Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇରାନରେ ଚୁଟି ଖୋଲି ବିରୋଧ କରିଥିବା ମହିଳା ପୋଲିସ ଗୁଳିରେ ମୃତ

ତେହେରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ ସ୍ଥାନୀୟ ପ୍ରଶାସନ କଠୋର ପନ୍ଥା ଆପଣାଇବାକୁ ପଛାଉ ନାହାନ୍ତି । ଚୁଟି ମୁକୁଳା କରି ଏହି ଆନ୍ଦୋଳନରେ ଚର୍ଚ୍ଚିତ ହୋଇଥିବା ୨୦ ବର୍ଷୀୟା ହଦୀସ ନଜଫିଙ୍କୁ ପୋଲିସ ଗୁଳି କରି ହତ୍ୟା କରିଛି ।…

ଜିନପିଙ୍ଗ ଗୃହବନ୍ଦୀ ଖବରକୁ ଖାରଜ କଲା ସିପିସି

ବେଜିଂ: ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଗୃହବନ୍ଦୀ ଖବରକୁ ଆଜି ଖଣ୍ଡନ କରିଛି । ଏଥିସହ ଆସନ୍ତା ମାସରେ ହେବାକୁ ଥିବା ପାର୍ଟିର ୨୦ତମ କଂଗ୍ରେସ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ହେବ । ୫ ବର୍ଷରେ ଥରେ ହେଉଥିବା ଏହା ସମ୍ମିଳନୀରେ ୨୩୦୦ ପ୍ରତିନିଧି…

ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ

ୱାଶିଂଟନ: ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ। ପୂର୍ବରୁ ଏକାଧିକ ଥର ବୈଷୟିକ ତ୍ରୁଟି କାରଣରୁ ଏହାର ଲଞ୍ଚକୁ ସ୍ଥଗିତ ରଖାଯିବା ପରେ ଚଳିତଥର ଘୂର୍ଣ୍ଣିବଳୟ ଯୋଗୁଁ ପୁଣି ଏହାର ଲଞ୍ଚକୁ ସ୍ଥଗିତ ରଖାଯାଇଛି। ଫ୍ଲୋରିଡାଠାରେ ଘୂର୍ଣ୍ଣିବଳୟ ହେବାର ଆଶଙ୍କା ରହିଛି। ନାସା ଦ୍ୱାରା…

ଆଜି ମନ କି ବାତ: ୧୧ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରେଡିଓରେ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ଭୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ହେବ ପ୍ରଧାନମନ୍ତ୍ରୀଙ୍କ 93 ତମ ମନ କି ବାତ କାର୍ଯ୍ୟକ୍ରମ।…

ଘାଟୀରେ ୨ ବିହାରୀ ଶ୍ରମିକଙ୍କ ଉପରେ ଗୁଳି ଚାଳନା କଲେ ଆତଙ୍କବାଦୀ

ପୁଲୱାମା: କଶ୍ମୀରରେ ଶନିବାର ପୁନର୍ବାର ଆତଙ୍କବାଦୀମାନେ ୨ ନିରୀହ ବିହାରୀ ଶ୍ରମିକଙ୍କ ଉପରେ ଗୁଳି ଚାଳନା କରିଛନ୍ତି । କିଛି ଦିନ ହେବ ଟାର୍ଗେଟ କିଲିଂ ଥମି ଯାଇଥିବା ବେଳେ ଆଜିର ଘଟଣା ପୁଣି ସୁରକ୍ଷାକର୍ମୀଙ୍କୁ ଚିନ୍ତାରେ ପକାଇଛି । ଗୁଳିମାଡ ହେବା ପରେ ୨ ଶ୍ରମିକ ଶମଶାଦ ଅହମ୍ମଦ ଓ ଫୈଜାନ…

ଆସନ୍ତାକାଲି ରାଜୁଙ୍କ ପାଇଁ ମୁମ୍ବାଇରେ ହେବ ପ୍ରାର୍ଥନା ସଭା

ମୁମ୍ୱାଇ : ଲୋକପ୍ରିୟ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ପାଇଁ ଆସନ୍ତାକାଲି ମୁମ୍ବାଇରେ ହେବ ପ୍ରାର୍ଥନା ସଭା । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ବଲିଉଡର ଅଧିକାଂଶ କଳାକାର ଆସନ୍ତାକାଲି ଜୁହୁ ଇସ୍କନ ମନ୍ଦିର ଆସି ପ୍ରାର୍ଥନା ସଭାରେ ଯୋଗ ଦେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି…

ଟିଏମସି ନିର୍ଦ୍ଦେଶରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପିଟିଛି ପୋଲିସ: ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ କମିଟି

କୋଲକତା : ପଶ୍ଚିମବଙ୍ଗରେ ବିଜେପିର  'ନବାନ ଅଭିଆନ୍' ସମୟରେ ଦଳୀୟ କର୍ମୀଙ୍କ ପ୍ରତି ହୋଇଥିବା ହିଂସା ଘଟଣାର ତଦନ୍ତ ପାଇଁ ଗଠିତ ଭାରତୀୟ ଜନତା ପାର୍ଟିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଏହାର ରିପୋର୍ଟ ଦଳର ସଭାପତି ଜେପି ନଡ୍ଡାଙ୍କ ନିକଟରେ ଦାଖଲ କରିଛି। ବିଜେପି ସଭାପତି ଏକ ପାଞ୍ଚ ଜଣିଆ…

୪ ସଂସଦୀୟ ସମିତିରୁ କୌଣସି ଗୋଟିଏରେ ଅଧ୍ୟକ୍ଷ ପଦ ଦେବାକୁ କଂଗ୍ରେସର ଦାବି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦୀୟ ପରମ୍ପରାକୁ ଅସମ୍ମାନ କରୁଛନ୍ତି। ଏପରି ଅଭିଯୋଗ ଆଣିଛି କଂଗ୍ରେସ । ଶନିବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ କଂଗ୍ରେସ ଏକ ଚିଠି ଲେଖିଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ଏହାକୁ ଚାରି ପ୍ରମୁଖ ବିଭାଗର…

ରୁଷିଆ ବାଦୁଡିଙ୍କ ନିକଟରୁ ମିଳିଲା ଖୋସ୍ତା ୨ ଭାଇରସ, ବୈଜ୍ଞାନିକମାନେ ଚିନ୍ତାରେ

ମସ୍କୋ: କରୋନା ମହାମାରୀ ଶେଷ ପର୍ଯ୍ୟାୟରେ ପଂହଚିଥିବା ବେଳେ ରୁଷିଆରେ ବାଦୁଡିମାନଙ୍କ ନିକଟରୁ ଏକ ନୂତନ ପ୍ରକାର ଭାଇରସ ମିଳିଛି । ଏହାର ନାମ ଖୋସ୍ତା ୨ ଭାଇରସ । ଏହା ମଣିଷକୁ ସଂକ୍ରମିତ କରିବା ଆଶଙ୍କା ରହିଛି । ବର୍ତମାନ ଯେତିକି କରୋନା ଭ୍ୟାକ୍ସିନ ବାହାରିଛି ଏହାର ମୁକାବିଲା କେହି କରି…

ବିହାରରେ ବିଜେପିକୁ ରୋକିବାକୁ ସୋନିଆଙ୍କୁ ସାକ୍ଷାତ କରିବେ ଲାଲୁ

ନୂଆଦିଲ୍ଲୀ: ବିହାର ରାଜନୀତିରେ ପୁଣି ଏବେ ଲାଲୁଙ୍କ ଦବଦବା ଚାଲିଛି ।  ତାଙ୍କ ଦଳ ମେଂଟ ସରକାରକୁ ଆସିବା ପରେ ଏବେ ଫୁଲଦମରେ ଲାଗିପଡ଼ିଛନ୍ତି ଲାଲୁ ଯାଦବ । ବିହାରରେ ବିଜେପିକୁ ହରାଇବା ପାଇଁ ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ…