Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଷ୍ଟେସନ୍‌ରେ ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

ବେଙ୍ଗାଲୁରୁ : ଯଶବନ୍ତପୁର ରେଳ ଷ୍ଟେସନ୍‌ରୁ ସମ୍ନାକୁ ଆସିଲା ଚାଞ୍ଚଲ୍ୟକର ଘଟଣା । ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ଯଶବନ୍ତପୁର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ସଫେଇ କରୁଥିବା ବେଳେ ଗୋଟିଏ ଡ୍ରମରେ ଗଳିତ ମୃତଦେହ ଘୋଡ଼ା ହୋଇ ରହିଥିବାର ଦେଖିଥିଲେ…

ୟୁନିଭର୍ସାଲ୍‌ ବ୍ୟାଙ୍କ ସ୍ଥାପନା ପାଇଁ ଆର୍‌ବିଆଇରେ ଆବେଦନ କଲା ଓଡ଼ିଶାର ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ

ଭୁବନେଶ୍ୱର: ୟୁନିଭର୍ସାଲ୍‌ ବ୍ୟାଙ୍କ ସ୍ଥାପନା ପାଇଁ ଆର୍‌ବିଆଇରେ ଆବେଦନ କଲା ଓଡ଼ିଶା ନନ୍‌ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ। ବୁଧବାର ଆର୍‌ବିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଡିସେମ୍ବର ୩୧ ତାରିଖ ୨୦୨୨ରେ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ ଆର୍‌ବିଆଇରେ…

ଚିଟଫଣ୍ଡ ମାମଲାରେ ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଚିଟଫଣ୍ଡ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସିବିଆଇକୁ ଭର୍ତ୍ସନା କରିଛନ୍ତି । ମାମଲାର ଅଗ୍ରଗତି ସମ୍ପର୍କରେ ସୋମବାର ସୁଦ୍ଧା ଜଣାଇବାକୁ ସିବିଆଇକୁ ସୁ୍ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଚିଟଫଣ୍ଡ ଏକ…

ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣା: ଅଭିଯୁକ୍ତକୁ ଧରିବା ପାଇଁ ଟିମ୍ ଗଠନ କଲା ପୁଲିସ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣାରେ ଅଭିଯୁକ୍ତର ପରିଚୟ ମିଳିଛି। ଅଭିଯୁକ୍ତ ଜଣକ ହେଲେ ଶେଖର ମିଶ୍ର(୪୦-୪୫)। ସେ ମୁମ୍ବାଇର ମୀରା ରୋଡ ବାସିନ୍ଦା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତ ଶେଖରକୁ ଧରିବାକୁ ପୁଲିସ ଟିମ୍ ଗଠନ ଗଠନ…

ଗୁଜରାଟରେ କ୍ୟାପ୍ଟେନ ବଦଳାଇଲା ଆମ୍‌ ଆଦ୍‌ମୀ ପାର୍ଟି; ଇସୁଦାନ ଗାଢବୀ ରାଜ୍ୟ ଅଧ୍ୟକ୍ଷ ନିଯୁକ୍ତ

ଗାନ୍ଧୀନଗର: ଗୁଜରାଟ ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟ ହେଲେ ଇସୁଦାନ ଗାଢବୀ। ବୁଧବାର ଦଳ ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛି। ପୂର୍ବରୁ ଗୋପାଳ ଇଟାଲିଆ ଏହି ପଦରେ ନିଯୁକ୍ତ ଥିଲେ। ହେଲେ ଆପ୍ ରାଜ୍ୟରେ ଏବେ କ୍ୟାପ୍ଟେନ୍ ବଦଳାଇଛି। ତେବେ ଗୋପାଳଙ୍କୁ ମଧ୍ୟ ଉଚ୍ଚ ପଦବୀ ଦେଇଛି ଦଳ। ତାଙ୍କୁ ଦଳର…

ମାଙ୍କଡ଼ ସହ ସେଲଫି ନେବା ବେଳେ ୫୦୦ ଫୁଟ୍‌ ତଳକୁ ଖସି ଚାଲିଗଲା ଜୀବନ

ମହାରାଷ୍ଟ୍ର : ସେଲଫି ନେବା ବେଳେ ଅଘଟଣ । ମାଙ୍କଡ଼ ସହ ସେଲଫି ନେବା ହେଲା କାଳ । ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି ସେଲଫି । ଜଣେ ବ୍ୟକ୍ତି ମାଙ୍କଡ଼ ସହ ସେଲଫି ନେଉଥିବା ବେଳେ ୫୦୦ ଫୁଟ୍‌ ତଳକୁ ଖସି ମୃତ୍ୟୁ ବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ମହାରାଷ୍ଟ୍ରର ଭରନ୍ଦ ଘାଟି ରାସ୍ତାରେ…

‘ମିଡିଆକୁ କେବଳ ମୋ ଟି-ସର୍ଟ ଦେଖାଯାଉଛି, ଗରିବଙ୍କ ଚିରା ପୋଷାକ ଦେଖାଯାଉନି’

ନୂଆଦିଲ୍ଲୀ: ଭାରତ ଯୋଡ଼ ଯାତ୍ରାରେ ରାହୁଲ ଗାନ୍ଧୀଙ୍କର ଟି-ଶାର୍ଟକୁ ନେଇ ଗଣମାଧ୍ୟମରେ ଅନେକ ଖବର ପ୍ରକାଶ ପାଇଥିଲା। ବିଜେପି ମଧ୍ୟ ଏହାକୁ ନେଇ ରାହୁଲଙ୍କୁ କଟାକ୍ଷ କରିଥିଲା। ଆଉ ଏବେ ଗଣମାଧ୍ୟମ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ ମିଡିଆ କେବଳ ତାଙ୍କର ଟି-ଶାର୍ଟକ ଲକ୍ଷ୍ୟ…

ବଡ଼ ଧରଣର ଛଟେଇ କରିବ ଆମାଜନ: ଚାକିରି ହରାଇବେ ୧୮ ହଜାର କର୍ମଚାରୀ

ନୂଆଦିଲ୍ଲୀ: ବଡ଼ ଧରଣର ଚାକିରି ଛଟେଇ କରିବ ଆମାଜନ। ପାଖାପାଖି ୧୮୦୦୦ କର୍ମଚାରୀଙ୍କୁ ଛଟେଇ କରିପାରେ କମ୍ପାନୀ। ଏଥିରେ ଆମାଜନ ଷ୍ଟୋର, ପିଏକ୍ସଟି(ପିପୁଲ ଏକ୍ସପିରିଏନ୍ସ ଆଣ୍ଡ ଟେକ୍ନୋଲୋଜୀ) ଏଚ୍‌ଆର୍ ଟିମ୍ସର କର୍ମଚାରୀ ପ୍ରଭାବିତ ହୋଇପାରନ୍ତି। ଏନେଇ କମ୍ପାନୀର ସିଇଓ ଆଣ୍ଡି ଜ୍ୟାସି…

୫ଜି ସେବା ପୂର୍ବରୁ ଗାଈକୁ ପ୍ରତୀକ ଭାବେ କାହିଁକି ବାଛିଲେ ଅମ୍ୱାନୀ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଜିଓ ଟ୍ରୁ ୫ଜି ପାଭିଲିଅନରେ ଗାଈ। ରିଲାଏନ୍ସ ଜିଓ ଗୋ-ସମୃଦ୍ଧି କଣ? ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଥମ ଥର ପାଇଁ ଗାଈକୁ ପ୍ରତୀକ ଭାବେ କାହିଁକି ରଖାଯାଇଥିଲା? ଅମ୍ୱାନୀ ପରିବାର ଗାଈକୁ ଗାଁର ବିକାଶରେ ଶକ୍ତିଶାଳୀ ପ୍ରତୀକ ଭାବେ ଗ୍ରହଣ କରିଛି। କାରଣ ଜାଣିଲେ ଆପଣ ବି ଚକିତ…

ନୋଏଡାରେ ପୁଣି ହିଟ ଆଣ୍ଡ ରନ୍: ସ୍ୱିଗି ବଏଙ୍କୁ ଧକ୍କା ଦେଇ ୫୦୦ ମିଟର ଘୋଷାଡି ନେଲା କାର

ନୋଏଡା: ଦିଲ୍ଲୀରେ ଜଣେ ଯୁବତୀଙ୍କୁ କାର ତଳେ ୧୨ କିମି ଘୋଷାଡି ନେବା ଘଟଣାକୁ ନେଇ ସାରା ଦେଶ ପଡୁଛି, ଉଠୁଥିବାବେଳେ ପୁଣି ସାମ୍ନାକୁ ଆସିଛି ଏହି ଭଳି ଏକ ହୃଦୟ ବିଦାରକ ଘଟଣା । ନୋଏଡାରେ  ଜଣେ ସ୍ୱିଗି ଏଜେଣ୍ଟଙ୍କୁ ଜଣେ ଅଜ୍ଞାତ ଗାଡିଧକ୍କା ଦେବା ପରେ ତାଙ୍କୁ ୫୦୦ ମିଟର ଘୋଷାଡି ନେଇଛି…