Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ନାଟକ: କିଛି ଘଂଟା ମଧ୍ୟରେ ଦଳକୁ ଫେରିଆସିଲେ ଆପରେ ସାମିଲ ହୋଇଥିବା କଂଗ୍ରେସ ପାର୍ଷଦ

ନୂଆଦିଲ୍ଲୀ: ଦିଲ୍ଲୀରେ ରାଜନୈତିକ ଡ୍ରାମ ଆରମ୍ଭ ହୋଇଯାଇଛି । ଦିଲ୍ଲୀ ଏମସିଡି ଫଳାଫଳ ଆସିବା କିଛି ସମୟ ପରେ କଂଗ୍ରେସର ୨ଜଣ ପାର୍ଷଦ ସବିଲା ବେଗମ ଓ ନାଜିଆ ଖାତୁନ ଆପରେ ମିଶିଥିଲେ । ଫଳରେ ଆପର ସଂଖ୍ୟା ୧୩୬ରେ ପଂହଚି ଯାଇଥିଲା । ତେବେ ଏହାର କିଛି ଘଂଟା ପରେ ଉକ୍ତ ୨ ପାର୍ଷଦ ଏବଂ ଦିଲ୍ଲୀ…

ଜାତିସଂଘରେ ଆଗତ ପ୍ରସ୍ତାବରୁ ଦୂରେଇ ରହିଲା ଭାରତ, ପାକିସ୍ତାନ ପାଇଁ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ: ଜାତିସଂଘରେ  ଆମେରିକା ଏବଂ ଆର୍ୟଲାଣ୍ଡ ପକ୍ଷରୁ ଆଗତ ପସ୍ତାବରେ ଭାରତ ନୀରବତା ବଜାୟ ରଖିଛି। ଏହି ପ୍ରସ୍ତାବରେ ଭାରତ ନିଜକୁ ଦୂରେଇ ରଖି ଅନୁପସ୍ଥିତ ରହିଛି । ପ୍ରତିବନ୍ଧକ ଲଗାଯାଇଥିବା କେତେକ ଦେଶକୁ ସହାୟତା ଯୋଗାଇ ଦେବା ଲାଗି ହୋଇଥିବା କଟକଣା ହଟାଇବା ପସ୍ତାବ ଆମେରିକା ଏବଂ…

ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଦୌଡ଼ରେ ୩ ଜଣଙ୍କ ନାଁ, ହାଇକମାଣ୍ଡ ନେବେ ନିଷ୍ପତ୍ତି

ସିମଲା: କିଏ ହେବେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ । ଚୂଡ଼ାନ୍ତ ହୋଇପାରୁନି ନାଁ । ତିନି ଜଣଙ୍କ ନାଁ ପ୍ରସ୍ତାବ ରହିଛି । ଏନେଇ କଂଗ୍ରେସ ହାଇକମାଣ୍ଡ ନେବେ ନିଷ୍ପତ୍ତି । ହିମାଚଳପ୍ରଦେଶଳରେ ସରକାର ଗଠନ ପାଇଁ ବହୁମତ ହାସଲ କରିବା ପରେ କଂଗ୍ରେସ ପାଇଁ ଅଡ଼ୁଆ ବଢିଛି । ଗତକାଲି ନବନିର୍ବାଚିତ…

ତାମିଲନାଡୁ ଉପକୂଳରେ ମାଡ଼ ହେଲା ସାମୁଦ୍ରିକ ଝଡ଼ ମାଣ୍ଡୋସ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା

ଚେନ୍ନାଇ: ତାମିଲନାଡୁରେ ତାଣ୍ଡବ ରଚିଲା ବାତ୍ୟା ମାଣ୍ଡୋସ୍ । ୭୫ କିଲୋମିଟର ଘଣ୍ଟା ପ୍ରତି ବେଗରେ ତାମିଲନାଡୁ ସମୁଦ୍ରକୂଳ ପାର କରିଛି ମାଣ୍ଡୋସ୍ । ପରେ ଏହା କ୍ରମଶଃ ଦୁର୍ବଳ ହୋଇଛି । ଶୁକ୍ରବାର ରାତି ସାଢେ ୧୦ଟାରେ ଚେନ୍ନାଇ ନିକଟ ମାଲାପୁରମ(ମହାବଳିପୁରମ) ଠାରେ ଲ୍ୟାଣ୍ଡଫଲ୍ କରିଛି…

ବୋରଓ୍ୱେଲ୍ ଭିତରେ ଚାଲିଗଲା ତନ୍ମୟର ଜୀବନ

ଭୋପାଳ : ଜୀବନ ଯୁଦ୍ଧରେ ହାରିଗଲା ତନ୍ମୟ ।  ମଧ୍ୟପ୍ରଦେଶର ବେତୁଲରେ ବୋରଓ୍ୱେଲ ଭିତରକୁ ଖସିପଡିଥିଲା ୮ ବର୍ଷର ବାଳକ ତନ୍ମୟ ସାହୁ । ବୋରଓ୍ୱେଲର ୫୫ଫୁଟ୍ ତଳକୁ ସେ ଖସି ପଡିଥିଲା । ଆଜି ଭୋର ସାଢେ ୫ଟାରେ ଏନଡିଆରଏଫ ତାର ମୃତଦେହକୁ ଉଦ୍ଧାର କରିଛି । ତାର ମୁହଁ ତଳକୁ ହୋଇଥିବାରୁ ସେ…

ମସ୍କୋ ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ, ୨ହଜାର କୋଟି କ୍ଷତି ଆଶଙ୍କା

ମସ୍କୋ: ରୁଷର ରାଜଧାନୀ ମସ୍କୋର ଏକ ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାରମ୍ଭିକ ସୂଚନା ଅନୁସାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଖିମକି ଶପିଂ ଆଣ୍ଡ ଏଂଟରଟେନମେଂଟ ସେଟଂରରେ ସକାଳ ୧୦ଟା ୪୫ରେ ଏହି ଅଗ୍ନକାଣ୍ଡ ଘଟିଥିଲା । ନିମିଷକ ମଧ୍ୟରେ ୭୦୦୦…

ହଠାତ ଦକ୍ଷିଣ କୋରିଆ ନାଗରିକଙ୍କ ବୟସ ୧ରୁ୨ ବର୍ଷ କମିଯିବ !

ସିଓଲ: ଦକ୍ଷିଣ କୋରିଆ ନାଗରିକଙ୍କ ବୟସ ହଠାତ ୧ରୁ ୨ ବର୍ଷ କମିଯିବ । ବିଶ୍ୱାସ ନ ହେଉଥିଲେ ବି ଏହା ସତ୍ୟ । ଦକ୍ଷିଣ କୋରିଆ ସରକାର ବୟସ ଗଣନା ପାଇଁ ନୂତନ ନିୟମ ଲାଗୁ କରିବା ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ନିୟମ ସହ ବୟସ କମିବାର କଣ ସାମଞ୍ଜସ୍ୟ ରହିଛି ଆସନ୍ତୁ ଜାଣିବା ।…

୨୦୨୩କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ୨୦୨୩ରେ କଣ ହେବ ? ଆସିବ କି ପ୍ରଳୟଙ୍କାରୀ ଝଡ଼ ? ମଣିଷ ପାଇଁ କେମିତି ରହିବ ନୂତନ ବର୍ଷ ? କଣ କହୁଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ? ପୂରା ଦୁନିଆରେ ପ୍ରସିଦ୍ଧ ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟ ବାଣୀ ସତ ହୋଇଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧରୁ ନେଇ ୧୯୯୬ରେ ବାବା ଭେଙ୍ଗା ନିଜ…

ବୁର୍ଜ ଖଲୀଫାଠାରୁ ଅଧିକ ଉଚ୍ଚତାର ଟାୱାର କରିବ ସାଉଦିଆରବ

ରିୟାଦ: ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ ସଲମାନ ପଡୋଶୀ ଦେଶ ୟୁଏଇକୁ ଟକ୍କର ଦେବା ପାଇଁ ଅଂଟା ଭିଡିଛନ୍ତି । ସାଉଦିଆରବ ୟୁଏଇର ବୁର୍ଜ ଖଲୀଫାଠାରୁ ଅଧିକ ଉଚ୍ଚତାର ଟାୱାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏହା ମାଧ୍ୟମରେ ସାଉଦିଆରବ ବିଶ୍ୱରେକର୍ଡ କରିବା ଲକ୍ଷ୍ୟରେ ମଧ୍ୟ ରହିଛି ।…