Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫ୍ୟାଶନ ମାମଲାରେ ରାଣୀ ଏଲିଜାବେଥ-୨ ଥିଲେ ଶୀର୍ଷରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଣୀ ଏଲିଜାବେଥ-୨ଙ୍କର ଦେହାନ୍ତ ପରେ ତାଙ୍କ ସହ ଜଡିତ ଇତିହାସକୁ ମନେ ପକାଉଛି ସାରା ବିଶ୍ୱ। ଏଲିଜାବେଥ୍-୨ ବ୍ରିଟେନର ଦୀର୍ଘତମ ରାଜକୀୟ ରାଣୀର ମାନ୍ୟତା ହାସଲ କରିଥିଲେ। ବ୍ରଟିଶ ରାଜଗାଦୀର ଅଧିଷ୍ଠାତ୍ରୀ ଥିବା ଏଲିଜାବେଥଙ୍କର ଜୀବନଶୈଳୀ ସବୁବେଳେ ଚର୍ଚ୍ଚାର…

କେତେ ପାଠ ପଢ଼ିଥିଲେ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଗୁରୁବାର ସ୍କଟଲ୍ୟାଣ୍ଡରେ ଦେହାନ୍ତ ହୋଇଛି । ରାଣୀଙ୍କ ମୃତ୍ୟୁ ପରେ ବ୍ରିଟେନ ସମେତ ସମଗ୍ର ବିଶ୍ୱରେ ଶୋକର ଲହରୀ ଖେଳିଯାଇଛି। ବ୍ରିଟେନର ରାଜ ପରିବାରର ସବୁଠାରୁ ଶୀର୍ଷ ସଦସ୍ୟଙ୍କ ମୃତ୍ୟୁକୁ ନେଇ ବ୍ରିଟେନବାସୀ ଶୋକ…

ପାକିସ୍ତାନକୁ ଶକ୍ତିଶାଳୀ କରୁଛି ଆମେରିକା: ୪୫୦ ମିଲିଅନ ଡଲାର ଦେବ ବାଇଡେନ ସରକାର

ଓଡ଼ିଶା ସମ୍ବାଦ ବ୍ୟୁରୋ:  ପାକିସ୍ତାନ ଏବଂ ଆମେରିକାରେ ସରକାର ବଦଳିବା ପରେ ପ୍ରତିରକ୍ଷା ନୀତି ମଧ୍ୟ ବଦଳିବାରେ ଲାଗିଛି ।  ଆମେରିକାର ବାଇଡେନ ସରକାର F-16 ଯୁଦ୍ଧ ବିମାନ ସମ୍ବନ୍ଧରେ ପାକିସ୍ତାନକୁ ଆର୍ଥିକ  ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଟ୍ରମ୍ପ ସରକାର ଏହା ଉପରେ ରୋକ…

କିଏ ହେବ କଂଗ୍ରେସର ନୂଆ ମଙ୍ଗୁଆଳ? ରାହୁଲ, ମଲ୍ଲିକାର୍ଜୁନ, ଅଶୋକଙ୍କ ଉପରେ ନଜର

ନୂଆଦିଲ୍ଲୀ: କିଏ ହେବ କଂଗ୍ରେସର ନୂଆ ସଭାପତି? କାହାକୁ କଂଗ୍ରେସ ଦଳ ମଙ୍ଗୁଆଳ କରିବ। କାହା ନେତୃତ୍ବରେ ଦଳ ୨୦୨୪ ନିର୍ବାଚନ ଲଢ଼ିବ? ଏଭଳି ଅନେକ ପ୍ରଶ୍ନକୁ ନେଇ ଖାଲି କଂଗ୍ରେସରେ ଚର୍ଚା ହେଉନି ସାରା ଭାରତରେ ଆଲୋଚନା ହେଉଛି । ଆଉ ଦୁଇ ସପ୍ତାହ ପରେ କଂଗ୍ରେସର ନିର୍ବାଚନ ପ୍ରକ୍ରିୟାର…

ସୋନାଲିିଙ୍କୁ ହତ୍ୟା କରାଯାଇଥିବା ହୋଟେଲରେ ଚାଲିଲା ବୁଲଡୋଜର

ଗୋଆ: ବିଜେପି ନେତା ତଥା ସୋସିଆଲ ମିଡିଆ ଟିକଟକ୍ ତାରକା ସୋନାଲି ଫୋଗାଟଙ୍କୁ ହତ୍ୟା କରାଯାଇଥିବା ହୋଟେଲରେ ଚାଲିଲା ବୁଲଡୋଜର୍ । https://twitter.com/ANI/status/1568087710191202304?s=20&t=bcpKXfzIr9053ota5R6Jdg  କୁର୍ଲିସ୍ ରେଷ୍ଟୁରାଣ୍ଟରେ ବୁଲଡୋଜର ଚଲାଇବାକୁ…

କର୍ତ୍ତବ୍ୟ ପଥକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ରାଜପଥର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପର ବର୍ଷିଛନ୍ତି । ଜୟରାମ ରମେଶ କହିଛନ୍ତି ମୋଦି ହେଉଛନ୍ତି ସୁପର ପ୍ରଚାରକ । କଂଗ୍ରେସକୁ ବିରୋଧ କରିବା ତାଙ୍କର ନିୟମିତ ଅଭ୍ୟାସ । ଏହା ସହ ସେ ଆରଏସଏସକୁ  ବ୍ରିଟିଶ…

ରାଣୀ ଏଲିଜାବେଥ-୨ଙ୍କ ପରେ କାହାକୁ ମିଳିବ କୋହିନୁର ମୁକୁଟ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏଥି ସହିତ ଗୋଟିଏ ଯୁଗର ଶେଷ ହୋଇଛି। ତାଙ୍କ ମୃତ୍ୟୁ ସମଗ୍ର ବିଶ୍ୱକୁ ଚକିତ କରି ଦେଇଛି। ଏଲିଜାବେଥ ଦୀର୍ଘ ସମୟ ଧରି ବ୍ରିଟେନର ରାଣୀ ଥିଲେ। ରାଣୀଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ…

ବ୍ରିଟେନରେ ରାଣୀଙ୍କ କ୍ଷମତା: ଭୋଟ୍ ଦେଉନଥିଲେ କିନ୍ତୁ ସରକାର ଭାଙ୍ଗିପାରିବାର କ୍ଷମତା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏଲିଜାବେଥ ଦୀର୍ଘ ସମୟ ଧରି ରାଣୀ ଥିଲେ। ସରକାରରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ଠାରୁ ଆରମ୍ଭ କରି ଆଇନ ପ୍ରଣୟନ ପର୍ୟ୍ୟନ୍ତ ଏହା ତାଙ୍କର…

ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତ, ଟ୍ୱିଟ୍ କରି ମୋଦୀ ମନେ ପକାଇଲେ ସେଦିନର କଥା..

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥଙ୍କ ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ଏହା ପରେ ଗୁରୁବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି। ରାଣୀ ଏଲିଜାବେଥ୍ ଷ୍ଟକଲ୍ୟାଣ୍ଡର ବାଲମୋରଲରେ ରହୁଥିଲେ। ତାଙ୍କ ମୃତ୍ୟୁରେ ରାଜ ପରିବାରର ଟ୍ୱିଟରରୁ କୁହାଯାଇଛି ଯେ ରାଣୀ…

ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତ ପରେ ଘୋଷଣା ହେଲା ଉତ୍ତରାଧିକାରୀଙ୍କ ନାଁ

ଲଣ୍ଡନ: ୯୬ ବର୍ଷରେ ବ୍ରିଟେନର ରାଣୀ ଏଲିଜାବେଥଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଗୋଟିଏ ଯୁଗର ଶେଷ ହୋଇଛି। ତାଙ୍କ ମୃତ୍ୟୁ ସମଗ୍ର ବିଶ୍ୱକୁ ଚକିତ କରି ଦେଇଛି। ସେ କିଛି ଦିନ ଅସୁସ୍ଥ ଥିଲେ, ଏହା ପରେ ଗୁରୁବାର ଅପରାହ୍ନରେ (ବ୍ରିଟେନ ସମୟ) ତାଙ୍କର ଦେହାନ୍ତ ହୋଇଛି। ରାଣୀ ଏଲିଜାବେଥ୍…