Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଖଣି ଦୁର୍ନୀତି ସମ୍ପର୍କିତ ହେମନ୍ତ ସୋରେନଙ୍କ ପିଟିସନ୍ ଗ୍ରହଣ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି । ତାଙ୍କ ନାଁରେ ଖଣି ଖନନ ଦୁର୍ନୀତି ସମ୍ପର୍କିତ ମାମଲାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ । ଏହାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଗତ ସପ୍ତାହରେ…

ପୁନର୍ବାର ପ୍ରମାଣିତ, ମାଆ ବିଶ୍ୱର ବଡ ଯୋଦ୍ଧା

ଭୁରକୁଣ୍ଡା: ମାଆଙ୍କୁ କାହିଁକି କୁହାଯାଏ ବିଶ୍ୱର ବଡ ଯୋଦ୍ଧା ତାହା ଆଜି ପୁନର୍ବାର ପ୍ରମାଣିତ ହୋଇଛି । ଝାଡଖଣ୍ଡରେ ଏପରି ଏକ ଘଟଣା ଘଟିଛି ଯେ, ସମସ୍ତେ ମାଆର ସାହସକୁ ସଲାମ କରୁଛନ୍ତି । ଭୁରକୁଣ୍ଡାର ନଳକାରୀ ନଦୀ କୂଳରେ ଥିବା ଏକ ଗ୍ରାମରେ ଚରଣ ମାଂଝୀଙ୍କ ପରିବାର ବାସ କରନ୍ତି । ଘଟଣା ଦିନ…

ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ ଜାରି ରହିବ

ନୂଆଦିଲ୍ଲୀ: ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବା ଗରିବ ଶ୍ରେଣୀର ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା EWS କୋଟା ଉପରେ ସୁପ୍ରିମକୋର୍ଟଙ୍କ ମୋହର। EWS କୋଟାରେ କେନ୍ଦ୍ର ସରକାରଙ୍କ ୧୦ ପ୍ରତିଶତ ସଂରକ୍ଷଣ ବୈଧ। ଅବସର ନେବାର ଦିନକ ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ…

ଅନ୍ଧେରୀ ଇଷ୍ଟରେ ଉଦ୍ଧବ ଗୋଷ୍ଠୀ ଦେଲେ ବିଜେପି-ଏକନାଥ ଗୋଷ୍ଠୀଙ୍କୁ ଚକମା

ମୁମ୍ବାଇ: ମହାରାଷ୍ଟ୍ର ଅନ୍ଧେରୀ ଇଷ୍ଟ (ପୂର୍ବ) ଉପନିର୍ବାଚନରେ ଉଦ୍ଧବ ଗୋଷ୍ଠୀର ପ୍ରାର୍ଥୀ ରିତୁଜା ଲଟକେ ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ଦଳର ସଭାପତି ଉଦ୍ଧବ ଠାକରେ କହିଛନ୍ତି ଯେ ଅନ୍ଧେରୀ ପୂର୍ବ ବିଧାନସଭା ଆସନକୁ ଉପ-ନିର୍ବାଚନରେ ​​ରିତୁଜା ଲଟେଙ୍କ ବିଜୟ ଦର୍ଶାଉଛି ଯେ ଲୋକମାନେ…

ଲାଲୁଙ୍କ ହୋମ ଗ୍ରାଉଣ୍ଡରେ ଖେଳ ବିଗାଡିଦେଲେ ଓଓ୍ୱେସୀ

ପାଟଣା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତଥା ତାଙ୍କ ପତ୍ନୀ ରାବ୍ରି ଦେବୀଙ୍କ ଘର ଜିଲ୍ଲା ଗୋପାଳଗଞ୍ଜରେ ପୁଣି ଜିତିଲା ବିଜେପି। ଆରଜେଡିର ଖେଳ ବିଗାଡିଦେଲା ଅସଦୁଦ୍ଦିନ ଓଓ୍ୱେସୀଙ୍କ ପାର୍ଟି ଏଆଇଏମଆଇଏମ। ବିହାରରେ ମେଣ୍ଟ ଭାଙ୍ଗିବା ପରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଥିଲା। ଦୁଇଟି…

ହ୍ରଦରେ ଖସିପଡିଲା ବିମାନ, ୧୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଏକ ଛୋଟିଆ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର। ତାନଜାନିଆର ଏହି ବିମାନ ଭିକ୍ଟୋରିଆ ହ୍ରଦକୁ ଖସିପଡିଛି। ଦେଶର ପ୍ରଧାନମନ୍ତ୍ରୀ କାସିମ ମଜାଲିୱା କହିଛନ୍ତି ଯେ ବିମାନ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା। ଏହାପୂର୍ବରୁ…

ତିରୁପତି ମନ୍ଦିରର ସମ୍ପତି ଘୋଷଣା କଲା ଟ୍ରଷ୍ଟ

ଅମରାବତୀ: ତିରୁମାଲା ତିରୁପତି ଦେବସ୍ଥାନମସ ଟ୍ରଷ୍ଟ ପକ୍ଷରୁ ଆଜି ତିରୁପତି ମନ୍ଦିରର ସମ୍ପତି ଘୋଷଣା କରାଯାଇଛି । ଟିଟିଡି ପକ୍ଷରୁ ଘୋଷଣା କରାଯାଇଥିବା ସମ୍ପତି ତାଲିକାରେ ୧୦.୩ ଟନ ସୁନା ଏବଂ ୧୫,୯୩୮ କୋଟି ଟଙ୍କା କ୍ୟାଶ ରହିଛି । ସମସ୍ତ ସମ୍ପତି ହିସାବକୁ ନେଲେ ବର୍ତମାନ ମୂଲ୍ୟ ଅନୁସାରେ…

ତାମିଲନାଡୁର ୧୫ ଜଣ ମତ୍ସ୍ୟଜୀବୀ ଗିରଫ ସହ ୨ ବୋଟ ଜବତ କଲା ଶ୍ରୀଲଙ୍କା ନୌସେନା

ନୂଆଦିଲ୍ଲୀ : ମାଛ ଧରିବା ଅଭିଯୋଗରେ ୧୫ ଜଣ ମତ୍ସ୍ୟଜୀବୀ ଗିରଫ । ଗତକାଲି ସନ୍ଧ୍ୟାରେ ପ୍ରାୟ ୨୫୦୦ମତ୍ସ୍ୟଜୀବୀ ୪୦୦ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ। ଧନୁଷ୍କୋଡି ଏବଂ ଥାଲାମନାନାର ନିକଟରେ ମାଛ ଧରିବାବେଳେ ଶ୍ରୀଲଙ୍କା ନୌସେନା ପେଟ୍ରୋଲିଂ କରି ସେମାନଙ୍କୁ  ଧରିଥିଲେ । ସାମୁଦ୍ରିକ…

ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଲା ଯାତ୍ରୀବାହୀ ବିମାନ

ନୂଆଦିଲ୍ଲୀ: ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଲା ଯାତ୍ରୀବାହୀ ବିମାନ। ବିମାନଟି ନିୟନ୍ତ୍ରଣ ହରାଇ ହ୍ରଦ ଭିତରକୁ ଖସିପଡ଼ିଥିଲା। ଉତ୍ତର ପଶ୍ଚିମ ବୁକୋବା ସହରରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଖରାପ ପାଣିପାଗ କାରଣରୁ ବିମାନଟି ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦକୁ ଖସିପଡିଥିଲା…

ଶିଶୁ କନ୍ୟାକୁ ଜନ୍ମ ଦେଲେ ଆଲିଆ

ମୁମ୍ଵାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଆଲିଆ । ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର-ଆଲିଆ। ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। କିଛି ସମୟ ପୂର୍ବରୁ ଆଲିଆ ଭଟ୍ଟ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି…