Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ; ୯ ପୋଲିସ କର୍ମୀ ମୃତ

କ୍ୱେଟା: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ସୋମବାର ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏହି ଆକ୍ରମଣରେ ଅତି କମରେ ୯ ଜଣ ପୋଲିସ କମର୍ଚାରୀଙ୍କର ମୃତ୍ୟୁ ଘଟିଛି । ୧୩ରୁ ଅଧିକ ଆହତ ହୋଇଛନ୍ତି । ଏହି ଆକ୍ରମଣ ବୋଲନ ଜିଲ୍ଲାରେ ହୋଇଛି । ସ୍ଥାନୀୟ ପୋଲିସ ଅଧୀକ୍ଷକ ଏହି ସୂଚନା…

ରାତିରେ କାହିଁକି ଦ୍ରୁତ ବେଗରେ ଚାଲେ ଟ୍ରେନ୍‌ ? କ’ଣ ରହିଛି କାରଣ…

ନୂଆଦିଲ୍ଲୀ : ଭାରତୀୟ ରେଳର ଇତିହାସ ବହୁତ ପୁରୁଣା। ଭାରତୀୟ ରେଲଓ୍ୱେ ଲୋକମାନଙ୍କ ଯାତାୟତ ପାଇଁ ଏକ ପ୍ରମୁଖ ମାଧ୍ୟମ । ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି।  କୁହାଯାଏ ବ୍ରିଟିଶ ଶାସନ ସମୟରେ ଇଂରେଜ ମାନେ ନିଜ ସ୍ଥାନକୁ ଯାତ୍ରା କରିବା ପାଇଁ ଅସୁବିଧା ହେଉଥିଲା…

ନୀଳ ରଙ୍ଗ ଫୁଲର ଉପତ୍ୟକା : ଆଖିରେ ନ ଦେଖିଲେ ବିଶ୍ୱାସ ହେବନି

ଯୁଆଡ଼େ ଚାହିଁବ ସିଆଡ଼େ କେବଳ ନୀଳ ଆଉ ନୀଳ ରଙ୍ଗ ଫୁଲର ସମ୍ଭାର । ଆଖି ପାହିଲା ଯାଏଁ ଉଚ୍ଚା ପାହାଡ଼ ଉପରକୁ ଦେଖିଲା ପରେ ଲାଗୁଛି ଏହା ଯେମିତି ନୀଳ ରଙ୍ଗ ଫୁଲର ଉପତ୍ୟକା । ପ୍ରକୃତି ଯେମିତି ସଗର୍ବେ ଏଠି ସଜାଇଛି ଗୋଟେ ସୁନ୍ଦର ବଗିଚାକୁ । ବସନ୍ତ ଋତୁରେ ଏଭଳି ଚମତ୍କାର ଦୃଶ୍ୟ ଦେଖିବାକୁ…

ଜମି ବଦଳରେ ଚାକିରି ଦୁର୍ନୀତି ମାମଲା: ରାବ୍‌ଡ଼ୀ ଦେବୀଙ୍କ ବାସଭବନରେ ପଶିଲା ସିବିଆଇ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍‌ଡ଼ୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଆଜି ପଶିଛି ସିବିଆଇ । ଜମି ବଦଳରେ ଚାକିରି ଦୁର୍ନିତି ମାଲାରେ ତାଙ୍କୁ ସିବିଆଇ ଜେରା କରିଛି । ଏହି ମାମଲାରେ ରାବଡୀ ଦେବୀ, ତାଙ୍କ ସ୍ଠାମୀ ତଥା ‘ଆର୍‌ଜେଡି’ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ଅନ୍ୟ ୧୪ଜଣ…

ମଝି ଆକାଶରେ ନିୟନ୍ତ୍ରଣ ହରାଇଲା ହେଲିକପ୍ଟର: ଅଳ୍ପକେ ବର୍ତ୍ତିଗଲେ ୟେଦୁରପ୍ପା

କଲବୁର୍ଗୀ: ବିଜେପିର ବରିଷ୍ଠ ନେତା ୟେଦୁରପ୍ପା ଆଜି ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହେଲିକପ୍ଟ ଲାଣ୍ଡିଂ ଅବ୍ୟବସ୍ଥା ଯୋଗୁ ଏପରି ଘଟଣା ଘଟିଥିଲା  । କଲବୁର୍ଗୀର ଜେବରଗୀରେ ୟେଦୁରପ୍ପାଙ୍କ ହେଲିକପ୍ଟର ଲାଣ୍ଡିଂର ବ୍ୟବସ୍ଥା କରାଯାଇଥିଲା । ଲାଣ୍ଡିଂ ସ୍ଥାନରେ ଏକ…

ୟୁଟ୍ୟୁବ ଦେଖି ଛୁଆ ଜନ୍ମ କରିବା ପରେ ମାରିଦେଲେ ନାବାଳିକା

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ସହରରୁ ଆଜି ଏକ ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି । ସହରରେ ଜଣେ ନାବାଳିକା ୟୁଟ୍ୟୁବ ଦେଖିବା ପରେ ଘରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତେବେ ଶିଶୁଟିକୁ ଜନ୍ମ ଦେବା ପରେ ନାବାଳିକା ଜଣକ ନବଜାତ ଶିଶୁଟିକୁ ଗଳା କାଟି ମାରିଦେଇଛନ୍ତି । ପୋଲିସର କହିବା…

ହିଜାବ ବିରୋଧୀ ଆନ୍ଦୋଳନର ପ୍ରତିଶୋଧ ! ୯୦୦ ଛାତ୍ରୀଙ୍କୁ ବିଷ ପିଆଯାଇଥିବା ଅଭିଯୋଗ

ତେହରାନ: ଇରାନରେ ମହିଳାଙ୍କ ଅଧିକାର ଏବଂ ଶିକ୍ଷାକୁ ନେଇ ବିଶ୍ୱସ୍ତରରେ ଚିନ୍ତା ପ୍ରକଟ କରାଯାଇଛି  । ଗତ ସେପ୍ଟେମ୍ବରରେ ମହସା ଅମିନୀ ନାମ୍ନୀ ଜଣେ ୨୨ ବର୍ଷର ଯୁବତୀଙ୍କ ମୃତ୍ୟୁ ପରେ ଇରାନରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ମହସା ଇରାନ ମହିଳାଙ୍କ ଡ୍ରେସ କୋଡକୁ ବିରୋଧ କରି…

୨୦୧୪ ପରେ ୨ ଗୁଣା ବଢିଛି ମୁଣ୍ଡପିଛା ଆୟ

ନୂଆଦିଲ୍ଲୀ: ଲୋକଙ୍କ ମୁଣ୍ଡପିଛା ଆୟ ବଢୁଛି । ୨୦୧୪ ପରେ ଏହା ଦ୍ୱିଗୁଣିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ଏହି ସଫଳତା ପରିଲକ୍ଷିତ ହୋଇଛି । ଏକ ତଥ୍ୟ ଅନୁଯାୟୀ, ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ମୁଣ୍ଡପିଛା ଆୟ ୮୬, ୬୪୭ ଟଙ୍କାରୁ ବୃଦ୍ଧି ପାଇ ୧, ୭୨, ୦୦୦ ଟଙ୍କା…

ସକାଳୁ ସକାଳୁ ଏନ୍‌କାଉଣ୍ଟର୍‌: ପୋଲିସ ଗୁଳିରେ ଉମେଶ ପାଲ୍‌ ହତ୍ୟାକାଣ୍ଡର ଅଭିଯୁକ୍ତ ଉସ୍‌ମାନ ନିହତ

ପ୍ରୟାଗରାଜ:ସକାଳୁ ସକାଳୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ କୌଧିୟାରା ଅଞ୍ଚଳରେ ଏନକାଉଣ୍ଟର ହୋଇଯାଇଛି। ପୁଲିସର ଗୁଳିମାଡରେ ‘ଆତିକ୍‌ ଅହମଦ୍‌ ଗ୍ୟାଙ୍ଗ୍‌’ର ସୁଟର୍‌ ବିଜୟ ଚୌଧୁରୀ ଓରଫ୍‌ ଉସ୍‌ମାନ୍‌ର ମୃତ୍ୟୁ ଘଟିଛି । ପୋଲିସ ଗୁଳିମାଡରେ ଉସ୍ମାନ ଗୁରୁତର ହୋଇଥିଲା। ଡାକ୍ତରଖାନା…

ତୋପ ମାଡରେ ଖିନଭିନ ୟୁକ୍ରେନର ବଖମୁଟ; ଚାଲି ଚାଲି ସହର ଛାଡି ପଳାଉଛନ୍ତି ଲୋକେ

ନୂଆଦିଲ୍ଲୀ:ଏକ ବର୍ଷରୁ ଅଧିକ ହେଲାଣି । ତଥାପି ଥମୁନି ରୁଷ-ୟୁକ୍ରେନ ଯୁଦ୍ଧ । ଯୁଦ୍ଧରେ ଦୁଇ ଦେଶ ଅନେକ କିଛି ହରାଇ ସାରିଲେଣି । ୟୁକ୍ରେନର ଅନେକ ଇଲାକା କବ୍ଚା କରିନେବା ପରେ ଏବେ ଏବେ ରୁଷ ସେନା ବଖମୁଟକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛି । ବିଦେଶୀ ଖବର ଏଜେନ୍ସି ଏପିର ସୂତ୍ରରୁ…