Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଘରୋଇ ସାମଗ୍ରୀ ମାଧ୍ୟମରେ ଗୋଇନ୍ଦାଗିରି କରୁଛି ଚୀନ !

ଲଣ୍ଡନ: ବ୍ରିଟେନରେ ଘରୋଇ ସାମଗ୍ରୀ ଏବଂ ଏଲଇଡି ମାଧ୍ୟମରେ ଚୀନ ଗୋଇନ୍ଦାଗିରି କରୁଥିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ବ୍ରିଟିଶ ସରକାର ବିଭିନ୍ନ ଚୀନ ସାମଗ୍ରୀ ଉପରେ ତଦନ୍ତ କରିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । କାରରେ ବ୍ୟବହୃତ ହେଉଥିବା ପାର୍ଟସ, ଏଲଇଡି ଏବଂ ଅନ୍ୟ…

ମହିଳା IPL: ଆଦାନୀ ଓ ଅମ୍ବାନୀ କିଣିଲେ ଟିମ୍

ମୁମ୍ବାଇ: ଆଇପିଏଲ୍ ପରେ ଡବ୍ଲୁପିଏଲ୍ । ୱିମେନ୍ ପ୍ରିମିୟର ଲିଗ୍ (WPL)ର ପ୍ରଥମ ସଂସ୍କରଣ ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ବିସିସିଆଇ ୫ଟି ଟିମକୁ ବିକ୍ରି କରି ମୋଟା ଅଙ୍କର ଟଙ୍କା ଆୟ କରିଛି । ୫ଟି ଟିମରୁ ବିସିସିଆଇକୁ ମିଳିଛି ୪୬୬୯.୯୯ କୋଟି ଟଙ୍କା ।…

ହାଇଟେକ ମୋଡ଼୍‌ରେ ଭାରତୀୟ ସେନା

ନୂଆଦିଲ୍ଲୀ: ଏଣିକି ଶୂନ୍ୟରେ ଉଡ଼ିବେ ଭାରତୀୟ ସୈନ୍ୟ । ଜେଟପ୍ୟାକ ସୁଟ୍ ଆସିବ ସେମାନଙ୍କ ଲାଗି । ଏହି ସୁଟ୍ ବଳରେ ସେମାନେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିପାରିବେ, ସେ ପୁଣି ୮୦ କିଲୋଗ୍ରାମ୍‌ ଭିତରେ  । ଏନେଇ ଆରମ୍ଭ ହୋଇଯାଇଛି ପ୍ରାଥମିକ ଟେଣ୍ଡର ପ୍ରକ୍ରିୟା । ଫାଷ୍ଟଟ୍ରାକ…

ନୀତା ଅମ୍ବାନୀଙ୍କ ଜ୍ୟାକେଟକୁ ନେଇ ଚର୍ଚ୍ଚା : ଯାହାର ମୂଲ୍ୟ ୨୧ ଲକ୍ଷ ଟଙ୍କା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶିକା ନୀତା ଅମ୍ବାନୀ ତାଙ୍କ ଫ୍ୟାଶନ ପାଇଁ ଆଜିକାଲି ବେଶ୍ ଚର୍ଚ୍ଚିତ । କିଛି ଦିନ ତଳେ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଉତ୍ସବରେ ନିଜ ଫ୍ୟାଶନକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ସେମିତି ସେ ଏକ ଜ୍ୟାକେଟ୍…

ମୁଁ ବିବାହ କରିବାକୁ ଚାହେଁ, ମୋତେ ସରକାରୀ ଚାକିରି କରିଥିବା ଝିଅ ଦରକାର….

ଛିନ୍ଦଓ୍ୱାଡ଼ା: ପ୍ରତ୍ୟେକ ଯୁବକ ଯୁବତୀ ନିଜ ବିବାହକୁ ନେଇ ଇଚ୍ଛୁକ ଥାଆନ୍ତି  । ଆଉ ସେଥିପାଇଁ ଖବରକାଗଜ କିମ୍ବା ମ୍ୟାଟ୍ରୋମନିୟାଲରେ ନିଜ ପସନ୍ଦର ଜୀବନସାଥି ପାଇଁ ବିଜ୍ଞାପନ ଦେଇଥାଆନ୍ତି  । ଆଉ ସେଥିରେ ନିଜର ସୂଚନା ସହ ନିଜ ଭାବୀ ଜୀବନସାଥିଙ୍କ ପାଖରେ କେଉଁ ଯୋଗ୍ୟତା ଚାହାଁନ୍ତି…

ସ୍ମାର୍ଟଫୋନର ବ୍ୟବହାର ୨୦୩୦ ସୁଦ୍ଧା ଶେଷ ହୋଇଯିବ

ସ୍ମାର୍ଟଫୋନ ଆପଣମାନଙ୍କୁ ଛାଡିବା ପାଇଁ କହିଲେ ଛାଡି ପାରିବେ ? ବୋଧହୁଏ ସମସ୍ତେ ନାହିଁ କହିବେ । ତେବେ ଏଥିପାଇଁ ଆପଣମାନଙ୍କୁ ପ୍ରସ୍ତୁତ ରହିବାକୁ ପଡିବ । ରିପୋର୍ଟ ମୁତାବକ ୨୦୩୦ ସୁଦ୍ଧା ସ୍ମାର୍ଟଫୋନ ବ୍ୟବହାର ପ୍ରାୟତଃ ଶେଷ ହୋଇଯିବ । ନୋକିଆର ସିଇଓ ପେକା ଲୁଣ୍ଡମାର୍କ ଏହି ଭବିଷ୍ୟବାଣୀ…

ଭାରତୀୟ ସେନାକୁ ଛୋଟ ଝିଅର ଅଭିବାଦନ, ସୋସିଆଲ ମିଡିଆରେ ଭୁରିଭୁରି ପ୍ରଶଂସା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସମସ୍ତଙ୍କ ମନ ପସନ୍ଦର ଭିଡିଓ ଖୁବ ସହଜରେ ମିଳିଥାଏ । ସେଥିରୁ କିଛି ଭିଡିଓ ମନକୁ ଛୁଇଯାଏ । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ  ଜଣେ ଶିଶୁ ଓ ଭାରତୀୟ ସେନାର ଯବାନଙ୍କୁ ଦେଖିବାକୁ ମିଳୁଛି । ସେନାର ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର…

ଏମିତି ମନ୍ଦିର ଯେଉଁଠି ଭୋଗରେ ଫଳ ନୁହେଁ ଦିଆଯାଏ କାନ୍ଥ ଘଣ୍ଟା

ଭୋପାଳ: ଭିନ୍ନ ଲୋକ, ଭିନ୍ନ ଭାଷା, ଭିନ୍ନ ଚେହେରା, ଭିନ୍ନ ପରମ୍ପରା ଏହା କୈାଣସି ନୂଆ କଥା ନୁହେଁ । କିନ୍ତୁ ଯେତେବେଳେ ଭଗବାନଙ୍କ କଥା ଆସେ ସେତେବେଳେ ପୂଜା ପଦ୍ଧତି ପସନ୍ଦ ଅନୁଯାୟୀ ପରିବର୍ତ୍ତନ ହୁଏ ନାହିଁ । ପ୍ରତ୍ୟେକ ଧର୍ମରେ ଈଶ୍ୱରଙ୍କ ଉପାସନାର ଏକ ନିୟମ ରହିଛି ଏବଂ ସମସ୍ତେ ଏହାକୁ…

ସର୍ଜିକାଲ୍‌ ଷ୍ଟ୍ରାଇକ୍ ପରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିଲା ପରମାଣୁ ଯୁଦ୍ଧ ପ୍ରସ୍ତୁତି: ମାଇକ୍ ପମ୍ପିଓଙ୍କ…

ନୂଆଦିଲ୍ଲୀ: ୨୦୧୯ରେ ବାଲାକୋଟ୍ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ଦେଖା ଦେଇଥିଲା। ଦୁଇ ଦେଶ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲେ। ଭାରତ-ପାକିସ୍ତାନକୁ ନେଇ ଏଭଳି ଆଶ୍ଚର୍ଯ୍ୟକର ତଥ୍ୟର ଖୁଲାସା କରିଛନ୍ତି ତତ୍‌କାଳୀନ ଆମେରିକା…

ଆଥେୟାଙ୍କ ଲେହେଙ୍ଗାକୁ ନେଇ ଚର୍ଚ୍ଚା, ତିଆରି ହେବାକୁ ଲାଗିଥିଲା ୧୦,୦୦୦ ଘଣ୍ଟା

ମୁମ୍ବାଇ: ଗତ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି   ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଓ କ୍ରିକେଟର୍‌ କେ.ଏଲ୍ ରାହୁଲ । ସୁନୀଲଙ୍କ ଖଣ୍ଡାଲାସ୍ଥିତ ଫାର୍ମହାଉସ୍‌ରେ କ୍ରିକେଟର୍‌ କେ.ଏଲ୍ ରାହୁଲଙ୍କ ସହ ଆଥିଆଙ୍କର  ବିବାହ ସମ୍ପନ୍ନ ହୋଇଥିଲା। ବିବାହରେ ବଲିଉଡର ବହୁ ନାମିଦାମୀ…