Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଲିରେ ପ୍ରବାସୀଙ୍କୁ ବାଲିଯାତ୍ରା କଥା କହିଲେ ମୋଦୀ

ବାଲି: ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧନ କଲା ବେଳେ ବାଲିଯାତ୍ରା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରୁ ୧୫ଶହ କିଲୋମିଟର ଦୂର କଟକସ୍ଥିତ ବାଲିଯାତ୍ରା ମହୋତ୍ସବର ସ୍ମରଣ କରାଇଲେ ମୋଦୀ । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ସ୍ମରଣୀୟ ରଖିବା…

ବାଲିରେ ୫ ଟି ବ୍ୟାଙ୍କ ମଧ୍ୟରେ ଏମଓୟୁ

ବାଲି: ଇଣ୍ଡୋନେସିଆର ବାଲିଠାରେ ଜି-୨୦ ଶିଖର ସମ୍ମିଳନୀରେ ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି ସଦସ୍ୟ ରାଷ୍ଟ୍ର । ସୀମା ପାର୍ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ପାଇଁ ୫ ଟି ବିଦେଶୀ ବ୍ୟାଙ୍କ ପରସ୍ପର ମଧ୍ୟରେ ଏମଓୟୁ ସ୍ୱାକ୍ଷର କରିଛନ୍ତି । ଏଗୁଡିକ ହେଉଛନ୍ତି ବ୍ୟାଙ୍କ ଇଣ୍ଡୋନେସିଆ,…

ଦଙ୍ଗା ମାମଲାରେ ଦୋଷୀ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କଲା ବିଜେପି

ଲକ୍ଷ୍ନୌ: ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେଲେ ମୁଜଫରନଗର ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକଙ୍କ ପତ୍ନୀ । ଖତୌଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜେପି ରାଜକୁମାରୀ ସୈନିଙ୍କୁ ଟିକେଟ୍ ଦେଇଛି । ରାଜକୁମାରୀ ସୈନି ହେଉଛନ୍ତି ପୂର୍ବତନ ବିଧାୟକ ବିକ୍ରମ ସୈନିଙ୍କ ପତ୍ନୀ…

ଏୟାର ଇଣ୍ଡିଆ ଉପରେ ୧୪ ଲକ୍ଷ ଡଲାର ଜରିମାନା କଲା ଆମେରିକା, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଉପରେ ଆମେରିକାର ଜରିମାନା । ୧୪ ଲକ୍ଷ ଡଲାର ଜରିମାନା କରିଛି ଆମେରିକା । କୋଭିଡ୍ ସଂକ୍ରମଣ ପାଇଁ ଅନେକ ବିମାନ ଉଡ଼ାଣ ବାତିଲ୍ ହେବା ସହ ଯାତ୍ରୀ ପ୍ରଭାବିତ ହୋଇଥିଲେ । ଆଉ ବିମାନ ବାତିଲ୍ ପାଇଁ ବୁକିଂ ଅର୍ଥ ଫେରସ୍ତ କରିଥିଲେ ବିମାନ କମ୍ପାନୀ । କିନ୍ତୁ ଏୟାର…

ଆରଏସଏସ ପତ୍ରିକା ଦି ଅର୍ଗାନାଇଜରର ମାରାତ୍ମକ ଅଭିଯୋଗ, ଧର୍ମ ପରିବର୍ତନ ପାଇଁ ଫଣ୍ଡିଂ କରୁଛି ଆମାଜନ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହ ଜଡିତ ଦି ଅର୍ଗାନାଇଜର ତାର ନୂତନ ସଂସ୍କରଣରେ ମାରାତ୍ମକ ଅଭିଯୋଗ ଆଣିଛି । ଇ କମର୍ସ କମ୍ପାନୀ ଆମାଜନ ପୂର୍ବୋତର ଭାରତରେ ଧର୍ମାନ୍ତରଣ ପାଇଁ ଫଣ୍ଡିଂ କରୁଛି । ଆମାଜନ କ୍ରସ କନେକ୍ସନ ଶୀର୍ଷକ କଭର ଷ୍ଟୋରିରେ ଏହି ଲେଖା ପ୍ରକାଶ ପାଇଛି…

୧୦ ମହଲାରୁ ଡେଇଁ ଆତ୍ମହତ୍ୟା କଲେ RAW ଅଫିସର

ନୂଆଦିଲ୍ଲୀ : RAW ଅଫିସରଙ୍କ ଆତ୍ମହତ୍ୟା ଅଭିଯୋଗ । ୧୦ ମହଲାରୁ ଡେଇଁ ଆତ୍ମହତ୍ୟା କଲେ (RAW)ର ଜଣେ ଓଡିଆ ଅଫିସର । ଦିଲ୍ଲୀ ଲୋଦି କଲୋନୀ ସ୍ଥିତ ମୁଖ୍ୟାଳୟର ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ଜଣେ ଓଡିଆ ଅଫିସର ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି …

ସାମ୍ବାଦିକା ହେବାକୁ ଚାହୁଁଥିଲେ, ମୁଖ୍ୟ ସମ୍ବାଦ ପାଲଟିଗଲେ ଶ୍ରଦ୍ଧା

ନୂଆଦିଲ୍ଲୀ: ଯେତିକି ଭୟାନକ, ସେତିକି ବିଭତ୍ସ ଆଉ ହୃଦୟଥରା ଏ ପ୍ରେମ କାହାଣୀ । ପ୍ରେମକୁ ନେଇ ଜଣେ ଏମିତି ଜୀବନ୍ତ ଭାବେ ଅଭିନୟ କରିପାରେ ଆଉ ଏତେ ନିଷ୍ଠୁର ଭାବେ ପ୍ରେମକୁ ହତ୍ୟା କରିପାରେ ଭାବିଲେ ଛାତି ଥରିଯାଏ । ହେଲେ ଏ ନରରାକ୍ଷାସ ସେମିତି କରିଥିଲା । ତା ମାୟାଜାଲରେ ପଡି ଯାଇଥିଲା…

ଖାଉଟିଙ୍କ ପାଇଁ ଖୁସି ଖବର; କମିଲା ଖାଇବା ତେଲ ଦର

ନୂଆଦିଲ୍ଲ: ଦୀର୍ଘ ଦିନ ଧରି ମହଙ୍ଗା ମାଡରେ ନଇଁ ପଡ଼ିଥିବା ଗରିବ, ମଧ୍ୟବିତ୍ତଙ୍କ ପାଇଁ ଖୁସିର ଖବର । ଅକ୍ଟୋବର ମାସରେ ଦରଦାମ ସାମାନ୍ୟ ହ୍ରାସ ପାଇଥିବା ଜଣାଯାଇଛି । ଖୁଚୁରା ଦରବୃଦ୍ଧି ଏବେ ବି ୬.୭୭ ପ୍ରତିଶତ ରହିଛି ଯାହା କି ଆରବିଆଇ ଦ୍ୱାରା ନିର୍ଦ୍ଧାରିତ  ୬ ପ୍ରତିଶତ ଟାର୍ଗେଟରୁ ଅଧିକ…

ୟୁନିଭର୍ସିଟି ଅଫ୍ ଭିର୍ଜିନିଆରେ ଗୁଳିକାଣ୍ଡ, ୩ ଛାତ୍ର ମୃତ

ୱାଶିଂଟନ୍: ଆମେରିକାରେ ୟୁନିଭର୍ସିଟି ଅଫ୍ ଭିର୍ଜିନିଆରେ ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ୩ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏନେଇ ଗୁଳିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଘଟଣାରେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ତିନି…

ରୁଷିଆ ବିରୋଧୀ ୟୁଏନଜିଏ ପ୍ରସ୍ତାବକୁ ଏଡାଇଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ପରିଷଦ(ୟୁଏନଜିଏ) ଦ୍ୱାରା ଆଗତ ରୁଷିଆ ବିରୋଧୀ ପ୍ରସ୍ତାବରେ ସ୍ୱାକ୍ଷର କଲାନି ଭାରତ । ୟୁକ୍ରେନରେ ଆନ୍ତର୍ଜାତୀକ ଆଇନ ଉଲ୍ଲଂଘନ ଓ ଯୁଦ୍ଧ ଯୋଗୁଁ ହୋଇଥିବା କ୍ଷତିକୁ ଆଧାର କରି ଏହି ପ୍ରସ୍ତାବ ୟୁଏନଜିଏ ଆଗତ କରିଥିଲା । ଏହି ପ୍ରସ୍ତାବକୁ ୯୪ଟି ଦେଶ…