନ୍ତ ବିପକ୍ଷ କ୍ୟାମ୍ପରେ ଯୋଗ ଦେଇଛନ୍ତି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦୀପକଙ୍କ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ…

ଯୁବକଙ୍କ ପେଟରୁ ବାହାରିଲା ୫୬ଟି ବ୍ଲେଡ

ରାଜସ୍ଥାନ: ରାଜସ୍ଥାନର ଜାଲୋର ଜିଲା ସାଂଚୋର ଅଞ୍ଚଳର ଜଣେ ଯୁବକଙ୍କ ପେଟରୁ ଗୋଟେ କି ଦୁଇଟି ନୁହେଁ ମୋଟ ୫୬ଟି ବ୍ଲେଡ଼ ବାହାରିଛି । ଏହା ଦେଖି ଖୋଦ୍ ଅପରେସନ କରିଥିବା ଡ଼ାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଯୁବକଙ୍କୁ ଏବେ ରାଜସ୍ଥାନର ଆଇରନମ୍ୟାନ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି…

୯୦ ସେକେଣ୍ଡରେ ଗର୍ଭସ୍ଥ ଛୁଆର ହାର୍ଟ ସର୍ଜରୀ ସଫଳ

ନୂଆଦିଲ୍ଲୀ: ମାଆ ଗର୍ଭରେ ଛୁଆର ଅପରେସନ୍ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଆଧୁନିକ ଚିକିତ୍ସା ବିଜ୍ଞାନରେ ଏହା ସମ୍ଭବ ହୋଇଛି । ଦିଲ୍ଲୀ ଏମ୍ସରେ ମାଆ ଗର୍ଭରେ ଛୁଆର ହାର୍ଟ ସର୍ଜରୀ ଭଳି ବିରଳ ଅପରେସନ୍ ସଫଳ ହୋଇଛି । ଏବେ ଉଭୟ ମାଆ ଓ ଛୁଆ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଏମ୍ସ…

ପଦାରେ ପଡିଲା ଅସଲ ବନ୍ଧୁତା: ଋଣ ନ ଶୁଝିବାରୁ ପାକିସ୍ତାନ ଉପରେ ବର୍ଷିଲା ଚୀନ

ଇସଲାମବାଦ: ଆଖି ଖୋଲି ଯାଇଛି ପାକିସ୍ତାନର । ପାଇଯାଇଛି ପ୍ରକୃତ ବନ୍ଧୁର ଜବାବ । ଯାହାକୁ ବନ୍ଧୁ ବୋଲି ଭାବି ନାଚୁଥିଲା ସେ ଆଜି ବିପଦବେଳେ ପାନେ ଦେଇଛି । ଆମେ କହୁଛୁ ଚୀନ କଥା ।   ପାକିସ୍ତାନର ବିପତ୍ତିବେଳେ ସହାୟତାର ହାତ ବଢାଇବା ପରିବର୍ତ୍ତେ ଚୀନ ଦେଇଛି ବିଧା ।   ରାଜନୈତିକ ସଙ୍କଟ…

ବୃଦ୍ଧଙ୍କ ସୁନା ସଉକ: ୯୦ ବର୍ଷ ବୟସରେ ପିନ୍ଧୁଛନ୍ତି କୋଟିଏ ଟଙ୍କାର ସୁନା

ଚୀନ୍‌: ଅନେକ ଲୋକଙ୍କୁ ସୁନା ପିନ୍ଧିବାକୁ ଭଲ ଲାଗେ । ବିଶେଷକରି ବିଭିନ୍ନ ଉତ୍ସବ ବା ପର୍ବପର୍ବାଣୀ ଅବସରରେ ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ସମସ୍ତେ ସୁନା ଅଳଙ୍କାର ପିନ୍ଧିବାକୁ ପସନ୍ଦ କରନ୍ତି । ହେଲେ ପରିଣତ ବୟସରେ ସୁନା ପିନ୍ଧିବା ଆଗ୍ରହ କାରଣରୁ ଜଣେ ବୟୋବୃଦ୍ଧ ବ୍ୟକ୍ତି…

ଇମ୍ରାନ ଖାନଙ୍କୁ ସାମୟିକ ଆଶ୍ୱସ୍ତି, ଗିରଫ ନ କରି ଫେରିଲା ପୋଲିସ

ଇସଲାମବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଇମ୍ରାନଙ୍କୁ ଗିରଫ ନ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଲାହୋରର ଏକ କୋର୍ଟ । ପୋଲିସ ଇମ୍ରାନଙ୍କୁ ଗିରଫ କରିବା ଲାଗି ତାଙ୍କ ବାସଭବନକୁ ଘେରି ରହିଥିଲା । ଯାହା ପରେ ଲାହୋର…

ମହିଳା ଜନ୍ମ ଦେଲେ ‘ପଥର ସନ୍ତାନ’ : ୧୫ ବର୍ଷ ରହିଥିଲା ପେଟରେ

ମହାରାଷ୍ଟ୍ର: ମହିଳା ଜନ୍ମ ଦେଲେ ‘ପଥର ସନ୍ତାନ’ । ତାହା ପୁଣି ୧୫ ବର୍ଷ ପେଟରେ ରହିବା ପରେ । ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ । ଭାବୁଥିବେ ଗୋଟେ ଶିଶୁ ମା ପେଟରେ ଦଶ ମାସ ରହିବା ପରେ ବାହାର ଦୁନିଆକୁ ଆସିଥାଏ । ଏହା କିପରି ସମ୍ଭବ । କିନ୍ତୁ ମହାରାଷ୍ଟ୍ରର ଜଣେ ମହିଳାଙ୍କ…

ଅଧା ନିଦରୁ ଉଠି ଭୂତଙ୍କ ପରି ସ୍କୁଲ ଧାଉଁଛନ୍ତି ଛାତ୍ରଛାତ୍ରୀ: ଚିନ୍ତାରେ ଅଭିଭାବକ

ଜାକର୍ତ୍ତା: ଇଣ୍ଡୋନେସିଆ ପୂର୍ବ ଭାଗରେ ଥିବା ଏକ ସହରରେ ଆଜି ସକାଳୁ ସକାଳୁ ଆଚମ୍ବିତ କଲା ପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ କିଛି  ପିଲା ଭୂତଙ୍କ ପରି ସ୍କୁଲ ଅଭିମୁଖେ ଧାଉଁଥିଲେ । ସମସ୍ତଙ୍କ ଆଖିରେ ନିଦ ଭର୍ତ୍ତି ହେଇଥିଲା । ତଥାପି ସେମାନେ ପଡି ଉଠି ସ୍କୁଲ ଅଭିମୁଖେ…

ଲୁଣ ଖାଇ ମରିବେ ୭୦ ଲକ୍ଷ ଲୋକ: WHO

ନୂଆଦିଲ୍ଲୀ: କୌଣସି ଖାଦ୍ୟ ହେଉ କି ପାନୀୟ ଲୁଣ ବିନା ସ୍ୱାଦ ଲାଗେନା । ଆଉ ଯଦି ଆପଣଙ୍କ ଅଭ୍ୟାସ୍ ଅଧିକ ଲୁଣ ଖାଇବା ତାହାଲେ ସତର୍କ ହୋଇ ଯାଆନ୍ତୁ । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଲୁଣ ସେବନକୁ ନେଇ ଜାରି କରିଛି ରିପୋର୍ଟ । ଯେଉଁଥିରେ କୁହାଯାଇଛି, ଅଧିକ ଲୁଣ ଖାଇବାରୁ ଏକାଧିକ…

ଜମି ବଦଳରେ ଚାକିରୀ ମାମଲା: ଲାଲୁ ଓ ରାବଡିଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଜମି ବଦଳରେ ଚାକିରୀ ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ ଏବଂ ଝିଅ ମିସା ଭାରତୀଙ୍କୁ ରାଉଜ ଏଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୫୦୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଏହି ତିନିଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର…