Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୪୮ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ପିକନିକ୍ ବସ୍ ଓଲଟି ପଡ଼ିଲା, ୨ ଛାତ୍ରଙ୍କର ମୃତ୍ୟୁ

ରବିବାର: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ସ୍କୁଲ ଛାତ୍ରଛାତ୍ରୀ ଭର୍ତ୍ତି ବସ୍ ଓଲଟି ପଡିଛି। ରାୟଗଡର ଖୋପୋଲି ପୋଲିସ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ବସରେ ମୋଟ୍ ୪୮ ଜଣ ଛାତ୍ରଛାତ୍ରୀ ଥିଲେ। ବସଟି ଓଲଟି ପଡିବାରୁ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨ ଜଣ…

ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିର ‘ଗର୍ଜନ’ ପରେ ପଲଟିପାରନ୍ତି ଆପ୍ ବିଧାୟକ

ସୁରଟ: ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପିର ଜବରଦସ୍ତ ପ୍ରଦର୍ଶନ ପରେ ଆମ ଆଦମୀ ପାର୍ଟିର ବିଧାୟକମାନେ ପଟ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ଆମ୍ ଆଦମୀ ପାର୍ଟିର ବିଶାବାଦରୁ ଜିତିଥିବା ବିଧାୟକ ଭୂପତ ଭୟାନି ଭାରତୀୟ ଜନତା ପାର୍ଟି ସପକ୍ଷରେ ଗୁଣଗାନ କରିବା…

ବୈଜ୍ଞାନିକମାନେ ଖୋଜି ବାହାର କଲେ ସବୁଠାରୁ ଭୟଙ୍କର ଓ ମୂଲ୍ୟବାନ ଗ୍ରହ

ୱାଶିଂଟନ:ବୈଜ୍ଞାନିକମାନେ ମହାକାଶରେ ଏକ ଭୟଙ୍କର ଗ୍ରହ ଖୋଜି ବାହାର କରିଛନ୍ତି । ପୃଥିବୀ ସମକକ୍ଷ ଆକାରର ଏହି ଗ୍ରହର ଉତାପ ଆବଶ୍ୟକତାଠାରୁ ବହୁତ ଅଧିକ । ବୈଜ୍ଞାନିକମାନେ ଏହାର ନାମ ଜନଶନ ଦେଇଛନ୍ତି । ଆମ ସୌରଜଗତ ବାହାରେ ଥିବା ଏହି ଗ୍ରହର ଉତାପ ୨୦୦୦ ଡିଗ୍ରୀ ସେଲସିୟସ । ସେଠାରେ ପାଦ…

ଟ୍ୱିଟର ଅଚଳ, ଅଚାନକ ଗାଏବ ହୋଇଗଲା ସବୁ ଆକାଉଣ୍ଟ

ନୂଆଦିଲ୍ଲୀ: ମସ୍କଙ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଅଚଳ । ଡିଲିଟ୍ ହୋଇ ଯାଇଛି ସବୁ ଆକାଉଣ୍ଟ । ଖୋଲୁନି ଟ୍ୱିଟର ପେଜ୍ । ଏଲନ୍ ମସ୍କ ଟ୍ୱିଟର କିଣିବା ପରେ ପୁଣି ଦ୍ୱିତୀୟ ଥର ପାଇଁ ଟ୍ୱିଟରରେ ବଡ଼ ଗଡ଼ବଡ଼ ଦେଖିବାକୁ ମିଳିଛି । ରବିବାର ସନ୍ଧ୍ୟା ୬ଟା ୩୦ ପର ଠାରୁ ଆଉ ଟ୍ୱିଟର ଆକାଉଣ୍ଟ…

ଦିଲ୍ଲୀପ କୁମାରଙ୍କ ଜନ୍ମଜୟନ୍ତୀରେ ଭାବବିହ୍ୱଳ ହେଲେ ସାଇରା ବାନୁ

ନୂଆଦିଲ୍ଲୀ : ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲ୍ଲୀପ କୁମାରଙ୍କ ୧୦୦ତମ ଜନ୍ମ ବାର୍ଷିକୀ  । ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ହିରୋ ଦିଲୀପ କୁମାର ହିରୋ ନାମକ ଦୁଇ ଦିନିଆ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ ହୋଇଥିଲା  । ଶନିବାର ସାଇରା ବାନୁ ଚଳଚ୍ଚିତ୍ର…

ସାମ୍ନାକୁ ଆସିଲା ପାକିସ୍ତାନ ଓ ଚୀନର ଆଉ ଏକ ସତ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଚୀନର ପ୍ରଭାବ ବଢ଼ିବାରେ ଲାଗିଛି । ୮୨ଟି ଦେଶ ଚୀନର ବଶବର୍ତ୍ତୀ ହୋଇଛନ୍ତି । ଆଉ ଏହି ତାଲିକାରେ ପ୍ରଥମେ ରହିଛି ପାକିସ୍ତାନ । ଦ୍ୱିତୀୟରେ କମ୍ବୋଡିଆ ଥିବାବେଳେ ତୃତୀୟରେ ରହିଛି ସିଙ୍ଗାପୁର । ଏସବୁ ଦେଶ ଉପରେ ଚୀନର ସର୍ବାଧିକ ପ୍ରଭାବ ଥିବା ଅଧ୍ୟୟନରୁ…

ଆଜିଯାଏଁ ଖାଲି ପଡ଼ିଛି ସୁଶାନ୍ତଙ୍କ ବିଳାସ ପୂର୍ଣ୍ଣ ଆପାର୍ଟମେଣ୍ଟ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଜି ବି ବିଶ୍ୱାସ କରିପାରୁ ନାହାଁନ୍ତି ଫ୍ୟାନ୍ସ । ସୁଶାନ୍ତ ସିଂଙ୍କ ମୃତ୍ୟୁ ୨ବର୍ଷ ବିତି ଯାଇଥିଲେ ମଧ୍ୟ ଫ୍ୟାନ୍ସଙ୍କ ମନରୁ ଭୁଲିନି ସୁଶାନ୍ତଙ୍କ ସ୍ମୃତି  । ତାଙ୍କର ପ୍ରତିଟି ଜିନିଷକୁ ନେଇ ଫ୍ୟାନ୍ସ ମାନେ ଆଜି ବି…

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କଂଗ୍ରେସ ନେତା ସୁଖବିନ୍ଦର ସିଂ ସୁଖୁ

ଶିମଳା: ହିମାଚଳ ପ୍ରଦେଶରେ ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁଖବିନ୍ଦର ସିଂ ସୁଖୁ । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶିମଳାର ରିଜ ମୈଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୁଖୁଙ୍କ ସହ କଂଗ୍ରେସ ନେତା ଓ ପ୍ରତିଭା ସିଂହଙ୍କ ଘନିଷ୍ଠ ମୁକେଶ ଅଗ୍ନିହୋତ୍ରୀ ଉପ…

ହତ୍ୟାର ୭ ବର୍ଷ ପରେ ଜୀବିତ ଫେରିଲେ ମହିଳା, ସଜ୍ଜା କାଟିଲେ୨ ନିର୍ଦୋଷ  

ରାଜସ୍ଥାନ : ହତ୍ୟାର ସାତବର୍ଷ ପରେ ଜୀବିତ ଅବସ୍ଥାରେ ପୋଲିସକୁ ମିଳିଲେ ମହିଳା । ଜେଲ୍‌ରେ ସଜ୍ଜା କାଟିଲେ ୨ନିର୍ଦୋଷ । ଏଭଳି ଆଶ୍ଚର୍ଯ୍ୟକର ଘଟଣା ରାଜସ୍ଥାନର ଦୌସା ଅଞ୍ଚଳରେ ଘଟିଛି  । ସୂଚନା ଅନୁଯାୟୀ, ଜଣେ ମହିଳାଙ୍କ ହତ୍ୟା ଘଟଣା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା  । ଏହି ଘଟଣାରେ…

ଋଷ ଡ୍ରୋନ୍ ଆକ୍ରମଣରେ ଅଚଳ ୟୁକ୍ରେନର ପାୱାର ଗ୍ରୀଡ଼, ଅନ୍ଧାରରେ ୧୫ ଲକ୍ଷ ଲୋକ

କିଭ୍: ୟୁକ୍ରେନ୍-ଋଷ ମଧ୍ୟରେ ଫେବ୍ରୁଆରୀ ୨୪ରୁ ଚାଲିଥିବା ଯୁଦ୍ଧ ଜାରି ରହିଛି । ପୁଟିନ୍ ତାଙ୍କ ଜିଦରୁ ଓହରୁ ନଥିବା ବେଳେ ବହୁତ କ୍ଷତି ସହିଲାଣି ୟୁକ୍ରେନ୍ । ୟୁକ୍ରେନର ଅନେକ ସହରରେ ଋଷ ସୈନ୍ୟ ଧ୍ୱଂସର ତାଣ୍ଡବ ଲୀଳା ରଚିଛନ୍ତି । ଏବେ ଋଷ କାମିକେଜ୍ ଡ୍ରୋନ୍ ଆକ୍ରମଣ କରିଛି । ଦକ୍ଷିଣ…