Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାହିଁକି ଇଡିରେ ହାଜର ହେବେ ରାହୁଲ ଗାନ୍ଧି?

କଂଗ୍ରେସର ପୂର୍ବତନ ସଭାପତି ତଥା ୱାୟାନାଡ ସାଂସଦ ରାହୁଲ ଗାନ୍ଧି ଆଜି ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେବେ। ଏଥିପାଇଁ ଇଡି କାର୍ଯ୍ୟାଳୟ ବାହାରେ ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ଜୁନ୍ 13 ରେ ଇଡି ରାହୁଲ…

“ଦେବେନ୍ଦ୍ର ପଡ଼ନବିସ ମଧ୍ୟ ଶିବସେନାକୁ ଭୋଟ୍ ଦେବେ, ଯଦି..”

ଭୁବନେଶ୍ୱର: ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ମଧ୍ୟ ବିଜେପି ବିରୋଧରେ ଯାଇ ଶିବସେନାକୁ ଭୋଟ୍ ଦେବେ, ଯଦି ଶିବସେନା ଅଧୀନରେ ‘ଇଡି’ ରହିବ । ମାତ୍ର ଦୁଇ ଦିନରେ ଫଡ଼ନବିସ ଶିବ ସେନାକୁ ଭୋଟ୍ ଦେବାକୁ ବାଧ୍ୟ ହୋଇଯିବେ । ରବିବାର ଶିବସେନା ଏମପି ସଞ୍ଜୟ ରାଉତ ଏହି…

ଚାଲିଲା ବାବାଙ୍କ ବୁଲଡୋଜର: ମାଟିରେ ମିଶିଲା ଜାଭେଦଙ୍କ ଘର

ପ୍ରୟାଗରାଜ: ପ୍ରୟାଗରାଜରେ ୧୦ଜୁନରେ ହୋଇଥିବା ହିଂସାର ମାଷ୍ଟର ମାଇଣ୍ଡ ଜାଭେଦ ଓରଫ ପଂପର ଘର ମାଟିରେ ମିଶିଛି । ବଳିଷ୍ଠ ପ୍ରମାଣ ହସ୍ତଗତ ହେବା ପରେ ବାବାଙ୍କ ବୁଲଡୋଜର ଜାଭେଦର ଘର ଆଡେ ମୁହାଁଇଥିଲା । ପ୍ରଶାସନର ପାଖାପାଖି ୫ ଘଂଟାର ପରିଶ୍ରମ ପରେ ଏହାକୁ ମାଟିରେ ମିଶାଇବାରେ ସଫଳ ହୋଇଥିଲା…

ପଶ୍ଚିମବଙ୍ଗରେ ନିୟନ୍ତ୍ରଣକୁ ଆସୁନି ହିଂସା : ୧୪୪ ଧାରା ଲାଗୁ

ଦିଲ୍ଲୀ: ପୈଗମ୍ବର ମହମ୍ମଦଙ୍କୁ ନେଇ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଶନିବାରଠାରୁ ହିଂସା ଜାରି ରହିଛି । ହାଓଡାରେ ପ୍ରଦର୍ଶନକାରୀଙ୍କ ଦ୍ୱାରା ପଥର ମାଡ ସହ ବ୍ୟାପକ ପୋଡାଜଳା ହେବା ଘଟଣା ପରେ ଅଧିକାଂଶ ଇଲାକାରେ ୧୪୪ ଲାଗୁ ହୋଇଛି । ହାଓଡାରେ ପରିସ୍ଥିତି…

ଏନକାଉଣ୍ଟରରେ ୩ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଟାର୍ଗେଟ କିଂଲିର ମୁହଁତୋଡା ଜବାବ ଦେଉଛି ସେନା ।  ପୁଲ୍‌ୱାମା ଜିଲ୍ଲାରେ ଟାର୍ଗେଟ କିଂଲିର ଜଣେ ମାଷ୍ଟରମାଇଣ୍ଡକୁ ଧରିବାକୁ ଯାଇ ଦୀର୍ଘ ଏଗାର ଘଣ୍ଟା ବ୍ୟାପୀ ଚାଲିଥିବା ଆତଙ୍କବାଦୀ ମୁକାବିଲା ଅଭିଯାନରେ ୩ଜଣ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ…

ଚାଲିଲା ଯୋଗୀଙ୍କ ବୁଲଡୋଜର: 227 ଗିରଫ

ଲକ୍ଷ୍ନୈା: ୟୁପିରେ ହିଂସାକୁ ପ୍ରଶୟ ଦିଆଯିବ ନାହିଁ । ଯିଏ ହିଂସା କରିବ ତାକୁ କଠୋର ଦଣ୍ଡ ଦିଆଯିବ ଏହା ହେଉଛି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶକ୍ତ ବାର୍ତ୍ତା । ଆଉ ଏହି କ୍ରମରେ ଯେଉଁମାନେ ନିଲମ୍ବିତ ବିଜେପି କାର୍ଯ୍ୟକର୍ତ୍ତା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ…

ଚୀନ ସୀମା ନିକଟରୁ ଯବାନ ନିଖୋଜ

ନୂଆଦିଲ୍ଲୀ: ଚୀନ ସୀମା ନିକଟରେ ଅରୁଣାଚଳ ପ୍ରଦେଶରେ ଡ୍ୟୁଟି କରୁଥିବା ଜଣେ ଯବାନ ମେ ୨୯ରୁ ନିଖୋଜ ଥିବା ବାଟାଲିୟନ ଅଫିସର ଯବାନଙ୍କ ପତ୍ନୀଙ୍କୁ ଜଣାଇଛନ୍ତି । ଡେରାଡୁନର ପ୍ରକାଶ ସିଂ ରାଣା ଠକଲା ୧୨ ଦିନ ହେବ ନିଖୋଜ ହେବା ପରେ ସେନାଧିକାରୀ ବାଧ୍ୟ ହୋଇ ଏହି ସୂଚନା ଦେଇଥିଲେ । ତେବେ ଭାରତର…

ଯୁଦ୍ଧ ବେଳେ ଋଷ ଯିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ

ନୂଆଦିଲ୍ଲୀ: ଋଷ ଗସ୍ତରେ ଯିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଋଷ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ପ୍ରଥମ ଥର ପାଇଁ ଋଷ ଗସ୍ତରେ ଯିବେ କେନ୍ଦ୍ର ସରକାରଙ୍କର ଏହି ମନ୍ତ୍ରୀ। ଆସନ୍ତା ସପ୍ତାହରେ ଋଷର ସେଣ୍ଟ ପିଟର୍ସବର୍ଗରେ ଇଣ୍ଟରନ୍ୟାସନାଲ ଇକୋନୋମିକ୍ ଫୋରମ୍ (ଏସପିଆଇଇଏଫ)…

ଆମେରିକାଠୁ ଭଲ ୟୁପିର କୋଭିଡ ପରିଚାଳନା: ବିଲ୍ ମେଲିଣ୍ଡା ଫାଉଣ୍ଡେସନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କୋଭିଡ୍ ପରିଚାଳନା ଆମେରିକା ତୁଳନାରେ ଭଲ। ଆମେରିକାର ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଏହା କହିଛି। ଫାଉଣ୍ଡେସନର ଏକ ପ୍ରତିନିଧି ଦଳ ଗୁରୁବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ସ୍ୱାସ୍ଥ୍ୟ, ପୋଷଣ ଏବଂ କୃଷି କ୍ଷେତ୍ରରେ…

ସାଧାରଣ ନାଗରିକଙ୍କୁ ମାରିବା ଅଭିଯୋଗରେ ୩୦ ଯବାନଙ୍କ ବିରୋଧରେ ରୁଜୁ ହେଲା ମାମଲା

କୋହିମା: ୨୦୨୧ରେ ୧୩ଜଣ ସାଧାରଣ ନାଗରିକଙ୍କୁ ମାରିବା ଅଭିଯୋଗରେ ୨୦ଜର ଯବାନଙ୍କ ବିରୋଧରେ ମାମଲା ରୁଜୁ କରିଛି ସ୍ଥାନୀୟ ପୋଲିସ । ଏଥିରେ ଜଣେ ସେନା ଅଧିକାରୀ ସାମିଲ ଅଛନ୍ତି । ଡିସେମ୍ବର ୪ରେ ଯବାନ ଗୁଳିରେ ୧୩ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ମ୍ୟାନମାର ସୀମା ନିକଟବର୍ତୀ ଅଂଚଳରେ…