Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶିଶୁ ଯୌନ ଶୋଷଣ ଏକ ଲୁକ୍କାୟତ ସମସ୍ୟା: ସିଜେଆଇ

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ଶନିବାର କହିଛନ୍ତି ଯେ ଦେଶରେ ଏକ 'ନୀରବତା ସଂସ୍କୃତି' ଥିବାରୁ ଶିଶୁ ଯୌନ ଶୋଷଣ ଲୁକ୍କାୟିତ ସମସ୍ୟା ପାଲଟିଛି। ସରକାର ଏପରି ଅସନ୍ତୁଷ୍ଟ ପରିବାରମାନଙ୍କୁ ସେମାନଙ୍କ ପିଲାମାନଙ୍କ ପ୍ରତି ଅସଦାଚରଣ ଅଭିଯୋଗ ଦାଖଲ କରିବାକୁ…

ଏୟାର ଇଣ୍ଡିଆ ବିମାନରୁ ମିଳିଲା ସାପ, ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ସାପ । ବିମାନଟି କେରଳରୁ ଦୁବାଇ ଅଭିମୁଖେ ଯାଉଥିଲା । ତେବେ ସାପଟି କାର୍ଗୋ ହୋଲ୍ଡ ଭିତରେ ଥିଲା । ବି ୭୩୭-୮୦୦ ଏୟାରକ୍ରାଫ୍ଟ କାଲିକଟରୁ ଦୁବାଇ ପହଞ୍ଚିବା ପରେ ସାପଟିକୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ଡିଜିସିଏ ଏହି ଘଟଣାରେ ତଦନ୍ତ…

ଆଜି ହିମାଚଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁଖବିନ୍ଦର ସିଂ ସୁଖୁ

ସିମଲା: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ହିମାଚଳ ପ୍ରଦେଶର ଆଗାମୀ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ଆଜି ସେ ଶପଥ ନେବେ । ତାଙ୍କ ଶପଥ ସମାରୋହରେ ସାମିଲ ହେବେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧି । ପୂର୍ବାହ୍ନ ୧୧ଟାରେ ହିମାଚଳପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ…

ସ୍ପେସ୍ଏକ୍ସର ରକେଟରେ ଜହ୍ନକୁ ଯିବେ ଭାରତୀୟ ଟିଭି ଅଭିନେତା ଦେବ ଜୋଶୀ

ନୂଆଦିଲ୍ଲୀ: ୨୦୨୩ରେ ଜହ୍ନରେ ପାଦ ଥାପିବ ମଣିଷ । ସ୍ପେସ୍ଏକ୍ସ ଏଥିପାଇଁ ରକେଟ୍ ନିର୍ମାଣ କରିଥିବା ବେଳେ ୮ ଜଣ ଜହ୍ନକୁ ଯାତ୍ରା କରି ପାରିବେ । ଆଉ ଉକ୍ତ ରକେଟର ସମସ୍ତ ଟିକେଟ୍ ୨୦୧୮ରେ କିଣିଥିଲେ ଜାପାନର ବିଲିୟନାରୀ ୟୁସାକୁ ମାୟେଜାୱା । View…

ଫ୍ରାନ୍ସରେ ମିଳିବ ଫ୍ରୀ କଣ୍ଡୋମ

ପ୍ୟାରିସ: ଫ୍ରାନ୍ସବାସୀଙ୍କ ପାଇଁ ଖୁସି ଖବର । ଏଥର ସରକାରଙ୍କ ପକ୍ଷରୁ ଫ୍ରୀ କଣ୍ଡୋମ ଯୋଗାଇ ଦିଆଯିବ । ଆସନ୍ତା ବର୍ଷ ଜାନୁୟାରୀରେ ଏହା ଲାଗୁ କରାଯିବ । ଶନିବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହା ଘୋଷଣା କରିଛନ୍ତି । ଏଠାରେ ଏଡ୍ସ, ଏସଟିଆଇ ଓ ଅନାବଶ୍ୟକ ପ୍ରେଗେନ୍ସି ରୋକିବାରେ…

ମୁଖ୍ୟମନ୍ତ୍ରୀ ରେସରୁ ଓହରି ଗଲେ ପ୍ରତିଭା ସିଂ

ଶିମିଲା: ହିମାଚଳପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ବିବାଦର ନୂଆ ଟ୍ୱିଷ୍ଟ । ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଖ୍ୟ ଦାବିଦାର ଥିବା ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ ଓହରି ଯାଇଥିବା ସୂଚନା ମିଳିଛି । ଏ ନେଇ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ ଦିଲ୍ଲୀକୁ ଲେଖିଥିବା…

ଗୁଜରାଟରେ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ଭୁପେନ୍ଦ୍ର ପଟେଲ

ଗୁଜରାଟ : ସିଂହାସନ କାଏମ ରଖିଲେ ଭୁପେନ୍ଦ୍ର ପଟେଲ । ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ଭୁପେନ୍ଦ୍ର । ପୁଣି ଥରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବେ ଭୁପେନ୍ଦ୍ର ପଟେଲ । ଚଳିତ ବିଧାନସଭା ନିର୍ବାଚନରେ ନବନିର୍ବାଚିତ ବିଧାୟକମାନଙ୍କ ବୈଠକରେ ତାଙ୍କ ନାଁ ଚୂଡାନ୍ତ ହୋଇଛି । ନୂଆ ବିଧାୟକ ଦଳ ନେତା…

ସି ଜିନପିଙ୍ଗଙ୍କୁ ଝଟକା ଦେଇ ପାରନ୍ତି ଚୀନ କମ୍ପାନୀ, ଭାରତକୁ ମିଳିବ ବଡ଼ ଫାଇଦା

ନୂଆଦିଲ୍ଲୀ: ଭାରତ କାହିଁକି ବିଶ୍ୱ ବଜାରରେ ଚୀନ ମୋବାଇଲ୍ କମ୍ପାନୀଙ୍କ ବେଶ୍ ଦବଦବା ରହିଛି । କମ୍ ମୂଲ୍ୟରେ ଅଧିକ ଫିଚର୍ସ ଯୋଗାଉଥିବାରୁ ଚୀନ୍ ମୋବାଇଲର ଚାହିଦା ବଢ଼ୁଛି । ଚୀନ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ସ ସାଓମି, ଅପୋ ଓ ଭିଭୋ ଏବେ ଭାରତୀୟ ବଜାରରେ ରାଜ୍ କରୁଥିବା ବେଳେ ଚୀନ ରାଜକୋଷ…

୩ ବର୍ଷରେ ମିଳିବନି ଅନର୍ସ ଡିଗ୍ରୀ !

ନୂଆଦିଲ୍ଲୀ: ସ୍ନାତକ ଅନର୍ସ ଡିଗ୍ରୀ ହାସଲ ପାଇଁ ଏଣିକି ୪ ବର୍ଷ ପଢ଼ିବାକୁ ପଡ଼ିବ । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ୪ ବର୍ଷିଆ ଅଣ୍ଡରଗ୍ରାଜୁଏଟ୍ ପ୍ରୋଗ୍ରାମର ଚିଠା ପ୍ରସ୍ତୁତ କରିଛି । ଯାହାର ଘୋଷଣା ଡିସେମ୍ବର ୧୨ ସୋମବାର ହୋଇପାରେ । ୟୁଜିସିର…

ହିମାଚଳ ପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ ? ନାଁ ଘୋଷଣା କରିବେ ପ୍ରିୟଙ୍କା ଗାନ୍ଧି

ସିମଲା:   ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ତୁଟୁନି  । ଚୂଡ଼ାନ୍ତ ହୋଇପାରୁନି ନାଁ । ଏବେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ହାଇକମାଣ୍ଡଙ୍କୁ ତିନିଜଣଙ୍କ ନାଁ ସୁପାରିଶ କରାଯାଇଛି ।  ମୁଖ୍ୟମନ୍ତ୍ରୀ ରେସରେ ଥିବା ୩ ଜଣଙ୍କ ମଧ୍ୟରେ ଅଛନ୍ତି ପ୍ରଦେଶ…