Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହଠାତ ୨ ବର୍ଷର ଶିଶୁକୁ ଗିଳିଦେଲା ହିପ୍ପୋ, ଆଉ ତା ପରେ….

କମ୍ପାଲା: ଆଫ୍ରିକା ଦେଶ ୟୁଗାଣ୍ଡାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ମାଆ ସହିତ ୨ ବର୍ଷର ଛୋଟ ପିଲାଟି ଗାଧେଇବାକୁ ଏଡୱାର୍ଡ ହ୍ରଦ ନିକଟକୁ ଆସିଥିଲା । ମାଆ ଶୌଚ ହେଉଥିବା ବେଳେ ହଠାତ ଏକ ହିପ୍ପୋ ଆସି ପିଲାଟିକୁ ଗିଳି ଦେଇଥିଲା । ମାଆ କୂଳକୁ ଦୌଡି ଆସି ପାଟିତୁଣ୍ଡ…

୪ ପାଦ ଥାଇ ଜନ୍ମ ହେଲା ଝିଅ, କଟାଯିବ ପାଦ

ଭୋପାଳ: ଯାଆଁଳା ଛୁଆ ଜନ୍ମ ଅବା ଉଭୟଙ୍କ ହୃଦୟ ଯୋଡ଼ି ହୋଇ ଜନ୍ମ ହେବା ବିରଳ । ମଧ୍ୟପ୍ରଦେଶର ଗ୍ୱାଲିୟରର କମଳା ରାଜା ହସ୍ପିଟାଲର ଶିଶୁ ରୋଗ ଏକ ନିଆରା ନବଜାତକ ଜନ୍ମ ହୋଇଛି । ଜନ୍ମିତ ନବଜାତ ଶିଶୁକନ୍ୟାର ୪ଟି ପାଦ ରହିଛି । ଯାହା ପରେ ଡାକ୍ତରୀ ଦଳ ଛୁଆଟିର ଯାଞ୍ଚ କରିଛନ୍ତି । ଜନ୍ମ…

ଭିକ ମାଗି ଚଳୁଥିବା ପିଲା ହଠାତ ହେଲା କୋଟିପତି

ସହରାନପୁର: କରୋନା ମହାମାରୀ ସମୟରେ ମାଆଙ୍କ ମୃତ୍ୟୁ ପରେ ୧୦ ବର୍ଷର ଛୋଟ ପିଲା ଶାହଜେବ ଅସହାୟ ହୋଇ ପଡିଥିଲା । ଭୋକର ଜ୍ୱାଳା ମେଂଟାଇବା ପାଇଁ ସେ ଭିକ ମାଗି ଚଳୁଥିଲା । ସେ କେବେ ବି ଭାବି ନ ଥିବା ଯେ, ହଠାତ ତାର ଭାଗ୍ୟ ବଦଳିଯିବ । କଲିୟରରେ ସେ ଭିକ ମାଗୁଥିବା ବେଳେ ହଠାତ ତାଙ୍କ ଗ୍ରାମର…

ପାକିସ୍ତାନ ମୁଖା ଖୋଲିଲେ, ହିଲାରୀଙ୍କ ବୟାନକୁ ମନେ ପକାଇ ଉତ୍ତର ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଫୋରମରେ ପୁଣି ବେଇଜ୍ଜତ ହେଲା ପାକିସ୍ତାନ । ପାକିସ୍ତାନର ମୁଖା ଖୋଲିଦେଲା ଭାରତ । ଆତଙ୍କବାଦକୁ ନେଇ ଭାରତ ଖାଲି ପାକିସ୍ତାନକୁ ନୁହେଁ ଆମେରିକାକୁ ମଧ୍ୟ ଛାଡିନି । ପୁରୁଣା ଚେତାବନୀର ସ୍ମୃତିକୁ ରୋମନ୍ଥନ କରି ଏହାକୁ ସୁଧାରିବା ପାଇଁ ପରାମର୍ଶ ଦେଇଛି ଭାରତ ।…

ସାବଧାନ ! ଆଉ ପାଣି ନୁହେଁ, ଆକାଶରୁ ବର୍ଷିବ ପ୍ଲାଷ୍ଟିକ

ନୂଆଦିଲ୍ଲୀ: ଆକାଶରୁ ପାଣି ବଦଳରେ ବର୍ଷୁଛି ପ୍ଲାଷ୍ଟିକ । ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସତ । ଦୁନିଆର ସବୁଠି କମ୍ ପ୍ରଦୂଷିତ ସ୍ଥାନ ମଧ୍ୟରୁ ନ୍ୟୁଜିଲାଣ୍ଡ ଅନ୍ୟତମ । ଏବେ ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହରରେ ପ୍ଲାଷ୍ଟିକ ବର୍ଷା ହେଉଛି । ଯେଉଁଥି ପାଇଁ ଛାତର ପ୍ରତି ବର୍ଗ ମିଟରରେ…

କୀଭ ଉପରେ ଆକ୍ରମଣ ନେଇ ରୁଷର ୨ ଲକ୍ଷ ସେନା ପ୍ରସ୍ତୁତ

କୀଭ: ରୁଷ ଓ ୟୁକ୍ରେନ ଯୁଦ୍ଧ ୧୦ ମାସରେ ପଂହଚିଲାଣି । ଏହା କମିବ ପରିବର୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ୟୁରୋପୀୟ ୟୁନିୟର ରିପୋର୍ଟ ଅନୁସାରେ ରୁଷ ପୁନର୍ବାର କୀଭ ଉପରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ସେଥିପାଇଁ ୨ ଲକ୍ଷ ସେନା ପ୍ରସ୍ତୁତ ରହିଛି । ୨୦୨୩ ଆରମ୍ଭରେ…

ସିଗାରେଟ୍, ତମାଖୁ ବ୍ୟାନ କଲା ଦିଲ୍ଲୀ ଏମ୍ସ: ଖିଲାପକାରୀ ଦେବେ ଜରିମାନା

ନୂଆଦିଲ୍ଲୀ: ଡାକ୍ତର ହେଉ ଅବା ରୋଗୀ କିମ୍ୱା କର୍ମଚାରୀ ସମସ୍ତଙ୍କ ପାଇଁ ଦିଲ୍ଲୀ ଏମ୍ସ ଭିତରେ ଲାଗିଲା କଟକଣା । ଏମ୍ସକୁ ସିଗାରେଟ ଓ ଗୁଟଖା ନେଇ ଯିବେ ନାହିଁ ଏମାନେ । ଯଦି ନିୟମ ଖିଲାପ କରନ୍ତି, ତେବେ ଲାଗିବ ଜରିମାନା । ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯିବ । ଏନେଇ ନେଇ ଜାରି କରିଛି…

ବ୍ୟାନ ସତ୍ତ୍ୱେ ମିଳୁଛି ମଦ, ଗଲାଣି ୫୩ ଜଣଙ୍କ ଜୀବନ

ପାଟଣା: ବିହାରରେ ମଦ ବନ୍ଦ । କିନ୍ତୁ ପ୍ରତିବର୍ଷ ବିଷାକ୍ତ ମଦ ପିଇ ଅନେକ ଜୀବନ ଯାଉଛି । ସାରଣ ଜିଲ୍ଲାର ଛପରାରେ ବିଷାକ୍ତ ମଦ ପାଇଁ ଏବେ ଯାଏ ୫୩ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ହସ୍ପିଟାଲ୍ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ବେହରୌଲି ଗାଁରେ ୧୧ ଜଣଙ୍କ ମୃତ୍ୟୁ ମଦ ପିଇବାରୁ…

ପଠାନ୍ ଝଡ଼କୁ ନେଇ କିଙ୍ଗ ଖାନଙ୍କ ସମର୍ଥନରେ ସାଉଥ୍ ଷ୍ଟାର କହିଲେ, ‘କିଛି ବି ହେଇଯାଉ ଆମେ ସକରାତ୍ମକ ରହିବୁ’

ନୂଆଦିଲ୍ଲୀ: ପଠାନ୍ ଫିଲ୍ମରେ ଦୀପିକା ପାଡୁକୋନଙ୍କ ପୋଷାକକୁ ନେଇ ବିରୋଧ ଜାରି ରହିଛି । ଫିଲ୍ମର ଗୀତ ‘ବେଶର୍ମ ରଙ୍ଗ’ ଗୀତ ଓ ଦୀପିକାଙ୍କ ଲୁକ୍ କୁ ଖୁବ୍ ନିନ୍ଦା କରାଯାଉଛି । ଏପରିକି ତାଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗର ସମର୍ଥକ କୁହାଯାଇଛି । ମଧ୍ୟପ୍ରଦେଶରେ ଫିଲ୍ମ ରିଲିଜ୍ ଉପରେ ରୋକ୍…

ସିଧା ଟାର୍ଗେଟ କଲେ ଜୟଶଙ୍କର: UNSC ରେ କହିଲେ ଆତଙ୍କବାଦର କେନ୍ଦ୍ରସ୍ଥଳ ପାକିସ୍ତାନ

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର । ଆତଙ୍କବାଦକୁ ନେଇ ଦୁଇ ପଡୋଶୀକୁ କଡ଼ା ଭର୍ତ୍ସନା କରିଛନ୍ତି । ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ପ୍ରତି ଆତଙ୍କବାଦ ଏକ ବିପଦ । ଆତଙ୍କବାଦର କେନ୍ଦ୍ରସ୍ଥଳ ସକ୍ରିୟ ରହିଛି । ଚୀନ ଓ ଏହାର ଘନିଷ୍ଠ ମିତ୍ର…