Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଚାରପତି ଅଭାବକୁ ନେଇ କଲେଜିୟମକୁ କେନ୍ଦ୍ର ଆଇନ ମନ୍ତ୍ରୀ ଦାୟୀ କରିବା ପରେ ବଦଳିବ କି ସିଷ୍ଟମ?

ଦିଲ୍ଲୀ: ଦେଶରେ ବିଚାରପତିଙ୍କ ଅଭାବକୁ ନେଇ ସବୁବେଳେ କେନ୍ଦ୍ର ଓ ସୁପ୍ରିମକୋର୍ଟ ମୁହାଁମହିଁ ହୋଇଛନ୍ତି । ଗତକାଲି ସଂସଦରେ ବି  ବିଚାରପତି ଅଭାବ ପ୍ରସଙ୍ଗ ଉଠିଛି । ସମ୍ୱିଧାନ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବିଚାରପତିଙ୍କ ସଂଖ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ । ତାଙ୍କ ଭାଷଣରେ…

‘ଅଣ ବିଜେପି ଶାସିତ ରାଜ୍ୟ ତେଲ ଉପରୁ ଭାଟ୍ ହ୍ରାସ କରିନାହାନ୍ତି’

ନୂଆଦିଲ୍ଲୀ: ଅଣ-ବିଜେପି ଶାସିତ ଛଅଟି ରାଜ୍ୟ ପେଟ୍ରୋଲିୟମ ଉତ୍ପାଦ ଉପରେ ଭାଟ୍ ହ୍ରାସ କରିନାହାଁନ୍ତି। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲ ଏହି ରାଜ୍ୟରେ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ଏହି ରାଜ୍ୟଗୁଡ଼ିକରେ ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ ଏବଂ ଝାଡଖଣ୍ଡ।…

ଜେଡିୟୁ-ଆରଜେଡି ମଧ୍ୟରେ ମିଶ୍ରଣ ହେବ କି?

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଅର୍ଥାତ୍ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ 2025 ବିଧାନସଭା ନିର୍ବାଚନ ଲଢିବ। ଏହାପରେ ଜେଡିୟୁ ଓ  ଆରଜେଡିର ମିଶ୍ରଣକୁ ନେଇ…

ଦୁଷ୍କର୍ମ ପରେ ଆଠ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା !

ରାୟପୁର: ଛତିଶଗଡ ରାଜଧାନୀ ରାୟପୁରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକାକୁ ଅପହରଣ ଓ ପରେ ଦୁଷ୍କର୍ମ କରିବା ପରେ ଜଣେ ଆଠ ବର୍ଷର ଝିଅର ମୃତ୍ୟୁ ଘଟିଛି। ଏବଂ ଏହା ହତ୍ୟା ହୋଇଥିବା ଅଭିଯୋଗରେ ଜଣେ ଗିରଫ ହୋଇଛି। ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଡିସେମ୍ବର ୭…

ନୂଆ ବ୍ୟବସ୍ଥା ନହେବା ଯାଏ ବିଚାରପତିଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିବ: ଆଇନମନ୍ତ୍ରୀ

ନୂଆଦିଲ୍ଲୀ: କୋର୍ଟରେ ବିଚାରପତି ନିଯୁକ୍ତିର ବର୍ତ୍ତମାନର କଲେଜିୟମ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ଯଦିଓ ସୁପ୍ରିମକୋର୍ଟର ବିଚାରପତି ଏ ଦିଗରେ ନିରବ ରହିଛନ୍ତି ହେଲେ ଏହି ପ୍ରସଙ୍ଗରେ ଶୁଣାଣି ବେଳେ ବିଚାରପତି କହିସାରିଛନ୍ତି କଲେଜିୟମ ବ୍ୟବସ୍ଥାକୁ…

ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି ପ୍ରିୟ ବନ୍ଧୁ ତାଲିବାନ, ୧୧ ମୃତ

କରାଚୀ:ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି ତାର ପ୍ରିୟ ବନ୍ଧୁ ତାଲିବାନ । ଯାହାକୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ସୀମା ନିକଟରେ ୩/୪ ଦିନ ହେବ ତୀବ୍ର ଉତେଜନା ଲାଗି ରହିଛି । ଏହି ସଂଘର୍ଷରେ ୧୧ ପାକିସ୍ତାନୀ ଓ ଜଣେ ଆଫଗାନୀଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ…

ଫ୍ଲିପକାର୍ଟ ଓ ଆମାଜନକୁ ମହିଳା କମିଶନଙ୍କ ନୋଟିସ୍

ନୂଆଦିଲ୍ଲୀ: ଅନଲାଇନରେ ଏସିଡ୍ ବିକ୍ରି ନିଷେଧ ରହିଛି । ତଥାପି ଇ କମର୍ସ ସଂସ୍ଥା ଅନଲାଇନରେ ଏହି ଜୀବନହାନି କାରକ ଏସିଡକୁ ବେଧଡ଼କ ବିକ୍ରି କରୁଛନ୍ତି । ଦିଲ୍ଲୀରେ ୧୭ ବର୍ଷର ସ୍କୁଲ୍ ଛାତ୍ରୀଙ୍କ ଉପରେ ୩ ଯୁବକ ଏସିଡ୍ ଫିଙ୍ଗିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ମହିଳା କମିଶନ…

ପଳାତକ ନୀରବ ମୋଦିଙ୍କ ଶେଷ ଆବେଦନ ଖାରଜ, ସଫା ହେଲା ଭାରତ ପ୍ରତ୍ୟର୍ପଣ ରାସ୍ତା

ଲଣ୍ଡନ: ମନି ଲଣ୍ଡ୍ରଂ ଅଭିଯୋଗ ଆସିବା ପରେ ନୀରବରେ ଓ ଚୁପଚାପରେ ଭାରତରୁ ଖସି ପଳାଇଥିବା ହୀରା ବ୍ୟବସାୟୀ ଏବେ ସମ୍ପୂର୍ଣ୍ଣଭାବେ ଫସିଲେ । ଗୁରୁବାର ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟ ନୀରବଙ୍କ ଭାରତ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଶେଷ ଆବେଦନକୁ ଖାରଜ କରିଦେଇଛନ୍ତି । ନୀରବ ଏବେ ମାନସିକ…

ବାହାହେବାକୁ ଯାଉଥିବା ବର ଶିଶୁପାଳ ହୋଇ ଫେରିଲା ଘର

ଉନ୍ନାଉ : ଚାଲିଥିଲା ବାହାଘର । ଫୁଟୁଥିଲା ବାଣ, ବାଜୁଥିଲା ବାଜା ବାହାହେବାକୁ ବି ରେଡି ବି ଥିଲା ବର ହେଲେ ବରକୁ ମହଙ୍ଗା ପଡ଼ିଲା ମଦ୍ୟପାନ । ବିବାହ ବେଦୀରେ ବାହା ହେବା ପାଇଁ ମନା କରିଦେଲା କନିଆ । ଫଳରେ ଶିଶୁପାଳ ହୋଇ ଘରକୁ ଫେରିଥିଲା ବର । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର…

ଓଡ଼ିଆଙ୍କ ପାଇଁ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ଦାବି କଲେ ବିଜେପି ସାଂସଦ ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ/ଭୁବନେଶ୍ୱର:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ସାଂସଦ ପ୍ରତିନିଧି ମଣ୍ଡଳୀ ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଭେଟିଛନ୍ତି ।  ଓଡ଼ିଶାରେ…