Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମମତାଙ୍କ ପ୍ରସ୍ତାବକୁ ମନା କରିଦେଲେ ଶରଦ, ଆସନ୍ତାକାଲି ଦିଲ୍ଲୀରେ ବୈଠକ

ମୁମ୍ବାଇ: ଏନସିପି ସୁପ୍ରିମୋ ଶରତ ପାଓ୍ୱାର ହେବେ ରାଷ୍ଟ୍ରପତି ପ୍ରାର୍ଥୀ । ଏଭଳି ଏକ ଚର୍ଚ୍ଚା ଗତକାଲି ପାଖରୁ ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଆଡେ ଏ ନେଇ ସମସ୍ତ ରଣନୀତି ପ୍ରସ୍ତୁତ କରିବା ସହିତ ବିରୋଧୀ ଦଳଙ୍କ ସହ କଥା ହେବା ଆରମ୍ଭ କରି ଦେଇଛନ୍ତି।…

ରାହୁଲ ନିକଟରେ ଉଦ୍ଧାରକାରୀ ଦଳ: ଆଉ ମାତ୍ର କିଛି ସମୟର ଅପେକ୍ଷା

ଛତିଶଗଡ଼ : ଆଉ ମାତ୍ର କିଛି ସମୟର ଅପେକ୍ଷା  । ୮୦ ଫୁଟ ଗାତ ପାଖରେ ପହଁଚିଛି ଉଦ୍ଧାରକାଳୀ ଦଳ । ଆଉ ମାତ୍ର କିଛି ସମୟର ଅପେକ୍ଷା । କୋଟି କୋଟି ଲୋକଙ୍କ ପ୍ରାର୍ଥନା  ।  ଦୀର୍ଘ ୪ ଦିନର ଅହରହ କସରତ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଁଚିବାକୁ ଯାଉଛନ୍ତି  । ସୂଚନା ଦେଇଛନ୍ତି ଚମ୍ପା…

ରାଷ୍ଟ୍ରପତି ନିର୍ବାଚନ: ମୋଦୀ-ଶାହଙ୍କ ଖେଳ ବିଗାଡିବାକୁ ପାଓ୍ୱାରଙ୍କୁ ପ୍ରାର୍ଥୀ କରିବେ ମମତା !

ନୂଆଦିଲ୍ଲୀ: ବିରୋଧୀଙ୍କ ତୁଳନାରେ ଅଧିକ ସଂଖ୍ୟକ ସମର୍ଥନ ରହିଥିଲେ ମଧ୍ୟ ଏନଡିଏ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ଘୋଷଣା କରିନାହିଁ। ଏହାରି ଭିତରେ କିନ୍ତୁ ୟୁପିଏ ଅଂଶୀଦାର ଦଳଙ୍କ ସହ ସମ୍ପର୍କ ବଢ଼ାଇବାକୁ ବିଜେପି ଦଳର ସଭାପତି ଜେ.ପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ପୁଣି କାଲି ରାହୁଲଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ 10 ଘଣ୍ଟା ଧରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିଛି ଇଡି। ରାହୁଲଙ୍କୁ ସକାଳେ ପ୍ରଥମ ରାଉଣ୍ଡରେ, ଇଡି ତିନି ଘଣ୍ଟା ପାଇଁ ପ୍ରଶ୍ନ ପଚାରିଥିଲା । ​​| ଏହା ପରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ରାହୁଲ ସୋନିଆ ଗାନ୍ଧୀଙ୍କୁ ଭେଟିବା…

 “ଷ୍ଟାର୍ଟଅପ୍‌ସ ଫର ରେଲୱେଜ” ଆରମ୍ଭ

ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଭାରତୀୟ ରେଳବାଇ ନବସୃଜନ (ଇନୋଭେସନ) କ୍ଷେତ୍ରରେ ଷ୍ଟାର୍ଟଅପ ଓ ଅନ୍ୟାନ୍ୟ ସଂସ୍ଥାମାନଙ୍କର ସହଯୋଗ ପାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ରେଳ, ଯୋଗାଯୋଗ, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି…

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବେ ନବୀନ କିମ୍ବା ଜଗନ!

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ଏନଡିଏର ପ୍ରାର୍ଥୀ ରିଇସିନା ହିଲରେ ବସିବେ ନା ୟୁପିଏର ପ୍ରାର୍ଥୀ ତାକୁ ନେଇ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଛି । ତେବେ ଜଣେ ପ୍ରାର୍ଥୀଙ୍କୁ ବିଜୟୀ ହେବାକୁ ହେଲେ…

୯ ଛୁଆଙ୍କ ମାଆ ଏହି ମଡେଲ୍, କ୍ୟାମେରାମ୍ୟାନ ପ୍ରେମରେ ପଡ଼ି ସ୍ୱାମୀଙ୍କୁ ଛାଡ଼ିଦେଲେ…

ନୂଆଦିଲ୍ଲୀ: ଅଲଗା ହେବେ ଅମାଣ୍ଡା ଓୱେନ୍ ଓ କ୍ଲିଭ୍ ଓୱେନ୍ । ହଲିଉଡର ଜଣାଶୁଣା ଶୋ ଆୱାର ୟର୍କସିର୍ ଫାର୍ମର ଅଭିନେତ୍ରୀ ତଥା ମଡେଲ୍ ଅମାଣ୍ଡା ନିଜ ପତିଙ୍କ ଠାରୁ ଅଲଗା ହେବେ । ୮ ମାସ ହେଲା ଅମାଣ୍ଡା, କ୍ଲିଭ ଅଲଗା ହେବା ଖବର ସାମ୍ନାକୁ ଆସୁଥିଲା । ଏବେ ୪୭ ବର୍ଷୀୟ ଅମାଣ୍ଡା ଏବଂ ତାଙ୍କ ୬୩…

ବେଟିଂ ବିଜ୍ଞାପନ ନେଇ ଆଡଭାଇଜରି ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ବେଟିଂକୁ ପ୍ରୋତ୍ସାହନ ଦେଉଥିବା ବିଜ୍ଞାପନ ମନା । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାରି କରିଛି ଆଡଭାଇଜରି । ମୁଦ୍ରିତ, ବୈଦ୍ୟୁତିକ ଓ ଡିଜିଟାଲ୍ ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କରାଯାଇଛି । ଦେଶର ଅଧିକାଂଶ ସ୍ଥାନରେ ବେଟିଂ ବା ଜୁଆ ଖେଳ ବେଆଇନ୍ ଅଟେ ।…

[ଦେଖନ୍ତୁ ଭିଡିଓ] ୭୦ ଘଣ୍ଟା ହେଲା ୮୦ ଫୁଟ୍ ତଳେ ଫସିଛି ରାହୁଲ୍, ଉଦ୍ଧାର କାର୍ଯ୍ୟ ଜାରି

ରାୟପୁର: ବୋରୱେଲରୁ ମୁକୁଳିବ ରାହୁଲ । ସଫଳ ହେବ ୭୦ ଘଣ୍ଟାର ଅପରେସନ୍ । ସମୟ ଗଡ଼ିବା ସହ ସସପେନ୍ସ ବଢ଼ୁଛି । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାହୁଲ ରେସ୍କ୍ୟୁ ଅପରେସନ୍ । ଛତିଶଗଡ଼ର ଜାଞ୍ଜଗିରିର ଏକ ଗାଁରେ ଦୀର୍ଘ ୭୦ ଘଣ୍ଟା ହେଲା ବୋରୱେଲରେ ଫସିଛି ୧୦ ବର୍ଷର ରାହୁଲ । ଏନଡିଆରଏଫ୍,…

ମନି ଲଣ୍ଡରିଂ ମାମଲା : ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା, ପଚରାଉଚରା କରୁଛନ୍ତି ୩ ବରିଷ୍ଠ ଅଧିକାରୀ

ଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା ଚାଲିଛି । ରାହୁଲଙ୍କୁ ଇଡିର ୩ ବରିଷ୍ଠ ଅଧିକାରୀ ପଚରାଉଚରା କରୁଛନ୍ତି । ଏହି ମାମଲାରେ ରାହୁଲଙ୍କୁ ଇଡି ଜୁନ୍ ୨ ତାରିଖରେ ହାଜର ହେବାକୁ ଡକାଇଥିଲା । କିନ୍ତୁ ବିଦେଶରେ ଥିବା କହି ରାହୁଲ୍ ହାଜର ହୋଇପାରିନଥିଲେ । ଇଡିର…