Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବରଫ ଚାଦର ତଳେ ୟୁକ୍ରେନ ସୈନ୍ୟ, ମାଇନସ୍ ୬ ଡିଗ୍ରୀରେ ବି କର୍ତ୍ତବ୍ୟକୁ ଗୁରୁତ୍ୱ

କିଭ୍ : ରୁଷ ଆକ୍ରମଣ ପାଇଁ ଜାଗ୍ରତ ପ୍ରହରୀ ସାଜିଛନ୍ତି ୟୁକ୍ରେନ ସୈନ୍ୟ । ଦେଶ ସୁରକ୍ଷାରେ ନିୟୋଜିତ ଯବାନମାନଙ୍କୁ ପ୍ରବଳ ଥଣ୍ଡାରେ ବି କର୍ମକ୍ଷେତ୍ରରେ ରହିବାକୁ ପଡୁଛି । ଏଠି ତାପମାତ୍ରା ମାଇନସ୍ ୬ ଡିଗ୍ରୀ । ୟୁକ୍ରେନ ସୈନିକ ବଙ୍କର ଭିତରେ । ବରଫପାତ ସତ୍ତ୍ୱେ କର୍ତ୍ତବ୍ୟରୁ…

ମୋବାଇଲରୁ ଡିଲିଟ ଫଟୋ, ଭିଡିଓ ପାଇବେ କେମିତି ? ଜାଣନ୍ତୁ ସହଜ ଉପାୟ

ଆଜିକାଲି ସ୍ମାର୍ଟ ଫୋନର ବ୍ୟବହାର ଖୁବ ବଢିଗଲାଣି । ୟୁଜର୍ସ ଅତି ଜରୁରୀ ଫାଇଲକୁ ବି ନିଜ ସ୍ମାର୍ଟ ଫୋନରେ ଷ୍ଟୋର କରି ରଖିବା ଅଭ୍ୟାସରେ ପକାଇ ଦେଲେଣି । ତେବେ ସମସ୍ୟା ହେଉଛି, ଯଦି କେବେ ଫୋନ ଖରାପ ହୋଇ ଯାଏ ବା ହଜିଯାଏ ତେବେ କ’ଣ ହେବ ? ଷ୍ଟୋର ହୋଇଥିବା ଫାଇଲ ଏବଂ ଫଟୋ ମିଳିବ ତ…

ପାକିସ୍ତାନ ଆର୍ମି ମୁଖ୍ୟ ଦାୟିତ୍ୱ ନେଲେ ଜେନେରାଲ ଆସିମ ମୁନିର

ଇସଲାମାବାଦ୍: ପାକିସ୍ତାନର ୧୭ତମ ଆର୍ମି ଚିଫ୍ ହେଲେ ଆସିମ ମୁନିର । ଅବସରେ ନେଲେ ଜାବେଦ ବାଜଓ୍ୱା । ବ୍ୟାଟନ ଅଫ୍ କମାଣ୍ଡ ବା କମାଣ୍ଡ ଷ୍ଟିକ୍ ହସ୍ତାନ୍ତର କରିବା ପରେ ଆର୍ମି ମୁଖ୍ୟ ହୋଇଛନ୍ତି ଆସିମ ମୁନିର । ରାଓ୍ୱଲପିଣ୍ଡିରେ ସ୍ୱତନ୍ତ୍ର ଉତ୍ସବରେ କମାଣ୍ଡ ଷ୍ଟିକ୍ ହସ୍ତାନ୍ତର ହୋଇଛି ।…

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ତାୱାରେ ପିଟି ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ : ସ୍ୱାମୀ  ସ୍ତ୍ରୀ ସମ୍ପର୍କ ହେଉଛି ପବିତ୍ର ବନ୍ଧନ । ପ୍ରତ୍ୟେକ ଘରେ ସ୍ୱାମୀ  ସ୍ତ୍ରୀ ମଧ୍ୟରେ ଛୋଟ ମୋଟ ଝଗଡ଼ା ଲାଗି ରହିଥାଏ  । ତେବେ ଏହାରି ଭିତରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରିଛି ସ୍ବାମୀ  । ଏଭଳି ଅମାନବୀୟ ଘଟଣା ମୁମ୍ବାଇର ଭଣ୍ଡୁପରେ…

ଭାରତୀୟ ଏୟାରପୋର୍ଟରୁ ଗିରଫ ହେଲେ ପୂର୍ବତନ ରୁଷ ମନ୍ତ୍ରୀ

ଡେରାଡୁନ: ଭାରତରେ ଗିରଫ ହେଲେ ପୂର୍ବତନ ରୁଷ ମନ୍ତ୍ରୀ । ଡେରାଡୁନ ଏୟାର ପୋର୍ଟରୁ ଦିନ ତାଙ୍କୁ ଗିରଫ କରାଯାଇଛି । ରୁଷ ମନ୍ତ୍ରୀ ବିକ୍ଟର ସେମେନୋବ ରବିବାର ସନ୍ଧ୍ୟାରେ ଯଥେଷ୍ଟ ପ୍ରମାଣ ପତ୍ର ନ ଦେଇ ଏକ ସାଟେଲାଇଟ ଫୋନ ନେଇ ଏୟାରପୋର୍ଟ ଯାଇଥିବାରୁ  ତାଙ୍କୁ ଗିରଫ କରାଯାଇଛି । ଅନୁମତି…

ମଶା କାମୁଡିବାରୁ ୩୦ ଅସ୍ତ୍ରୋପଚାର, କୋମାରେ ରୋଗୀ

ମଶା କାମୁଡ଼ିବା ଦ୍ବାରା ଡେଙ୍ଗୁ, ମେଲେରିଆ ପରି ରୋଗ ହୋଇଥାଏ  । ହେଲେ  ମଶା କାମୁଡ଼ିବାରୁ  ୩୦ ଅପେରସନ ! ବିଶ୍ୱାସ ତ ହୁଏନି  । କିନ୍ତୁ କଥାଟା ସତ । ୩୦ ଅପରେଶନ ପରେ ବି ରୋଗୀ ଭଲ ହେଲେନି । ଶେଷରେ ପଡ଼ିଗଲେ  କୋମାରେ । ଘଟଣା ଘଟିଛି ଜର୍ମାନୀର ରୋଡରମାର୍କ ଅଞ୍ଚଳରେ । ଘଟଣାଟି…

ଅଜଣା ଗାଡ଼ି ଧକ୍କାରେ ୩ ସାମ୍ବାଦିକ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ସଲାମତପୁର ଥାନା ଅନ୍ତର୍ଗତ ଲମ୍ବାଖେଡାଠାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି   । ଦୁର୍ଘଟଣାରେ ପ୍ରେସ କ୍ଲବ ସଭାପତିଙ୍କ ସମେତ ତିନିଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି  । ସମ୍ବାଦିକ ମାନେ ଯାଉଥିବା ସମୟରେ ଏକ ଅଜଣାଗାଡ଼ି ଧକ୍କା ଦେଇଥିଲା ।…

୩୮ ବର୍ଷ ପରେ ଲାଭା ଉଦଗୀରଣ କଲା ହୱାଇର ଜ୍ୱାଳାମୁଖୀ

ହୱାଇ: ହୱାଇର ପୁରାତନ ଜ୍ୱାଳାମୁଖୀ ମାଉନା ଲାଓ ୩୮ ବର୍ଷ ଲାଭା ଉଦଗୀରଣ କରିଛି । ୟୁଏସ ଜିଓଲୋଜିକାଲ ସର୍ଭେ ଅନୁସାରେ ରବିବାର ରାତିରେ ଏ ନେଇ ସୂଚନା ମିଳି ସାରିଥିଲା । ସେଥିପାଇଁ ଏର୍ମଜେନ୍ସି କ୍ରୁକୁ ଆଲର୍ଟ ରଖାଯାଇଛି । ଲାଭା ଉଦଗୀରଣ ହେବା ପରେ କୌଣସି କ୍ଷୟ କ୍ଷତି ହୋଇ ନାହିଁ ।…

ଗୁଜରାଟର ନିଆରା ଗାଁ; ୧୯୮୩ରୁ ଗାଁରେ ଦଳ ଓ ପ୍ରଚାର ଉପରେ ଲାଗିଛି ରୋକ୍

ଗୁଜରାଟ: ଗୁଜରାଟରେ ଏପରି ଗାଁ ରହିଛି ଯେଉଁଠି ୧୯୮୩ ପରେ ହେଉନି ନିର୍ବାଚନୀ ପ୍ରଚାର । କୌଣସି ରାଜନୈତିକ ଦଳ ଓ ଦଳୀୟ ପ୍ରଚାରକୁ ବ୍ୟାନ କରାଯାଇଛି ଏଠାରେ। ଏମିତିକି ଭୋଟ୍ ପାଇଁ ହୋଇଛି କଡ଼ା ନିୟମ । ରାଜକୋଟସ୍ଥିତ ଏହି ଗାଁର ନାଁ ହେଉଛି ସମାଧିୟାଲା । ଯଦି କେହି ଭୋଟ୍ ନଦିଅନ୍ତି, ତେବେ…