Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବୟସ ହାର ମାନିଲା: ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହେଲେ ୯୮ ବର୍ଷୀୟା ମହିଳା

କଥାରେ ଅଛି ବୟସ କେବଳ ଏକ ସଂଖ୍ୟା । ବଢୁଥିବା ବୟସରେ ଅନେକ ଲୋକ ହତାଶ ହୋଇ ନିଜ ଜୀବନକୁ ପରିସ୍ଥିତି ଉପରେ ଛାଡିଦିଅନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ବୟସକୁ ଏକ ସଂଖ୍ୟା ଭାବରେ ବିବେଚନା କରିବା ସହ ନିଜ ସଉକରେ ଆଗକୁ ବଢନ୍ତି । ଜଣେ ୯୮ ବର୍ଷୀୟା ମହିଳା ଦୌଡ଼ ପ୍ରତିଯୋଗିତାରେ ଭାଗ…

ଚେର୍ନାବିଲ ଆଣବିକ ଦୁର୍ଘଟଣା: ବୈଜ୍ଞାନିକଙ୍କ ପାଇଁ ବଂଚିବାର ଆଶା ସଂଚାର କଲେ କୁକୁର

କୀଭ: ୧୯୮୬ରେ ଚେର୍ନାବିଲରେ ଭୟଙ୍କର ଆଣବିକ ଦୁର୍ଘଟଣା ଘଟିଥିଲା । ୩୫ ବର୍ଷ ବିତିବା ପରେ ଏହି ଦୁର୍ଘଟଣା ନିକଟରେ ଘଟିଥିବା ସ୍ଥାନରେ ଜୀବିତ କୁକୁର ବୈଜ୍ଞାନିକମାନଙ୍କୁ ଏହାର ମୁକାବିଲା କରିବା ଆଶା ସଂଚାର କରିଛି । ସାଇନ୍ସ ଆଡଭାନ୍ସସେଜ ପତ୍ରିକାରେ ଏ ସମ୍ପର୍କୀତ ଲେଖା ପ୍ରକାଶ ପାଇଛି ।…

ଫିଲ୍ମରେ ପଶୁପକ୍ଷୀ ବ୍ୟବହାର ପାଇଁ ଅନ୍‌ଲାଇନରେ ମିଳିବ ଅନୁମତି

ମୁମ୍ବାଇ: ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ପାଇଁ ଖୁସି ଖବର । ଏଣିକି ଫିଲ୍ମରେ ପଶୁପକ୍ଷୀ ବ୍ୟବହାର କରିବା ପାଇଁ ଆଉ ବାରମ୍ବାର ପଶୁ କଲ୍ୟାଣ ବୋର୍ଡ ଅଫ ଇଣ୍ଡିଆ(ଏଡ଼ବ୍ଲ୍ୟୁବିଆଇ) କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । କାରଣ ଏବେ ଫିଲ୍ମ ସୁଟିଂରେ ପଶୁପକ୍ଷୀମାନଙ୍କୁ ବ୍ୟବହାର ଅନୁମତି…

ରାସ୍ତା ଫଟାଇ ତଳୁ ବିସ୍ଫୋରଣ କଲା ପାଣି ପାଇପ୍‌ ଲାଇନ୍‌; ଜଣେ ମହିଳା ଆହତ, ଦେଖନ୍ତୁ ଭିଡିଓ

ୟୁବତମାଲ; ରାସ୍ତାରେ ସ୍କୁଟି ଚଳାଇ ଆସୁଥିଲେ ମହିଳା। ହେଲେ ହଠାତ୍ ଲାଣ୍ଡାମାଇନ୍ ବିସ୍ଫୋରଣ ପରି ଫାଟିଲା ପାଣି ପାଇପ୍‌ଲାଇନ୍। ରାସ୍ତା ମଝିରେ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ପୂରା ରାସ୍ତାରେ ପାଣି ସୁଅ ମାଡ଼ିଯାଇଥିଲା। ଶନିବାର ମହାରାଷ୍ଟ୍ରର ଯୁବତମାଲ ଜିଲ୍ଲା ବିଦର୍ଭ ହାଉସିଂ ସୋସାଇଟିରେ…

ପୁରୀରେ ରାମାନୁଜାଚାର୍ଯ୍ୟଙ୍କ ପ୍ରତମୂର୍ତ୍ତି ଉନ୍ମୋଚନ

ପୁରୀ:ତାଳବଣିଆ ସ୍ଥିତ ହେଲିପ୍ୟାଡ ନିକଟ ଛକଠାରେ ଆଜି ପୂର୍ବାହ୍ନରେ ପରମପୂଜ୍ୟ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜିର ଦିବସ ଏକ ମହାନ ଦିବସ ଯେଉଁ ଦିବସରେ ପରମପୂଜ୍ୟ…

ବିମାନରେ ପୁଣି ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ମଦ୍ୟପ ଯାତ୍ରୀ; ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ବିମାନରେ ଯାତ୍ରୀଙ୍କ ଉପରେ ପୁଣି ପରିସ୍ରା କରିବା ମାମଲା ସାମ୍ନାକୁ ଆସିଛି। ଏଥର ଏକ ଆମେରିକା ବିମାନରେ ଏଭଳି ଦୁର୍ଘଟଣା ଘଟିଛି। ଆମେରିକା ସହର ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ଏକ ବିମାନରେ ଜଣେ ନିଶାଶକ୍ତ ଯାତ୍ରୀ ଅନ୍ୟ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ…

ସିବିଆଇ ଓ ଇଡିର ଦୁରୁପଯୋଗ ଅଭିଯୋଗରେ ୯ ବିରୋଧୀ ଦଳର ନେତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି, ଦସ୍ତଖତ କଲାନି କଂଗ୍ରେସ

ନୂଆଦିଲ୍ଲୀ: ବିରୋଧୀ ଦଳର ନେତାମାନଙ୍କୁ ଫସାଇବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡିର ଦୁରୁପଯୋଗ ହେଉଛି। ଏଭଳି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ୯ ବିରୋଧୀ ଦଳର ନେତା।  ଯେଉଁ ଦୁର୍ନୀତିଗ୍ରସ୍ତ ନେତାମାନେ ବିଜେପିର ଯୋଗ ଦେଉଛନ୍ତି ସେମାନଙ୍କ…

‘ଗାଈକୁ ହତ୍ୟା କଲେ ନର୍କରେ ସଢ଼ିବ’ ମୁସଲମାନ ବିଚାରପତି କହିଲେ ବ୍ୟାନ ହେଉ ଗୋହତ୍ୟା

ଆହ୍ଲାବାଦ: ଗୋହତ୍ୟାକୁ ନେଇ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ କଡା ଟିପ୍ପଣୀ କରିଛନ୍ତି । ଖଣ୍ଡପୀଠ ହିନ୍ଦୁ ଧର୍ମଗ୍ରନ୍ଥକୁ ଆଧାର କରି କହିଛନ୍ତି ଯେ ଗାଈକୁ ହତ୍ୟା କରୁଥିବା ବ୍ୟକ୍ତି ନର୍କରେ ସଢ଼ିବେ । ଖଣ୍ଡପୀଠ, କେନ୍ଦ୍ର ସରକାର ଗୋହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ସହ ଗାଈକୁ…

‘ବୁଲା କୁକୁରଙ୍କୁ ଆସାମ ପଠାଇଦିଅ, ସେଠାକାର ଲୋକ ଖାଆନ୍ତି’ ବିବାଦୀୟ ବୟାନ ଦେଲେ ବିଧାୟକ

ମୁମ୍ବାଇ: ବୁଲା କୁକୁରଙ୍କୁ ଆସାମ ପଠାଇଦିଅ । ସେଠାରେ ବହୁତ ଚାହିଦା ଅଛି । କାରଣ ସେଠାକାର ଲୋକ ବୁଲା କୁକୁର ମାଂସ ଖାଆନ୍ତି । କିଛି ଏଭଳି ବିବାଦୀୟ ବୟାନ ଦେଇଛନ୍ତି ଜଣେ ବିଧାୟକ । ମହାରାଷ୍ଟ୍ରର ବିଧାୟକ ତଥା ପ୍ରହାର ଜନଶକ୍ତି ପାର୍ଟି ମୁଖ୍ୟ ବଚୁ କାଦୁ କହିଛନ୍ତି ଯେ ଆସାମର ଲୋକ କୁକୁର…

ଅକ୍ସିଜେନ୍ ପ୍ଲାଣ୍ଟରେ ବିସ୍ଫୋରଣ, ଚାଲିଗଲା ୬ ଜୀବନ ୩୦ରୁ ଅଧିକ ଗୁରୁତର

କେଶବପୁର : ବାଂଲାଦେଶର ଚିତରଗାଁଓର ସୀତାକୁଣ୍ଡ ଉପଜିଲ୍ଲାର କଦମ ରସୁଲ (କେଶବପୁର) ଅଞ୍ଚଳରେ ଅକ୍ସିଜେନ୍ ପ୍ଲାଣ୍ଟରେ ବିସ୍ଫୋରଣ । ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ୬ ମୃତକଙ୍କ ମଧ୍ୟରୁ ୫ ଜଣ ହେଉଛନ୍ତି ଅକ୍ସିଜେନ୍…