Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୦୪-୨୦୧୪ ବିଫଳ ଦଶନ୍ଧୀ ଥିଲା: ସବୁ ସୁଯୋଗକୁ କଂଗ୍ରେସ ବିପଦରେ ପରିଣତ କରିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସଂସଦରେ ଭାଷଣ ବେଳେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ୨୦୦୪ ଠାରୁ ୨୦୧୪ ପର୍ଯ୍ୟନ୍ତ ବିଫଳତାର ଦଶନ୍ଧୀ ଥିଲା ବୋଲି ମୋଦୀ କହିଛନ୍ତି। କଂଗ୍ରେସ ସରକାର ସମୟରେ ଆସିଥିବା ପ୍ରତି ସୁଯୋଗକୁ ଦଳ ବିପଦରେ ପରିଣତକ କରିଦେଇଛି। ହେଲେ ଆଜି ସାରା ବିଶ୍ୱ ଭାରତର…

ଜମଜ ସନ୍ତାନଙ୍କ ଗାଁ କୋଡ଼ିନ୍ନି

ଡ଼ାକ୍ତରୀ ଗବେଷଣା ଅନୁସାରେ ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରେ ୪ଟି ଜମଜ ସନ୍ତାନ ଜନ୍ମ ହୋଇଥାନ୍ତି । ଏହା ପ୍ରକୃତିର ବୈଚିତ୍ର । ହେଲେ କେରଳରେ ଏମିତି ଏକ ଗାଁ ଅଛି ଯେଉଁଠି ପ୍ରତି ୧ ହଜାରରେ ୪୫ଟି ଜମଜ ସନ୍ତାନ ଜନ୍ମ ହୋଇଥାନ୍ତି । ସ୍ଥଳବିଶେଷରେ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ । ଏହାର…

୬୩ ବର୍ଷ ବୟସରେ ମହିଳାଙ୍କ ବଡ଼ି ବିଲ୍ଡିଂ

ନିଜକୁ ଫିଟ୍ ରଖିବା ପାଇଁ କିଏ ବା ନ ଚାହେଁ । କିନ୍ତୁ ସମସ୍ତଙ୍କୁ ଏଥିରେ ସମୟ ଓ ସଫଳତା ମିଳେ ନାହିଁ । ଆଉ ଯଦି ମହିଳାମାନଙ୍କ କଥା କୁହାଯାଏ ତାହାହେଲେ ସେମାନେ ସବୁଠାରୁ ଅଧିକ ନିଜକୁ ଅବହେଳା କରିଥାନ୍ତି । ଏହାର କାରଣ ହେଲା ଘର ପରିବାର ଓ କର୍ମଜୀବୀ ହୋଇଥିଲେ ଚାକିରିକୁ ଗୁରୁତ୍ୱ ଦେଇ ନିଜ…

ଭୂମିକମ୍ପ ପରେ ତୁର୍କୀରେ ଫସିଛନ୍ତି ୧୦ ଭାରତୀୟ, ଜଣେ ନିଖୋଜ

ନୂଆଦିଲ୍ଲୀ: ତୁର୍କୀରେ ଭୟଙ୍କର ଭୂମିକମ୍ପ ପରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୱାର୍କ ଭିଜିଟରେ ତୁର୍କୀ ଯାଇଥିବା ଜଣେ ଭାରତୀୟ ନିଖୋଜ ଥିବା ଜଣାପଡ଼ିଛି । ଭୂମିକମ୍ପରେ ତୁର୍କୀରେ ପ୍ରାୟ ୮ ହଜାର ୫୦୦ରୁ ଅଧିକ ଲୋକ ଜୀବନ ହରାଇଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ,…

କେବଳ ଆମେରିକା ନୁହେଁ ଚାଇନାର ଗୁଇନ୍ଦା ବେଲୁନ ଭାରତକୁ ବି ଟାର୍ଗେଟ କରିଥିଲା: ରିପୋର୍ଟ

ନୂଆଦିଲ୍ଲୀ: ଯଦିଓ ଆମେରିକାର ଏଫ-୨୨ ଫାଇଟର ଜେଟ୍ ସାହାଯ୍ୟରେ ଆକାଶରେ ଉଡୁଥିବା ଚାଇନାର ଗୁଇନ୍ଦା ବେଲୁନକୁ ଆମେରିକା ନଷ୍ଟ କରିଦେଇଛି। ହେଲେ ଏହାକୁ ନେଇ ଏବେ ଆଉ କିଛି ରିପୋର୍ଟ ପ୍ରକାଶ ପାଇଛି। ଯାହା ଭାରତ ସମେତ ଅନ୍ୟ ଦେଶ ପାଇଁ ଉଦ୍ଦିଷ୍ଟ। ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଭାରତ…

ଟୁଥ୍‌ପେଷ୍ଟ ଟ୍ୟୁବ୍‌ରେ ରଙ୍ଗୀନ ପଟିର ରହସ୍ୟ

ଟୁଥ୍‌ପେଷ୍ଟ ଟ୍ୟୁବ୍‌ରେ ଥିବା ରଙ୍ଗୀନ ଚିହ୍ନକୁ ନେଇ ଭିନ୍ନ ଭିନ୍ନ ମତ । ଅନେକଙ୍କ ମତରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟୁଥପେଷ୍ଟର ଠିକ ତଳପଟେ ବିଭିନ୍ନ ରଙ୍ଗର ଛୋଟ ଛୋଟ ପଟି ଆକାରରେ ଚିହ୍ନ ଥାଏ । ଏହି ଚିହ୍ନ ସୂଚିତ କରେ ଯେ ଟୁଥପେଷ୍ଟକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହାର…

ଆଦାନୀ ଗ୍ରୁପକୁ ଆମେରିକା କୋର୍ଟକୁ ଡାକୁଛି ହିଣ୍ଡେନବର୍ଗ, ପୂର୍ବରୁ କ’ଣ ହୋଇଛି ପରିଣାମ ଜାଣନ୍ତୁ ଏହି…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଦାନୀ ଗ୍ରୁପ ବଡ଼ ଗଡ଼ବଡ଼ କରିଛି। ଜାଲିଆତି କରି ଆଦାନୀ ଗ୍ରୁପ ବ୍ୟବସାୟରେ ଉପରକୁ ଉଠିଛି। ଆମେରିକାର ହିଣ୍ଡେନବର୍ଗ କମ୍ପାନୀ ଏହି ରିପୋର୍ଟ ପ୍ରକାଶ କରିଛି। ଏହାପରେ ସାରା ଦେଶ ତଥା ବିଶ୍ୱରେ ଆଦାନୀ ଗ୍ରୁପକୁ ନେଇ ଚର୍ଚ୍ଚା ବଢ଼ିଛି। ଏହାପରେ ଆଦାନୀ ଗ୍ରୁପ…

ହୀନ ରାଜନୀତି ଛାଡୁନି ପାକିସ୍ତାନ: ୱାଘା ସୀମାରେ ୧୯୦ ହିନ୍ଦୁଙ୍କୁ ଅଟକାଇଲେ ପାକ ଅଧିକାରୀ

ଇସଲାମବାଦ: ଗୋଟିଏ ପଟେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଦେଶର ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଅନ୍ୟ ରାଷ୍ଟ୍ର ପାଖରେ ହାତ ପତଉଛି । ଦେଶ ଭିକାରୀ ହୋଇଗଲାଣି କହି ମୁଣ୍ଡ ପିଟୁଛନ୍ତି ପାକ ପ୍ରଧାନମନ୍ତ୍ରୀ  । ହେଲେ ଭାରତ ବିରୋଧୀ ବୟାନବାଜିରୁ କିନ୍ତୁ ଓହରି…

‘ଟିଭିରେ ଚମକିଲେ ମୋଦୀ ହେବେନି’

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ଅଭିଭାଷଣ ଦେଇ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ଏହାସହ ବିରୋଧୀଙ୍କ କଥାକୁ ଲୋକେ ବିଶ୍ୱାସ କରିବେ ନାହିଁ ବୋଲି କହିଛନ୍ତି। କିନ୍ତୁ ଯେଉଁମାନେ ଅହଙ୍କାରରେ ବଞ୍ଚିଥାନ୍ତି,…

ପୁଣି ଥରିଲା ତୁର୍କୀ: ରିକ୍ଟର ସ୍କେଲରେ ତୀବ୍ରତା ୪.୩

ଇସ୍ତାନବୁଲ:ଗୋଟିଏ ପରେ ଗୋଟିଏ ଝଟକା ତୁର୍କୀକୁ ମାଟିରେ ମିଶାଇ ଦେଲାଣି । ୪ ଥର ବଡ ଧରଣର ଭୂୂକମ୍ପ ପରେ ତୁର୍କୀ ଏବଂ ସିରିଆରେ ମୃତ୍ୟୁ ସଂଖ୍ୟା ୯ ହଜାର ପାର କରିଗଲାଣି । ଆହତଙ୍କ ସଂଖ୍ୟା ବି ୫୦ ହଜାର ପରେ । ଏହା ଭିତରେ ପୁଣି  ଭୂକମ୍ପ ଝଟକା ଅନୁଭୁତ ହୋଇଛି । ୟୁନାଇଟେଡ ଷ୍ଟେଟ…