Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଟା, ଗ୍ୟାସ ପରେ ପାକିସ୍ତାନରେ ବିଜୁଳି ସଙ୍କଟ; ଅନ୍ଧାରରେ ଇସଲାମବାଦ, କରାଚି ସହ ଅନେକ ସହର

ଇସଲାମବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନାର ସମସ୍ୟା ପୁଣି ବଢିଯାଇଛି । ଦରଦାମ ବୃଦ୍ଧି ସାଙ୍ଗକୁ ବିଜୁଳି ସମସ୍ୟା ସାଧାରଣ ଲୋକଙ୍କୁ ବ୍ୟତିବ୍ୟସ୍ତ କରିଦେଇଛି ।  ପ୍ରଥମେ ଅଟା, ତା ପରେ ଗ୍ୟାସ, ପେଟ୍ରୋଲ ସଙ୍କଟ ପରେ ଏବେ ଦେଶରେ ବିଦ୍ୟୁତ ସମସ୍ୟା ଭୟଙ୍କର ହୋଇଛି ।  ଦେଶର…

କଥା ଗଣତନ୍ତ୍ରର କଥା ସମ୍ବିଧାନର……..

ସ୍ଵାଧୀନତାର ୭୫ ବର୍ଷ ଭିତରେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିଛି ।  ଆମ ସମ୍ବିଧାନ ଆମେ ତିଆରି କରିଛୁ । ଆମ ଦେଶକୁ ଆମେ ଶାସନ କରୁଛୁ ।  ଏ ଦୀର୍ଘ ବର୍ଷ ଭିତରେ ଆମେ ଅନେକ ଉତ୍ଥାନ ପତନ ଦେଇ ରେ ଗତି କରିଛୁ । ବଦଳିଛି ସରକାର ପରେ ସରକାର । ଦେଶରେ ଅନେକ ବିକାଶର ଚିତ୍ର ଅଙ୍କା ଯାଇଛି…

ସୁବର୍ଣ୍ଣ କଳସ ଦାନ ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ନାସିକ୍‌ : ପୁଣି ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ । ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ସୁବର୍ଣ୍ଣ କଳସ ଦାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହି ସୁବର୍ଣ୍ଣ କଳସଟି ୭ଶହ ଗ୍ରାମର ସୁନା ଓ ୫କେଜି ରୂପାରେ ନିର୍ମିତ ହୋଇଛି  । ଏହି ସୁବର୍ଣ୍ଣ କଳସର ମୂଲ୍ୟ କୋଟିଏ ଟଙ୍କା  ।…

ଏବେ ବି କମିନି କଲମର ଆଦର..

ଭୁବନେଶ୍ବର : ଆଜି ହେଉଛି ‘ହାତଲେଖା ଦିବସ’  । ମଣିଷ କମ୍ପ୍ୟୁଟର ଯୁଗରେ ପହଞ୍ଚିଲାଣି, ‘ଇ-ଦସ୍ତଖତ’ର ପ୍ରଚଳନ ହେବା ସତ୍ତ୍ବେ କଲମର ଆଦର କମିନି । ହାତଲେଖା ଦସ୍ତଖତର ଆବଶ୍ୟକତା ସେହିଭଳି ପୂର୍ବବତ୍ ରହୁଛି। ୟୁରୋପୀୟ ଦେଶଗୁଡ଼ିକରେ ବିଦ୍ୟାଳୟସ୍ତରରୁ ଲ୍ୟାପଟପ୍‌ରେ ଛାତ୍ରଛାତ୍ରୀଙ୍କୁ…

ଅନ୍ୟର ମନ ପଢ଼ିପାରୁଥିବା ବାବା ବାଗେଶ୍ବରଙ୍କୁ ଶଙ୍କରାଚାର୍ଯ୍ୟଙ୍କ ବଡ଼ ଆହ୍ୱାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନ୍ୟକୁ ଦେଖି ମନ ପଢି ପାରୁଛନ୍ତି ଛତିଶଗଡ ରାୟପୁରରେ ବାବା ବାଗେଶ୍ୱର ଓରଫ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ। ଏହାକୁ ନେଇ ଏବେ ସେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହାରି ଭିତରେ ବଦ୍ରିକାପୀଠେଶ୍ୱର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ…

ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ତୈଳ କମ୍ପାନୀକୁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ

ଲକ୍ଷ୍ନୌ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ରବିବାର ଦିନ ତୈଳ କମ୍ପାନୀମାନଙ୍କୁ ତେଲ ଦର ହ୍ରାସ କରିବାକୁ ଏକ ବିଶେଷ ଅନୁରୋଧ କରିଛନ୍ତି। ଉତ୍ତର ପ୍ରଦେଶ ବାରାଣାସୀ ଗସ୍ତରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ତୈଳ…

ମୋଦୀଙ୍କୁ ଟେନସେନ ଦେବାକୁ ଚାହୁଁନାହାନ୍ତି ମମତା: ଅଧୀର ରଞ୍ଜନ

କୋଲକାତା: ଦେଶର ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଳି ସମସ୍ତଙ୍କୁ ଜଣା। ଏବେ କିନ୍ତୁ ଏହି ଦୁଇ ନେତାଙ୍କ ମଧ୍ୟରେ ଗୋଟିଏ ସହମତି ହୋଇଛି। ଯେଉଁଥିପାଇଁ ପଶ୍ଚିମବଙ୍ଗ ମମତା ବାନାର୍ଜୀ ମୋଦୀଙ୍କ ବିରୋଧରେ ଆଗ ଭଳି କିଛି…

ବିଜେପି ସମ୍ପର୍କରେ ନୀତୀଶ କୁମାର? ଦଳର ବରିଷ୍ଠ ନେତାଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା

ପାଟଣା: କ'ଣ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ୟୁ-ଟର୍ଣ୍ଣ ନେବେ ? ବିଜେପିକୁ ଫେରିବାକୁ ସେ ପୁଣିଥରେ ଚିନ୍ତା କରୁଛନ୍ତି କି? ଜନତା ଦଳ (ୟୁନାଇଟେଡ୍) ର ସଂସଦୀୟ ବୋର୍ଡର ସଭାପତି ଉପେନ୍ଦ୍ର କୁଶୱା ଦିଲ୍ଲୀ ଏମ୍ସ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଏକ ବୟାନ ଦେଇଛନ୍ତି। ଏହାପରେ…

ରାସ୍ତାକଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ଚଢିଗଲା ଡମ୍ପର; ୬ ମୃତ

ଲକ୍ଷ୍ନୌ: ଉନ୍ନାବ ଜିଲ୍ଲାର ଲକ୍ଷ୍ନୌ-କାନପୁର ହାଇୱେ ଉପରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଯାଇଛି । ଭାରସାମ୍ୟ ହରାଇ ଏକ ଡମ୍ପର ରାସ୍ତା କଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ଚଢାଇ ଦେଇଛି । ଫଳରେ ୬ ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅନେକ ଲୋକ ଗୁରୁତର ହୋଇ ପଡ଼ିଛନ୍ତି ।…

ଆଇଟି ପରେ ଆମେରିକା ଗଣମାଧ୍ୟମରେ ଆରମ୍ଭ ହେଲା କର୍ମଚାରୀ ଛଟେଇ

ନ୍ୟୁୟର୍କ:ଗୁଗୁଲ, ଟୁଇଟର, ଆମାଜନ ପରେ ଏବେ ଆମେରିକା ଗଣମାଧ୍ୟମ ପାଇଁ କଠିନ ସମୟ । ଅନେକ ବଡ ବଡ ଗଣମାଧ୍ୟମ ମାନ୍ଦାବସ୍ଥା କାରଣରୁ କର୍ମଚାରୀ ଛଟେଇ କରିବା ପାଇଁ ଘୋଷଣା କରିଛନ୍ତି । ଶୀତ ଆରମ୍ଭରୁ ଛଟେଇ ଆରମ୍ଭ ହେବ ବୋଲି ଅନେକ କମ୍ପାନୀ ଘୋଷଣା କରି ସାରିଛନ୍ତି । ଭକ୍ସ ମିଡିଆ (Vox…