Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜିଠୁ ସଂସଦର ବଜେଟ ଅଧିବେଶନ: ଆଦାନୀ, ବିବିସି ପ୍ରସଙ୍ଗରେ ସରକାରକୁ ଘେରିବେ ବିରୋଧୀ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ସୋମବାର ସରକାର ଏକ ସର୍ବଦଳୀୟ ବୈଠକ କରିଛନ୍ତି। ଏଥିରେ ବିରୋଧୀ ଦଳ ଆଦାନୀ ଗ୍ରୁପ୍, ଜାତି ଭିତ୍ତିକ ଗଣନା ଏବଂ ମହିଳା ସଂରକ୍ଷଣ ବିଲ୍ ପାସ୍ ପ୍ରସଙ୍ଗ ଉଠାଇଥିଲେ। ଏଥି ସହିତ ସଂସଦରେ ନିୟମ ଅନୁଯାୟୀ ପ୍ରତ୍ୟେକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ…

ଘରୋଇ ଟିଭି ଚ୍ୟାନେଲର ଲୋକସେବା କାର୍ଯ୍ୟକ୍ରମ ପାଇଁ ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତରେ ଟେଲିଭିଜନ ଚାନେଲର ଅପଲିଙ୍କିଙ୍ଗ ଓ ଡାଉନଲିଙ୍କିଙ୍ଗ ପାଇଁ ମାର୍ଗଦର୍ଶିକା’’ ଜାରି କରାଯାଇଛି। ଏହି ମାର୍ଗଦର୍ଶିକା ସହିତ ଅନ୍ୟାନ୍ୟ ନିୟମ ରହିଛି ଯାହାକୁ ପାଳନ କରିବା ଲାଗି ଘରୋଇ ଟିଭି ଚାନେଲମାନେ ଉତ୍ତରଦାୟୀ ରହିବେ ।…

ଧର୍ମାନ୍ତରୀକରଣ ଆଇନକୁ ବିରୋଧ କରି ହୋଇଥିବା ଆବେଦର ଶୁଣାଣି ଫେବ୍ରୁଆରୀ ୩କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ଧର୍ମାନ୍ତରୀକରଣ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଫେବ୍ରୁଆରୀ ୩କୁ ଘୁଞ୍ଚାଇଲେ କୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଆଜି ମାମଲାରେ ମତ ରଖିଥିଲେ।  ଧର୍ମାନ୍ତରୀକରଣ ଆଇନକୁ…

ଏପ୍ରିଲ ପହିଲାରୁ ରାସ୍ତାରେ ଗଡ଼ିବ ନାହିଁ ୯ ଲକ୍ଷ ପୁରୁଣା ସରକାରୀ ଗାଡ଼ି: ଗଡକରୀ

ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଏପ୍ରିଲ ୧ ରୁ ପନ୍ଦର ବର୍ଷରୁ ଅଧିକ ପୁରୁଣା ହୋଇଥିବା ୯ ଲକ୍ଷ ସରକାରୀ ଗାଡି ରାସ୍ତାରେ ଆଉ ଗଡିବ ନାହିଁ। ଏହି ଗାଡି ସ୍ଥାନରେ ନୂଆ ଗାଡି ଚାଲିବ। ଏହି ଗାଡିଗୁଡିକ କେନ୍ଦ୍ର ଏବଂ ରାଜ୍ୟ ସରକାର, ପରିବହନ…

ବିବିସି ଡକ୍ୟୁମେଣ୍ଟାରୀ ବିବାଦ, କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଆଇଏଲ

ନୂଆଦିଲ୍ଲୀ: ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ବିବିସି ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି। ଯେଉଁଥିରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ନେଇ ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ହୋଇଛି। କେନ୍ଦ୍ର ସରକାର ଏହି ଡକ୍ୟୁମେଣ୍ଟାରୀ ଉପରେ ରୋକ୍ ଲଗାଇଛି। ହେଲେ ଅନେକ ସ୍ଥାନରେ ବିଜେପି…

ଗଣତନ୍ତ୍ର ଦିବସ ପରେଡ୍‌: ଉତ୍ତରାଖଣ୍ଡର ପ୍ରଜ୍ଞାପନୀ ମେଢ଼ ନମ୍ବର ୱାନ୍‌

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପରେଡ୍‌ କରିଥିବା ପ୍ରଜ୍ଞାପନୀ ମେଢ଼ ପାଇଁ ସମ୍ମାନ ଘୋଷଣା ହୋଇଛି। ଉତ୍ତରାଖଣ୍ଡର ପ୍ରଜ୍ଞାପନୀ ମେଢ଼କୁ ଏଥିରେ ପ୍ରଥମ ସ୍ଥାନ ମିଳିଛି। ଏନେଇ ଖୁସୀ ବ୍ୟକ୍ତ କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ସେ ଟ୍ୱିଟ୍‌ କରି…

ସୂଚନା ଯୁଦ୍ଧ ଲଢ଼ୁଛି ବିବିସି: ମୋଦୀଙ୍କ ଉପରେ ଡକ୍ୟୁମେଣ୍ଟାରୀକୁ ଋଷର ସମାଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସିର  ଡକ୍ୟୁମେଣ୍ଟାରି ରିପୋର୍ଟକୁ ଋଷର ସମାଲୋଚନା। ବିବିସି ସୂଚନା ଯୁଦ୍ଧ ଲଢୁଛି ବୋଲି କହିଲେ ଋଷ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ମାରିଆ ଜାଖାରୋଭା। ଏନେଇ ସେ କହିଛନ୍ତି  “ମୁଁ ଆପଣଙ୍କୁ ଜଣାଇ ଦେବାକୁ ଚାହେଁ ଯେ ବିବିସି…

ମହିଳା ଭକ୍ତଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ, ଆସନ୍ତାକାଲି ଦଣ୍ଡ ଦେବେ କୋର୍ଟ

ଗାନ୍ଧୀନଗର: ମହିଳା ଭକ୍ତଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର(ଜାନୁଆରୀ ୩୦) ମାମଲାରେ ଶୁଣାଣି କରି ଗୁଜରାଟ ଗାନ୍ଧୀନଗର କୋର୍ଟ ଆଶାରାମ ବାପୁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୩ ସୁରତର ଦୁଇ ଭଉଣୀଙ୍କୁ ଦୁଷର୍ମ ଅଭିଯୋଗରେ ଗାନ୍ଧୀନଗର ସେସନ…

ଗୋରଖନାଥ ମନ୍ଦିରରେ ଆକ୍ରମଣ ଘଟଣା: ଦୋଷୀକୁ ମୃତ୍ୟୁ ଦଣ୍ଡ ଦେଲେ କୋର୍ଟ

ନୂଆଦିଲ୍ଲୀ: ଗତବର୍ଷ ଗୋରଖନାଥ ମନ୍ଦିରରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରି ଧରାପଡ଼ିଥିବା ଅପରାଧି ଅହମଦ ମୁର୍ତାଜା ଆବ୍ବାସୀକୁ ଫାଶୀ ଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ। ଏ ନେଇ ସୂଚନା ଦେଇଛନ୍ତି ଏଡିଜି(ଲ୍ ଆଣ୍ଡ ଅର୍ଡର) ପ୍ରଶାନ୍ତ କୁମାର। ଆଇପିସି ଧାରା ୧୨୧…

ଶସ୍ତାରେ ମିଳୁଛି କାଜୁ : କିଲୋ ପିଛା ୩୦

ଜାମତରା : ଆପଣମାନେ ଜାଣିଥିବେ କାଜୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଆଉ ଏହାକୁ ପିଲାଠୁ ବୃଦ୍ଧା ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏହାକୁ କିଣିବା ଏତେ ସହଜ ନୁହେଁ। କାରଣ ଏହାର ଦାମ୍‌ ବଜାରରେ କିଲୋଗ୍ରାମ ପ୍ରତି ୮୦୦ରୁ ୧୦୦୦ ଟଙ୍କାରେ ବିକ୍ରି ହୋଇଥାଏ। ଧନୀ…