Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅକ୍ଟୋବର ପ୍ରଥମ ସପ୍ତାହରେ 5G ସେବା ଆରମ୍ଭ କରିବେ ପିଏମ୍ ମୋଦି

ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ 5G ସେବାର ଶୁଭାରମ୍ଭ କରିବେ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅକ୍ଟୋବର ୧ରୁ ୪ ତାରିଖ ଯାଏ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସ ଅନୁଷ୍ଠିତ ହେବ । ଏହି ଅବସରରେ ପିଏମ୍ ମୋଦି 5G ସେବାର ଶୁଭାରମ୍ଭ କରିବେ ।…

ଦକ୍ଷତା ବିକାଶ ସହାୟତାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ପୁରୀ : ଦେଶର ବିକାଶ କରିବାକୁ ହେଲେ ଦକ୍ଷତା କୁ ବିକାଶ କରାଇବାକୁ ହେବ । ସେଥିପାଇଁ  ପୁରୀରେ ଆରମ୍ଭ ହୋଇଯାଇଛି  ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦଶମ ପରାମର୍ଶଦାତା କମିଟି ବୈଠକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ  ଅନୁଷ୍ଠିତ ହୋଇଯାଇଛି।…

ଅଯୋଧ୍ୟାରେ ଧୂମଧାମରେ ପାଳିତ ହେବ ଲତା ମଙ୍ଗେସକରଙ୍କ ଜନ୍ମଦିନ

ଅଯୋଧ୍ୟା: ସେପ୍ଟମ୍ବର ୨୮ ହେଉଛି ସ୍ୱର୍ଗତଃ ଲତା ମଙ୍ଗେସରକରଙ୍କ ଜନ୍ମଦିନ । ଏହାକୁ ଧୂମ ଧାମରେ ପାଳନ କରିବା ପାଇଁ ଅଯୋଧ୍ୟାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଯୋଧ୍ୟାର ମୂଖ୍ୟ ପ୍ରବେଶ ଦ୍ୱାର ନୟା ଘାଟକୁ ଏବେ ଲତା ମଙ୍ଗେସକରଙ୍କ ନାମରେ ନାମିତ ହେବ । ଏ ନେଇ ଆୟୋଜିତ ଭବ୍ୟ…

ଚୀନ ରାଷ୍ଟ୍ରପତି ଗୃହବନ୍ଦୀ ହେବା ନେଇ ଚର୍ଚ୍ଚା, ସ୍ୱାମୀଙ୍କ ଟୁଇଟ ଦ୍ୱନ୍ଦ୍ୱ ବଢ଼ାଇଲା

ବେଜିଂ: ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଗୃହବନ୍ଦୀ ଭାବେ ରଖାଯାଇଛି ବୋଲି ଖବର ପ୍ରଚାର ହେବାରେ ଲାଗିଛି । ଏ ନେଇ କୌଣସି ଅଫିସିଆଲ ତଥ୍ୟ ମିଳି ନ ଥିଲେ ମଧ୍ୟ ସାରା ବିଶ୍ୱରେ ଏହାକୁ ନେଇ ଆଲୋଚନା ହେଉଛି । ରିପୋର୍ଟ ମୁତାବକ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ଏହି ପଦକ୍ଷେପ ଗ୍ରହଣ…

ପିଏଫଆଇ ନେଇ ଇଡିର ବଡ ଖୁଲାସା, ପ୍ରଧାନମନ୍ତ୍ରୀ ବି ଥିଲେ ଟାର୍ଗେଟରେ

ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ପପୁଲାର ଫ୍ରଂଟ ଅଫ ଇଣ୍ଡିଆ (ପିଏଫଆଇ) ନେଇ ବଡ ଖୁଲାସା କରିଛି । ଚଳିତ ବର୍ଷ ଜୁଲାଇରେ ପାଟନାର ଏକ ରାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ ନେଇ ପିଏଫଆଇ ଷଡଯନ୍ତ୍ର ରଚିଥିଲା । ଏଥିନେଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆ…

ଇଣ୍ଟରପୋଲର ତଥ୍ୟକୁ ନେଇ ୧୯ ରାଜ୍ୟର ୫୬ଟି ସ୍ଥାନରେ CBI ଚଢ଼ାଉ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ୧୯ଟି ରାଜ୍ୟର ୫୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଶିଶୁ ଯୌନ ଶୋଷଣ ବିରୋଧରେ ଏହି ଚଢ଼ାଉ ହୋଇଛି । ୧୯ ରାଜ୍ୟ ସହ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଛାନଭିନ୍ କରୁଛି ସିବିଆଇ ।…

ଏନଆରଆଇ ଆକାଉଣ୍ଟ ଜରିଆରେ ଦେଶରେ ପିଏଫଆଇ ଆକାଉଣ୍ଟକୁ ଆସୁଥିଲା ପାଣ୍ଠି:ଇଡି

ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି  (ଏନଆଇଏ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆତଙ୍କବାଦ ପାଣ୍ଠି ସମ୍ବନ୍ଧରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ)ର ସାରା ଦେଶରେ ଥିବା ଅନେକ ଅଫିସରେ ରେଡ୍ କରିଛି । ଏଥିସହିତ ପିଏଫଆଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ମିଛ ଅଭିଯୋଗ ଆଣିବାକୁ ପାକିସ୍ତାନ ବାଛିଲା ଜାତିସଂଘ ମଞ୍ଚ, ଭାରତର କଡା ଜବାବ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାରେ କଶ୍ମୀର ପ୍ରସଙ୍ଗ ଉଠାଇବା ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ବିରୋଧରେ ଅନେକ ବିବୃତ୍ତି ଦେଇଛନ୍ତି। ଏବେ ଭାରତ ମଧ୍ୟ ପାକିସ୍ତାନକୁ କଡା ଜବାବ ଦେଇଛି। ଜାତିସଂଘରେ ସମ୍ବୋଧିତ କରି ଭାରତର ରାଷ୍ଟ୍ରଦୂତ ମିଜିଟୋ ଭିନିଟୋ…

୬୦ଟି ବିମାନ ବନ୍ଦରରେ ସିଆଇଏସଏଫଙ୍କ ସ୍ଥାନରେ ମୁତୟନ ହେବେ ପିଏସଏ ସୁରକ୍ଷା କର୍ମୀ

ଚେନ୍ନାଇ: ଭାରତ ସରକାରଙ୍କ ନିଷ୍ପତ୍ତିକ୍ରମେ, ଦେଶର ୬୦ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ କାର୍ଯ୍ୟ ସମ୍ପାଦନ ଲାଗି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ସ୍ଥାନରେ ମୋଟ୍‌ ୧୯୨୪ ଜଣ ଘରୋଇ ସୁରକ୍ଷା ଏଜେନ୍ସି (ପିଏସଏ) ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ । ଏହି ନିଷ୍ପତ୍ତି ଦ୍ବାରା…

କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଆଇନ କହି ଭାରତ ସହ ଶାନ୍ତି ସମ୍ପର୍କ ଚାହୁଁଛି କହିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପୁଣି ଥରେ ଜାତିସଂଘର ସାଧାରଣ ସଭାରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଅନ୍ତର୍ଜାତୀୟ ଫୋରମରେ ଧାରା ୩୭୦ ପ୍ରସଙ୍ଗ ଉଠାଇ ଭାରତ ସରକାରଙ୍କୁ ସମାଲୋଚନା କରିବାକୁ ଚେଷ୍ଟା କରିଛନ୍ତି 'କାଙ୍ଗାଳ' ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ। ସେ…