Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗ୍ରାଣ୍ଡ ରିସେପ୍ସନ୍‌ ପାର୍ଟି ଦେଲେ ବଲିଉଡର କ୍ୟୁଟ କପଲ୍‌ ସିଡ-କିଆରା

ନୂଆଦିଲ୍ଳୀ: ବଲିଉଡର କ୍ୟୁଟ୍‌ କପଲ୍‌ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ । ଦୁହେଁ ୭ ଫେବୃଆାରୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି  । ରାଜସ୍ଥାନର ଜୟସଲମର ସୂର୍ଯ୍ୟଗଡ଼ ପ୍ୟାଲେସରେ ରାଜକୀୟ ଠାଣିରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି । ବିବାହ ପରେ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା…

ଲିଥିୟମ ଉପରେ ଆତଙ୍କବାଦୀଙ୍କ ନଜର; ଆକ୍ରମଣ ପାଇଁ ଦେଲେ ଧମକ

ଶ୍ରୀନଗର: କିଛିଦିନ ତଳେ ଜାମ୍ମୁ କାଶ୍ମୀରରେ ଲିଥିୟମ ମିଳିବା ନେଇ ଖବର ପ୍ରକାଶ ପାଇଥିଲା। ଏହାପରେ ସାରା ଦେଶରେ ଖୁସିର ମାହୋଲ ଦେଖାଦେଇଥିଲା। ଆମ ଦେଶରୁ ଲିଥିୟମ ମିଳିଲେ ଚୀନ ଉପରେ ନିର୍ଭରଶୀଳତା କମିବ। ଦେଶରେ ଇଭି ଓ ମୋବାଇଲ୍‌ର ଶସ୍ତା ହେବ ବୋଲି କୁହାଯାଉଥିଲେ। ହେଲେ ଏହା ଉପରେ ଏବେ…

ରାତି ୧୦ ପରେ ଫୁଟିବନି ବାଣ କି ବାଜିବନି ଡିଜେ; ସରକାରୀ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: ବାହାଘର ହେଉ ବା କୌଣସି ଉତ୍ସବ ରାତି ୧୦ଟା ପରେ ଫୁଟିବନି ବାଣ କି ବାଜିବନି ଡିଜେ। ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। କାରଣ ରାଜ୍ୟରେ ସେକେଣ୍ଡାରି ବୋର୍ଡ ପରୀକ୍ଷା ରହିଛି। ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ହେବ ବୋଲି ଏଭଳି କଡ଼ା…

କୋଟିପତି କୁକୁର : ଅୟସରେ କାଟୁଛି ଦିନ

ମଣିଷ କୋଟିପତି ହେବା ଶୁଣିଥିବେ ବା ଦେଖିଥିବେ । କିନ୍ତୁ ଗୋଟେ କୁକୁର କୋଟିପତି ହେବା ଶୁଣିଛନ୍ତି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ ଯେ, ଇଟାଲିର ଗୋଟେ କୁକୁର ୬୫୫ କୋଟି ଟଙ୍କାର ମାଲିକ । ଏହାର ଅୟସ ଜୀବନକୁ ଦେଖିଲେ ଯେକୌଣସି ମଣିଷ ଇର୍ଷା କରିବ । ଏବେ ସେ ଦୁନିଆର ସବୁଠୁ…

ଡାକ୍ତରଖାନାରେ ଭର୍ତି ହେଲେ ବାବୁଲ ସୁପ୍ରିୟୋ

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲା । ଇସିଜିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଥିବା ବେଳେ ତାଙ୍କର ଇକୋକାର୍ଡିୟୋଗ୍ରାଫି…

ଗୋ ଆଲିଙ୍ଗନ ଦିବସ ନିଷ୍ପତ୍ତିକୁ ମମତାଙ୍କ ତାତ୍ସଲ୍ୟ; ଗାଈକୁ ଆଲିଙ୍ଗନ କଲେ ଯଦି ସିଙ୍ଗ ଭୁସି ଦେଲା…

କୋଲକାତା: ୨୦୨୪ ନିର୍ବାଚନକୁ ପାଖେଇ ଆସୁଥିବାରୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ଟିଏମ୍‌ସି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ଯାଇ ମମତା ସରକାଙ୍କୁ ଟାର୍ଗେଟ୍ କରିଥିଲେ। ମମତାଙ୍କ ସରକାର ଦୁର୍ନୀତିଗ୍ରସ୍ତ…

ଅଜବ ଗାଁ, ଅଜବ ନାଁ

ଅନେକ ସମୟରେ ନିଜ ନବଜାତକ ସନ୍ତାନର ନାମକରଣ ପାଇଁ ଚିନ୍ତାରେ ପଡ଼ିଥାନ୍ତି ପରିବାରବର୍ଗ । କାରଣ ସମୟ ବଦଳିବା ସହିତ ପିଲାଙ୍କ ନାମ ପାରମ୍ପରିକ ଧାରାରେ ନ ରଖି ଆଧୁନିକତା ସହ ଯୋଡ଼ି ରହିଥିବା ନାମ ରଖିବାକୁ ଚାହାଁନ୍ତି ଅନେକ ଦମ୍ପତ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଭାରତରେ…

ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ; ଖୁଚୁରା ମୁଦ୍ରାସ୍ଫୀତି ୬.୫୨ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ। ପୁଣି ବଢ଼ିଲା ମୁଦ୍ରାସ୍ଫୀତି। ଜାନୁଆରୀ ୨୦୨୩ରେ ଖୁଚୁରା ମୁଦ୍ରାସ୍ଫୀତି  ୬.୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଆକଳନ ଠାରୁ ବି ଅଧିକ। ଏହା ପୂର୍ବରୁ ୨୦୨୨ ଡିସେମ୍ବର ମାସରେ ମୁଦ୍ରାସ୍ଫୀତି ୫.୭୨ ପ୍ରତିଶତ ରହିଥିଲା। ସେହିପରି ୨୦୨୨…

ଘର କାନ୍ଥରେ ଝୁଲି ମାଙ୍କଡ କଲେ ହରତାଳ; ଭିଡ଼ିଓ ଭାଇରାଲ

ଜଙ୍ଗଲ ଧ୍ୱଂସ ହେବା କାରଣରୁ ଖାଦ୍ୟ ଅନ୍ୱେଷଣରେ ଅନେକ ପଶୁପକ୍ଷୀ ଗାଁ ବା ସହରମୁହାଁ ହେଉଛନ୍ତି । ଫଳରେ ଲୋକଙ୍କର ଅନେକ କ୍ଷୟକ୍ଷତି ମଧ୍ୟ କରୁଛନ୍ତି । ସେଥିମଧ୍ୟରୁ ମାଙ୍କଡ଼ଙ୍କ ଉତ୍ପାତ ନ କହିବା ଭଲ । ଏହା ଏବେ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ଏବେ ଦେଖାଦେଉଛି ଖାଦ୍ୟ ନ ପାଇବା କାରଣରୁ…