Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ପାଇଁ ପ୍ରସ୍ତୁତ ରୁହ’ ଭାଇରାଲ୍ ହେଉଛି କଂଗ୍ରେସ ନେତାଙ୍କ ଭିଡିଓ

ଭୋପାଳ: କ୍ଷମତା ନିଶାରେ କଂଗ୍ରେସ ନେତା କେତେବେଳେ କଣ କହୁଛନ୍ତି ଜାଣି ପାରୁନାହାଁନ୍ତି । ଏବେ ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କଥା କହୁଛନ୍ତି । ଭିଡିଓ ଭାଇରାଲ୍ ପରେ ପଟେରିଆ ମନ୍ତବ୍ୟ ବଦଳାଇଥିବା ବେଳେ ବିବାଦ…

୩୪ ବର୍ଷ ପରେ ଧରା ପଡିଲା ବିମାନ ବିସ୍ଫୋରଣକାରୀ ଆତଙ୍କବାଦୀ

ଲଣ୍ଡନ: ୩୪ ବର୍ଷ ପରେ ଧରାପଡିଲା ଲଣ୍ଡନ-ନ୍ୟୁୟର୍କ ପ୍ୟାନ ଏମ-୧୦୩ ବିମାନରେ ବିସ୍ଫୋରଣ କରାଇଥିବା କୁଖ୍ୟାତ ଆତଙ୍କବାଦୀ ଅବୁ ଅଗଲୋ ମସୁଦ ଖୈର ଅଲ ମରିମୀ । ଲିବ୍ୟାର ଏହି ଆତଙ୍କବାଦୀ ଲକରବୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୂଖ୍ୟ ଅଭିଯୁକ୍ତ ଥିଲା । ଦୀର୍ଘ ଦିନ ଖୋଜିବା ସତ୍ୱେ ପୋଲିସ…

ବୁଲେଟ୍ ଚଢି ବିବାହ ମଣ୍ଡପକୁ ଏଣ୍ଟ୍ରି ମାରିଲେ ନବବଧୂ, ଲୋକେ କହିଲେ…

କୋଟା: ବଦଳୁଛି ସମୟ । ବଦଳୁଛି ମାନସିକତା । ଝିଅମାନେ ଆଉ କୌଣସି କ୍ଷେତ୍ରରେ ପୁଅଙ୍କଠାରୁ ପଛରେ ପଡ଼ି ନାହାନ୍ତି । ପରିବର୍ତ୍ତିତ ସମୟାନୁସାରେ ମାନସିକତାରେ ବି ପରିବର୍ତ୍ତନ ଆସିଛି । ସାଂସ୍କୃ୍ତିକ ଏବଂ ସାମାଜିକ ପରମ୍ପରାରେ ବି ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଘରେ ବାହାବ୍ରତ ହେଲେ…

ସ୍ଥାୟୀ ନୁହେଁ ଟୁଇଟର ବ୍ଲୁ ଟିକ, ୬ଟି କାରଣ ପାଇଁ ବିନା ନୋଟିସରେ ହଟିଯାଇପାରେ

ନୂଆଦିଲ୍ଲୀ: ଟ୍ୱିଟର ଆକାଉଣ୍ଟରେ ଥିବା ବ୍ଲୁ ଟିକ (Blue Tick)କୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ । ବ୍ଲୁଟି ଯାହାକୁ ଆମେ ଭେରିଫାଏଡ ଆକାଉଣ୍ଟର ପ୍ରମାଣ ବୋଲି ଗ୍ରହଣ କରି ନେଇଥୁଲୁ ତାହା ସବୁଦିନ ପାଇଁ ରହିବ ନାହିଁ । ବିନା ନୋଟିସରେ କେତେବେଳେ କେଉଁ ମୁହୂର୍ତ୍ତରେ ଆପଣଙ୍କ ଆକାଉଣ୍ଟରୁ…

ସ୍ୱାମୀଙ୍କୁ ୩ ଜଣ ମହିଳାଙ୍କ ସହ ବେଡରୁମରେ ଧରିଲେ ପତ୍ନୀ, ତା’ପରେ…

ନୂଆଦିଲ୍ଲୀ: ସ୍ୱାମୀଙ୍କ ପରିକୀୟ ପ୍ରୀତି ପାଇଁ ଚାଲିଗଲା ସ୍ତ୍ରୀର ଜୀବନ । ଏମିତି ଏକ ଘଟଣା ଘଟିଛି ଥାଇଲାଣ୍ଡରେ । ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ୩ ଜଣ ମହିଳାଙ୍କ ସହ ବେଡରୁମରେ ଦେଖିବା ପରେ ଫେସବୁକରେ ଭିଡିଓ ଲାଇଭ୍ କରି ଦେଇଥିଲେ । ଯାହାପରେ ତାଙ୍କ ସ୍ୱାମୀ ମହିଳାଙ୍କୁ ଚାପୁଡ଼ା…

ମିସଡ କଲ ଦେଇ ଲୁଟିନେଲେ ୫୦ ଲକ୍ଷ

ନୂଆଦିଲ୍ଲୀ: ସାଇବର କ୍ରାଇମ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସାଇବର କ୍ରାଇମକୁ  ରୋକିବା ପାଇଁ ପୋଲିସ ଯେତେ ଚେଷ୍ଟା କଲେ ବି ବିଫଳ ହେଉଛି । ଏବେ ସାଇବର କ୍ରାଇମକୁ ନେଇ ସାମ୍ନାକୁ ଆସିଛି ଆଉ ଏକ ଭୟଙ୍କର ତଥ୍ୟ । ସାଇବାର ଅପରାଧୀମାନେ ମିସ୍ କଲ କରି ଆକାଉଣ୍ଟରୁ ଟଙ୍କା ଲୁଟି…

ଓଲଟିଲା ପିକ୍‌ନିକ୍‌ ବସ୍‌,୨ ଛାତ୍ର ମୃତ

ମୁମ୍ବାଇ : ଛାତ୍ରଙ୍କ ଜୀବନ ନେଲା ପିକନିକ୍‌ । ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଓଲଟିଲା ପିକ୍‌ନିକ୍‌ ବସ୍‌ । ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୭ ଜଣ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଖୋପୋଲି ନିକଟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଏକ ପିକ୍‌ନିକ୍ ବସ୍ଟି…

ଥରୁଛି ସାରା ଦେଶ, ଦିଲ୍ଲୀଠୁ ଲାକ୍ଷାଦ୍ୱୀପ ଶୀତର ପ୍ରକୋପ

ନୂଆଦିଲ୍ଲୀ: ଶୀତରେ ଥରୁଛି ଭାରତ । ରାଜଧାନୀ ଦିଲ୍ଲୀ  ସମେତ ଉତ୍ତରପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନରେ ପ୍ରବଳ ଥଣ୍ଡା  । ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଟାଣ ଖରା ସତ୍ତ୍ୱେ କମ୍ପାଉଛି ଥଣ୍ଡା । ରାତିରେ ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ମଧ୍ୟରେ ରହୁଛି । ଆଗକୁ ଆହୁରି ଶୀତ ବଢିବ ବୋଲି ଜଣାପଡିଛି…

ଭୁପେନ୍ଦ୍ର ପଟେଲଙ୍କ ଦ୍ୱିତୀୟ ଇନିଂସ : ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ପଦ ପାଇଁ ନେବେ ଶପଥ

ସୁରଟ: ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଭୁପେନ୍ଦ୍ର ପଟେଲ । ରାଜ୍ୟପାଳ ଆଚାର୍ଯ୍ୟ ତାଙ୍କୁ ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ଦେବେ ।  ଦେବବ୍ରତ ଗାନ୍ଧୀନଗରରେ ନୂଆ ସଚିବାଳୟ ନିକଟସ୍ଥ ହ୍ୟାଲିପ୍ୟାଡ୍ ଗ୍ରାଉଣ୍ଡରେ ଏଥିପାଇଁ ଭବ୍ୟ ସମାରୋହର…

୪୮ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ପିକନିକ୍ ବସ୍ ଓଲଟି ପଡ଼ିଲା, ୨ ଛାତ୍ରଙ୍କର ମୃତ୍ୟୁ

ରବିବାର: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ସ୍କୁଲ ଛାତ୍ରଛାତ୍ରୀ ଭର୍ତ୍ତି ବସ୍ ଓଲଟି ପଡିଛି। ରାୟଗଡର ଖୋପୋଲି ପୋଲିସ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ବସରେ ମୋଟ୍ ୪୮ ଜଣ ଛାତ୍ରଛାତ୍ରୀ ଥିଲେ। ବସଟି ଓଲଟି ପଡିବାରୁ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨ ଜଣ…