Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଲିରେ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼ ହୋଇଛି । ୱାଜିରାବାଦରେ ଏକ ରାଲିରେ ଇମ୍ରାନ ଖାନଙ୍କୁ ଗୁଳିମାଡ଼ କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଇମ୍ରାନଙ୍କ ସହ ଅନ୍ୟ ୪ ଜଣ ଗୁଳିମାଡ଼ରେ ଆହତ ହୋଇଥିବା ଜଣା…

ଦେଶର ୪୦ ରେଳଷ୍ଟେସନର ନବୀକରଣ କାମ ଜାରି, ୧୪ଟି ପାଇଁ ଟେଣ୍ଡର

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ଭାରତୀୟ ରେଳଓ୍ୱେ ବିଭିନ୍ନ ସମୟରେ ନୂଆ ନୂଆ ପ୍ରୟାସ କରିଆସୁଛି । ରେଳଷ୍ଟେସନରେ ଯେପରି ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନହୁଏ, ସେଥିପାଇଁ ଭାରତୀୟ ରେଲଓ୍ୱେ ଆରମ୍ଭ କରିଛି ଷ୍ଟେସନ ନବୀକରଣ କାର୍ଯ୍ୟ । ୪୦ଟି…

ଲାଲ୍ କିଲ୍ଲା ଆକ୍ରମଣକାରୀ ଅଶଫାକକୁ ଫାଶୀ ନିର୍ଦ୍ଦେଶ ବଳବତ୍ତର

ନୂଆଦିଲ୍ଲୀ: ଲସ୍କର-ଏ-ତୋଇବା ସଂଗଠନର ଆତଙ୍କବାଦୀ ମହମ୍ମଦ ଆରିଫ ଓରଫ୍ ଅଶଫାକକୁ ମିଳିବ ଫାଶୀ । ଫାଶୀ ରାୟର ପୁନର୍ବିଚାର ଆବେଦନ ଖାରଜ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ୨୨ ସେପ୍ଟେମ୍ୱର ୨୦୦୦ ମସିହାରେ ଲାଲ୍ କିଲ୍ଲା ଉପରେ ଆକ୍ରମଣ କରିଥିଲା ଅଶଫାକ୍  । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ…

ଟ୍ୱିଟର୍ ବ୍ଲୁଟିକ୍ ପାଇଁ ମାସିକ ୮ ଡଲାରକୁ ନେଇ ଅଜବ ଯୁକ୍ତି ରଖିଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର, ବ୍ଲୁଟିକ୍ ଓ ୮ ଡଲାର୍ । ଏବେ ଏଲନ୍ ମସ୍କଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ବଢ଼ୁଛି । ବ୍ଲୁଟିକ୍ ପାଇଁ ମାସିକ ୮ ଡଲାର ଦେୟକୁ ନେଇ ଅନେକ ଟ୍ୱିଟର ବ୍ୟବହାରକାରୀ ନାରାଜ ଥିବାବେଳେ ଏଲନ୍ ମସ୍କ ନିଜେ ଯୁଦ୍ଧକୁ ଓହ୍ଲାଇଛନ୍ତି ।…

ଗୁଜରାଟ ପାଇଁ ବାଜିଲା ବିଗୁଲ୍, ୨ଟି ପର୍ଯାୟରେ ହେବ ନିର୍ବାଚନ

ନୂଆଦିଲ୍ଲୀ: ଗୁଜରାଟର ୧୮୨ଟି ବିଧାନସଭା ଆସନ ଲାଗି ୨ଟି ପର୍ଯ୍ୟାୟରେ ମତଦାନ ହେବ । ନିର୍ବାଚନ କମିଶନ ଆଜି ପ୍ରେସମିଟରେ ୨ଟି ପର୍ଯ୍ୟାୟରେ ଗୁଜରାଟ ନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ଡିସେମ୍ବର ୧ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଡିସେମ୍ବର ୫ ତାରିଖରେ ହେବ…

ମୁଲାୟମଙ୍କୁ ଭାରତ ରତ୍ନ ଦେବା ପାଇଁ ରାଷ୍ଟ୍ରପତି ଓ ପିଏମଙ୍କୁ କଂଗ୍ରେସ ନେତାଙ୍କ ଚିଠି

ମୁମ୍ୱାଇ: ମୁଲାୟମ ସିଂ ଯାଦବଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନ ଦେବାକୁ ମହାରାଷ୍ଟ୍ର କଂଗ୍ରେସ ନେତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ (ମରଣୋତ୍ତର) ପ୍ରଦାନ…

ଉତର କୋରିଆ-ଦକ୍ଷିଣ କୋରିଆ ବିବାଦ ଚରମ ସୀମାରେ, ଜାପାନରେ ଜାରୀ ହେଲା ଆଲର୍ଟ

ଟୋକିଓ: ରୁଷ-ୟୁକ୍ରେନ ପରେ ଏବେ ଉତର କୋରିଆ ଓ ଦକ୍ଷିଣ କୋରିଆ ବିବାଦ ତୀବ୍ର ରୂପ ନେଇଛି । ଏପରିକି ଏହି ଅଶାନ୍ତି ଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦେଖି ଜାପାନ ମଧ୍ୟ ତାର କେତେକ ଅଂଚଳରେ ଆଲର୍ଟ ଜାରୀ କରିଛି । ୨ ଦିନ ତଳେ ଉତର କୋରିଆ ବିବାଦୀୟ ଅଂଚଳ ନିକଟରେ ୨୩…

ଗୁଜରାଟ ମୋର୍ବି ଭଳି ଚୀନରେ ଭୁଶୁଡ଼଼ି ଥିଲା ପୋଲ, ଦୋଷୀ ଅଧିକାରୀଙ୍କୁ ଦିଆଯାଇଥିଲା ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: ଗୁଜରାଟ ମୋର୍ବିରେ ବ୍ରିଜ୍ ଭୁଶୁଡ଼ି ୧୩୪ ଜଣଙ୍କ ମୃତ୍ୟୁ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ତେଜୁଛି । ତେବେ ଏଭଳି ମାମଲାରେ ଦେଶରେ କଡ଼ା କାର୍ଯ୍ୟାନୁଷ୍ଠାନ ଉଦାହରଣ ପ୍ରାୟତଃ ନାହିଁ କହିଲେ ଚଳେ । ଯେଉଁଥି ପାଇଁ ପୋଲ ନିର୍ମାଣକାରୀ ସଂସ୍ଥା ହେଉ ଅବା ମରାମତି ଦାୟିତ୍ୱ…

ଆଜି ବାଜିବ ଗୁଜରାଟ ବିଗୁଲ୍

ଗୁଜରାଟ: ବାଜିବ ଗୁଜରାଟ ବିଗୁଲ୍ । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ହେବ ତାରିଖ ଘୋଷଣା । ମଧ୍ୟାହ୍ନରେ ନିର୍ବାଚନ କମିଶନ କରିବେ ପ୍ରେସମିଟ । ଆଜି ତାରିଖ ଘୋଷଣା ନେଇ ପୂର୍ବରୁ ନିର୍ବାଚନ କମିଶନ ପ୍ରେସମିଟ୍ ଜରିଆରେ ସୂଚନା ଦେଇଥିଲେ । ଏଥର ବି ୨ଟି ପର୍ଯ୍ୟାୟରେ ନିର୍ବାଚନ…

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲେ ୨ କର୍ମଚାରୀ

ଲକ୍ଷ୍ନୌ: ହୋଟେଲର ଷ୍ଟୋରରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲେ ୨ କର୍ମଚାରୀ । ଉତ୍ତରପ୍ରଦେଶର ମଥୁରାର ବୃନ୍ଦାବନ ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଏହି ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା। ଏହି ଅଗ୍ନିକାଣ୍ଡରେ ହୋଟେଲର ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ…