Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସେପ୍ଟେମ୍ବର ୧୯ରେ ମହାରାଣୀଙ୍କ ଅନ୍ତିମ ସଂସ୍କାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ନେଇ ସାରା ବିଶ୍ବ ଏବେ ଶୋକପାଳନ କରୁଛି । କେବଳ ବ୍ରିଟେନ ନୁହେଁ ବିଶ୍ବର ଅନେକ ଦେଶ ମହାରାଣୀଙ୍କ ସମ୍ମାନ ପାଇଁ ନିଜ ନିଜ ଦେଶରେ ଶୋକଦିବସ ଘୋଷଣା କରିଛନ୍ତି । ୯୬ ବର୍ଷ ବୟସରେ ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ…

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ସେପ୍ଟେମ୍ବର ୧୧ରେ ଦିନିକିଆ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ: ଗ୍ରେଟ ବ୍ରିଟେନର  ରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କର ସେପ୍ଟେମ୍ବର ୮, ୨୦୨୨ରେ ବିୟୋଗ ହୋଇଛି । ଏହି ଦିବଂଗତ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ମାନାର୍ଥେ ଭାରତ ସରକାର ସେପ୍ଟେମ୍ବର ୧୧ରେ ସାରା ଦେଶରେ ଦିନିକିଆ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶୋକ ପାଳନ ଦିନ…

ଏହି ବର୍ଷରେ ଜନ୍ମ ହୋଇଥିବା ପିଲାଙ୍କ ଠାରେ ଫେସବୁକ ପ୍ରତି ଆଗ୍ରହ କମୁଛି

ଓ୍ୱାଶିଂଟନ: ୧୯୯୭ ରୁ ୨୦୧୨ ମଧ୍ୟରେ ଜନ୍ମିତ ପିଲା ସୋସିଆଲ୍ ମିଡିଆରେ ବିଶେଷ ଭାବରେ ଫେସବୁକରେ ସକ୍ରିୟ ରହୁ ନାହାନ୍ତି। ଭର୍ଚୁଆଲ୍ ଜଗତର ବନ୍ଧୁତା ଉପରେ ତାଙ୍କର ବିଶ୍ୱାସ ହ୍ରାସ ପାଇଛି। ଯେତେବେଳେ କି ୧୯୮୧ ରୁ ୧୯୯୬ ମଧ୍ୟରେ ଜନ୍ମ ହୋଇଥିବା ୨୬ ରୁ ୪୧ ବର୍ଷ ବୟସ୍କ ନିୟମିତ ଭାବେ ଫେସବୁକ୍…

ନୂପୁର ଶର୍ମାଙ୍କୁ ଆଶ୍ୱସ୍ତି, ସୁପ୍ରିମକୋର୍ଟ ଖାରଜ କଲେ ଗିରଫ ଆବେଦନ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ନୂପୁର ଶର୍ମାଙ୍କୁ ଆଜି ଆଶ୍ୱସ୍ତି ମିଳିଛି । ମାନ୍ୟବର ସୁପ୍ରିମକୋର୍ଟ ତାଙ୍କୁ ଗିରଫ କରିବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି । ସେହିପରି ସମ୍ପୂର୍ଣ୍ଣ ଘଟଣା ନେଇ ନିରପେକ୍ଷ ତଦନ୍ତ ଦାବୀକୁ ମଧ୍ୟ…

ରାଣୀ ଏଲିଜାବେଥ ୨ଙ୍କ ମୃତ୍ୟୁ ପରେ ଭାରତରେ ଜୋର ଧରିଲା କୋହୀନୂର ହୀରା ଫେରସ୍ତ ଦାବୀ

ଲଣ୍ଡନ: ମହାରାଣୀ ଏଲିଜାବେଥ୨ଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏକ ଅଦ୍ଭତ ଦାବୀ ଜୋର ଧରିଛି । ଟ୍ୱିଟରରେ ଭାରତୀୟମାନେ ରାଣୀଙ୍କ ମୃତ୍ୟୁ ପରେ କୋହୀନୂର ହୀରା ଭାରତକୁ ଫେରାଇଦେବା ଦାବୀ କରିଛନ୍ତି । ୧୦୫.୫ କ୍ୟାରେଟର ଏହି ହୀରା ୧୯୩୭ରୁ ମହାରାଣୀଙ୍କ ମୁକୁଟରେ ଲଗାଯାଇଛି । ମୃତ୍ୟୁ…

ରାହୁଲ ଗାନ୍ଧୀଙ୍କ କଣ୍ଟେନର-1ରେ ରହିଛି  5 ଷ୍ଟାର ରୁମ୍ ଭଳି ବିଶେଷ ସୁବିଧା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ରାହୁଲ ଗାନ୍ଧୀ ଏବେ  ଭାରତ ଯୋଡୋ ଯାତ୍ରାରେ ବାହାରିଛନ୍ତି । 3500 କିଲୋମିଟର ଯାତ୍ରା କରିବେ ରାହୁଲ ଗାନ୍ଧୀ । ତେବେ ଏହି ଯାତ୍ରା ସମୟରେ ସେ କୈାଣସି ରାଜ୍ୟରେ 5 ଷ୍ଟାର ହୋଟେଲରେ ରହିବେ ନାହିଁ । ରାହୁଲଙ୍କ ପାଇଁ ସ୍ବତନ୍ତ୍ର କଣ୍ଟେନର ବ୍ୟବସ୍ଥା କରାଯାଇଛି…

ଅଷ୍ଟ୍ରେଲିଆର ୨.୫ କୋଟି ଲୋକଙ୍କର ହେବ ଡିଏନଏ ଟେଷ୍ଟ

ସିଡନୀ: ଅଷ୍ଟ୍ରେଲିଆର ସମସ୍ତ ଅଧିବାସୀଙ୍କ ଡିଏନଏ ଟେଷ୍ଟ କରିବା ପାଇଁ ସ୍ଥାନୀୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହା କରିବାରେ ଅଷ୍ଟ୍ରେଲିଆ ପ୍ରଥମ ଦେଶ ହେବାକୁ ଯାଉଛି । ଡିଏନଏ ସାମ୍ପୁଲରୁ ବ୍ୟକ୍ତି କେଉଁ ରୋଗରେ ଆକ୍ରାନ୍ତ ତାହା ଜଣାପଡିବ । ଫଳରେ କର୍କଟ, ଡାଇବେଟିଜ ଓ ଅନ୍ୟ…

ତିନି ଥର ଭାରତ ଗସ୍ତରେ ଆସିଥିଲେ ରାଣୀ ଏଲିଜାବେଥ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ମୃ୍ତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ସେ ବ୍ରିଟେନର ରାଣୀ ଭାବରେ ୭୦ ବର୍ଷ ଶାସନ କରିଥିଲେ। ଏଲିଜାବେଥ ତାଙ୍କ ଜୀବନ କାଳରେ ଅନେକ ଥର ଭାରତ ଗସ୍ତ କରିଥିଲେ। ଏହି ସମୟରେ ସେ ଭାରତର…

ମହାରାଣୀଙ୍କ ମୃତ୍ୟୁ ପରେ ଏହିସବୁ ବଦଳିବ ବ୍ରିଟେନରେ

ନୂଆଦିଲ୍ଲୀ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ (୯୬)ଙ୍କର ଗୁରୁବାର ଦେହାନ୍ତ ହୋଇଛି। ସେ ବ୍ରିଟେନ ଇତିହାସରେ ସର୍ବ ପୁରାତନ ଏବଂ ଦୀର୍ଘତମ ରାଣୀ ଥିଲେ। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବର୍ତ୍ତମାନ ପୂର୍ବତନ ପ୍ରିନ୍ସ ଚାର୍ଲ୍ସ(୭୩) ବ୍ରିଟେନର ନୂଆ ରାଜା ହେବେ। ଏହା ସହିତ…

ତୀର୍ଥ ଯାତ୍ରା ପାଇଁ ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ବିମାନରେ ପଠାଇବେ ସରକାର

ଭୋପାଳ: ଆଉ ବସ୍ କି ଟ୍ରେନ୍ ନୁହେଁ, ଏଣିକି ବିମାନରେ ବୟସ୍କଙ୍କୁ ତୀର୍ଥ ଯାତ୍ରାରେ ପଠାଇବେ ସରକାର । ଆଜ୍ଞା ହଁ ଏମିତି ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର । ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ସରକାର ବିମାନରେ ତୀର୍ଥ ଯାତ୍ରା ଲାଗି ପଠାଇବାକୁ ଯୋଜନା କରିଛନ୍ତି । ବିମାନରେ ସରକାର…