Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହିସବୁ ଦେଶରେ ଗଡ଼ିନାହିଁ ଟ୍ରେନ, ଭାରତର ପଡ଼ୋଶୀ ମଧ୍ୟ ଲିଷ୍ଟରେ ସାମିଲ

ନୂଆଦିଲ୍ଲୀ : ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଆମେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରିଥାଉ । କାରଣ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଫ୍ଳାଇଟ ପରେ ଲୋକେ ଟ୍ରେନ ଉପରେ ହିଁ ନିର୍ଭର କରିଥାନ୍ତି.. ସେମିତିରେ ଫ୍ଳାଇଟରେ ଯିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ । କାରଣ ଏଥିରେ ଅଧିକ…

ସୋସିଆଲ୍ ପ୍ରୋଗ୍ରେସ ଇଣ୍ଡେକ୍ସରେ କେଉଁ ରାଜ୍ୟକୁ କେଉଁ ଟାୟାର, ଇଏସି-ପିଏମ୍ ତଥ୍ୟ ଜାରି

ନୂଆଦିଲ୍ଲୀ : ସମାଜରେ ଲୋକେ କିପରି ରହୁଛନ୍ତି, କେତେ ସୁଯୋଗ ପାଉଛନ୍ତି ସେସବୁକୁ ବି ଜାତୀୟ ସ୍ତରରେ ନିର୍ଦ୍ଧାରଣ କରାଯାଉଛି । ଏପରି ଅଭିଯାନ ଚଳାଇଛି ଇକୋନମିକ ଆଡଭାଇଜରି କାଉନସିଲ – ପ୍ରାଇମ ମିନିଷ୍ଟର ବା EAC-PM । ଆଜି EAC-PM ରାଜ୍ୟ ଓ ଜିଲ୍ଲାଗୁଡିକର ସୋସିଆଲ ପ୍ରୋଗ୍ରେସ ଇଣ୍ଡେକ୍ସ…

ଆପଠାରୁ ୯୭କୋଟି ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ଏଲଜି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଓ ଦିଲ୍ଲୀ ଏଲଜିଙ୍କ ମଧ୍ୟରେ ଥିବା ସମ୍ପର୍କକୁ କିଏ ବା ନ ଜାଣେ । ମଙ୍ଗଳବାର ଏଲଜି ବିନୟ କୁମାର ସକ୍ସେନା ଆପଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ବିଜ୍ଞାପନ ନାମରେ ଆପ ଦଳୀୟ ପ୍ରଚାର କରିଥିବା…

ଚତୁର୍ଥ ଶ୍ରେଣୀ ଛାତ୍ରକୁ ପିଟିପିଟି ଛାତରୁ ଫୋପାଡ଼ିଦେଲା ଶିକ୍ଷକ

ବେଙ୍ଗାଲୁରୁ : କର୍ଣ୍ଣାଟକ ସ୍କୁଲରୁ ଆସିଛି ସଇତାନ ଶିକ୍ଷକଙ୍କ ନୃଶଂସତା । ଛାତ୍ରକୁ ପିଟି ପିଟି ମନ ବୁଝିଲାନି ଯେ ଛାତରୁ ତଳକୁ ଫୋଡ଼ିଦେଲେ ଶିକ୍ଷକ  । ଆଉ ଶେଷରେ ଛାତ୍ରଙ୍କ ଜୀବନ ନେଇଗଲେ ଶିକ୍ଷକ । ଏଭଳି ଘଟଣା କର୍ଣ୍ଣାଟକର ଗଡାଗ ଜିଲ୍ଲା ହାଡଲିନ ଗ୍ରାମର ମଡେଲ ହାୟର ପ୍ରାଇମେରୀ…

ଘୃଣା ବଜାରରେ ପ୍ରେମ ଦୋକାନ ଖୋଲିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆାଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେତେବେଳେ ଭାରତ ଯୋଡ ଯାତ୍ରା କାର୍ଯ୍ୟକ୍ରମକୁ ନେଇ ତ କେତେବେଳେ ଚୀନ ସମ୍ପର୍କରେ ବୟାନ ଦେଇ । ରାହୁଲଙ୍କର ବିବଦୀୟ ବୟାନକୁ ନେଇ ବିଜେପି ତାଙ୍କୁ ତୀବ୍ର ସମାଲୋଚନା କରିଥିଲା । ଏପରିକି ସଂସଦରେ…

ବର୍ଦ୍ଦି ପିନ୍ଧି ‘ମେରା ବଲମା’ ଗୀତରେ ଠୁମକା ଲଗାଇଲେ ଥାନାବାବୁ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ‘ମେରା ବଲମା’ ଗୀତରେ ଠୁମକା ଲଗାଇଲେ ଥାନାବାବୁ । ଗୀତର ତାଳେ ତାଳେ ନିଜେ ଝୁମିଲେ ଏବଂ ଅନ୍ୟମାନଙ୍କୁ ଝୁମାଇଲେ  । ସେ ପୁଣି ପୋଲିସ ବର୍ଦ୍ଦି ପିନ୍ଧିଥିବା ବେଳେ  । ପୋଲିସ ବାବୁଙ୍କ ଏହି ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଏଭଳି କିଛି ଦୃଶ୍ୟ ଦିଲ୍ଲୀରେ…

୫ଟି ରାଜ୍ୟରେ ଶୀତଲହରୀ ଆଲର୍ଟ, ଘନକୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୨୫ ମିଟରରୁ ବି କମ୍

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ହାଡ଼ଭଙ୍ଗା ଶୀତ । ବିଶେଷ କରି ଦିଲ୍ଲୀ, ପଞ୍ଜାବ ଓ ହିମାଚଳପ୍ରଦେଶ ସମେତ ଉତ୍ତର ଭାରତର ଅନେକ ରାଜ୍ୟଗୁଡିକରେ ପାରଦ ଲଗାତାର ତଳକୁ ଖସୁଛି । ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଅନେକ ସ୍ଥାନର ଦୃଶ୍ୟମାନ ଦୂରତା ୧୦୦ ମିଟର ଥିବା ବେଳେ କେତେକ ସ୍ଥାନରେ…

ଭାରତୀୟ ଯବାନଙ୍କ ଗୁଳିରେ ୩ ଏଲ୍ଇଟି ଆତଙ୍କୀ ନିପାତ

ଜମ୍ମୁ: ଜମ୍ମୁ କାଶ୍ମୀରରେ ୩ ଆତଙ୍କବାଦୀ ନିପାତ । ଆଜି ସକାଳୁ ସୋପିଆଁ ଠାରେ ସୁରକ୍ଷାବଳ ଗୁଳିରେ ଟଳିଲେ ଲସ୍କର-ଏ-ତୋଇବାର ୩ ଆତଙ୍କୀ । ସୋପିଆଁ ଠାରେ ସୁରକ୍ଷାବଳଙ୍କ ସହିତ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଥିଲା । ମୁଞ୍ଝ ମାର୍ଗ ସହ ପୂରା ଅଞ୍ଚଳରେ ନାକାବନ୍ଦୀ, ଖାନତଲାସୀ କରୁଛି ପୋଲିସ ।…

ଆଧୁନିକ ଫିଲ୍ମରେ ଭୌତିକ ଜୀବନର ଅନୁଭବ ଦେଉଛି ‘ଅବତାର: ଦ ଓ୍ୱେ ଅଫ୍ ଓ୍ୱାଟର’

ନୂଆଦିଲ୍ଲୀ : ‘ଅବତାର: ଦ ଓ୍ୱେ ଅଫ୍ ଓ୍ୱାଟର’ । ଏକ ଆଧୁନିକ ଫିଲ୍ମ ହେଲେ ବି ଜଳରାଶି ଭିତରେ ଜୀବମାନଙ୍କର ଜୀବନଶୈଳୀକୁ ବଖାଣୁଛି । କାହାଣୀରେ ମଣିଷ ନିଜକୁ ସମ୍ପୃକ୍ତି କରୁଛି । ସିନେମା ହଲରେ ଅନେକ ଭିଡ଼ ଦେଖିବାକୁ ମିଳୁଛି । ଅବତାର-୧ରେ ପେଣ୍ଡୋରା ଆୟାର୍ଲାଣ୍ଡର ନିଆରା ଓ ରହସ୍ୟମୟ…

ଜାନୁଆରୀ ୨୫ରୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ ଆରମ୍ଭ ହେବ

ନୂଆଦିଲ୍ଲୀ: ରେଳବାଇର ଭାରତ ଗୌରବ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟକ ଟ୍ରେନ ଜାନୁଆରୀ ୨୫ରୁ ଆରମ୍ଭ ହେବ। ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ଓ ଐତିହ୍ୟସ୍ଥଳୀ ପରିଦର୍ଶନ କରିବେ। ପୁରୀର ଜଗନ୍ନାଥ ମନ୍ଦିର ବ୍ୟତୀତ ଝାଡ଼ଖଣ୍ଡର ପ୍ରାଚୀନ…