Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା ଅଫତାବ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ଅଫତାବ ପ୍ରଥମେ ପ୍ରେମ କରି ପରେ ତାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦେଶର ରାଜଧାନୀ ଦିଲ୍ଲୀରେ ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରି  ବିଭତ୍ସ ଭାବେ ଖଣ୍ଡ ଖଣ୍ଡ କରି ଜଙ୍ଗଲରେ…

ଆଜି ୮ ବିଲିୟନ ଛୁଇଁବ ବିଶ୍ୱ ଜନସଂଖ୍ୟା

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା ଜନସଂଖ୍ୟା ବୃଦ୍ଧି । ଆଜି ବିଶ୍ୱ ଜନସଂଖ୍ୟା ୮ ବିଲିୟନକୁ ଛୁଇଁବ । ଚିନ୍ତା ଏତିକିରେ ସରିନାହିଁ । ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟ ଆହୁରି ଚିନ୍ତା ବଢାଇବା ପରି ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮.୫…

‘ଅସ୍ତ୍ରବିରତି ଓ କୂଟନୀତି ମାଧ୍ୟମରେ ୟୁକ୍ରେନ୍ ସମସ୍ୟା ସମ୍ଭବ’ : ମୋଦୀ

ଜାକାର୍ତ୍ତା : ଇଣ୍ଡୋନେସିଆରେ ଜି-୨୦ ସମ୍ମିଳନୀରେ ବାର୍ତ୍ତା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ‘ୟୁକ୍ରେନ ସମସ୍ୟାକୁ ଶାନ୍ତି ମାଧ୍ୟମରେ ସମାଧାନ କରିବୁ’ ବୋଲି କହିଛନ୍ତି ମୋଦୀ । ଅସ୍ତ୍ରବିରତି ଓ କୂଟନୈତିକ ଏହାର ସମାଧାନର ମାର୍ଗ । ବୈଶ୍ୱିକ କ୍ଷେତ୍ରରେ ଜି-୨୦କୁ…

ମିଜୋରାମରେ ପଥର ଖାଦାନ ଧସି ୮ଶ୍ରମିକଙ୍କ ମୃତ୍ୟୁ

ଆଇଜଲ୍: ମିଜୋରାମର ହନଠିଆଲ ଜିଲ୍ଲାରେ ପଥର ଖାଦାନ ଧସିଯିବାରୁ ୧୨ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଏଯାଏଁ ୮ ଜଣଙ୍କ ଶବ ଉଦ୍ଧାର କରାଯାଇସାରିଛି । ତିନି ଜଣ ଶ୍ରମିକଙ୍କ ଶରୀରର କିଛି କିଛି ଅଂଶ କେବଳ ଉଦ୍ଧାରକାରୀଙ୍କୁ ମିଳିପାରିଛି । ସମସ୍ତ ଶ୍ରମିକ ବିହାରର ବୋଲି ସୂଚନା…

୧୦ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ଓ୍ୱାଶିଂଟନ: ଟ୍ୱିଟର ଓ ଫେସବୁକ ପରେ ଏବେ ଆମାଜନ କର୍ମଚାରୀ ଛଟେଇ କରିବା ନେଇ ସଙ୍କେତ ଦେଇଛି । ବୈଶ୍ୱିକ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଗୋଟିଏ ପରେ ଗୋଟିଏ ଏମଏନସି କର୍ମଚାରୀ ସଂଖ୍ୟା କମାଇବାକୁ ଲାଗିଲେଣି । ଫେସବୁକ, ଟ୍ୱିଟର ଓ ସ୍ନାପଚାଟ୍ ଭଳି ବଡ଼ ବଡ଼ କମ୍ପାନୀ ଛଟେଇ କରିବା ପରେ ଏବେ…

ଜି-୨୦ ସମ୍ମିଳନୀରେ ବାଇଡେନଙ୍କୁ ଭେଟିଲେ ମୋଦୀ

ବାଲି:  ଇଣ୍ଡୋନେସିଆକୁ ୨ ଦିନିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୭ତମ ଜି-୨୦ଶିଖର ସମ୍ମିଳନୀ ଆଜିଠୁ ଆରମ୍ଭ ହୋଇଛି । ମୋଦୀ ଏହି ସମ୍ମିଳନୀରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରର କିଛି ମୁହୁର୍ତ୍ତ ପିଏମଓଙ୍କ…

ଇଣ୍ଡୋନେସିଆର ବାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ବାଲି : ଇଣ୍ଡୋନେସିଆର ବାଲିରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ବାଲିରେ ଭବ୍ୟ ସ୍ବାଗତ ସମ୍ବର୍ଧନା ଦିଆଯାଇଛି । ଜି -20 ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର  ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ବିଶ୍ୱ…

ବାଂଲଦେଶରେ ଖୋଲିଲା କିସ୍‍ର ଶାଖା ‘ଡିସ୍‍’

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଦ୍ୟାଳୟ କିସ, ଭୁବନେଶ୍ୱର ଢ଼ାଞ୍ଚାରେ ବାଂଲାଦେଶରେ ଖୋଲିଛି ଡାଫୋଡିଲ୍‍ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (ଡିସ୍‍)। ଢ଼ାକାଠାରେ ଲୋକସଭା ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୋମବାର ଏହାର ଉଦଘାଟନ…

ଆପ ନେତା ସତ୍ୟେନ୍ଦ୍ରଙ୍କୁ ଭିଆଇପି ଟ୍ରିଟମେଂଟ: ନିଲମ୍ବିତ ହେଲେ ଜେଲ ସୁପରିଟେଂଣ୍ଡେଟ ଅଜିତ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ଭିଆଇପି ଟ୍ରିଟମେଂଟ ଦେଇ ଫସିଛନ୍ତି ଜେଲ ସୁପରିଟେଂଡେ ଅଜିତ କୁମାର । ଠକ ସୁକେଶ କୁମାର ଏ ନେଇ ଦିଲ୍ଲୀ ଏଲଜି ବିନୟ କୁମାର ସକ୍ସେନାଙ୍କୁ ପତ୍ର ଲେଖି ଅଭିଯୋଗ କରିଥିଲେ । ଏଲଜି ଏ ନେଇ ଏକ ଯାଂଚ କମିଟି ଗଠନ…

ନିର୍ଦ୍ଦିଷ୍ଟ ଧର୍ମର ସ୍ଲୋଗାନ ଉଚ୍ଚାରଣ କରାଇବା ପାଇଁ ଯୁବକଙ୍କୁ ନିସ୍ତୁକ ମାଡ଼

ହାଇଦ୍ରାବାଦ : ହଷ୍ଟେଲରେ ରହୁଥିବା ଛାତ୍ର ଉପରେ ମରଣାନ୍ତକ ଆକ୍ରମଣ । ସୋଶିଆଲ ମିଡିଆାରେ ଭିଡିଓ ଭାଇରାଲ । ଛାତ୍ର ଜଣକ ହେଲେ ଆଇସିଏଫଏଆଇ(ICFAI) ଫାଉଣ୍ଡେସନର ତୃତୀୟ ବର୍ଷ ଛାତ୍ର  । ତାଙ୍କ ନାଁ ହେଉଛି ହିମାଙ୍କ ବଂଶଲ । ଏହି ଦୃଶ୍ୟରେ ହିମାଙ୍କକୁ ତଳେ ପକାଇ କେତେକ ଛାତ୍ର ଗୋଇଠା ବିଧା…